Latest Odisha News

BREAKING NEWS

Browsing Category

ଖେଳ

କଟକ ଟି୨୦ରୁ ଭାରତର ବିଶ୍ୱକପ ପ୍ରସ୍ତୁତି ଆରମ୍ଭ

କଟକ: ଡିସେମ୍ବର ୯ରୁ ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଖେଳାଯିବାକୁ ଥିବା ୫ ମ୍ୟାଚ ବିଶିଷ୍ଟ ଟି୨୦ ସିରିଜର ପ୍ରଥମ ମ୍ୟାଚ ଖେଳାଯିବ । ଆଗକୁ ଟି୨୦ ବିଶ୍ୱକପ ଥିବାରୁ ସୂର୍ଯ୍ୟକୁମାର ଯାଦବଙ୍କ ନେତୃତ୍ୱରେ ଭାରତୀୟ ଦଳ ପ୍ରକୃତ ପ୍ରସ୍ତୁତି ଆରମ୍ଭ କରିଛି । ଶୁଭମନ ଗିଲ ଓ ହାର୍ଦ୍ଦିକ ପାଣ୍ଡ୍ୟା…

ପଦାର୍ପଣ ମ୍ୟାଚରେ ଅମିତ ପାସୀଙ୍କ ବିଶ୍ୱରେକର୍ଡ

ହାଇଦ୍ରାବାଦ: ଚଳିତ ସୟେଦ ମୁସ୍ତାକ ଅଲୀ ଟ୍ରଫି ଗ୍ରୁପ ସି ମୁକାବିଲାରେ ବରୋଦାର ୱିକେଟକିପର ଅମିତ ପସୀ ବିସ୍ଫୋରକ ବ୍ୟାଟ୍ସମ୍ୟାନ ସହ ବିଶ୍ୱରେକର୍ଡ କରିଛନ୍ତି । ସର୍ଭିସେସ ବିପକ୍ଷ ମୁକାବିଲାରେ ସେ ୫୫ ବଲରେ ୧୧୪ ରନର ଇନିଂସ ଖେଳିଥିଲେ । ପଦାର୍ପଣ ଟି୨୦ ମ୍ୟାଚରେ ଏହା ସର୍ବାଧିକ ବ୍ୟକ୍ତିଗତ…

ଅବସର ନିଷ୍ପତିରୁ ଓହରିଲେ ଶକୀବ ଉଲ ହାସନ

ଢ଼ାକା: ବାଂଲାଦେଶର ଷ୍ଟାର ଅଲରାଉଣ୍ଡର ଶକୀବ ଉଲ ହାସନ ଆନ୍ତର୍ଜାତୀୟ କ୍ରିକେଟରୁ ନେଇଥିବା ଅବସର ନିଷ୍ପତିରୁ ଓହରିଛନ୍ତି । ଏକ ସାକ୍ଷାତକାରରେ ସେ ଏହା ସ୍ପଷ୍ଟ କରିଛନ୍ତି । ମୁଁ ଏବେ ସମସ୍ତ ଫର୍ମାଟରୁ ଅବସର ନେଇ ନାହିଁ । ବାଂଲାଦେଶରେ ଘରୋଇ ସିରିଜ ଖେଳିବା ପରେ ଅବସର ନେବି ବୋଲି ସେ…

ଭାରତ-ଦକ୍ଷିଣ ଆଫ୍ରିକା ଟି-୨୦; ଟିକେଟ କଳାବଜାରୀ ଅଭିଯୋଗରେ ୪ ଗିରଫ

କଟକ: କଟକ ବାରବାଟୀ ଷ୍ଟାଡିୟମରେ ମଙ୍ଗଳବାର ଖେଳାଯିବାକୁ ଥିବା ଭାରତ-ଦକ୍ଷିଣ ଆଫ୍ରିକା ଟି-୨୦ ଅନ୍ତର୍ଜାତୀୟ କ୍ରିକେଟ୍ ମ୍ୟାଚ୍‌ ପାଇଁ ଟିକେଟ୍‌ କଳାବଜାରୀ ଅଭିଯୋଗରେ ଚାରି ଜଣଙ୍କୁ ଗିରଫ କରାଯାଇଛି। ବିଡାନାସୀ ଥାନା ଅଧିକାରୀମାନେ ଚଢ଼ା ଦରରେ ବିକ୍ରି ହେଉଥିବା ୧୨ଟି ଟିକେଟ୍‌ ଜବତ…

ବାରବାଟୀରେ ଆନ୍ତର୍ଜାତୀୟ ଟି୨୦: ଦକ୍ଷିଣ ଆଫ୍ରିକା ପଲା ଭାରୀ

କଟକର ବାରବାଟୀ ଷ୍ଟାଡିୟମକୁ ଫେରିଛି ଆନ୍ତର୍ଜାତୀୟ ଟି୨୦ ମୁକାବିଲା । ସବୁ କିଛି ପ୍ରସ୍ତୁତି ହୋଇଛି ଶେଷ । ଡିସେମ୍ବର ୯ରେ ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ହେବାକୁ ଥିବା ଟି୨୦ ସିରିଜର ପ୍ରଥମ ମ୍ୟାଚ ଖେଳାଯିବ । ଚଳିତ ଦକ୍ଷିଣ ଆଫ୍ରିକା ବିପକ୍ଷ ସିରିଜରେ ଭାରତ ଟେଷ୍ଟ ସିରିଜ ହାତଛଡା…

ଜାତୀୟ କ୍ରୀଡା ପୁରସ୍କାର ପାଇଁ ମନ୍ତ୍ରଣାଳୟ ପକ୍ଷରୁ ଘୋଷିତ ହେଲା ଚୟନ କମିଟି

ନୂଆଦିଲ୍ଲୀ: କ୍ରୀଡା ମନ୍ତ୍ରଣାଳୟ ପକ୍ଷରୁ ଜାତୀୟ କ୍ରୀଡା ପୁରସ୍କାର ପାଇଁ ପ୍ରସ୍ତୁତି ଆରମ୍ଭ ହୋଇଛି । ଏଥିନେଇ ଏକ ଚୟନ କମିଟି ଗଠନ କରାଯାଇଛି । ଏହି କମିଟି ମେଜର ଧ୍ୟାନଚାନ୍ଦ ଖେଳ ରତ୍ନ ପୁରସ୍କାର, ଦ୍ରୋଣାଚାର୍ଯ୍ୟ ପୁରସ୍କାର ଓ ଅର୍ଜୁନ ପୁରସ୍କାର ପାଇଁ ମନୋନୀତ ପ୍ରାର୍ଥୀ ଚୟନ କରିବେ ।…

ବେଙ୍ଗାଲୁରରୁ ଘୁଂଚିବନି ଆଇପିଏଲ ମ୍ୟାଚ

ବେଙ୍ଗାଲୁର: କର୍ଣ୍ଣାଟକ ଉପ ମୂଖ୍ୟମନ୍ତ୍ରୀ ଡିକେ ଶିବକୁମାର ସ୍ପଷ୍ଟ କରିଛନ୍ତି ଯେ ବେଙ୍ଗାଲୁରରୁ ଆଇପିଏଲ ମ୍ୟାଚ ଘୁଂଚା ଯିବନି । ଏମ ଚିନ୍ନାସ୍ୱାମୀ ଷ୍ଟାଡିୟମ ଆମ ଗର୍ବ । ଏଠାରେ ପୂର୍ବ ଭଳି ମ୍ୟାଚ ହେବ । ଆଇପିଏଲ ୨୦୨୫ରେ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁର ପ୍ରଥମ ଥର ପାଇଁ ଟାଇଟଲ ହାସଲ…

ଭାରତ-ଦକ୍ଷିଣ ଆଫ୍ରିକା ଟି-୨୦ ମ୍ୟାଚ୍; ସର୍ବସାଧାରଣ ନିମନ୍ତେ ଟ୍ରାଫିକ କଟକଣା ଜାରି

କଟକ: ଆସନ୍ତା ୯ ତାରିଖ ଦିନ କଟକ ବାରବାଟୀ ଷ୍ଟାଡିୟମରେ ଖେଳାଯିବ ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଟି-୨୦ ଆନ୍ତର୍ଜାତୀୟ କ୍ରିକେଟ ମ୍ୟାଚ। ସେହିପରି ୮ ତାରିଖ ଦିନ ଅଭ୍ୟାସ ମ୍ୟାଚ ହେବାକୁ ଯାଉଅଛି । ଏହି ଦିନ ମ୍ୟାଚ୍ ଓ ଖେଳାଳି ମାନଙ୍କୁ ଦେଖିବା ନିମନ୍ତେ ବାରବାଟୀ ଷ୍ଟାଡିୟମ୍ ଓ ଏହାର…

ସୟେଦ ମୁସ୍ତାକ ଅଲୀ ଟ୍ରଫି: ଓଡିଶାର ବିଜୟ ଅଭିଯାନ ଜାରୀ

ଲକ୍ଷ୍ନୌ: କ୍ରମାଗତ ୩ଟି ପରାଜୟ ସହ ସୟେଦ ମୁସ୍ତାକ ଅଲୀ ଟ୍ରଫିରେ ଅଭିଯାନ ଆରମ୍ଭ କରିଥିବା ଓଡିଶା ଏବେ ବିଜୟ ରଥରେ ସବାରୀ ହୋଇଛି । ବିପ୍ଲବ ସାମନ୍ତରାୟଙ୍କ ଅଲରାଉଣ୍ଡ ପ୍ରଦର୍ଶନ ସହାୟତାରେ ଆସାମକୁ ୭୩ ରନରେ ହରାଇବା ସହ ଓଡିଶା ହ୍ୟାଟ୍ରିକ ବିଜୟ ହାସଲ କରିଛି । ପ୍ରଥମେ ବ୍ୟାଟିଂ କରି ଓଡିଶା…

ଦିବାରାତ୍ର ଟେଷ୍ଟରେ ଇଂଲଣ୍ଡ ବିପକ୍ଷରେ ଅଷ୍ଟ୍ରେଲିଆର ସହଜ ବିଜୟ

ବ୍ରିସବେନ: ଏଠାରେ ଅନୁଷ୍ଠିତ ଆଶେସ ସିରିଜର ଦ୍ୱିତୀୟ କ୍ରିକେଟ ଟେଷ୍ଟରେ ଅଷ୍ଟ୍ରେଲିଆ ୮ ୱିକେଟରେ ଇଂଲଣ୍ଡକୁ ପରାସ୍ତ କରିଛି । ୪ ଦିନରେ ଅଷ୍ଟ୍ରେଲିଆ ଏହି ମ୍ୟାଚକୁ ଜିତି ନେଇଥିଲା । ଏଥିସହ ୫ ମ୍ୟାଚ ବିଶିଷ୍ଟ ସିରିଜରେ ଅଷ୍ଟ୍ରେଲିଆ ୨-୦ର ଗୁରୁତ୍ୱପୂର୍ଣ୍ଣ ଅଗ୍ରଣୀ ହାସଲ କରିଛି । ଗାବାରେ…