Latest Odisha News

BREAKING NEWS

Browsing Category

ଖେଳ

Mohsin Naqvi: ଏସିଆ କପ୍ ଟ୍ରଫି ନିଜ ସହ ନେଇଥିବା ମୋହସିନ୍ ନକଭି କିଏ?, ପାକିସ୍ତାନ ସରକାରରେ ପାଇଛନ୍ତି…

ନୂଆଦିଲ୍ଲୀ: ଭାରତୀୟ କ୍ରିକେଟ୍ ଦଳ ଏସିଆ କପ୍ ୨୦୨୫ର ଟାଇଟଲ୍ ମ୍ୟାଚ୍ ରେ ପାକିସ୍ତାନୀ କ୍ରିକେଟ୍ ଦଳକୁ ପରାସ୍ତ କରିଛି। ଏସିଆ କପ୍ ରେ ଭାରତର ବିଜୟ ସତ୍ତ୍ୱେ, ପାକିସ୍ତାନ ଏକ ନାଟକୀୟ ନାଟକ ପ୍ରଦର୍ଶନ କରିଛି ଯାହା ସାରା ବିଶ୍ୱରେ ଆଲୋଚନା ହେଉଛି। ବିଜୟ ପରେ, ଭାରତୀୟ ଦଳ ପାକିସ୍ତାନର…

Asia Cup 2025 Controversy: ବୟକଟରୁ ଟ୍ରଫି ଚୋରି ଯାଏଁ…ବିବାଦରେ ଏସିଆ କପ୍: ବେଇଜ୍ଜତ୍ ଭୁଲି ପାରିବନି…

ନୂଆଦିଲ୍ଲୀ: ଏସିଆ କପ୍ ୨୦୨୫ ଟାଇଟେଲ ଜିତିଲା ଭାରତ । ପ୍ରଥମ ଥର ପାଇଁ ଫାଇନାଲରେ ପାକିସ୍ତାନ ସହ ମୁହାଁମୁହିଁ ହୋଇଥିବା ଟିମ୍ ଇଣ୍ଡିଆ ୫ ୱିକେଟରେ ଟିମ୍ ପାକିସ୍ତାନକୁ ହରାଇ ନବମ ଥର ପାଇଁ ଏସିଆ ଦଖଲ କରିଛି ଭାରତ । ତେବେ ଟସ୍ ପଡିବା ଠାରୁ ଆରମ୍ଭ କରି ଫାଇନାଲରେ ଭାରତ ମୁକୁଟ ପିନ୍ଧିବା…

ଆତଙ୍କବାଦୀଙ୍କୁ ମ୍ୟାଚ ଫି ଦେବେ ପାକିସ୍ତାନ ଖେଳାଳି

ଦୁବାଇ: ଏସିଆ କପ ୨୦୨୫ ଫାଇନାଲରେ ଭାରତ ୫ ୱିକେଟରେ ପାକିସ୍ତାନକୁ ହରାଇ ଚାମ୍ପିୟନ ହୋଇଛି । ଭାରତ ଗ୍ରୁପ ପର୍ଯ୍ୟାୟ, ସୁପର ଫୋର ଓ ଫାଇନାଲରେ ପରାସ୍ତ କରି ହ୍ୟାଟ୍ରିକ ବିଜୟ ହାସଲ କରିଛି । ରିପୋର୍ଟ ମୁତାବକ ପାକିସ୍ତାନ ଟିମ ଫାଇନାଲ ମ୍ୟାଚର ଫିକୁ ଅପରେଶନ ସିନ୍ଦୂରରେ ମରିଥିବା…

ପରାଜୟ ସମ୍ଭାଳି ପାରିଲାନି ପାକ, ରାଗିକି ଚେକ୍ ଫୋପାଡ଼ିଦେଲେ କ୍ୟାପଟେନ…

ନୂଆଦିଲ୍ଲୀ: ଏସିଆ କପ୍ ୨୦୨୫ରେ ଟାଇଟଲ ଜିତି ଟିମ୍ ଇଣ୍ଡିଆ ନବମ ଥର ପାଇଁ ବିଜେତା ହୋଇଛି। ତେବେ ଫାଇନା ରେ ଇଣ୍ଡିଆ ସହ ପାକିସ୍ତାନର ମୁକାବିଲା ହୋଇଥିଲା। ଯେଉଁଥିରେ ପାକିସ୍ତାନ ହାରର ସାମ୍ନା କରିଥିଲା। ତେବେ ପରାଜୟକୁ ସହଜରେ ଗ୍ରହଣ କରି ନପାରି ପାକିସ୍ତାନ ଅଧିନାୟକ ସଲମାନ ଆଗା…

Ind vs Pak: ହରାଇବା ପରେ ପାକିସ୍ତାନୀ ଖେଳାଳିଙ୍କୁ ଏମିତି ପରିହାସ କରିଥିଲା ଟିମ୍ ଇଣ୍ଡିଆ, ଭାଇରାଲ ହେଉଛି ସଞ୍ଜୁ…

ନୂଆଦିଲ୍ଲୀ: ଏସିଆ କପ୍ ୨୦୨୫ରେ ପାକିସ୍ତାନ ଥରେ କି ଦୁଇଥର ନୁହେଁ, ବରଂ ତିନିଥର ଭାରତର ହାତରେ ପରାଜୟ ବରଣ କରିଥିଲା। ଏହିପରି, ଟିମ୍ ଇଣ୍ଡିଆ ଗୋଟିଏ ବି ମ୍ୟାଚ୍‌ ନ ହାରି ୨୦୨୫ ଏସିଆ କପ୍ ଟାଇଟଲ୍ ଜିତିଥିଲା। ଟିମ୍ ଇଣ୍ଡିଆ ୯ମ ଥର ପାଇଁ ଏସିଆ କପ୍ ଟାଇଟଲ୍ ଜିତିଥିଲା। ଏସିଆ କପ୍ ଇତିହାସରେ…

Ind defeat Pak: ଏସିଆ କପରେ ବି ହାରିକି ଗୁମୁରି କାନ୍ଦୁଛି ପାକିସ୍ତାନ, ପ୍ରଧାନମନ୍ତ୍ରୀଙ୍କ ପରେ, କ୍ରୀଡ଼ା ମନ୍ତ୍ରୀ…

ନୂଆଦିଲ୍ଲୀ: ଏସିଆ କପ୍ ୨୦୨୫ ରେ ଟିମ୍ ଇଣ୍ଡିଆର ପ୍ରଭାବଶାଳୀ ବିଜୟ ପାକିସ୍ତାନ ଭାରି ବାଧିଛି । ଯାହାକୁ ନେଇ ଏବେ ସୋସିଆଲ ମିଡିଆ ୟୁଜର୍ସଙ୍କ ଠାରୁ ଆରମ୍ଭ କରି ଭାରତୀୟ ରାଜନେତାମାନେ ପାକିସ୍ତାନର ଖୁବ୍ ମଜା ଉଡାଇଛନ୍ତି । ପ୍ରଧାନମନ୍ତ୍ରୀ ମୋଦି ଏବଂ କିରନ୍ ରିଜିଜୁଙ୍କ ପରେ, କ୍ରୀଡ଼ା…

Asia Cup 2025 Trophy Controversy: କୁଆଡେ ଗଲା ଟ୍ରଫି ଓ ମେଡାଲ? ପିସିବି ଅଧ୍ୟକ୍ଷଙ୍କ ବିରୋଧରେ ହେବ କି…

ମୁମ୍ବାଇ: ୨୦୨୫ ଏସିଆ କପ୍ ଫାଇନାଲରେ ଭାରତ ପାକିସ୍ତାନକୁ ୫ ୱିକେଟରେ ପରାସ୍ତ କରିଛି। ଭାରତ ଫାଇନାଲ ଜିତିବା ପରେ ଟ୍ରଫି ଏବଂ ମେଡିଲା ପାଇବା ଉଚିତ ଥିଲା। କିନ୍ତୁ, ଏପରି ହୋଇନଥିଲା। ମ୍ୟାଚ ପରେ ଭାରତୀୟ ଦଳ ପାକିସ୍ତାନ କ୍ରିକେଟ ବୋର୍ଡ (ପିସିବି) ଅଧ୍ୟକ୍ଷ ମୋହସିନ ନକଭିଙ୍କ ହାତରୁ ଟ୍ରଫି…

Captain Suryakumar Yadav: କ୍ୟାପଟେନ୍ ସୂର୍ଯ୍ୟକୁମାର ଯାଦବଙ୍କ ମହାନତା, ଏସିଆ କପ୍‌ର ମ୍ୟାଚ୍ ଫି’ ଭାରତୀୟ…

ମୁମ୍ବାଇ: ମହାନତା ଦେଖାଇଲେ କ୍ୟାପଟେନ୍ ସୂର୍ଯ୍ୟକୁମାର ଯାଦବ। ଏସିଆ କପ୍‌ର ମ୍ୟାଚ୍ ଫି' ଭାରତୀୟ ସେନାକୁ କଲେ ସମର୍ପିତ। ପହଲଗାମ୍ ଆତଙ୍କବାଦୀ ହମ୍‌ଲାରେ ନିହତଙ୍କ ପରିବାରକୁ ଦାନ କଲେ ବିଜୟର ପୁରସ୍କାର। ରବିବାର ରାତିରେ ଦୁବାଇରେ ପାକିସ୍ତାନ ବିପକ୍ଷରେ ଏସିଆ କପ୍ ଜିତିବା ପରେ ଯାଦବ ଏହା…

IND vs PAK: ପାକିସ୍ତାନକୁ ପରାସ୍ତ ପରେ BCCIର ବଡ଼ ଘୋଷଣା: ଟିମ୍ ଇଣ୍ଡିଆକୁ ମିଳିବ ଏତେ କୋଟି ଟଙ୍କାର ପୁରସ୍କାର

ମୁମ୍ବାଇ: ଏସିଆ କପ୍ ୨୦୨୫ ଫାଇନାଲରେ ଭାରତ ପାକିସ୍ତାନକୁ ହରାଇ ଚାମ୍ପିଅନ ହୋଇଛି। ଏସିଆ ଦଖଲ କରିଛି ଭାରତୀୟ କ୍ରିକେଟ୍‌ ଦଳ। ପାରମ୍ପାରିକ ପ୍ରତିଦ୍ବନ୍ଦ୍ବୀ ପାକିସ୍ତାନ ବିପକ୍ଷରେ ହ୍ୟାଟ୍ରିକ୍ ବିଜୟ ସହ ଭାରତ ନବମ ଥର ପାଇଁ ଏସିଆ କପ୍‌ ମୁକୁଟ ଜିତିଛି। ଦଶହରା ଓ ଦୀପାବଳି ପୂର୍ବରୁ…

ହ୍ୟାଟ୍ରିକ ହାରିଲା ପାକିସ୍ତାନ: ପ୍ରଧାନମନ୍ତ୍ରୀ ମୋଦୀଙ୍କ ଅଭିନନ୍ଦନ; କଟା ଘା’ରେ ବାଜିଲା ଚୂନ

ନୂଆଦିଲ୍ଲୀ: ସୀମାରୁ ମୈଦାନ ପର୍ଯ୍ୟନ୍ତ ପାକିସ୍ତାନ ବିପକ୍ଷରେ ଭାରତର ବିଜୟର ସେଲିବ୍ରେସନ ଜାରି ରହିଛି। କିଛି ମାସ ତଳେ ଅପରେସନ୍ ସିନ୍ଦୂରରେ ଭାରତୀୟ ସେନା ପାକିସ୍ତାନର ସାମରିକ ଆଡ୍ଡାଗୁଡ଼ିକୁ ଧ୍ୱଂସ କରିଥିଲା। ଏବେ ଭାରତୀୟ କ୍ରିକେଟ୍ ଟିମ୍ ମଧ୍ୟ ପାକିସ୍ତାନକୁ ଏସିଆ କପ୍ ୨୦୨୫ର…