Latest Odisha News

BREAKING NEWS

Browsing Category

ଖେଳ

ବରୋଦା-ହାଇଦ୍ରାବାଦ ମ୍ୟାଚରେ ୫ ଶତକ, ଲିଷ୍ଟ ଏ କ୍ରିକେଟରେ ରେକର୍ଡ

ହାଇଦ୍ରାବାଦ: ଚଳିତ ବିଜୟ ହଜାରେ ଟ୍ରଫିରେ ଭାରତୀୟ ବ୍ୟାଟ୍ସମ୍ୟାନଙ୍କ ବିସ୍ଫୋରକ ବ୍ୟାଟିଂ ଦେଖିବାକୁ ମିିଳିଛି । ଗୁରୁବାର ବରୋଦା ଓ ହାଇଦ୍ରାବାଦ ମଧ୍ୟରେ ଖେଳା ଯାଇଥିବା ମ୍ୟାଚରେ ମଧ୍ୟ ଏକ ବଡ ରେକର୍ଡ ସୃଷ୍ଟି ହୋଇଛି । ଏହି ମ୍ୟାଚ ଏବେ ରେକର୍ଡ ବୁକରେ ସ୍ଥାନ ପାଇଛି । ହାଇ ସ୍କୋରିଂ…

୨୦୨୬ରେ ଭାରତୀୟ କ୍ରିକେଟ ଟିମ ନିକଟରେ ରହିଛି ବ୍ୟସ୍ତ ବହୂଳ କାର୍ଯ୍ୟସୂଚୀ

ନୂଆଦିଲ୍ଲୀ: ୨୦୨୬ ଭାରତୀୟ କ୍ରିକେଟ ପାଇଁ ଏକ ବ୍ୟସ୍ତବହୂଳ ଓ ଗୁରୁତ୍ୱପୂର୍ଣ୍ଣ ବର୍ଷ ହେବାକୁ ଯାଉଛି । ଭାରତୀୟ ପୁରୁଷ ଟିମ କ୍ରମାଗତ କ୍ରିକେଟ ଖେଳିବ । ଆସନ୍ତୁ ନଜର ପକାଇବା ଭାରତର କାର୍ଯ୍ୟସୂଚୀ ଉପରେ... । ନ୍ୟୁଜିଲାଣ୍ଡର ଭାରତ ଗସ୍ତ: ନ୍ୟୁଜିଲାଣ୍ଡ କ୍ରିକେଟ ଟିମ ଜାନୁୟାରୀରେ ଭାରତ…

ଟି୨୦ ବିଶ୍ୱକପ ପାଇଁ ଅଷ୍ଟ୍ରେଲିଆ ଦଳ ଘୋଷିତ

ସିଡନୀ: ଆଗାମୀ ଟି୨୦ ବିଶ୍ୱକପ କ୍ରିକେଟ ପାଇଁ ଅଷ୍ଟ୍ରେଲିଆ ଦଳର ଘୋଷଣା କରାଯାଇଛି । ମିଚେଲ ମାର୍ଶଙ୍କ ନେତୃତ୍ୱରେ ଘୋଷିତ ୧୫ ଜଣିଆ ଦଳରେ ସ୍ପିନରଙ୍କୁ ଗୁରୁତ୍ୱ ଦିଆଯାଉଛି । ଟିମ ଡେଭିଡ, ଜୋଶ ହାଜେଲଉଡ ଓ ପ୍ୟାଟ କୁମିନ୍ସ ଆଘାତ ସମସ୍ୟାରୁ ସମ୍ପୂର୍ଣ୍ଣ ଭାବେ ମୁକୁଳି ପାରି ନାହାନ୍ତି ।…

ଭାରତ କିମ୍ବା ଇଂଲଣ୍ଡ ବଦଳରେ ଏଠାରେ ନୂଆ ବର୍ଷ ପାଳନ କଲେ କୋହଲି

ନୂଆଦିଲ୍ଲୀ: ଭାରତର ଷ୍ଟାର ବ୍ୟାଟ୍ସମ୍ୟାନ ବିରାଟ କୋହଲି ପରିବାର ସହ ନୂଆ ବର୍ଷ ବେଶ ଆନନ୍ଦ ଉଲ୍ଲାସରେ ପାଳନ କରିଛନ୍ତି । ତେବେ ସେ ଭାରତ କିମ୍ବା ଇଂଲଣ୍ଡରେ ନୂଆ ବର୍ଷ ପାଳନ କରି ନ ଥିଲେ । କୋହଲି ତାଙ୍କ ପତ୍ନୀ ଅନୁଷ୍କା ଶର୍ମା ଏବଂ ଅନ୍ୟ ପରିବାର ସଦସ୍ୟଙ୍କ ସହ ଦୁବାଇରେ ନୂଆ ବର୍ଷକୁ…

ବିଜୟ ହଜାରେ ଟ୍ରଫି: ବିପ୍ଲବଙ୍କ ଆକର୍ଷଣୀୟ ଅର୍ଦ୍ଧଶତକ, ଦିଲ୍ଲୀକୁ ହରାଇଲା ଓଡିଶା

ଅଲୂର: ଏଠାରେ ଅନୁଷ୍ଠିତ ବିଜୟ ହଜାରେ ଟ୍ରଫି କ୍ରିକେଟ ଟୁର୍ଣ୍ଣାମେଂଟର ଏକ ମୁକାବିଲାରେ ଓଡିଶା ଉଭୟ ବ୍ୟାଟିଂ ଓ ବୋଲିଂରେ ଚମତ୍କାର ବ୍ୟାଟିଂ ପ୍ରଦର୍ଶନ କରି ଦିଲ୍ଲୀକୁ ୭୯ ରନରେ ପରାସ୍ତ କରିଛି । ପ୍ରଥମେ ବ୍ୟାଟିଂ କରି ଓଡିଶା ନିର୍ଦ୍ଧାରିତ ଓଭରରେ ୮ ୱିକେଟ ବିନିମୟରେ ୨୭୨ ରନ କରିଥିଲା ।…

ସାମୀଙ୍କୁ ନେଇ ଚୟନ କମିଟିଙ୍କ ୟୁ ଟର୍ଣ୍ଣ, ଖେଳି ପାରନ୍ତି ନ୍ୟୁଜିଲାଣ୍ଡ ବିପକ୍ଷ ସିରଜ

ନୂଆଦିଲ୍ଲୀ: ଭାରତର ସିନିୟର ପେସ ବୋଲର ମହମ୍ମଦ ସାମୀଙ୍କୁ ନେଇ ବିସିସିଆଇ ଚୟନ କମିଟି ୟୁ ଟର୍ଣ୍ଣ ନେଇପାରେ । ସାମୀଙ୍କ ଫିଟନେସକୁ ନେଇ ଚୟନ କମିଟି ପକ୍ଷରୁ ବାରମ୍ବାର ପ୍ରଶ୍ନ ଉଠା ଯାଉଥିଲା । ତେବେ ସାମୀ ଫିଟ ରହିବା ସହ ଘରୋଇ କ୍ରିକେଟର ଜବରଦସ୍ତ ପ୍ରଦର୍ଶନ ଜାରୀ ରଖିଛନ୍ତି । ବିଜୟ ହଜାରେ…

ସଚିନଙ୍କ ବିଶ୍ୱରେକର୍ଡ ଭାଙ୍ଗିବାକୁ କୋହଲିଙ୍କୁ ଆବଶ୍ୟକ ୨୫ ରନ

ନୂଆଦିଲ୍ଲୀ: ମାଷ୍ଟର ବ୍ଲାଷ୍ଟର ସଚିନ ତେନ୍ଦୁଲକରଙ୍କ ବିଶ୍ୱରେକର୍ଡ ଭାଙ୍ଗିବା ପାଇଁ ବିରାଟ କୋହଲିଙ୍କୁ ଆଉ ୨୫ ରନର ଆବଶ୍ୟକତା ରହିଛି । ନ୍ୟୁଜିଲାଣ୍ଡ ବିପକ୍ଷ ଦିିନିକିଆ ସିରିଜରେ ସେ ଏହି ରେକର୍ଡ ଭାଙ୍ଗିବେ ବୋଲି ଆଶା କରାଯାଉଛି । ବିରାଟ ଆନ୍ତର୍ଜାତୀୟ କ୍ରିକେଟରେ ୨୮୦୦୦ ରନ ପୂରଣ କରିବା…

ନ୍ୟୁଜିଲାଣ୍ଡ ବିପକ୍ଷ ଦିନିକିଆ ସିରିଜରେ ଖେଳି ନ ପାରନ୍ତି ଶ୍ରେୟାଶ ଆୟାର

ନୂଆଦିଲ୍ଲୀ: ଭାରତୀୟ ବ୍ୟାଟ୍ସମ୍ୟାନ ଶ୍ରେୟାଶ ଆୟାର ଆଗାମୀ ନ୍ୟୁଜିଲାଣ୍ଡ ବିପକ୍ଷ ଦିନିକିଆ ସିରିଜରେ ଖେଳିବା ସମ୍ଭାବନା କ୍ଷୀଣ ରହିଛି । ରିପୋର୍ଟ ମୁତାବକ ଶ୍ରେୟାଶ ବିସିସିଆଇ ସେଂଟର ଅଫ ଏକ୍ସିଲେନ୍ସରେ ଫିଟ ହେବା ପାଇଁ ଉଦ୍ୟମ ଜାରୀ ରଖିଛନ୍ତି । ତେବେ କେତେକ ରିପୋର୍ଟ ଅନୁସାରେ ଶ୍ରେୟାଶ…

ଭାଙ୍ଗିଗଲା ସେହ୍ୱାଗଙ୍କ ୧୯ ବର୍ଷ ତଳର ରେକର୍ଡ

ନୂଆଦିଲ୍ଲୀ: ପାକିସ୍ତାନ ଟେଷ୍ଟ ଟିମର ଅଧିନାୟକ ଶାନ ମାସୁଦ ଏକ ବଡ ରେକର୍ଡ ନିଜ ନାମରେ କରିଛନ୍ତି । ପାକିସ୍ତାନ ପ୍ରଥମ ଶ୍ରେଣୀ କ୍ରିକେଟରେ ସେ ଦ୍ରୁତ ଦ୍ୱିଶତକ ହାସଲ କରିଛନ୍ତି । ମାସୁଦ ୧୭୭ ବଲରେ ଦ୍ୱିଶତକ ପୂରଣ କରିବା ସହ ଭାରତର ବୀରେନ୍ଦ୍ର ସେହ୍ୱାଗଙ୍କ ରେକର୍ଡ ଭଙ୍ଗ କରିଛନ୍ତି ।…

ପୂନର୍ବାର ହାରିଲା ପରେ ରାଗିକି ଟେବୁଲକୁ ବାଡେଇଲେ କାର୍ଲସନ

ନୂଆଦିଲ୍ଲୀ: ବିଶ୍ୱର ଏକ ନମ୍ବର ଚେସ ଖେଳାଳି ମାଗ୍ନସ କାର୍ଲସନ ବୋଧହୁଏ ପରାଜୟକୁ ସହଜରେ ଗ୍ରହଣ କରିପାରୁ ନାହାନ୍ତି । ପୂନର୍ବାର ତାଙ୍କର ଏକ ପ୍ରତିକ୍ରିୟା ଏବେ ଭାଇରାଲ ହେବାରେ ଲାଗିଛି । କତାରର ରାଜଧାନୀ ଦୋହାରେ ଚାଲିଥିବା ୱାର୍ଲ୍ଡ ର‌୍ୟାପିଡ ବ୍ଲିଟଜ ଚେସ ଚାମ୍ପିୟନଶିପରେ ଭାରତର…