Latest Odisha News

BREAKING NEWS

Browsing Category

ଖେଳ

ଆଇପିଏଲ: ପଡିଆରେ ବୁଲୁଛି ଅଜବ ପ୍ରକାରର ରୋବୋଟ

ୱାଙ୍ଖେଡ: ଇଣ୍ଡିଆନ ପ୍ରିମିୟର ଲିଗରେ ଅଧିକରୁ ଅଧିକ ଦର୍ଶକ କିପରି ଯୋଡି ରହିବେ ସେଥିପାଇଁ ଆୟୋଜକଙ୍କ ପକ୍ଷରୁ ଅନେକ ଉଦ୍ୟମ କରାଯାଉଛି । ଏଥର ଦିଲ୍ଲୀ କ୍ୟାପିଟାଲ୍ସ ଓ ମୁମ୍ବାଇ ଇଣ୍ଡିଆନ୍ସ ମ୍ୟାଚରେ ଏକ ଭିନ୍ନ ଧରଣର ରୋବୋଟ ପଡିଆରେ ଦେଖିବାକୁ ମିଳିଥିଲ । ଅଭ୍ୟାସ ସେଶନରେ ଏହି ରୋବୋଟ ଡଗକୁ…

କୋହଲିଙ୍କ ୧୦୦ତମ ଅର୍ଦ୍ଧଶତକ, ଆରସିବିର ସହଜ ବିଜୟ

ଜୟପୁର: ଚଳିତ ଆଇପିଏଲ ୨୦୨୫ର ୨୮ତମ ମ୍ୟାଚରେ ବିରାଟ କୋହଲି ଓ ଫିଲ ସଲ୍ଟଙ୍କ ଚମତ୍କାର ଅର୍ଦ୍ଧଶତକ ବଳରେ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁର ୯ ୱିକେଟରେ ରାଜସ୍ଥାନ ରୟାଲ୍ସକୁ ପରାସ୍ତ କରିଛି । ପ୍ରଥମେ ବ୍ୟାଟିଂ କରି ରାଜସ୍ଥାନ ୨୦ ଓଭରରେ ୪ ୱିକେଟ ହରାଇ ୧୭୩ ରନ କରିଥିଲା । ଯଶସ୍ୱୀ ଜୈସୱାଲ…

ମ୍ୟାଚ ପୂର୍ବରୁ ୪ ଦିନ ଜ୍ୱରରେ କମ୍ପୁଥିଲେ ଅଭିଷେକ

ହାଇଦ୍ରାବାଦ: ଇଣ୍ଡିଆନ ପ୍ରିମିୟର ଲିଗ ୨୦୨୫ର ୨୭ତମ ମ୍ୟାଚରେ ଅଭିଷେକ ଶର୍ମା ବିସ୍ଫୋରକ ଶତକ ଖେଳି ସମସ୍ତଙ୍କୁ ଆଶ୍ଚର୍ଯ୍ୟଚକିତ କରି ଦେଇଛନ୍ତି । ତାଙ୍କ ଇନିଂସ ବଳରେ ସନରାଇଜର୍ସ ହାଇଦ୍ରାବାଦ ହାଇ ସ୍କୋରିଂ ମ୍ୟାଚରେ ପଞ୍ଜାବ କିଙ୍ଗସକୁ ପରାସ୍ତ କରିଛି । ତେବେ ମ୍ୟାଚ ପରେ ଅଭିଷେକ କହିଥିଲେ…

ଧୋନୀଙ୍କୁ ଅନଫଲୋ କଲେ ରିତୁରାଜ ଗାଏକ୍ୱାଡ

ଚେନ୍ନାଇ: ଏଥର ଆଇପିଏଲରେ ଚେନ୍ନାଇ ସୁପର କିଙ୍ଗସର ପ୍ରଦର୍ଶନ ନୈରାଶ୍ୟଜନକ ରହିଛି । କ୍ରମାଗତ ୫ଟି ମ୍ୟାଚରେ ହାରିବା ପରେ ଏବେ ଚେନ୍ନାଇର ପ୍ଲେ ଅଫ ପ୍ରବେଶ ଆଶା କ୍ଷୀଣ ହୋଇଛି । ନିୟମିତ ଅଧିନାୟକ ରିତୁରାଜ ଗାଏକ୍ୱାଡ ଆଘାତପ୍ରାପ୍ତ ହୋଇ ବାକି ତକ ମ୍ୟାଚରୁ ଓହରି ଯାଇଛନ୍ତି । ରିତୁରାଜଙ୍କ…

ଗୁଜରାଟ ଟାଇଟାନ୍ସକୁ ୬ ୱିକେଟରେ ହରାଇଲା ଲକ୍ଷ୍ନୌ, ପୂରନଙ୍କ ବିସ୍ଫୋରକ ଅର୍ଦ୍ଧଶତକ

ଲକ୍ଷ୍ନୌ: ଚଳିତ ଆଇପିଏଲରେ ଶନିବାର ଖେଳା ଯାଇଥିବା ପ୍ରଥମ ମ୍ୟାଚରେ ଲକ୍ଷ୍ନୌ ସୁପର ଜ୍ୟାଂଟସ ୬ ୱିକେଟରେ ଗୁଜରାଟ ଟାଇଟାନ୍ସକୁ ପରାସ୍ତ କରିଛି । ନିକୋଲସ ପୂରନ ଓ ଆଡେନ ମାର୍କରାମ ବିସ୍ଫୋରକ ଅର୍ଦ୍ଧଶତକ ହାସଲ କରି ଦଳର ବିଜୟରେ ମୂଖ୍ୟ ଭୂମିକା ଗ୍ରହଣ କରିଥିଲେ । ପ୍ରଥମେ ବ୍ୟାଟିଂ କରି…

୧ରୁ ୧୧ତମ ସ୍ଥାନରେ ବ୍ୟାଟିଂ କରିଛନ୍ତି ଭାରତର ଏହି ଅଲରାଉଣ୍ଡର

ନୂଆଦିଲ୍ଲୀ: ଭାରତୀୟ କ୍ରିକେଟରେ ଏ ଭଳି ଜଣେ ବ୍ୟାଟ୍ସମ୍ୟାନ ଅଛନ୍ତି ଯିଏ କି ଦଳ ପାଇଁ ୧ରୁ ୧୧ତମ ସ୍ଥାନ ପର୍ଯ୍ୟନ୍ତ ବ୍ୟାଟିଂ କରିଛନ୍ତି । ୧୯୮୩ ବିଶ୍ୱକପ ବିଜୟ ପରେ କପିଳ ଦେବଙ୍କୁ ଭାରତର ଶ୍ରେଷ୍ଠ ଅଲରାଉଣ୍ଡର ଭାବେ ବିବେଚନା କରାଯାଏ । ତେବେ ଏହି ଯୁଗ ଆରମ୍ଭ ହେବା ପୂର୍ବରୁ ଭିନୁ…

ISL Final: ବେଙ୍ଗାଲୁରୁ ବନାମ ମୋହନ ବାଗାନ, ଆଜି ଏଠାରେ ଦେଖନ୍ତୁ ଲାଇଭ୍ ଟେଲିକାଷ୍ଟ

କୋଲକାତା:ଭାରତୀୟ ଘରୋଇ ଫୁଟବଲ୍ରର ସର୍ବୋଚ୍ଚ ପ୍ରତିଯୋଗିତା ଆଇଏସଏଲ (ଇଣ୍ଡିଆନ୍ ସୁପର୍ ଲିଗ୍‌)ର ଫାଇନାଲ୍ ମ୍ୟାଚ୍‌ ଆଜି ସଲ୍ଟ ଲେକ୍ ଷ୍ଟାଡିୟମରେ ଖେଳାଯିବ । ଏହି ଫାଇନାଲ ଟକ୍କରରେ ମୋହନ ବାଗାନ ସୁପର୍ ଜାଏଣ୍ଟ୍‌(MBSG) କୁ ଭେଟିବ ବେଙ୍ଗାଲୁରୁ ଏଫ୍‌ସି (BFC) । ଉଭୟ ଦଳ ଏହି ସିଜନରେ…

ବିନେଶ ଫୋଗାଟ ମାଗିଥିଲେ ୪ କୋଟି, ସରକାର ଦେଲେ ଆଶାଠୁ ଅଧିକ

ଚଣ୍ଡିଗଡ଼: ହରିୟାଣା ସରକାର ଜୁଲାନାରୁ କଂଗ୍ରେସ ବିଧାୟିକା ତଥା ଖ୍ୟାତନାମା ମହିଳା କୁସ୍ତିଯୋଦ୍ଧା ବିନେଶ ଫୋଗାଟଙ୍କୁ ବଡ଼ ସମ୍ମାନ ଦେବାକୁ ନିଷ୍ପତ୍ତି ନେଇଛନ୍ତି। ପ୍ୟାରିସ ଅଲିମ୍ପିକ୍ସରେ ମେଡାଲ ହାତେଇବାରୁ ବଞ୍ଚିତ ହୋଇଥିବା ବିନେଶଙ୍କୁ ସରକାର ୪ କୋଟି ଟଙ୍କାର ପୁରସ୍କାର ରାଶି ସହ…

ଗୁଜରାଟ ଚିନ୍ତା ବଢ଼ିଲା, ସ୍ୱଦେଶ ପ୍ରତ୍ୟାବର୍ତନ କଲେ ଫିଲିପ୍ସ

ଅହମ୍ମଦାବାଦ: ଇଣ୍ଡିଆନ ପ୍ରିମିୟର ଲିଗର ଚଳିତ ସଂସ୍କରଣରେ ଗୁଜରାଟ ଟାଇଟାନ୍ସ ଚିନ୍ତା ବଢ଼ିଛି । ଦଳର ଷ୍ଟାର ବିଦେଶୀ ଖେଳାଳି ଗ୍ଲେନ ଫିଲିପ୍ସ ସ୍ୱଦେଶ ପ୍ରତ୍ୟାବର୍ତନ କରିଛନ୍ତି । ଆଘାତ ସମସ୍ୟା ଯୋଗୁ ଫିଲିପ୍ସ ନ୍ୟୁଜିଲାଣ୍ଡ ଫେରିଯାଇଛନ୍ତି । ବିସିସିଆଇ ପକ୍ଷରୁ ବିଧିବଦ୍ଧ ଭାବେ ଏହି ଘୋଷଣା…

ଓଡିଶା ପୋଲିସର ବିଜୟ ;୩-୨ ଗୋଲରେ ହାରିଲା ମହାରାଷ୍ଟ୍ର

ଭୁବନେଶ୍ବର: କଳିଙ୍ଗ ଷ୍ଟାଡିୟମରେ ଚାଲିଥିବା ୭୩ତମ ସର୍ବଭାରତୀୟ ପୋଲିସ ହକି ଚାମ୍ପିଅନସିପର ପଞ୍ଚମ ଦିନ (ଶୁକ୍ରବାର)ରେ ମୋଟ ୭ ଟି ମ୍ୟାଚ ଖେଳାଯାଇଛି। ଶୁକ୍ରବାର ପ୍ରଥମ ମ୍ଯାଚ ଜମ୍ମୁ କାଶ୍ମୀର ଓ କର୍ଣ୍ଣାଟକ ଦଳ ମଧ୍ୟରେ ଖେଳାଯାଇଥିଲା। ଏହି ମ୍ୟାଚରେ କର୍ଣ୍ଣାଟକ , ଜାମ୍ମୁ କାଶ୍ମୀର ଦଳକୁ…