Latest Odisha News

BREAKING NEWS

Browsing Category

ଖେଳ

Odisha Masters 2025:ଡିସେମ୍ବର ୧୪ରେ ଫାଇନାଲ ମ୍ୟାଚ; ଏହି ଭାରତୀୟ ଖେଳାଳୀ ଦେଖାଇବେ ଦମ୍

କଟକ: କଟକ ସ୍ଥିତ ଜବାହାର ଲାଲ ନେହେରୁ ଇଣ୍ଡୋର ଷ୍ଟାଡ଼ିୟମ ଠାରେ ଅନ୍ତର୍ଜାତୀୟ ବ୍ୟାଡ଼ମିଣ୍ଟନ ପ୍ରତିଯୋଗିତା "ଓଡିଶା ମାଷ୍ଟର୍ସ ୨୦୨୫" ଅନୁଷ୍ଠିତ ହେଉଛି। ପ୍ରତିଯୋଗିତାରେ ମହିଳା ସିଙ୍ଗଲସ, ପୁରୁଷ ସିଙ୍ଗଲସ, ମହିଳା ଡବଲସ, ପୁରୁଷ ଡବଲସ ଏବଂ ମିକ୍ସଡ଼ ଡବଲସ ଏ ସମସ୍ତ ବର୍ଗର ଫାଇନାଲ ମ୍ୟାଚ…

ଆଇପିଏଲ: ୯ ଖେଳାଳିଙ୍କୁ ନିଲାମ ତାଲିକାରୁ ବାଦ ଦେଲା ବିସିସିଆଇ

ନୂଆଦିଲ୍ଲୀ: ଡିସେମ୍ବର ୧୬ରେ ହେବାକୁ ଥିବା ଆଇପିଏଲ ନିଲାମ ପୂର୍ବରୁ ବିସିସିଆଇ ହଠାତ ୯ଜଣ ଖେଳାଳିଙ୍କୁ ତାଲିକାରୁ ବାଦ ଦେଇଛି । ପୂର୍ବରୁ ୩୫୦ ଖେଳାଳି ନିଲାମ ପ୍ରକ୍ରିୟାରେ ସାମିଲ ହୋଇଥିଲେ । ଏହା ପରେ କିଛି ଖେଳାଳିଙ୍କୁ ବିସିସିଆଇ ପରେ ସାମଲ କରିଥିଲେ ମଧ୍ୟ ଏବେ ସେମାନଙ୍କୁ ବାଦ ଦେଇଛି…

ଅବୈଧ ବୋଲିଂ ଆକ୍ସନ ତାଲିକାରେ ଦୀପକ ହୁଡା

ନୂଆଦିଲ୍ଲୀ: ଆବୁଧାବୀରେ ଆଇପିଏଲ ୨୦୨୬ ପାଇଁ ନିଲାମ ପ୍ରକ୍ରିୟା ଆୟୋଜିତ ହେବ । ଏଥର ୩୫୦ ଖେଳାଳିଙ୍କ ପାଇଁ ଫ୍ରାଂଚାଇଜରଙ୍କ ମଧ୍ୟରେ ପ୍ରତିଦ୍ୱନ୍ଦ୍ୱିତା ହେବ । ତେବେ ଏହା ମଧ୍ୟରେ ରିପୋର୍ଟ ଅନୁସାରେ ବିସିସିଆଇ ଦୀପକ ହୁଡାଙ୍କ ବୋଲିଂ ଆକ୍ସନ ସନ୍ଦେହ ଘେରରେ ରହିଥିବା ସମସ୍ତ ଫ୍ରାଂଚାଇଜଙ୍କୁ…

ଟି୨୦: କୋହଲିଙ୍କ ରେକର୍ଡ ଭାଙ୍ଗିବା ପାଇଁ ଅଭିଷେକଙ୍କୁ ଆବଶ୍ୟକ ୮୨ ରନ

ନୂଆଦିଲ୍ଲୀ: ଆନ୍ତର୍ଜାତୀୟ ଟି୨୦ରେ ଭାରତର ବିସ୍ଫୋରକ ବ୍ୟାଟ୍ସମ୍ୟାନ ଅଭିଷେକ ଶର୍ମା ଆକର୍ଷଣୀୟ ପ୍ରଦର୍ଶନ ଜାରୀ ରଖିଛି । ଅବଶ୍ୟ ସେ ଚଳିତ ଦକ୍ଷିଣ ଆଫ୍ରିକା ବିପକ୍ଷ ଟି୨୦ ସିରିଜରେ ଭଲ ପ୍ରଦର୍ଶନ କରିପାରି ନାହାନ୍ତି । ସେ ଖେଳାଯାଇଥିବା ୨ଟି ଟି୨୦ରେ ୧୭ ଓ ୧୭ ରନ କରିଛନ୍ତି । ତେବେ…

ଚିନ୍ନାସ୍ୱାମୀରେ ବିଜୟ ହଜାରେ ଟ୍ରଫିର ମ୍ୟାଚ ଖେଳିବେ କୋହଲି

ବେଙ୍ଗାଲୁର: ଭାରତର ଷ୍ଟାର ବ୍ୟାଟ୍ସମ୍ୟାନ ବିରାଟ କୋହଲି ଏମ.ଚିନ୍ନାସ୍ୱାମୀ ଷ୍ଟାଡିୟମରେ ବିଜୟ ହଜାରେ ଟ୍ରଫି ଖେଳିବା ଏକପ୍ରକାର ନିଶ୍ଚିତ ହୋଇଛି । ଗତ ବର୍ଷ ଆଇପିଏଲ ଟାଇଟଲ ହାସଲ କରିବା ପରେ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁର ପକ୍ଷରୁ ଭିକ୍ଟ୍ରି ପ୍ୟାରେଡର ଆୟୋଜନ କରାଯାଇଥିଲା । ଏଥିରେ…

ମେସିଙ୍କୁ ଦେଖିବା ପାଇଁ ହଙ୍ଗାମା; ଷ୍ଟାଡିୟମ୍ ଭାଙ୍ଗିଲେ ଉତ୍ତେଜିତ ଫ୍ୟାନ୍ସ

କୋଲକାତା: ଲିଓନେଲ୍ ମେସିଙ୍କ କୋଲକାତା ଗସ୍ତ ସମୟରେ ଏପରି କିଛି ଘଟିଛି ଯାହାକି ଅତ୍ୟନ୍ତ ଆଶ୍ଚର୍ଯ୍ୟକର ଥିଲା। ତେବେ ମେସିଙ୍କ ଉପସ୍ଥିତି ସମୟରେ ସଲ୍ଟ ଲେକ୍‌ର ବିବେକାନନ୍ଦ ଯୁବ ଭାରତୀ ଷ୍ଟାଡିୟମ୍ ଭିତରେ ପରିସ୍ଥିତି ନିୟନ୍ତ୍ରଣ ବାହାରକୁ ଚାଲିଯିବା ସହ ବିଶୃଙ୍ଖଳା ଏବଂ ହଙ୍ଗାମା ସୃଷ୍ଟି…

ହଠାତ ୪ ଖେଳାଳିଙ୍କୁ ସସପେଣ୍ଡ କଲା ଆସାମ କ୍ରିକେଟ ଆସୋସିଏଶନ

ନୂଆଦିଲ୍ଲୀ: ଚଳିତ ସୟେଦ ମୁସ୍ତାକ ଅଲୀ ଟ୍ରଫି ଅବସରରେ ଆସାମ କ୍ରିକେଟ ଆସୋସିଏଶନ ହଠାତ ୪ଜଣ ଖେଳାଳିଙ୍କୁ ସସପେଣ୍ଡ କରିଛି । ଖେଳାଳିମାନେ ମ୍ୟାଚ ଫିକ୍ସିଂ କରିବା ପାଇଁ ଉଦ୍ୟମ କରୁଥିବା ଜଣାପଡିଛି । ଏମାନେ ହେଲେ ଅମିତ ସିହ୍ନା, ଈଶାନ ଅହମ୍ମଦ, ଅମନ ତ୍ରିପାଠୀ ଓ ଅଭିଷେକ ଠକୁରୀ । ସେମାନେ…

ଗମ୍ଭୀର-ପାଣ୍ଡ୍ୟାଙ୍କ ମଧ୍ୟରେ ହୋଇଥିଲା କି ବଚସା

ମୁଲ୍ଲାନପୁର: ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଖେଳା ଯାଇଥିବା ଦ୍ୱିତୀୟ ଟି୨୦ରେ ଟିମ ଇଣ୍ଡିଆ ଶୋଚନୀୟ ଭାବେ ପରାଜିତ ହୋଇଛି । ମ୍ୟାଚ ପରେ ମୂଖ୍ୟ କୋଚ ଗୌତମ ଗମ୍ଭୀର ଓ ଷ୍ଟାର ଅଲରାଉଣ୍ଡର ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ମଧ୍ୟରେ ସାମାନ୍ୟ ବଚସା ହେଉଥିବା ଏକ ଭିଡିଓରେ ଦେଖିବାକୁ ମିଳିଛି । ଏହି…

ଜୁନିୟର ପୁରୁଷ ହକି ବିଶ୍ବକପ୍‌; ଓଡ଼ିଶା ନାଭାଲ ଟାଟା ହକି ଏଚପିସି କ୍ଯାଡ଼େଟଙ୍କ କମାଲ

ଭୁବନେଶ୍ୱର: ଜୁନିୟର ପୁରୁଷ ହକି ବିଶ୍ବ କପ୍‌ରେ ଭାରତକୁ ବ୍ରୋଞ୍ଜ ପଦକ ଜିତାଇ ରାଜ୍ୟ ପାଇଁ ଗର୍ବ ଆଣିଛନ୍ତି ଓଡ଼ିଶା ନାଭାଲ ଟାଟା ହକି ଏଚପିସିର (ଓଏନଟିଏଚଏଚପିସି) ୪ କ୍ଯାଡ଼େଟ। ଓଏନଟିଏଚଏଚପିସିର କ୍ଯାଡ଼େଟଙ୍କ ଚମତ୍କାର ପ୍ରଦର୍ଶନ ସହ ଭାରତୀୟ ଟିମ୍ ବ୍ରୋଞ୍ଜ ପଦକ ଜିତିପାରିଛି। ଓଡ଼ିଶା…

ଭାରତରେ ଲିଓନେଲ୍ ମେସି, ଫୁଟବଲରଙ୍କୁ ଦେଖିବାକୁ ପ୍ରବଳ ଗହଳି

କୋଲକାତା: ଆର୍ଜେଣ୍ଟିନା ଫୁଟବଲ କିମ୍ବଦନ୍ତୀ ଲିଓନେଲ୍ ମେସି ଭାରତ ଗସ୍ତରେ ଆସି ପହଞ୍ଚିଛନ୍ତି। ଗତକାଲି ବିଳମ୍ବିତ ରାତିରେ ତାଙ୍କ ବିମାନ କୋଲକାତାର ନେତାଜୀ ସୁଭାଷ ଚନ୍ଦ୍ର ବୋଷ ଅନ୍ତର୍ଜାତୀୟ ବିମାନବନ୍ଦରରେ ଅବତରଣ କରିଥିଲା। ତାଙ୍କୁ ଦେଖିବା ପାଇଁ ପ୍ରବଳ ଭିଡ଼ ଜମିିଥିଲା। ଫୁଟବଲ୍…