Latest Odisha News

BREAKING NEWS

Browsing Category

ଖେଳ

ବିଶ୍ୱକପ କ୍ରିକେଟରେ ୬ ଦେଶ ବ୍ୟବହାର କରିବେ କଶ୍ମୀରର ୱିଲୋ ବ୍ୟାଟ

ନୂଆଦିଲ୍ଲୀ: କଶ୍ମୀରରେ ପ୍ରସ୍ତୁତ ୱିଲୋ ବ୍ୟାଟର ଚାହିଦା ଦିନକୁ ଦିନ ବଢ଼ିବାରେ ଲାଗିଛି । ଏ ପର୍ଯ୍ୟନ୍ତ ଅଳ୍ପ କେତୋଟି ଆନ୍ତର୍ଜାତୀୟ ମ୍ୟାଚରେ ଏହି ବ୍ୟାଟର ବ୍ୟବହାର ହୋଇଛି । ରିପୋର୍ଟ ମୁତାବକ ଆଗାମୀ ବିଶ୍ୱକପରେ ୬ଟି ଦେଶ ଏହି ବ୍ୟାଟରେ ଖେଳିବା ପାଇଁ ନିଷ୍ପତି ନେଇଛନ୍ତି । ଏହି ଦେଶଗୁଡିକ…

ଜାତୀୟ ଓ ଏସିଆନ ରେକର୍ଡ ଭଙ୍ଗ କଲେ ଶଟପୁଟର ତେଜିନ୍ଦର ପାଲ ସିଂ

ନୂଆଦିଲ୍ଲୀ: ୨୦୧୮ ଏସିଆନ ଗେମ୍ସ ସ୍ୱର୍ଣ୍ଣ ପଦକ ବିଜେତା ତେଜିନ୍ଦର ପାଲ ସିଂ ଟୁର ସୋମବାର ନୂତନ ଜାତୀୟ ରେକର୍ଡ ସ୍ଥାପନ କରିଛନ୍ତି । ଆନ୍ତଃରାଜ୍ୟ ସିନିୟର ଆଥଲେଟିକ୍ସ ଚାମ୍ପିୟନଶିପରେ ସେ ୨୧.୭୭ ମିଟର ଦୂରତାକୁ ଶଟପୁଟ ଥ୍ରୋ କରି ଏହି ରେକର୍ଡ ସ୍ଥାପନ କରିଛନ୍ତି । ସେ ଏଥିସହ ନୂତନ ଏସିଆନ…

ପ୍ରଥମ ଟେଷ୍ଟରେ ବିଜୟ ପାଇଁ ଅଷ୍ଟ୍ରେଲିଆ ସମ୍ମୁଖରେ ୨୮୧ ରନର ଟାର୍ଗେଟ

ବର୍ମିଂହାମ: ଚଳିତ ଆଶେସ ସିିରିଜର ପ୍ରଥମ କ୍ରିକେଟ ଟେଷ୍ଟରେ ବିଜୟ ହେବା ପାଇଁ ଇଂଲଣ୍ଡ ୪ର୍ଥ ଦିବସରେ ୨୮୧ ରନର ବିଜୟ ଲକ୍ଷ୍ୟ ଅଷ୍ଟ୍ରେଲିଆ ସମ୍ମୁଖରେ ରଖିଛି । ଇଂଲଣ୍ଡ ପ୍ରଥମ ଇନିଂସରେ ଜୋ ରୁଟଙ୍କ ୧୧୮ ଅପରାଜିତ ରନ ସହାୟତାରେ ୩୯୩/୮ରେ ଇନିଂସ ଘୋଷଣା କରିଥିଲା । ଏହାର ଜବାବରେ ଅଷ୍ଟ୍ରେଲିଆ…

ଏସିଆନ ଫେନ୍ସିଂ ଚାମ୍ପିୟନଶିପରେ ପଦକ ଜିତି ଇତିହାସ ରଚିଲେ ଭବାନୀ ଦେବୀ

ନୂଆଦିଲ୍ଲୀ: ଭାରତର ଷ୍ଟାର ଫେନ୍ସର ଭବାନୀ ଦେବୀ ଏସିଆନ ଫେନ୍ସିଂ ଚାମ୍ପିୟନଶିପରେ ପଦକ ଜିତି ଇତିହାସ ରଚିଛନ୍ତି । ଚୀନର ବୁକ୍ସିରେ ଅନୁଷ୍ଠିତ ଏହି ଚାମ୍ପିୟନଶିପରେ ଭବାନୀ ବ୍ରୋଞ୍ଜ ପଦକ ଜିତିଥିଲେ । ପୂର୍ବରୁ କୌଣସି ଭାରତୀୟ ଏଥିରେ ପଦକ ଜିତି ନ ଥିଲେ । ସେମିଫାଇନାଲରେ ଭବାନୀ ଦେବୀ…

ବିଶ୍ୱକପ ପୂର୍ବରୁ ଭାରତ ଖେଳିବ ୬ ସିରିଜ, ୨୨ ମୁକାବିଲା

ନୂଆଦିଲ୍ଲୀ: ୱାର୍ଲ୍ଡ ଟେଷ୍ଟ ଚାମ୍ପିୟନଶିପ ଫାଇନାଲ ପରେ ଭାରତୀୟ କ୍ରିକେଟ ଟିମର ସଦସ୍ୟ ଏବେ ବିଶ୍ରାମ କରୁଛନ୍ତି । ତେବେ ଏହା ପରେ ସେମାନଙ୍କ ନିକଟରେ ବ୍ୟସ୍ତବହୂଳ କାର୍ଯ୍ୟସୂଚୀ ରହିଛି । ଅକ୍ଟୋବର-ନଭେମ୍ବରରେ ଖେଳାଯିବାକୁ ଥିବା ବିଶ୍ୱକପ ପୂର୍ବରୁ ଭାରତ ୬ ସିରିଜରେ ୨୨ଟି ମୁକାବିଲାରେ…

ଏନସିଏ ପ୍ରୋଗ୍ରାମ ପାଇଁ ମନୋନୀତ ହେଲେ ଓଡିଶାର ଦେବାଶୀଷ

ଭୁବନେଶ୍ୱର: ଓଡିଶାର ପୂର୍ବତନ ଟିମ ଇଣ୍ଡିଆ ପେସର ଦେବାଶୀଷ ମହାନ୍ତିଙ୍କୁ ଜାତୀୟ କ୍ରିକେଟ ଏକାଡେମୀ ଏକ ଗୁରୁତ୍ୱପୂର୍ଣ୍ଣ ଦାୟିତ୍ୱ ପ୍ରଦାନ କରିଛି । ଏନସିଏ ହାଇ ପର୍ଫରମାନ୍ସ ବୋଲିଂ ଇଟର୍ଣ୍ଣଶିପ ପାଇଁ ଦେବାଶୀଷଙ୍କୁ ଚୟନ କରିଛି । ଏହି କାର୍ଯ୍ୟକ୍ରମ ବାଙ୍ଗାଲୋରରେ ଜୁନ ୨୦ରୁ ଆରମ୍ଭ ହେବ ।…

ଆଶେସ ସିରିଜ: ତୃତୀୟ ଦିବସରେ ବର୍ଷା ଯୋଗୁ ମ୍ୟାଚ ବାଧାପ୍ରାପ୍ତ, ଇଂଲଣ୍ଡ ୩୫ ରନରେ ଅଗ୍ରଣୀ

ବର୍ମିଂହାମ: ଏଠାରେ ଚାଲିଥିବା ଆଶେସ ସିରିଜର ପ୍ରଥମ କ୍ରିକେଟ ଟେଷ୍ଟରେ ତୃତୀୟ ଦିବସରେ ବର୍ଷା ଯୋଗୁ ମ୍ୟାଚ ବାଧାପ୍ରାପ୍ତ ହୋଇଛି । ଅଷ୍ଟ୍ରେଲିଆ ବିପକ୍ଷରେ ଇଂଲଣ୍ଡ ୩୫ ରନର ଅଗ୍ରଣୀ ହାସଲ କରି ଖେଳୁଛି । ପୂର୍ବରୁ ଜୋ ରୁଟଙ୍କ ୧୧୮ ରନ ସହାୟତାରେ ଇଂଲଣ୍ଡ ପ୍ରଥମ ଇନିଂସରେ ୮ ୱିକେଟ ବିନିମୟରେ…

୧୦୦୦ କୋଟି ଅତିକ୍ରମ କଲା କୋହଲିଙ୍କ ସମ୍ପତି

ନୂଆଦିଲ୍ଲୀ: ଭାରତର ଷ୍ଟାର ବ୍ୟାଟ୍ସମ୍ୟାନ ବିରାଟ କୋହଲିଙ୍କ ନେଟୱର୍ଥ ୧୦୦୦ କୋଟି ଅତିକ୍ରମ କରିଛି । ଇନଷ୍ଟାଗ୍ରାମରେ କୋହଲିଙ୍କ ପ୍ରଶଂସକଙ୍କ ସଂଖ୍ୟା ୨୫୨ ମିଲିୟନ ପାର କରିଛି । ଷ୍ଟକ ଗ୍ରୋ ନାମକ ସଂସ୍ଥା କୋହଲିଙ୍କ ସମ୍ପତି ସମ୍ପର୍କରେ ଏହି ଖୁଲାସା କରିଛି । ବିଶ୍ୱର ସମସ୍ତ…

ଇଣ୍ଡୋନେସିଆ ଓପନ ବ୍ୟାଡମିଂଟନ: ପୁରୁଷ ଡବଲ୍ସ ଟାଇଟଲ ଜିତି ଇତିହାସ ରଚିଲେ ସାଇରାଜ-ଚିରାଗ

ଜାକର୍ତା: ଇଣ୍ଡୋନେସିଆ ଓପନ ବ୍ୟାଡମିଂଟନର ପୁରୁଷ ଡବଲ୍ସ ବିଭାଗରେ ଭାରତର ଚିରାଗ ସେଟ୍ଟର ଓ ସାତ୍ୱିକ ସଇରାଜ ଯୋଡି ଇତିହାସ ରଚିଛନ୍ତ । ଫାଇନାଲରେ ସେମାନେ ମାଲେସିଆର ହାରୁନ ଚିୟା ଓ ଉଇ ୟିକି ସୋହଙ୍କୁ ୨୧-୧୭ ଓ ୨୧-୧୮ ସିଧାସଳଖ ଗେମରେ ପରାସ୍ତ କରିଥିଲେ । ବିଡବ୍ଲ୍ୟୁଏଫ ୱାର୍ଲ୍ଡ ଟୁର ସୁପର…

ଭାରତର ଷ୍ଟାର ଖେଳାଳି ଅମ୍ପାୟରିଂ ବେଳେ ଅନାବଶ୍ୟକ ଚାପ ପକାଇଥାନ୍ତି: ନୀତିନ ମେନନ

ନୂଆଦିଲ୍ଲୀ: ୱାର୍ଲ୍ଡ ଟେଷ୍ଟ ଚାମ୍ପିୟନଶିପ ଫାଇନାଲରେ ହାରିବା ପରେ ଭାରତୀୟ ଟିମ ଏବେ ୱେଷ୍ଟଇଣ୍ଡିଜ ଗସ୍ତ ପାଇଁ ପ୍ରସ୍ତୁତି ଆରମ୍ଭ କରିଛି । ଭାରତୀୟ ଖେଳାଳିମାନେ ଫିଲ୍ଡରେ ଆକ୍ରମଣାତ୍ମକ ଶୈଳୀ ବଜାୟ ରଖିବା ପାଇଁ ପଡିଆରେ ଅମ୍ପାୟରଙ୍କ ଉପରେ ଚାପ ପକାଇଥାନ୍ତି । ଆଇସିସି ଏଲିଟ ପ୍ୟାନେଲ…