Latest Odisha News

BREAKING NEWS

Browsing Category

ଖେଳ

ପଟୌଦି ଟ୍ରଫିକୁ ଅବସର; କ୍ଷୋଭ ପ୍ରକାଶ କଲେ ଶର୍ମିଲା

ନୂଆଦିଲ୍ଲୀ: ଇଣ୍ଡିଆନ୍ ପ୍ରିମିୟର ଲିଗ୍ (ଆଇପିଏଲ) ୨୦୨୫ ପରେ ଭାରତୀୟ କ୍ରିକେଟ୍ ଟିମ୍ ଜୁନ୍ ୨୦ରୁ ଆରମ୍ଭ ହେଉଥିବା ପାଞ୍ଚଟି ଟେଷ୍ଟ ମ୍ୟାଚ୍ ସିରିଜ୍ ଖେଳିବା ପାଇଁ ଇଂଲଣ୍ଡ ଯିବ। କିନ୍ତୁ ଏଥର ଏହି ଟୁର୍ଣ୍ଣାମେଣ୍ଟକୁ ପଟୌଦି ଟ୍ରଫି କୁହାଯାଇପାରିବ ନାହିଁ। କାରଣ ଏହି ଟ୍ରଫିକୁ ଅବସର ଦେବାକୁ…

ଟି୨୦ ର‌୍ୟାଙ୍କିଙ୍ଗ: ନତାଶାଙ୍କ ପୂର୍ବତନ ଏବଂ ବର୍ତମାନ ପତି ହେଲେ ନମ୍ବର ୱାନ

ନୂଆଦିଲ୍ଲୀ: ଆଇସିସି ନୂତନ ଟି୨୦ ର‌୍ୟାଙ୍କିଙ୍ଗ ପ୍ରକାଶ କରିଛି । ଏଥିରେ ଭାରତର ଷ୍ଟାର ଖେଳାଳି ହାର୍ଦ୍ଦିକ ପାଣ୍ଡ୍ୟା ଅଲରାଉଣ୍ଡର ର‌୍ୟାଙ୍କିଙ୍ଗରେ ଶୀର୍ଷ ସ୍ଥାନ ବଜାୟ ରଖିଛନ୍ତି । ଅପରପକ୍ଷରେ ନ୍ୟୁଜିଲାଣ୍ଡର ପେସ ବୋଲର ଜ୍ୟାକବ ଡଫି ବୋଲରଙ୍କ ମଧ୍ୟରେ ପ୍ରଥମ ସ୍ଥାନରେ ରହିଛନ୍ତି ।…

ଲିଙ୍ଗ ପରିବର୍ତନ କରି ଫେରିଲେ ସଞ୍ଜୟ ବାଙ୍ଗରଙ୍କ ପୁଅ

ନୂଆଦିଲ୍ଲୀ: ଭାରତୀୟ କ୍ରିକେଟ ଦଳର ପୂର୍ବତନ ବ୍ୟାଟିଂ କୋଚ ସଞ୍ଜୟ ବାଙ୍ଗରଙ୍କ ପୁଅ ଇଂଲଣ୍ଡରେ ଲିଙ୍ଗ ପରିବର୍ତନ କରି ସ୍ୱଦେଶ ପ୍ରତ୍ୟାବର୍ତନ କରିଛନ୍ତି । ସେ ଏବେ ପୁଅରୁ ଝିଅ ହୋଇଛନ୍ତି । ତାଙ୍କ ନୂଆ ଲୁକ ସମସ୍ତଙ୍କୁ ଚକିତ କରିଛି । ତାଙ୍କ ପୂର୍ବ ନାମ ଆର୍ଯ୍ୟନ ବାଙ୍ଗର ଥିଲା ଏବେ ସେ…

ଟିମ ଇଣ୍ଡିଆର କାର୍ଯ୍ୟସୂଚୀ ଘୋଷିତ: କଟକରେ ଟି୨୦, ଗୌହାଟୀରେ ଟେଷ୍ଟ

ନୂଆଦିଲ୍ଲୀ: ଭାରତୀୟ କ୍ରିକେଟ କଂଟ୍ରୋଲ ବୋର୍ଡ ଘରୋଇ ଆନ୍ତର୍ଜାତୀୟ କ୍ରିକେଟର କାର୍ଯ୍ୟସୂଚୀ ଘୋଷଣା କରିଛି । ୱେଷ୍ଟଇଣ୍ଡିଜ ଓ ଦକ୍ଷିଣ ଆଫ୍ରିକା ଟିମ ଭାରତ ଗସ୍ତରେ ଆସିବେ । କଟକ ବାରବାଟୀରେ ଦକ୍ଷିଣ ଆଫ୍ରିକା ଟିମ ଭାରତ ବିପକ୍ଷରେ ଟି୨୦ ମ୍ୟାଚ ଖେଳିବ । ଡିସେମ୍ବର ୯ରେ ଏହି ମ୍ୟାଚ ଆୟୋଜିତ…

ମୁମ୍ବାଇ ଛାଡିବେ ଯଶସ୍ୱୀ, ଅର୍ଜୁୂନଙ୍କ ସହ ଏକତ୍ର ଖେଳିବେ

ମୁମ୍ବାଇ: ଭାରତର ଉଦୀୟମାନ ବ୍ୟାଟ୍ସମ୍ୟାନ ଯଶସ୍ୱୀ ଜୈସୱାଲ ଘରୋଇ କ୍ରିକେଟରେ ମୁମ୍ବାଇ ପକ୍ଷରୁ ଖେଳିବେ ନାହିଁ ବୋଲି ସେ ନିଷ୍ପତି ନେଇଛନ୍ତି । ସେ ବ୍ୟକ୍ତିିଗତ କାରଣ ଯୋଗୁ ମୁମ୍ବାଇ ବଦଳରେ ଗୋଆ ଟିମ ପକ୍ଷରୁ ଖେଳିବେ । ମୁମ୍ବାଇ କ୍ରିକେଟ ଆସୋସିଏଶନ ନିକଟରେ ସେ ଏ ନେଇ ଅନୁରୋଧ କରିଥିଲେ ।…

ଆଇପିଏଲ: ବୁମରାହ, ଆକାଶଦୀପଙ୍କ ପ୍ରତ୍ୟାବର୍ତନରେ ହେବ ବିଳମ୍ବ

ନୂଆଦିଲ୍ଲୀ: ଚଳିତ ଆଇପିଏଲରେ ଦୁଇ ପେସ ବୋଲର ଯଶପ୍ରୀତ ବୁମରାହ ଓ ଆକାଶଦୀପଙ୍କ ଖେଳିବାରେ ଆହୁରି ବିଳମ୍ବ ହେବ ବୋଲି ଜଣାପଡିଛି । ଆକାଶଦୀପ ଏପ୍ରିଲ ୧୦ ସୁଦ୍ଧା ଦଳ ସହିତ ଯୋଗଦେବେ ବୋଲି ଅନୁମାନ କରାଯାଉଥିଲେ ମଧ୍ୟ ଏବେ ଏଥିରେ ଡେରି ହେବ ବୋଲି ଅନୁମାନ କରାଯାଉଛି । ସେହିପରି ବୁମରାହ ଏପ୍ରିଲ…

ସନରାଇଜର୍ସ ହାଇଦ୍ରାବାଦ, ଏଚସିଏ ମଧ୍ୟରେ ହେଲା ବୁଝାମଣା

ହାଇଦ୍ରାବାଦ: ସନରାଇଜର୍ସ ହାଇଦ୍ରାବାଦ ଓ ହାଇଦ୍ରାବାଦ କ୍ରିକେଟ ଆସୋସିଏଶନ ମଧ୍ୟରେ ଆଇପିଏଲ ଟିକେଟ ବଂଟାକୁ ନେଇ ବୁଝାମଣା ହୋଇଛି । ପୂର୍ବରୁ ଏଚସିଏ ମାଗଣା ପାସ ନେଇ ବ୍ଲାକମେଲ କରୁଛି ବୋଲି ସନରାଇଜର୍ସ ଅଭିଯୋଗ କରିଥିଲା । ଏ ନେଇ ବିସିସିଆଇ ହସ୍ତକ୍ଷେପ କରୁ ବୋଲି ସନରାଇଜର୍ସ ଅନୁରୋଧ…

ଭାରତ-ଇଂଲଣ୍ଡ ପଟୌଦ୍ଦି ଟେଷ୍ଟ ସିରିଜର ବଦଳିବ ନାମ

ନୂଆଦିଲ୍ଲୀ: ଭାରତ ଓ ଇଂଲଣ୍ଡ ମଧ୍ୟରେ ୫ ମ୍ୟାଚ ବିଶିଷ୍ଟ ଟେଷ୍ଟ ସିରିଜ ଜୁନରୁ ଖେଳାଯିବ । ଏହି ସିରିଜକୁ ଭାରତର ମହାନ ଖେଳାଳି ପଟୌଦ୍ଦିଙ୍କ ନାମରେ ପଟୌଦ୍ଦି ଟ୍ରଫି ରଖାଯାଇଛି । ରିପୋର୍ଟ ମୁତାବକ ଏବେ ଏହି ସିରିଜର ନାମ ବଦଳାଯିବ । ଏହା ଅନ୍ୟ ଜଣେ ମହାନ ଖେଳାଳିଙ୍କ ନାମରେ ନାମିତ କରାଯିବ ।…

ଆରସିବିକୁ ଗରିବ କହିଲେ ଏହି ମହାନ ଖେଳାଳି

ବେଙ୍ଗାଲୁର: ଚଳିତ ଆଇପିଏଲରେ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁର ଭଲ ପ୍ରଦର୍ଶନ ଜାରି ରଖିଛି । ତେବେ ଆରସିବିକୁ ବିଜୟକୁ ପ୍ରଶଂସା କରିବା ପରିବର୍ତ୍ତେ ପୂର୍ବତନ ମହାନ ବିସ୍ଫୋରକ ବ୍ୟାଟ୍ସମ୍ୟାନ ବୀରେନ୍ଦ୍ର ସେହ୍ୱାଗ ସମାଲୋଚନା କରିଛନ୍ତି । ସେ କହିଛନ୍ତି ଆରସିବି ପରି ଗରୀବ ଟିମକୁ ମଧ୍ୟ କିଛି…

ଆସନ୍ତୁ ଜାଣିବା ବିବିଏଲରେ କୋହଲି ଖେଳିବା ଖବରର ସତ୍ୟତା

ବେଙ୍ଗାଲୁର: ଚଳିତ ଇଣ୍ଡିଆନ ପ୍ରିମିୟର ଲିଗରେ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁର ଭଲ ପ୍ରଦର୍ଶନ ଜାରୀ ରଖିଛି । ତେବେ ଏହାର ଷ୍ଟାର ବ୍ୟାଟ୍ସମ୍ୟାନ ବିରାଟ କୋହଲିଙ୍କୁ ନେଇ ଏକ ଖବର ପ୍ରଶଂସକଙ୍କୁ ଚିନ୍ତାରେ ପକାଇଛି । ବିଗ ବାଶ ଲିଗରେ ଖୁବ ଶୀଘ୍ର କୋହଲି ଖେଳିବାକୁ ଯାଉଛନ୍ତି । ଏ ନେଇ ସିଡନୀ…