Latest Odisha News

BREAKING NEWS

Browsing Category

ଖେଳ

ମହିଳା ଦୃଷ୍ଟିବାଧିତ T20 ବିଶ୍ୱକପ୍ ୨୦୨୫; ଓଡ଼ିଶା ଖେଳାଳିଙ୍କୁ ୧୧ ଲକ୍ଷ ଟଙ୍କା ପୁରସ୍କାର ପ୍ରଦାନ

ଭୁବନେଶ୍ୱର: ଶ୍ରୀଲଙ୍କାର କଲମ୍ବୋରେ ଆୟୋଜିତ ପ୍ରଥମ ଦୃଷ୍ଟିହୀନ ମହିଳା T20 ବିଶ୍ୱକପରେ ନେପାଳକୁ ପରାସ୍ତ କରି ଇତିହାସ ସୃଷ୍ଟି କରିଛି ଭାରତୀୟ ମହିଳା। ଏହି ବିଶ୍ଵକପ ଦଳରେ ଓଡ଼ିଶାରୁ ୪ ଜଣ ପ୍ରତିନିଧିତ୍ବ କରିଥିଲେ। ସେମାନେ ହେଲେ ବାଲେଶ୍ୱରର ଫୁଲ ସୋରେନ, ମୟୂରଭଞ୍ଜର ପାର୍ବତୀ…

ଡ୍ରେସିଂ ରୁମରେ ଗୌତମ ଓ ରୋହିତଙ୍କ ଗମ୍ଭୀର ଆଲୋଚନା, ଚିନ୍ତାରେ ପ୍ରଶଂସକ

ରାଂଚୀ: ପ୍ରଥମ ଦିନିକିଆ କ୍ରିକେଟ ମ୍ୟାଚରେ ଭାରତ ୧୭ ରନରେ ଦକ୍ଷିଣ ଆଫ୍ରିକାକୁ ପରାସ୍ତ କରିଛି । ମ୍ୟାଚ ପରେ ଟିମ ଇଣ୍ଡିଆର ପୂର୍ବତନ ଅଧିନାୟକ ରୋହିତ ଶର୍ମା ଓ କୋଚ ଗୌତମ ଗମ୍ଭୀରଙ୍କ ଗୁରୁତର ଆଲୋଚନା ପ୍ରଶଂସକଙ୍କୁ ଚିନ୍ତାରେ ପକାଇଛି । ଉଭୟ କେଉଁ ବିଷୟରେ କଥା ହେଉଥିଲେ ତାହା ଜଣାପଡି…

ଟେଷ୍ଟ କ୍ରିକେଟକୁ ପ୍ରତ୍ୟାବର୍ତନ କରିବେ କି ନାହିଁ ସ୍ପଷ୍ଟ କଲେ କୋହଲି

ରାଂଚୀ: ଦକ୍ଷିଣ ଆଫ୍ରିକା ବିପକ୍ଷ ପ୍ରଥମ ଦିନିକିଆ କ୍ରିକେଟ ମ୍ୟାଚରେ ଭାରତର ଷ୍ଟାର ବ୍ୟାଟ୍ସମ୍ୟାନ ବିରାଟ କୋହଲି ଆକର୍ଷଣୀୟ ଶତକ ହାସଲ କରି ଦଳର ବିଜୟରେ ମୂଖ୍ୟ ଭୂମିକା ଗ୍ରହଣ କରିଥିଲେ । ପୂର୍ବରୁ କୋହଲିଙ୍କ ଟେଷ୍ଟ ପ୍ରତ୍ୟାବର୍ତନ ନେଇ ଆଲୋଚନା ଜୋର ଧରିଥିଲା । ବିସିସିଆଇ ଏହା ନେଇ…

Sultan Azlan Shah cup 2025: ୪ର୍ଥ ଥରପାଇଁ ରୌପ୍ୟ ଜିଣିଲା ଭାରତ…ବେଲଜିୟମର ପ୍ରଥମ ଟାଇଟଲ

ନୂଆଦିଲ୍ଲୀ:ଭାରତ ୪ର୍ଥ ଥର ପାଇଁ ରୌପ୍ୟ ପଦକ ହାସଲ କରିଛି । ସୁଲତାନ ଆଜଲାନ ଶାହ କପ୍ ଫାଇନାଲରେ ଭାରତୀୟ ପୁରୁଷ ହକି ଦଳ ବେଲଜିୟମ ଠାରୁ ୦-୧ ଗୋଲରେ ପରାସ୍ତ ହୋଇଛି । ରବିବାର ମାଲେସିଆର ଇପୋହରେ ଅନୁଷ୍ଠିତ ଛଅ ଦଳୀୟ ସୁଲତାନ ଆଜଲାନ ଶାହ ଟୁର୍ଣ୍ଣାମେଣ୍ଟରେ ବେଲଜିୟମ ପ୍ରଥମ ଟାଇଟଲ ହାସଲ…

ଭାରତ ଓ ଦକ୍ଷିଣ ଆଫ୍ରିକା T20 ମ୍ୟାଚ; ମୁଖ୍ୟମନ୍ତ୍ରୀଙ୍କୁ ଟିକେଟ ଦେଲା ଓସିଏ 

ଭୁବନେଶ୍ବର: ବାରବାଟୀରେ ହେବାକୁ ଥିବା ଭାରତ ଓ ଦକ୍ଷିଣ ଆଫ୍ରିକା T20 ମ୍ୟାଚର ଟିକେଟ ଗ୍ରହଣ କଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। ମୁଖ୍ୟମନ୍ତ୍ରୀଙ୍କୁ ତାଙ୍କ ବାସଭବନରେ ଭେଟି ଟିକେଟ ପ୍ରଦାନ କରିଛନ୍ତି ଓଡ଼ିଶା କ୍ରିକେଟ ଆସୋସିଏସନ (ଓସିଏ) ସଭାପତି ପଙ୍କଜ ଲୋଚନ ମହାନ୍ତି ଓ ସମ୍ପାଦକ…

କୋହଲି, କୂଲଦୀପଙ୍କ ପ୍ରଭାବୀ ପ୍ରଦର୍ଶନ: ରୋମାଂଚକର ମୁକାବିଲାରେ ଜିତିଲା ଟିମ ଇଣ୍ଡିଆ

ରାଂଚୀ: ବିରାଟ କୋହଲିଙ୍କ ଶତକ ଓ କୂଲଦୀପ ଯାଦବଙ୍କ ଚମତ୍କାର ବୋଲିଂ ସହାୟତାରେ ଭାରତ ଏଠାରେ ଅନୁଷ୍ଠିତ ଦକ୍ଷିଣ ଆଫ୍ରିକା ବିପକ୍ଷ ରୋମାଂଚକର ପ୍ରଥମ ଦିିନିକିଆ କ୍ରିକେଟ ମ୍ୟାଚକୁ ୧୭ ରନରେ ଜିିତି ନେଇଛି । ଭାରତ ପ୍ରଥମେ ବ୍ୟାଟିଂ କରି ୮ ୱିକେଟ ବିନିମୟରେ ୩୪୯ ରନ କରିଥିଲା । କୋହଲି…

Barabati T20: କାଲିଠୁ ବାରବାଟୀ ପାଇଁ ଅନଲାଇନ୍ ଟିକେଟ ବିକ୍ରି; ଏତିକି ଟଙ୍କାରେ ମିଳିବ ଟିକେଟ…

କଟକ: ଆସନ୍ତା ଡ଼ିସେମ୍ବର ୯ ତାରିଖରେ ଆନ୍ତର୍ଜାତୀୟ ବାରବାଟୀ ଷ୍ଟାଡିୟମରେ ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଖେଳାଯିବ ପ୍ରଥମ ଟି-ଟ୍ୱେଣ୍ଟି ମ୍ୟାଚ୍ ।ଏ ନେଇ ଓଡ଼ିଶା କ୍ରିକେଟ ଆସୋସିଏସନ(ଓସିଏ) ପକ୍ଷରୁ ପ୍ରସ୍ତୁତି ଜୋରଦାର ଚାଲିଛି। ଡିସେମ୍ବର ୧ ତାରିଖରେ ଅନଲାଇନରେ ଆରମ୍ଭ ହେବ ଟିକେଟ…

ବାରବାଟୀ ଟି୨୦ ପାଇଁ ପ୍ରସ୍ତୁତି ଶେଷ: ଟିକେଟ ଦର ଚୂଡାନ୍ତ, ଏଥର ମ୍ୟାଚକୁ ଅପେକ୍ଷା

କଟକ: ଆସନ୍ତା ଡିସେମ୍ବର ୯ରେ ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ବାରବାଟୀ କ୍ରିକେଟ ଷ୍ଟାଡିୟମରେ ବହୂ ପ୍ରତୀକ୍ଷିତ ଟି୨୦ ମ୍ୟାଚ ଖେଳାଯିବ । ଏଥିନେଇ ଓସିଏ ପକ୍ଷରୁ ବିଧିବଦ୍ଧ ସୂଚନା ପ୍ରଦାନ କରାଯାଇଛି । ଡିସେମ୍ବର ୧ରୁ ଟିକେଟ ବିକ୍ରି ଆରମ୍ଭ ହେବ । ମୋଟ ୨୩୦୦୦ ଟିକେଟ ବିକ୍ରି କରାଯିବ ।…

ବାରବାଟୀ T-20 ମ୍ୟାଚ୍ ପାଇଁ କାଲିଠୁ ଅନଲାଇନ୍ ଟିକେଟ୍ ବିକ୍ରି, ମହାପ୍ରଭୁଙ୍କୁ ପ୍ରଥମ ଟିକେଟ ଲାଗି

ପୁରୀ: କଟକର ବାରବାଟୀ ଷ୍ଟାଡିୟମରେ ଦକ୍ଷିଣ ଆଫ୍ରିକା ବିପକ୍ଷରେ ଏକ ଟି-୨୦ ଆନ୍ତର୍ଜାତୀୟ ମ୍ୟାଚ୍ ଖେଳାଯିବ। ଏହା ପୂର୍ବରୁ ମ୍ୟାଚ୍ ପାଇଁ ରବିବାର ପ୍ରଥମ ଟିକେଟ ପ୍ରଭୁ ଜଗନ୍ନାଥଙ୍କୁ ଦିଆଯାଇଥିଲା। ଓଡ଼ିଶା କ୍ରିକେଟ ଆସୋସିଏସନ (ଓସିଏ) ସମ୍ପାଦକ ସଞ୍ଜୟ ବେହେରା ପ୍ରଭୁ ଜଗନ୍ନାଥଙ୍କ…

କୋହଲିଙ୍କ ଟେଷ୍ଟ ପ୍ରତ୍ୟାବର୍ତନ ଗୁଜବ ନେଇ ମୁହଁ ଖୋଲିଲେ ବିସିସିଆଇ ସେକ୍ରେଟାରୀ

ନୂଆଦିଲ୍ଲୀ: ଦକ୍ଷିଣ ଆଫ୍ରିକା ବିପକ୍ଷ ଟେଷ୍ଟ ସିରିଜରେ ଭାରତର ନୈରାଶ୍ୟଜନକ ପ୍ରଦର୍ଶନ ପରେ ବିରାଟ କୋହଲିଙ୍କ ଟେଷ୍ଟ ପ୍ରତ୍ୟାବର୍ତନ ଗୁଜବ ଜୋର ଧରିଥିଲା । ରିପୋର୍ଟ ପ୍ରକାଶ ପାଇଥିଲା ଯେ, ବିସିସିଆଇ ଦୁଇ ମହାନ ଖେଳାଳି କୋହଲି ଏବଂ ରୋହିତ ଶର୍ମାଙ୍କୁ ଟେଷ୍ଟ ଅବସର ନିଷ୍ପତିରୁ ଓହରିଯିବା…