Latest Odisha News

BREAKING NEWS

Browsing Category

ଖେଳ

ବିଶ୍ୱ ମହିଳା ଟିସ ଚେସ ଚାମ୍ପିୟନଶିପ: ପଦ୍ମିନୀଙ୍କୁ ବ୍ରୋଞ୍ଜ

ଭୁବନେଶ୍ୱର: ସ୍ପେନରେ ଅନୁଷ୍ଠିତ ବିଶ୍ୱ ମହିଳା ଟିମ ଚେସ ଚାମ୍ପିୟନଶିପରେ ଭାରତୀୟ ଟିମ ନୈରାଶ୍ୟଜନକ ପ୍ରଦର୍ଶନ କରିଛନ୍ତି । ଭାରତୀୟ ଟିମ କ୍ୱାର୍ଟରଫାଇନାଲରେ କାଜକସ୍ତାନଠାରୁ ହାରି ଯାଇଥିଲେ । ତେବେ ପଦ୍ମିନୀ ରାଉତ ବ୍ୟକ୍ତିଗତ ବୋର୍ଡ ୧ ବ୍ରୋଞ୍ଜ ପଦକ ଜିତି ଓଡିଶା ଏବଂ ଭାରତର ମାନ…

ଘରୋଇ କ୍ରିକେଟକୁ ରୋହିତଙ୍କ ହଁ, କୋହଲିଙ୍କ ନାଁ: ରିପୋର୍ଟ

ନୂଆଦିଲ୍ଲୀ: ଦକ୍ଷିଣ ଆଫ୍ରିକା ବିପକ୍ଷ ପ୍ରଥମ ଦିନିକିଆ ମ୍ୟାଚରେ ଭାରତ ବିଜୟ ହାସଲ କରିଥିଲେ ମଧ୍ୟ ଦଳ ମଧ୍ୟରେ ମତଭେଦ ସମ୍ପର୍କୀତ ଅନେକ ଖବର ପ୍ରକାଶ ପାଇଛି । ଏନଡିଟିଭିରେ ପ୍ରକାଶିତ ଏକ ଖବର ଅନୁସାରେ ବିିସିସିଆଇ ଚାପ ପକାଇବା ସତ୍ୱେ କୋହଲି ଘରୋଇ କ୍ରିକେଟ ଖେଳିବା ନେଇ ରାଜି ନାହାନ୍ତି ।…

ଏସଏମଏଟି୨୫: ବିପ୍ଲବ, ରାଜେଶଙ୍କ ପ୍ରଭାବୀ ପ୍ରଦର୍ଶନ, ଛତିଶଗଡକୁ ହରାଇଲା ଓଡିଶା

ଲକ୍ଷ୍ନୌ: ଚଳିତ ସୟେଦ ମୁସ୍ତାକ ଅଲୀ ଟ୍ରଫି କ୍ରିକେଟ ଟୁର୍ଣ୍ଣାମେଂଟରେ ବିପ୍ଲବ ସାମନ୍ତରାୟ ଓ ରାଜେଶ ମହାନ୍ତିଙ୍କ ଚମତ୍କାର ପ୍ରଦର୍ଶନ ବଳରେ ଓଡିଶା ୨୭ ରନରେ ଛତିଶଗଡକୁ ପରାସ୍ତ କରିଛି । ଚଳିତ ଟୁର୍ଣ୍ଣାମେଂଟରେ ପ୍ରଥମ ଥର ପାଇଁ ଓଡିଶା ସମସ୍ତ ବିଭାଗରେ ଭଲ ପ୍ରଦର୍ଶନ କରିଛି । ପ୍ରଥମେ…

କୋହଲି, ଗମ୍ଭୀରଙ୍କ ସହ ଅଲଗା ଅଲଗା କଥା ହେଲେ ଚୟନ କମିଟି ସଦସ୍ୟ

ରାଂଚୀ: ରାଂଚୀ ବିମାନ ବନ୍ଦରରେ ଭାରତୀୟ କ୍ରିକେଟ ଟିମର ଚୟନ କମିଟି ସଦସ୍ୟ ବିରାଟ କୋହଲି ଏବଂ ଗୌତମ ଗମ୍ଭୀରଙ୍କ ସହ ଅଲଗା ଅଲଗା କଥା ହୋଇଛନ୍ତି । ରିପୋର୍ଟ ମୁତାବକ ପ୍ରଜ୍ଞାନ ଓଝା ପ୍ରଥମେ କୋହଲିଙ୍କ ସହ କିଛି ସମୟ ଆଲୋଚନା କରୁଥିବା ଦେଖିବାକୁ ମିଳିଥିଲା । ପରେ ସେ ଯାଇ ଗମ୍ଭୀରଙ୍କ ସହ…

ହଠାତ ଆଇପିଏଲ ନିଲାମରୁ ଓହରିଗଲେ ମ୍ୟାକ୍ସୱେଲ

ନୂଆଦିଲ୍ଲୀ: ଅଷ୍ଟ୍ରେଲିଆର ଷ୍ଟାର ଅଲରାଉଣ୍ଡର ଗ୍ଲେନ ମ୍ୟାକ୍ସୱେଲ ହଠାତ ଆଇପିଏଲ ନିଲାମରୁ ଓହରି ଯାଇଛନ୍ତି । ଆଇପିଏଲ ୨୦୨୬ ମିନି ନିଲାମ ପୂର୍ବରୁ ସେ ଏହି ନିଷ୍ପତି ନେଇଛନ୍ତି । ତାଙ୍କ ପୂର୍ବରୁ ଆନ୍ଦ୍ରେ ରସେଲ ଓ ଫାପ ଡୁ ପ୍ଳେସି ମଧ୍ୟ ଆଇପିଏଲ ନିଲାମରୁ ଓହରି ଯାଇଥିଲେ । ଡିସେମ୍ବର ୧୬ରେ…

କୋହଲି ଶତକ ହାସଲ କରିବା ପରେ କଣ କହିଥିଲେ ରୋହିତ, ଖୁଲାସା କଲେ ଅର୍ଶଦୀପ

ରାଂଚୀ: ଦକ୍ଷିଣ ଆଫ୍ରିକା ପ୍ରଥମ ଦିନିକିଆ କ୍ରିକେଟ ମ୍ୟାଚରେ ବିରାଟ କୋହଲି ଆକର୍ଷଣୀୟ ଶତକ ହାସଲ କରିଥିଲେ । ସେ ଶତକ ହାସଲ କରିବା ପରେ ରୋହିତ ଶର୍ମା ପ୍ରତିକ୍ରିୟା ପରେ ଭାଇରାଲ ହୋଇଥିଲା । ଏବେ ରୋହିତ ସେ ସମୟରେ କଣ କହିଥିଲେ ତାର ଖୁଲାସା ସାଥୀ ଖେଳାଳି ଅର୍ଶଦୀପ ସିଂ କରିଛନ୍ତି । ସେ…

Harendra Singh resigns: ଏହି କାରଣରୁ ଇସ୍ତଫା ଦେଲେ ଭାରତୀୟ ମହିଳା ହକି ଦଳର ମୁଖ୍ୟ କୋଚ୍

ନୂଆଦିଲ୍ଲୀ:  ଭାରତୀୟ ମହିଳା ହକି ଦଳର ମୁଖ୍ୟ କୋଚ୍ ଇସ୍ତଫା ଦେଇଛନ୍ତି । ମୁଖ୍ୟ କୋଚ୍ ପଦରୁ ହରେନ୍ଦ୍ର ସିଂହ ହଠାତ୍ ଇସ୍ତଫା ଦେଇଛନ୍ତି। ବ୍ୟକ୍ତିଗତ କାରଣ ଦର୍ଶାଇ ସେ ହକି ଦଳରୁ ଇସ୍ତଫା ଦେଇଛନ୍ତି। ହକି ଇଣ୍ଡିଆ ଏହି ଖବରକୁ ନିଶ୍ଚିତ କରି କହିଛି ଯେ ଭାରତୀୟ ହକି ଦଳର କୋଚ୍ ବ୍ୟକ୍ତିଗତ…

ଡ୍ରେସିଂ ରୁମରେ ଏବେ ବି ଲାଗି ରହିଛି କି ରୋକା ଏବଂ ଗମ୍ଭୀରଙ୍କ ଶୀତଳ ଯୁଦ୍ଧ

ରାଂଚୀ: ଦକ୍ଷିଣ ଆଫ୍ରିକା ବିପକ୍ଷରେ ଭାରତ ବିଜୟ ଅଭିଯାନ ସହ ଦିିନିକିଆ କ୍ରିକେଟ ସିରିଜ ଆରମ୍ଭ କରିଛି । ରୋକୋ ଭାବେ ପରିଚିତ ବିରାଟ କୋହଲି ଓ ରୋହିତ ଶର୍ମା ଅଷ୍ଟ୍ରେଲିଆ ବିପକ୍ଷ ସିରିଜପରଠାରୁ ପ୍ରଭାବୀ ପ୍ରଦର୍ଶନ ଜାରୀ ରଖିଛନ୍ତି । ଦକ୍ଷିଣ ଆଫ୍ରିକାକୁ ଭାରତ ହରାଇବା ପରେ ପୂନର୍ବାର…

India Qualify for AFC U17 Asian Cup 2026: ଭାରତୀୟ U17 ଫୁଟବଲ୍ ଦଳ ରଚିଲେ ଇତିହାସ; ୧୯୫୯ ପରେ ପ୍ରଥମ ଥର ପାଇଁ…

ଅହମ୍ମଦାବାଦ:ଭାରତୀୟ ୧୭ ବର୍ଷରୁ କମ୍ ଫୁଟବଲ୍ ଦଳ ରବିବାର( ନଭେମ୍ବର ୩୦ ତାରିଖ) ଅହମ୍ମଦାବାଦରେ ଇତିହାସ ରଚିଛି। ଟମ୍ ଇଣ୍ଡିଆ ଇରାନ ବିପକ୍ଷରେ ଐତିହାସିକ ୨-୧ ବିଜୟ ସହିତ ଆସନ୍ତା ବର୍ଷ ସାଉଦି ଆରବରେ ହେବାକୁ ଥିବା AFC ୧୭ ବର୍ଷରୁ କମ୍ ଏସୀୟ କପ୍ ( AFC U17 Asian Cup Saudi Arabia…

କୋହଲିଙ୍କ ପାଇଁ ଏବେ ବି ସମ୍ଭବ ଅଛି କି ୧୦୧ ଶତକ

ଭାରତୀୟ କ୍ରିକେଟର ମହାନ ଖେଳାଳି ବିରାଟ କୋହଲି ପୂନର୍ବାର ଭଲ ପ୍ରଦର୍ଶନ ଜାରୀ ରଖିଛନ୍ତି । ଦକ୍ଷିଣ ଆଫ୍ରିକା ବିପକ୍ଷ ପ୍ରଥମ ଦିନିକିଆରେ ସେ ସମ୍ପୂର୍ଣ୍ଣ ଭାବେ ଲୟରେ ଥିଲେ । ସେ ଶତକ ହାସଲ କରି ବିଶ୍ୱରେକର୍ଡ କରିଛନ୍ତି । ସଚିନ ତେନ୍ଦୁଲକରଙ୍କ ୫୧ ଶତକ ସେ ଅତିକ୍ରମ କରିଛନ୍ତି । ଟେଷ୍ଟ…