Latest Odisha News

BREAKING NEWS

Browsing Category

ଖେଳ

ଖେଳୁଥିବା ଅବସ୍ଥାରେ ପଡିଆରେ ଛଟପଟ ହେଲେ ତାମିମ

ଢ଼ାକା: ବାଂଲାଦେଶର ପୂର୍ବତନ ଅଧିନାୟକ ତାମିମ ଇକବାଲ ଢ଼ାକା ପ୍ରିମିୟର ଡିଭିଜନ କ୍ରିକେଟ ଲିଗର ଏକ ମ୍ୟାଚ ଅବସରରେ ଗୁରୁତର ଭାବେ ଅସୁସ୍ଥ ହୋଇ ପଡିଥିଲେ । ଶିନେପୁକୁର କ୍ରିକେଟ କ୍ଲବ ପକ୍ଷରୁ ଖେଳୁଥିବା ତାମିମ ମୋହମ୍ମଡାନ ସ୍ପୋର୍ଟିଂ ବିପକ୍ଷରେ ବ୍ୟାଟିଂ କରିବାକୁ ଆସିଥିଲେ । କିଛି ସମୟ ପରେ…

କ୍ରିକେଟର ଚହରଙ୍କୁ ବ୍ୟାଟରେ କାହିଁକି ପିଟିଲେ ଧୋନୀ… 

ନୂଆଦିଲ୍ଲୀ: ଆଇପିଏଲ ୨୦୨୫ର ତୃତୀୟ ମ୍ୟାଚ୍ ଚେନ୍ନାଇ ସୁପର କିଙ୍ଗ୍ସ ଏବଂ ମୁମ୍ବାଇ ଇଣ୍ଡିଆନ୍ସ ମଧ୍ୟରେ ଖେଳାଯାଇଥିଲା। ଏହି ମ୍ୟାଚ୍ ଶେଷରେ ଏମଏସ ଧୋନି ବ୍ୟାଟିଂ କରିବାକୁ ଆସିଥିଲା ବେଳେ ମୁମ୍ବାଇ ଇଣ୍ଡିଆନ୍ସ ବୋଲର ତାଙ୍କୁ ସ୍ଲେଜିଂ କରିଥିଲେ। ସୂଚନା ଅନୁଯାୟୀ, ଯେତେବେଳେ ଏମଏସ ଧୋନି…

ବିସିସିଆଇ ଜାରୀ କଲା ନୂତନ ସେଂଟ୍ରାଲ କଂଟ୍ରାକ୍ଟ

ନୂଆଦିଲ୍ଲୀ: ଭାରତୀୟ କ୍ରିକେଟ କଂଟ୍ରୋଲ ବୋର୍ଡ ୨୦୨୪-୨୫ ପାଇଁ ନୂତନ କେନ୍ଦ୍ରୀୟ ଚୁକ୍ତିର ଘୋଷଣା କରିଛି । ୧୬ଜଣ ମହିଳା କ୍ରିକେଟରଙ୍କୁ ଏଥିରେ ସାମିଲ କରାଯାଇଛି । ଏହି ଖେଳାଳିମାନଙ୍କୁ ୩ଟି ଗ୍ରେଡରେ ରଖାଯାଇଛି । ଗ୍ରେଡ ଏରେ ୩ଜଣ, ବିରେ ୪ ଓ ସିରେ ୯ଜଣ ଖେଳାଳିଙ୍କୁ ସାମିଲ କରାଯାଇଛି । ୧…

ମ୍ୟାଚ ଅବସରରେ ଖଲୀଲ କଣ ଦେଲେ ରିତୁରାଜଙ୍କୁ

ଚେନ୍ନାଇ: ଚଳିତ ଆଇପିଏଲରେ ଚେନ୍ନାଇ ସୁପର କିଙ୍ଗସ ୪ ୱିକେଟରେ ମୁମ୍ବାଇ ଇଣ୍ଡିଆନ୍ସକୁ ହରାଇ ବିଜୟ ଅଭିଯାନ ଆରମ୍ଭ କରିଛି । ଚେପକ ଷ୍ଟାଡିୟମରେ ଖେଳା ଯାଇଥିବା ଏହି ମ୍ୟାଚ ଅବସରରେ ଗୋଟିଏ ଘଟଣା ଏବେ ସୋସିଆ ମିଡିଆରେ ଚର୍ଚ୍ଚାର କାରଣ ସାଜିଛି । ପଡିଆ ମଝିରେ ଖଲୀଲ ଅହମ୍ମଦ ତାଙ୍କ ପକେଟରୁ…

କାଳି ଟ୍ୟାକ୍ସି; ଜୋଫ୍ରା ଆର୍ଚରଙ୍କୁ ନେଇ ହରଭଜନ ସିଂଙ୍କ ବିବାଦୀୟ ବୟାନ… 

ନୂଆଦିଲ୍ଲୀ: ପୂର୍ବତନ ଭାରତୀୟ ସ୍ପିନର ହରଭଜନ ସିଂହ ନିଜ କମେଣ୍ଟ୍ରିକୁ ନେଇ ସମସ୍ୟାରେ ପଡ଼ିଛନ୍ତି। ଆଇପିଏଲରେ ସନରାଇଜର୍ସ ହାଇଦ୍ରାବାଦ ଏବଂ ରାଜସ୍ଥାନ ରୟାଲ୍ସ ମଧ୍ୟରେ ଖେଳାଯାଇଥିବା ମ୍ୟାଚ୍ ସମୟରେ କମେଣ୍ଟ୍ରି ବେଳେ ସେ ଇଂଲଣ୍ଡର ଦ୍ରୁତ ବୋଲର ଜୋଫ୍ରା ଆର୍ଚରଙ୍କୁ ଟାର୍ଗେଟ କରି ତାଙ୍କୁ…

ଆଇପିଏଲର ପ୍ରଥମ ମ୍ୟାଚରେ କମାଲ କଲେ ଅଟୋ ଚାଳକଙ୍କ ପୁଅ, ଧୋନୀ ବି ଦେଲେ ଆଶୀର୍ବାଦ!

ମୁମ୍ବାଇ: ଆଇପିଏଲ ୨୦୨୫ର ପ୍ରଥମ ମ୍ୟାଚରେ ମୁମ୍ବାଇ ଇଣ୍ଡିଆନ୍ସ ରବିବାର ଦିନ ଚେନ୍ନାଇ ସୁପର କିଙ୍ଗସ ବିପକ୍ଷରେ ୧୫୬ ରନର ଟାର୍ଗେଟ୍ ଦେଇଥିଲା। ଏହି ମ୍ୟାଚରେ ବାମହାତୀ ସ୍ପିନର ବିଗ୍ନେଶ ପୁତୁର ଇମ୍ପାକ୍ଟ ପ୍ଲେୟାର ଭାବେ ଏଂଟ୍ରି କରି ସମସ୍ତଙ୍କୁ ଚମକାଇ ଦେଇଛନ୍ତି। ଦ୍ୱିତୀୟ ଓଭରରେ ବୋଲିଂ…

ଗ୍ରାଉଣ୍ଡରେ ଦୌଡ଼ି ଗିରଫ ହେଲେ କୋହଲିଙ୍କ ଫ୍ୟାନ

କୋଲକାତା: ଇଡେନ ଗାର୍ଡେନ୍ସ ଷ୍ଟାଡିୟମରେ ଶନିବାର ଦିନ ଆଇପିଏଲର ୧୮ତମ ସଂସ୍କରଣର ଉଦଘାଟନୀ ମ୍ୟାଚ ଖେଳାଯାଇଥିଲା। କୋଲକାତା ନାଇଟ୍ ରାଇଡର୍ସ ଏବଂ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ମଧ୍ୟରେ ଏହି ମ୍ୟାଚ ଖେଳା ଯାଇଥିଲା। ତେବେ ଏହି ଉଦଘାଟନୀ ମ୍ୟାଚରେ ସୁରକ୍ଷା ବଳୟକୁ ପାର କରି ଜଣେ…

ଈଶାନଙ୍କ ଶତକ: ରାଜସ୍ଥାନକୁ ୪୪ ରନରେ ହରାଇଲା ହାଇଦ୍ରାବାଦ

ହାଇଦ୍ରାବାଦ: ଚଳିତ ଇଣ୍ଡିଆନ ପ୍ରିମିୟର ଲିଗର ରବିବାର ଅନୁଷ୍ଠିତ ହାଇ ସ୍କୋରିଂ ମୁକାବିଲାରେ ସନରାଇଜର୍ସ ହାଇଦ୍ରାବାଦ ୪୪ ରନରେ ରାଜସ୍ଥାନ ରୟାଲ୍ସ ପରାସ୍ତ କରି ଅଭିଯାନ ଆରମ୍ଭ କରିଛି । ଈଶାନ କିଶାନଙ୍କ ବିସ୍ଫୋରକ ଶତକ ଦଳର ବିଜୟରେ ମୂଖ୍ୟ ଭୂମିକା ଗ୍ରହଣ କରିଥିଲା । ରାଜସ୍ଥାନ ପ୍ରଥମେ…

ଆର୍ଚ୍ଚରଙ୍କ ନାମରେ ଯୋଡି ହୋଇଗଲା ଅଲୋଡା ରେକର୍ଡ

ହାଇଦ୍ରାବାଦ: ଚଳିତ ଆଇପିଏଲରେ ରାଜସ୍ଥାନ ରୟାଲ୍ସର ପେସ ବୋଲର ଜୋଫ୍ରା ଆର୍ଚ୍ଚରଙ୍କ ନାମରେ ଏକ ଅଲୋଡା ରେକର୍ଡ ଯୋଡି ହୋଇଯାଇଛି । ତାଙ୍କ ବୋଲିଂ ଦଳର ପରାଜୟର କାରଣ ମଧ୍ୟ ସାଜିଛି । ସେ ଆଇପିଏଲ ଇତିହାସରେ ସବୁଠାରୁ ବ୍ୟୟବହୂଳ ବୋଲର ସାଜିଛନ୍ତି । ସନରାଇଜର୍ସ ହାଇଦ୍ରାବାଦ ବିପକ୍ଷ ମ୍ୟାଚରେ…

ଧୋନୀଙ୍କ ଅବସର ପ୍ରଶ୍ନ ନେଇ ଚିଡିଗଲେ ଗାଭାସ୍କର

କୋଲକାତା: ଆଇପିଏଲର ୧୮ତମ ସଂସ୍କରଣ ଆରମ୍ଭ ହୋଇଯାଇଛି । ସବୁ କଳ୍ପନା ଜଳ୍ପନାର ଅବସାନ ଘଟେଇ ମହେନ୍ଦ୍ର ସିଂ ଧୋନୀ ଚେନ୍ନାଇ ସୁପର କିଙ୍ଗସ ପକ୍ଷରୁ ଖେଳୁଛନ୍ତି । ଏକ ଆଲୋଚନା ଚକ୍ରରେ ଧୋନୀଙ୍କ ଅବସର ନେଇ ପ୍ରଶ୍ନ ଉଠିଥିଲା । ଯାହା ଶୁଣିବା ପରେ ମହାନ ଖେଳାଳି ସୁନୀଲ ଗାଭାସ୍କର ରାଗି ଯାଇଥିଲେ…