Latest Odisha News

BREAKING NEWS

Browsing Category

ଖେଳ

ଏହି ୫ ପରାଜୟକୁ ସହଜରେ ଭୁଲି ପାରିବେନି ଟିମ ଇଣ୍ଡିଆର ପ୍ରଶଂସକ

ଗୌହାଟୀ: ଘରୋଇ ପରିବେଶରେ ଭାରତ ଦୁଇ ଥର କ୍ଲିନ ସୁଇପ ହେବାକୁ ପ୍ରଶଂସକମାନେ ସହଜରେ ଗ୍ରହଣ କରିପାରି ନାହାନ୍ତି । ଗୌହାଟୀ ଟେଷ୍ଟକୁ ୪୦୮ ରନରେ ହାରିବା ଅନେକ ପ୍ରଶ୍ନବାଚୀ ସୃଷ୍ଟି କରିଛି । ଆସନ୍ତୁ ନଜର ପକାଇବା ଭାରତର ଆଉ ୪ ବଡ ପରାଜୟ ଉପରେ.. । ୨୦୦୪ରେ ଭାରତ ଓ ଅଷ୍ଟ୍ରେଲିଆ ମଧ୍ୟରେ…

ମୋ ଭବିଷ୍ୟତ ସମ୍ପର୍କରେ ବିସିସିଆଇ ନେବ ନିଷ୍ପତି

ଗୌହାଟୀ: ଦକ୍ଷିଣ ଆଫ୍ରିକା ବିପକ୍ଷ ଗୌହାଟୀ ଟେଷ୍ଟର ପରାଜୟ ପରେ ଟିମ ଇଣ୍ଡିଆର ପ୍ରଦର୍ଶନକୁ ସମାଲୋଚନା କରାଯାଉଛି । ସିରିଜରେ କ୍ଲିନ ସୁଇପ ହେବା ପରେ କୋଚ ଗୌତମ ଗମ୍ଭୀର ମୁହଁ ଖୋଲିଛନ୍ତି । ଟିମ ପରାଜୟ ପାଇଁ ସେ କାହାକୁ ଦୋଷ ଦେଇ ନାହାନ୍ତି । କୋଚ ଭାବେ ମୁଁ ଦାୟୀ ବୋଲି ସେ କହିଛନ୍ତି ।…

ୱାଲ୍ଡ ଟେଷ୍ଟ ଚାମ୍ପିୟନଶିପ: ୫ମ ସ୍ଥାନକୁ ଖସିଲା ଟିମ ଇଣ୍ଡିଆ

ଗୌହାଟୀ: ଦକ୍ଷିଣ ଆଫ୍ରିକା ବିପକ୍ଷରେ ଭାରତ ଗୌହାଟୀ ଟେଷ୍ଟ ହାରିବା ସହ ସିରିଜରେ କ୍ଲିନ ସୁଇପ ହୋଇଛି । ଏହାର ପ୍ରଭାବ ୱାର୍ଲ୍ଡ ଟେଷ୍ଟ ଚାମ୍ପିୟନଶିପ ଫାଇନାଲରେ ପଡିଛି । ଟିମ ଇଣ୍ଡିଆ ଡବ୍ଲ୍ୟୁଟିସି ପଂଏଟ ଟେବୁଲରେ ୫ମ ସ୍ଥାନକୁ ଖସି ଆସିଛି । ଏହି ସିରିଜ ପୂର୍ବରୁ ଭାରତ ୪ର୍ଥ ସ୍ଥାନରେ…

ଗମ୍ଭୀର ଆଉ ଖେଳାଳିଙ୍କ ଖରାପ ଚୟନ ନେଇ ରାଗିଗଲେ କୋହଲିଙ୍କ ଭାଇ

ଗୌହାଟୀ: ଟେଷ୍ଟ କ୍ରିକେଟରେ ଭାରତର ନୈରାଶ୍ୟଜନକ ପ୍ରଦର୍ଶନ ଜାରୀ ରହିଛି । ଘରୋଇ ପରିବେଶରେ ଭାରତ ୦-୨ରେ ଦକ୍ଷିଣ ଆଫ୍ରିକା ନିକଟରୁ ପରାଜିତ ହୋଇଛି । ପୂର୍ବରୁ ନ୍ୟୁଜିଲାଣ୍ଡ ମଧ୍ୟ ୩-୦ରେ ସିରିଜ ଜିତିଥିଲା । ପରାଜୟର ଦୋଷ ବିରାଟ କୋହଲି ଓ ରୋହିତ ଶର୍ମାଙ୍କ ଉପରେ ଲଦି ଦିଆଯାଇଥିଲା । ପରେ…

୨୫ ବର୍ଷ ପରେ ଭାରତ ବିପକ୍ଷରେ ଦକ୍ଷିଣ ଆଫ୍ରିକାର କ୍ଲିନ ସୁଇପ

ଗୌହାଟୀ: ଏଠାରେ ଅନୁଷ୍ଠିତ ଦ୍ୱିତୀୟ ତଥା ଅନ୍ତିମ ଟେଷ୍ଟରେ ଦକ୍ଷିଣ ଆଫ୍ରିକା ୪୦୮ ରନରେ ଶୋଚନୀୟ ଭାବେ ଭାରତକୁ ଘରୋଇ ପରିବେଶରେ ପରାସ୍ତ କରିଛି । ୨୫ ବର୍ଷ ପରେ ଭାରତକୁ ତାର ମାଟିରେ ଦକ୍ଷିଣ ଆଫ୍ରିକା କ୍ଲିନ ସୁଇପ କରିଛି । ଏହା ପୂର୍ବରୁ ୨୦୦୦ରେ ଦକ୍ଷିଣ ଆଫ୍ରିକା ୨-୦ରେ ବିଜୟୀ ହୋଇଥିଲା…

Smriti Mandhana: ଇଭେଣ୍ଟରେ ବନ୍ଧୁତା…ପଡ଼ିଆରେ ପ୍ରପୋଜ୍… ଏମିତି ଆରମ୍ଭ ହୋଇଥିଲା ପଳାଶ ମୁଛଲ ଏବଂ ସ୍ମୃତି…

ନୂଆଦିଲ୍ଲୀ: ସରିଥିଲା ନିର୍ବନ୍ଧ, ପଡିଥାନ୍ତା ହାତଗଣ୍ଠି । ହେଲେ ସାଥ୍ ଦେଲାନି ଭାଗ୍ୟ । ପ୍ରଥମେ ପିତାଙ୍କ ଅସୁସ୍ଥତା, ପରେ ବୟଫ୍ରେଣ୍ଡର ଧୋକା!, ଭାଙ୍ଗିଗଲା ସ୍ମୃତିଙ୍କ ସବୁ ସ୍ବପ୍ନ । ଧୁମଧାମରେ ଚାଲିଥିଲା ବିବାହ ପ୍ରସ୍ତୁତି । ସ୍ବପ୍ନର ରାଜକୁମାର ଭଳି ଜିବନରେ ଏଣ୍ଟ୍ରି ମାରିଥିଲେ…

ସ୍ମୃତି ମନ୍ଧାନାଙ୍କୁ ଧୋକା ଦେଲେ କି ପଲାଶ, ଭାଇରାଲ ହ୍ୱାଟ୍ସଅପ୍…

ମୁମ୍ବାଇ: ଟିମ୍ ଇଣ୍ଡିଆର ଓପନର ସ୍ମୃତି ମନ୍ଧାନା ନଭେମ୍ବର ୨୩ରେ ବଲିଉଡ ସିଙ୍ଗର ପଲାଶ ମୁଛଲଙ୍କୁ ବିବାହ କରିଥାନ୍ତେ। ସେହି ଦିନ ତାଙ୍କ ପିତାଙ୍କ ଅସୁସ୍ଥତା ଯୋଗୁଁ ବିବାହ ଅଟକି ଯାଇଥିଲା। ଏହା ପରେ ପଲାଶ ମଧ୍ୟ ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ। ଏହାରି ମଧ୍ୟରେ ସୋସିଆଲ ମିଡିଆରେ ଅନେକ…

ଟି ୨୦ ବିଶ୍ୱକପ୍: ଫେବୃଆରୀ ୧୫ରେ ଭାରତ vs ପାକିସ୍ତାନ ମ୍ୟାଚ୍

ନୂଆଦିଲ୍ଲୀ: ୨୦୨୬ ମସିହାରେ ଭାରତ ଏବଂ ଶ୍ରୀଲଙ୍କା ମିଳିତ ଭାବରେ ଟି ୨୦ ବିଶ୍ୱକପ୍ ଆୟୋଜନ କରିବା ନେଇ ସୂଚନା ମିଳିଛି। ତେବେ ଏହି ଟୁର୍ଣ୍ଣାମେଣ୍ଟ ଫେବୃଆରୀ ୭ ତାରିଖରେ ଆରମ୍ଭ ହୋଇ ଫାଇନାଲ ମ୍ୟାଚ୍ ମାର୍ଚ୍ଚ ୮ ତାରିଖରେ ଶେଷ ହେବା ନେଇ କୁହା ଯାଉଛି। ଏହାର ପ୍ରଥମ ମ୍ୟାଚ ଭାରତ ଓ…

ଟିମ ଇଣ୍ଡିଆ ପରାଜୟ ପୂର୍ବରୁ ମାନସିକ ସ୍ତରରେ ହାରିଯାଇଛି କହିଲେ ମହାନ ସ୍ପିନର

ଗୌହାଟୀ: ଘରୋଇ ପରିବେଶରେ ଦକ୍ଷିଣ ଆଫ୍ରିକା ବିପକ୍ଷ ଟେଷ୍ଟ ସିରିଜରେ ଭାରତର ପ୍ରଦର୍ଶନ ନୈରାଶ୍ୟଜନକ ରହିଛି । ଦୁଇ ମ୍ୟାଚ ବିଶିଷ୍ଟ ସିରିଜରେ ଭାରତ ପ୍ରଥମ ଟେଷ୍ଟରେ ପରାଜିତ ହୋଇଥିବା ବେଳେ ଏବେ ଦ୍ୱିତୀୟ ଟେଷ୍ଟରେ ସଂଘର୍ଷ କରୁଛି । ଟିମ ଇଣ୍ଡିଆର ପୂର୍ବତନ ଖେଳାଳି ରବିଚନ୍ଦ୍ରନ ଅଶ୍ୱୀନ ଦଳର…

ଭାଇରାଲ ହେଉଛି କରୁଣ ନାୟାରଙ୍କ କ୍ରିପଟିକ ପୋଷ୍ଟ

ଗୌହାଟୀ: ଦକ୍ଷିଣ ଆଫ୍ରିକା ବିପକ୍ଷ ଦ୍ୱିତୀୟ କ୍ରିକେଟ ଟେଷ୍ଟରେ ପରାଜୟ ଏଡାଇବା ପାଇଁ ଭାରତୀୟ ଦଳ ସଂଘର୍ଷ ଜାରୀ ରଖିଛି । ଇତି ମଧ୍ୟରେ ଭାରତର ପୂର୍ବତନ ବ୍ୟାଟ୍ସମ୍ୟାନ କରୁଣ ନାୟାରଙ୍କ ଏକ କ୍ରିପଟିକ ପୋଷ୍ଟ ଭାଇରାଲ ହେବାରେ ଲାଗିଛି । ସେ ଲେଖିଛନ୍ତି ଯେ, କେତେକ ପରିସ୍ଥିତି ଏପରି ହୋଇଥାଏ…