Latest Odisha News

BREAKING NEWS

Browsing Category

ଖେଳ

ପେସ ଆଉ ସ୍ପିନ କିଛି ଖେଳି ପାରୁନି ଟିମ ଇଣ୍ଡିଆ, ଦକ୍ଷିଣ ଆଫ୍ରିକା ୩୧୪ ରନରେ ଅଗ୍ରଣୀ

ଗୌହାଟୀ: ଦକ୍ଷିଣ ଆଫ୍ରିକା ବିପକ୍ଷ ଦ୍ୱିତୀୟ ଟେଷ୍ଟରେ ମଧ୍ୟ ଟିମ ଇଣ୍ଡିଆ ଅସୁବିଧାରେ ପଡିଛି । ତୃତୀୟ ଦିବସ ଖେଳ ଶେଷ ସୁଦ୍ଧା ଦକ୍ଷିଣ ଆଫ୍ରିକା ୩୧୪ ରନର ଅଗ୍ରଣୀ ହାସଲ କରି ନେଇଛି । ଦକ୍ଷିଣ ଆଫ୍ରିକାର ପ୍ରଥମ ଇନିଂସ ସ୍କୋର ୪୮୯ ରନ ଜବାବରେ ଭାରତ ୨୦୧ ରନ କରି ଅଲଆଉଟ ହୋଇଯାଇଥିଲା ।…

ଭାରତ-ଦକ୍ଷିଣ ଆଫ୍ରିକା ଦ୍ୱିତୀୟ ଟେଷ୍ଟ: ରିଚାର୍ଡ୍ସଙ୍କ ରେକର୍ଡ ଭାଙ୍ଗିଲେ ୟାନସେନ, ଭାରତ ୪୮୦ ରନ ପଛରେ

ଗୌହାଟୀ: ଭାରତ ବିପକ୍ଷ ଦ୍ୱିତୀୟ କ୍ରିକେଟ ଟେଷ୍ଟରେ ଦକ୍ଷିଣ ଆଫ୍ରିକାର ମାର୍କୋ ୟାନେସେନ ୱେଷ୍ଟଇଣ୍ଡିଜ ମହାନ ବ୍ୟାଟ୍ସମ୍ୟାନ ଭିିଭିଆନ ରିଚାର୍ଡ୍ସଙ୍କ ରେକର୍ଡ ଭଙ୍ଗ କରିଛନ୍ତି । ୟାନସେନ ୯୩ ରନର ଆକର୍ଷଣୀୟ ଇନିଂସ ଖେଳିଥିଲେ । ଏଥିରେ ସେ ୭ଟି ଛକା ମାରିଥିଲେ । ଶାହୀଦ ଆଫ୍ରିଦୀଙ୍କ ପରେ…

ବ୍ଲାଇଣ୍ଡ ମହିଳା ଟି୨୦ ବିଶ୍ୱକପ: ଇତିହାସ ରଚିଲା ଭାରତୀୟ ଟିମ

ନୂଆଦିଲ୍ଲୀ: ପ୍ରଥମ ଥର ଖେଳା ଯାଇଥିବା ବ୍ଲାଇଣ୍ଡ ମହିଳା ଟି୨୦ ବିଶ୍ୱକପ କ୍ରିକେଟରେ ଭାରତ ଇତିହାସ ରଚିଛି । ରବିବାର କଲମ୍ବୋରେ ଖେଳା ଯାଇଥିବା ଫାଇନାଲରେ ଭାରତ ୭ ୱିକେଟରେ ନେପାଳକୁ ପରାସ୍ତ କରି ଟାଇଟଲ ହାସଲ କରିଛି । ନେପାଳ ପ୍ରଥମେ ବ୍ୟାଟିଂ କରି ୨୦ ଓଭରରେ ୫ ୱିକେଟ ହରାଇ ୧୧୪ ରନ…

ଦକ୍ଷିଣ ଆଫ୍ରିକା ବିପକ୍ଷ ସିରିଜ ପାଇଁ ଭାରତୀୟ ଦଳ ଘୋଷିତ, ରାହୁଲ ଅଧିନାୟକ

ନୂଆଦିଲ୍ଲୀ: ଦକ୍ଷିଣ ଆଫ୍ରିକା ବିପକ୍ଷ ଦିନିକିଆ ସିରିଜ ପାଇଁ ଭାରତୀୟ ଦଳର ଘୋଷଣା କରାଯାଇଛି । ୨ ବର୍ଷ ପରେ କେଏଲ ରାହୁଲ ଅଧିନାୟକ ଦାୟିତ୍ୱ ତୁଲାଇବେ । ରିଷଭ ପନ୍ତ ଦିିନିକିଆ ଦଳକୁ ଫେରିଥିବା ବେଳେ ଅକ୍ଷର ପଟେଲ ସୁଯୋଗ ମିଳିନି । ଦୁଇ ଅଭିଜ୍ଞ ଖେଳାଳି ବିରାଟ କୋହଲି ଓ ରୋହିତ ଶର୍ମା…

ଅଟକିଲା ସ୍ମୃତି ମନ୍ଧାନାଙ୍କ ବାହାଘର, ହୃଦଘାତରେ ବାପା…

ନୂଆଦିଲ୍ଲୀ: ମହିଳା ଭାରତୀୟ କ୍ରିକେଟ ଟିମ୍ ର ଷ୍ଟାର ଓପନର ସ୍ମୃତି ମନ୍ଧାନା ଙ୍କ ପିତା ଶ୍ରୀନିବାସ ମନ୍ଧାନାଙ୍କୁ ହୃଦଘାତ। ଫଳରେ ପଲାଶ ମୁଛଲଙ୍କ ସହ ହେବାକୁ ଥିବା ତାଙ୍କ ବିବାହକୁ ଅନିର୍ଦ୍ଦିଷ୍ଟକାଳ ପାଇଁ ସ୍ଥଗିତ ରଖାଯାଇଛି। ତେବେ ଉଭୟ ଙ୍କ ବିବାହ ଆଜି ଅର୍ଥାତ୍ ୨୩ ନଭେମ୍ବରରେ…

Lakshya Sen wins Australian Open: ଅଷ୍ଟ୍ରେଲିଆନ୍ ଓପନ୍ ଟାଇଟଲ ନିଜ ନାଁରେ କଲେ ଲକ୍ଷ୍ୟ ସେନ

ନୂଆଦିଲ୍ଲୀ:ଭାରତର ଷ୍ଟାର ସଟଲର ଲକ୍ଷ୍ୟ ସେନ (Lakshya Sen) ଅଷ୍ଟ୍ରେଲିଆନ୍ ଓପନ୍ ବ୍ୟାଡମିଣ୍ଟନ ୨୦୨୫(Australian Open 2025) ଟାଇଟଲ ଜିତିଛନ୍ତି। ସେ ଫାଇନାଲରେ ଜାପାନର ଖେଳାଳି ୟୁଶି ତାନାକା(Yushi Tanaka)ଙ୍କୁ ପରାସ୍ତ କରିଛନ୍ତି। ସେ ୟୁଶି ତାନାକାଙ୍କୁ ସିଧାସଳଖ ୨ସେଟରେ ପରାସ୍ତ…

କେଏଲ ରାହୁଲ ହୋଇ ପାରନ୍ତି ଦିନିକିଆ ଦଳର ଅଧିନାୟକ

ନୂଆଦିଲ୍ଲୀ: ଟିମ ଇଣ୍ଡିଆର ଅଧିନାୟକ ଶୁଭମନ ଗିଲ ଆଘାତପ୍ରାପ୍ତ ହୋଇଥିବାରୁ ସେ ଦକ୍ଷିଣ ଆଫ୍ରିକା ବିପକ୍ଷ ଦିନିକିଆ ଓ ଟି୨୦ ସିରିଜ ଖେଳି ନ ପାରନ୍ତି । ତାଙ୍କ ସ୍ଥାନରେ କେଏଲ ରାହୁଲ ଦିନିକିଆ ଦଳର ନେତୃତ୍ୱ ନେବା ସମ୍ଭାବନା ଉଜ୍ଜୀବୀତ ହୋଇଛି । ୩ ମ୍ୟାଚ ବିଶିଷ୍ଟ ଦିନିକିଆ ସିରିଜ ରାଂଚୀରେ…

Sultan Azlan Shah Cup: ଆଜି ଉଦଘାଟନୀ ମ୍ୟାଚରେ ୫ଥର ଚାମ୍ପିଅନ ଭାରତ କୋରିଆକୁ ଭେଟିବ, ଏଠାରେ ଦେଖନ୍ତୁ…

ନୂଆଦିଲ୍ଲୀ: ଭାରତୀୟ ପୁରୁଷ ହକି ଦଳ ନଭେମ୍ବର ୨୩ ରୁ ୩୦ ପର୍ଯ୍ୟନ୍ତ ମାଲେସିଆର ଇପୋହରେ ସୁଲତାନ ଆଜଲାନ ଶାହ କପ୍ ୨୦୨୫ (Sultan Azlan Shah Cup 2025) ଅଭିଯାନ ଆରମ୍ଭ କରିବା ପାଇଁ ପ୍ରସ୍ତୁତ । ୩୧ତମ ସୁଲତାନ ଆଜଲାନ ଶାହ କପ୍ ହକି ଟୁର୍ଣ୍ଣାମେଣ୍ଟର ପ୍ରଥମ ମ୍ୟାଚରେ ଭାରତୀୟ ପୁରୁଷ ଦଳ…

ଆଇପିଏଲରୁ ଟି୨୦ ବିଶ୍ୱକପ ପର୍ଯ୍ୟନ୍ତ କ୍ରିକେଟଠାରୁ ଦୂରେଇ ରହିପାରନ୍ତି ଶ୍ରେୟାଶ ଆୟାର

ନୂଆଦିଲ୍ଲୀ: ଭାରତୀୟ କ୍ରିକେଟ ଟିମର ଉପ ଅଧିନାୟକ ଶ୍ରେୟାଶ ଆୟାର ଆଘାତ ସମସ୍ୟା ଯୋଗୁ ଏବେ କ୍ରିକେଟଠାରୁ ଦୂରେଇ ଅଛନ୍ତି । ଅଷ୍ଟ୍ରେଲିଆ ବିପକ୍ଷ ଦିନିକିଆ ସିରିଜରେ ସେ ଫିଲ୍ଡିଂ କରୁଥିବା ବେଳେ ଗୁରୁତର ଭାବେ ଆଘାତପ୍ରାପ୍ତ ହୋଇଥିଲେ । ନଭେମ୍ବର ୩୦ରୁ ଆରମ୍ଭ ହେବାକୁ ଥିବା ଦକ୍ଷିଣ ଆଫ୍ରିକା…

ଗୌହାଟୀ ଟେଷ୍ଟ: ଦକ୍ଷିଣ ଆଫ୍ରିକା ୨୪୭/୬

ଗୌହାଟୀ: ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଗୌହାଟୀରେ ଶନିବାରଠାରୁ ଦ୍ୱିତୀୟ କ୍ରିକେଟ ଟେଷ୍ଟ ଆରମ୍ଭ ହୋଇଯାଇଛି । ଟସ ଜିତି ଦକ୍ଷିଣ ଆଫ୍ରିକା ପ୍ରଥମେ ବ୍ୟାଟିଂ କରିବା ପାଇଁ ନିଷ୍ପତି ନେଇଥିଲା । ଟପ ଅର୍ଡରରେ ବ୍ୟାଟ୍ସମ୍ୟାନମାନେ ଗୁରୁତ୍ୱପୂର୍ଣ୍ଣ ଯୋଗଦାନ ଦେଇଥିଲେ ମଧ୍ୟ ବ୍ୟକ୍ତିଗତ ଭାବେ…