Latest Odisha News

BREAKING NEWS

Browsing Category

ଖେଳ

ଆଜିଠୁ ଆଇପିଏଲ ମହାସମର ଆରମ୍ଭ

କୋଲକାତା: ଆଜିଠୁ ଆରମ୍ଭ ହେଉଛି ଆଇପିଏଲର ୧୮ତମ ସଂସ୍କରଣ। କୋଲକାତା ନାଇଟ୍ ରାଇଡର୍ସ ଏବଂ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ମଧ୍ୟରେ ହେବ ଏହି ମ୍ୟାଚ। ଏହାକୁ ନେଇ କ୍ରିକେଟ୍‌ ଜଗତରେ ପ୍ରବଳ ଉତ୍କଣ୍ଠା ପରିଲକ୍ଷିତ ହୋଇଛି। ସନ୍ଧ୍ୟା ୭ଟା ୩୦ରେ ଆରମ୍ଭ ହେବ ଆଇପିଏଲ ଉଦଘାଟନୀ ମ୍ୟାଚ୍ ।ଉଭୟ…

କେକେଆର ବନାମ ଆରସିବି କିଏ ମାରିବ ବାଜି

କୋଲକାତା: ଆଉ କେତେ ଘଂଟା ପରେ ଆରମ୍ଭ ହୋଇଯିବ ଆଇପିଏଲର ୧୮ତମ ସଂସ୍କରଣ । ଗତ ସଂସ୍କରଣର ଚାମ୍ପିୟନ କୋଲକାତା ନାଇଟ ରାଇଡର୍ସ ଓ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁର ମଧ୍ୟରେ ଉଦଘାଟନୀ ମ୍ୟାଚ ଖେଳାଯିବ । ଏଥିପାଇଁ ପ୍ରଶଂସକମାନେ ବ୍ୟଗ୍ରତା ସହକାରେ ଅପେକ୍ଷା କରିଛନ୍ତି । ଅବଶ୍ୟ ଇଡେନଗାର୍ଡେନ…

ଓସଜା ଏଜିଏମ ଅନୁଷ୍ଠିତ: ଜୁନରେ ଭୁବନେଶ୍ୱରରେ ହେବ ଏସଜେଏଫଆଇ ବୈଠକ

ଭୁବନେଶ୍ୱର:ଶୁକ୍ରବାର ଓସ୍‍ଜା ବା ଓଡ଼ିଶା କ୍ରୀଡ଼ା ସାମ୍ବାଦିକ ସଂଘର ବାର୍ଷିକ ସାଧାରଣ ବୈଠକ ସଂଘର ପ୍ରତିଷ୍ଠା ଦିବସରେ ଅନୁଷ୍ଠିତ ହୋଇଯାଇଛି । ସ୍ଥାନୀୟ ସହିଦ ସ୍ପୋର୍ଟିଂ କ୍ଳବ୍‍ ପରିସରରେ ଥିବା ଦିଲୀପ ତିର୍କୀ ହଲରେ ଅନୁଷ୍ଠିତ ଏଜିଏମ୍‍ରେ ୨୦୨୪-୨୫ ଆର୍ଥିକ ବର୍ଷରେ ସଂଗଠନର କାର୍ଯ୍ୟଧାରା…

ଟି୨୦ରେ ଇତିହାସ ରଚିଲା ପାକିସ୍ତାନ

ଆକଲାଣ୍ଡ: ଆକଲାଣ୍ଡର ଇଡେନ ପାର୍କରେ ଖେଳା ଯାଇଥିବା ନ୍ୟୁଜିଲାଣ୍ଡ ବିପକ୍ଷ ତୃତୀୟ ଟି୨୦ରେ ପାକିସ୍ତାନ କ୍ରିକେଟ ଟିମ ଇତିହାସ ରଚିଛି । ନ୍ୟୁଜିଲାଣ୍ଡ ପ୍ରଦତ ୨୦୫ ରନର ଲକ୍ଷ୍ୟକୁ ପାକିସ୍ତାନ ୧୬ ଓଭରରେ ହାସଲ କରି ନେଇ ଏହି ରେକର୍ଡ କରିଛି । ପୂର୍ବରୁ ଦକ୍ଷିଣ ଆଫ୍ରିକା ନାମରେ ଏହି ରେକର୍ଡ…

୨୦୨୬ ଫିଫା ବିଶ୍ୱକପ: ପ୍ରଥମ ଅଣ ଆୟୋଜକ ଦେଶ ଭାବେ ଜାପାନର ଯୋଗ୍ୟତା ହାସଲ

ଟୋକିଓ:ଜାପାନର ଫୁଟବଲ ଦଳ ବାହାରିନକୁ ୨-୦ ଗୋଲରେ ପରାସ୍ତ କରି ପ୍ରଥମ ଅଣ ଆୟୋଜକ ଦେଶ ଭାବେ ୨୦୨୬ ଫିଫା ବିଶ୍ୱକପକୁ ଯୋଗ୍ୟତା ଅର୍ଜନ କରିବାରେ ସୌଭାଗ୍ୟ ଲାଭ କରିଛି ଜାପାନ । ଆମେରିକା, ମେକ୍ସିକୋ ଏବଂ କାନାଡା ଏଥର ମିଳିତ ଭାବେ ବିଶ୍ବକପ ଆୟୋଜନ କରିବେ । ନିୟମ ଅନୁସାରେ ଆୟୋଜକ ଦେଶ…

ସିରାଜ କଣ ପାଇଁ କହିଲେ, ଭାବୁଛି ଏହା ବନ୍ଦ ହୋଇଯିବ

ନୂଆଦିଲ୍ଲୀ: ମାର୍ଚ୍ଚ ୨୨ରୁ ଆଇପିଏଲ ଆରମ୍ଭ ହୋଇଯିବ । ପ୍ରଥମ ମ୍ୟାଚ କୋଲକାତା ନାଇଟ ରାଇଡର୍ସ ଓ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁର ମଧ୍ୟରେ ଖେଳାଯିବ । ତେବେ ଏହା ପୂର୍ବରୁ ମହମ୍ମଦ ସିରାଜଙ୍କ ଏକ ଇନଷ୍ଟାଗ୍ରାମ ପୋଷ୍ଟ ଭାଇରାଲ ହେବାରେ ଲାଗିଛି । କିଛି ମାସ ହେବ ଅଭିନେତ୍ରୀ ତଥା ବିଗ ବସ…

ବିବାହ ବନ୍ଧନରେ ଆବଦ୍ଧ ହେଲେ ଦୁଇ ହକି ତାରକା

ଜଳନ୍ଧର: ଭାରତର ଦୁଇ ଷ୍ଟାର ହକି ଖେଳାଳି ବିବାହ ବନ୍ଧନରେ ଆବଦ୍ଧ ହୋଇଛନ୍ତି । ଅଲିମ୍ପିଆନ ମନଦୀପ ସିଂ ଓ ମହିଳା ହକି ଟିମର ଡିଫେଣ୍ଡର ଉଦିତା କୌର ବିବାହ କରିଛନ୍ତି । ଜଳନ୍ଧର ମଡେଲ ଟାଉନ ସ୍ଥିତ ଗୁରୁଦ୍ୱାରା ସିଂ ସଭାରେ ସେମାନେ ପାରମ୍ପାରିକ ରୀତିନୀତିରେ ବିବାହ କରିଥିଲେ । ଭାରତୀୟ ହକି…

ଷ୍ଟାଡିୟମ କାଚ ଭାଙ୍ଗିଦେଲେ ଅଭିଷେକ ଶର୍ମା

ହାଇଦ୍ରାବାଦ: ଆଇପିଏଲର ଆଗାମୀ ସଂସ୍କରଣରେ ଅଭିଷେକ ଶର୍ମା ବିସ୍ଫୋରକ ବ୍ୟାଟିଂ ପ୍ରଦର୍ଶନ କରିବାକୁ ଯାଉଛନ୍ତି । ଏହାର ନମୂନା ସେ ଗୁରୁବାର ଦେଖାଇ ସାରିଛନ୍ତି । ଗତ ସଂସ୍କରଣରେ ଟ୍ରେଭିସ ହେଡଙ୍କ ସହ ଓପିନଂ କରି ଅଭିଷେକ ଚମତ୍କାର ବ୍ୟାଟିଂ ପ୍ରଦର୍ଶନ କରି ସମସ୍ତଙ୍କୁ ପ୍ରଭାବିତ କରିଥିଲେ ।…

ଆଇପିଏଲ ଖେଳାଳିରୁ ଅମ୍ପାୟାର; ଦିନେ ବିରାଟ ସହ ମିଶି ଜିତାଇଥିଲେ ବିଶ୍ବକପ୍

ନୂଆଦିଲ୍ଲୀ: IPL2025 ପାଇଁ ସବୁ ସେଟ୍ ହୋଇସାରିଣି । ମେଗା ଲିଗ୍ ୨୨ମାର୍ଚ୍ଚରୁ ଆରମ୍ଭ ହେବ । ତେବେ ଏହି ସିଜନ ଆରମ୍ଭ ହେବା ପୂର୍ବରୁ ବିରାଟ କୋହଲିଙ୍କ ପୁରୁଣା ସାଥୀ ଖେଳାଳି ବେଶ୍ ଚର୍ଚ୍ଚାରେ ଅଛନ୍ତି । ଅଣ୍ଡର -19 ବିଶ୍ୱକପରେ ବିରାଟଙ୍କ ସହ ଖେଳିଥିଲେ ସେହି ଖେଳାଳି ଏବଂ ଶ୍ରେଷ୍ଠ…

ସୁରକ୍ଷା ଦୃଷ୍ଟିକୋଣରୁ ଆଇପିଏଲ କାର୍ଯ୍ୟସୂଚୀରେ ପରିବର୍ତନ

କୋଲକାତା: ଇଣ୍ଡିଆନ ପ୍ରିମିୟର ଲିଗର ପରବର୍ତୀ ସଂସ୍କରଣ ମାର୍ଚ୍ଚ ୨୨ରୁ ଆରମ୍ଭ ହେବ । ଏହାର ଫାଇନାଲ ମ୍ୟାଚ ମେ ୨୫ରେ ଖେଳାଯିବ । ତେବେ ଏହା ପୂର୍ବରୁ ୧୮ତମ ସଂସ୍କରଣର କାର୍ଯ୍ୟସୂଚୀରେ ସୁରକ୍ଷା ଦୃଷ୍ଟିକୋଣରୁ ସାମାନ୍ୟ ପରିବର୍ତନ କରାଯାଇଛି । ଏପ୍ରିଲ ୬ରେ କୋଲକାତା ନାଇଟ ରାଇଡର୍ସ ଓ…