Latest Odisha News

BREAKING NEWS

Browsing Category

ଖେଳ

Junior Men’s Hockey Team: ରୌପ୍ୟ ପଦକ ବିଜେତା ଓଡ଼ିଶା ହକି ଦଳକୁ ସମ୍ବର୍ଦ୍ଧିତ କଲେ କ୍ରୀଡ଼ାମନ୍ତ୍ରୀ

ଭୁବନେଶ୍ବର:୧୫ତମ କନିଷ୍ଠ ଜାତୀୟ ହକି ଚାମ୍ପିୟନସିପ୍‌ର ପୁରୁଷ ବିଭାଗରେ ରୌପ୍ୟ ପଦକ ଜିତିଥିବା ଓଡ଼ିଶା ହକି ଦଳକୁ ଆଜି କ୍ରୀଡ଼ାମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ ସମ୍ବର୍ଦ୍ଧିତ କରିଛନ୍ତି। କ୍ରୀଡ଼ାମନ୍ତ୍ରୀ ସୂରଜ ପୁରୁଷ ହକି ଦଳର ଏହି ସଫଳତା ପାଇଁ ଦଳର ସମସ୍ତ କ୍ରୀଡ଼ାବିତ୍‌ମାନଙ୍କୁ…

ସ୍ୱର୍ଣ୍ଣ ସହ ୱେଟଲିଫ୍ଟର ମୀରାବାଈ ଚାନୁଙ୍କ ସଫଳ ପ୍ରତ୍ୟାବର୍ତନ

ନୂଆଦିଲ୍ଲୀ: ଭାରତର ଅଭିଜ୍ଞ ୱେଟଲିଫ୍ଟର ମୀରାବାଈ ଚାନୁ ଦୀର୍ଘ ଦିନ ପରେ ସଫଳତାର ସହ ପ୍ରତ୍ୟାବର୍ତନ କରିଛନ୍ତି । ୨୦୧୮ ପରଠାରୁ ସେ କୌଣସି ଆର୍ନ୍ତଜାତୀୟ ମୁକାବିଲାକୁ ଓହ୍ଲାଇ ନ ଥିଲେ । ଚଳିତ ରାଜ୍ୟଗୋଷ୍ଠୀ ଚାମ୍ପିୟନଶିପରେ ସେ ୪୮ କିଗ୍ରା ବିଭାଗରେ ସ୍ୱର୍ଣ୍ଣ ପଦକ ହାସଲ କରିଛନ୍ତି ।…

ରୁଟଙ୍କୁ ନେଇ ସଚିନଙ୍କ ଭବିଷ୍ୟବାଣୀ ହେଉଛି ସତ

ମୁମ୍ବାଇ: ଇଂଲଣ୍ଡର ବ୍ୟାଟ୍ସମ୍ୟାନ ଜୋ ରୁଟ ଏବେ ଟେଷ୍ଟ କ୍ରିକେଟରେ ଭାରତର ମାଷ୍ଟର ବ୍ଲାଷ୍ଟର ସଚିନ ତେନ୍ଦୁଲକରଙ୍କ ରେକର୍ଡ ଭାଙ୍ଗିବା ପାଇଁ ନିକଟତର ହୋଇଛନ୍ତି । ରୁଟ ୧୫୮ ଟେଷ୍ଟରେ ୧୩୫୪୩ ରନ ସଂଗ୍ରହ କରି ନେଇଛନ୍ତି । ଅପରପକ୍ଷରେ ସଚିନ ୨୦୦ ଟେଷ୍ଟରେ ୧୫୯୨୧ ରନ କରି ଏବେ ବି ଶୀର୍ଷ…

ହେଡଙ୍କ ଶତକ ମାନେ ବିଜୟ ସୁନିଶ୍ଚିତ

ନୂଆଦିଲ୍ଲୀ: ଅଷ୍ଟ୍ରେଲିଆର ଷ୍ଟାର ବ୍ୟାଟ୍ସମ୍ୟାନ ଟ୍ରେଭିସ ହେଡଙ୍କୁ ନେଇ ଏକ ଅଜବ ସଂଯୋଗ ଯୋଡି ହୋଇଯାଇଛି । ହେଡ ଯେଉଁ ମ୍ୟାଚରେ ଶତକ ହାସଲ କରିଛି ଦଳ ସୁବିଧାରେ ବିଜୟ ହାସଲ କରିଛି । ଅନ୍ୟ ଅର୍ଥରେ ହେଡଙ୍କ ଶତକ ମାନେ ବିଜୟ ସୁନିଶ୍ଚିତ । ହେଡ ସେହି ଭାଗ୍ୟଶାଳୀ ବ୍ୟାଟ୍ସମ୍ୟାନଙ୍କ ମଧ୍ୟରେ…

ଟିମ ଇଣ୍ଡିଆକୁ କାହିଁକି ମିଳୁନି ପୂଜାରାଙ୍କ ବିକଳ୍ପ

ନୂଆଦିଲ୍ଲୀ: ଟେଷ୍ଟ କ୍ରିକେଟରେ ବୀରେନ୍ଦ୍ର ସେହ୍ୱାଗ, ସଚିନ ତେନ୍ଦୁଲକର ଓ ରାହୁଲ ଡ୍ରାଭିଡଙ୍କ ସ୍ଥାନରେ ଭାରତକୁ ରୋହିତ ଶର୍ମା, ବିରାଟ କୋହଲି ଓ ଚେତେଶ୍ୱର ପୂଜାରା ମିଳି ଯାଇଥିଲେ । ଏବେ ଏହି ୩ ଜଣ ଖେଳାଳି ଟେଷ୍ଟ କ୍ରିକେଟକୁ ଅଲବିଦା କହିଛନ୍ତି । ଟିମ ଇଣ୍ଡିଆର ୩ ନମ୍ବର ସ୍ଥାନ ପାଇଁ…

ୟୁପି ଟି୨୦ ଲିଗରେ କମାଲ କରୁଛନ୍ତି ଯମଜ ଭ୍ରାତା

ଲକ୍ଷ୍ନୌ: ୟୁପି ଟି୨୦ଲିଗ ଏବେ ବେଶ ଲୋକପ୍ରିୟତା ହାସଲ କରିଛି । ଅନେକ ବଡ ଏବଂ ପ୍ରତିଭାବାନ ଖେଳାଳି ଏଥିରେ ଦକ୍ଷତା ଦେଖାଇବା ସୁଯୋଗ ପାଇଛନ୍ତି । ସବୁଠାରୁ ମଜାର କଥା ଦୁଇ ଯମଜ ଭ୍ରାତା ଅଜୟ କୁମାର ଓ ବିଜୟ କୁମାର ୨ଟି ଟିମ ପକ୍ଷରୁ ଖେଳୁଛନ୍ତି । ଉଭୟ ଦେଖିବାକୁ ପ୍ରାୟତଃ ଏକା ପରି । ଅଜୟ…

ଗାଙ୍ଗୁଲୀ ଏହି ଟିମର ହେଲେ ମୂଖ୍ୟ କୋଚ

କୋଲକାତା: ଦୀର୍ଘ ଦିନ ପରେ ଭାରତୀୟ କ୍ରିକେଟର ମହାନ ଖେଳାଳି ସୌରଭ ଗାଙ୍ଗୁଲିଙ୍କୁ ମୂଖ୍ୟ କୋଚ ଦାୟିତ୍ୱ ମିଳିଛି । ଦକ୍ଷିଣ ଆଫ୍ରିକାର ଟି୨୦ ଲିଗ ଏସଏ୨୦ରେ ସେ ପ୍ରିଟୋରିୟା କ୍ୟାପିଟାଲ୍ସର ମୂଖ୍ୟ କୋଚ ଦାୟିତ୍ୱ ତୁଲାଇବେ । ପ୍ରଥମ ଥର ପାଇଁ ସେ କୌଣସି ପ୍ରଫେଶନାଲ ଲିଗରେ କୋଚ ହେବେ । ସୋସିଆଲ…

Cheteshwar Pujara: କ୍ରିକେଟର ସବୁ ଫର୍ମାଟରୁ ସନ୍ନ୍ୟାସ ନେଲେ ଚେତେଶ୍ୱର ପୂଜାରା, କହିଲେ କିଛି ଏମିତି….

ନୂଆଦିଲ୍ଲୀ: ଭାରତୀୟ କ୍ରିକେଟ ଦଳର ଷ୍ଟାର ବ୍ୟାଟସମ୍ୟାନ୍ ଚେତେଶ୍ୱର ପୂଜାରା ସମସ୍ତ ଫର୍ମାଟ କ୍ରିକେଟରୁ ଅବସର ଘୋଷଣା କରିଛନ୍ତି। ସେ ବହୁତ ଦିନ ଧରି ଭାରତୀୟ ଟେଷ୍ଟ ଦଳରୁ ବାହାରେ ଥିଲେ। ଏବେ ସେ ତାଙ୍କର ସ୍ୱର୍ଣ୍ଣିମ କ୍ୟାରିୟରକୁ ବିଦାୟ ଦେଇଛନ୍ତି। ଭାରତୀୟ ଦଳରେ ତାଙ୍କ ସ୍ଥାନରେ ଅନେକ…

Dream11 Pulls Out: ଏବେ ଟିମ୍ ଇଣ୍ଡିଆ ଜର୍ସିରେ ରହିବ କାହା ଲୋଗୋ?, ଚୁକ୍ତିରୁ ଓହରିବ ଡ୍ରିମ୍ ୧୧….

ନୂଆଦିଲ୍ଲୀ: ଅନଲାଇନ୍ ଗେମିଂ ବିଲ୍ ପାସ୍ ହେବା ପରେ, ଏସିଆ କପ୍ ପୂର୍ବରୁ ଡ୍ରିମ୧୧ ଭାରତୀୟ କ୍ରିକେଟ ଦଳର ଜର୍ସିର ସ୍ପନସରଶିପ୍ ବନ୍ଦ କରିବା ନେଇ ଏବେ ନିଷ୍ପତ୍ତି ନେଇସାରିଛି । ଏକ ପ୍ରମୁଖ ପଦକ୍ଷେପ ସ୍ୱରୂପ, ଫାଣ୍ଟାସି ସ୍ପୋର୍ଟସ୍ ପ୍ଲାଟଫର୍ମ ଡ୍ରିମ୧୧ ଭାରତୀୟ କ୍ରିକେଟ୍ ଦଳର ମୁଖ୍ୟ…

Lionel Messi:୧୪ ବର୍ଷ ପରେ ଭାରତ ଆସିବେ ମେସି ! ଆର୍ଜେଣ୍ଟିନା ଦଳ କେରଳରେ ଖେଳିବ ବନ୍ଧୁତ୍ୱପୂର୍ଣ୍ଣ ମ୍ୟାଚ୍

ନୂଆଦିଲ୍ଲୀ: ଲିଓନେଲ ମେସି(Lionel Messi)ଙ୍କ ଆର୍ଜେଣ୍ଟିନା ଦଳ(Argentina football team)ର ଭାରତ ଗସ୍ତକୁ ନେଇ ଅନିଶ୍ଚିତତା ଏବଂ କଳ୍ପନାଜଳ୍ପନା ଶେଷ ହୋଇଛି । ଆର୍ଜେଣ୍ଟିନା ଫୁଟବଲ୍ ଦଳ କେରଳ ଗସ୍ତକୁ ନିଶ୍ଚିତ କରିଛି। ଆର୍ଜେଣ୍ଟିନା ଫୁଟବଲ୍ ଆସୋସିଏସନ୍ (AFA) ଶନିବାର, ଅଗଷ୍ଟ ୨୩…