Latest Odisha News

BREAKING NEWS

Browsing Category

ଖେଳ

ଲର୍ଡସ ଟେଷ୍ଟରେ ବୁମରାହ-ଆର୍ଚ୍ଚରଙ୍କ ମଧ୍ୟରେ କାହା ପଲା ରହିବ ଭାରୀ

ଲର୍ଡସ: ଭାରତ-ଇଂଲଣ୍ଡ ୫ ମ୍ୟାଚ ବିଶିଷ୍ଟ ଟେଷ୍ଟ ସିରିଜ ଏବେ ୧-୧ ସମାନ ସ୍ଥିତିରେ ରହିଛି । ତୃତୀୟ ମୁକାବିଲା ଐତିହାସିକ ଲର୍ଡସ ଗ୍ରାଉଣ୍ଡରେ ଖେଳାଯିବ । ଏଥର ଉଭୟ ଟିମ ଏକ ଶକ୍ତିଶାଳୀ ବୋଲିଂ ଲାଇନ ଅପ ନେଇ ପଡିଆକୁ ଓହ୍ଲାଇବେ । ତୃତୀୟ ମୁକାବିଲା ଯିଏ ଜିତିବ ଆଗକୁ ସିରିଜ ଜିତିବା ପାଇଁ…

ବାଂଲାଦେଶ ଗସ୍ତ ଘୁଂଚିବା ପରେ ଶ୍ରୀଲଙ୍କା ସହ ସୀମିତ ଓଭର ସିରିଜ ଖେଳିପାରେ ଭାରତ

ନୂଆଦିଲ୍ଲୀ: ସୁରକ୍ଷା ଦୃଷ୍ଟିକୋଣରୁ ଭାରତୀୟ କ୍ରିକେଟ ଟିମ ତାର ବାଂଲାଦେଶ ଗସ୍ତକୁ ସେପ୍ଟମ୍ବର ୨୦୨୬କୁ ଘୁଂଚାଇ ଦେଇଛି । ରିପୋର୍ଟ ମୁତାବକ ଭାରତ ଏବଂ ଶ୍ରୀଲଙ୍କା କ୍ରିକେଟ ବୋର୍ଡ ଏହି ସମୟ ମଧ୍ୟରେ ଏକ ସୀମିତ ଓଭର ସିରିଜ ଆୟୋଜନ କରିବା ନେଇ ଆଲୋଚନା କରୁଛନ୍ତି । ଆଇସିସି ଫ୍ୟୁଚର ଟୁର…

ମୁଲ୍ଡରଙ୍କ ନିଷ୍ପତିକୁ ସମାଲୋଚନା କଲେ ଗେଲ

କେପଟାଉନ: ଜିମ୍ବାୱେ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଖେଳାଯାଇଥିବା ଦ୍ୱିତୀୟ ଟେଷ୍ଟରେ ଇୟାନ ମୁଲ୍ଡର ୩୬୭ ରନର ଐତିହାସିକ ଇନିଂସ ଖେଳିଥିଲେ । ଦକ୍ଷିଣ ଆଫ୍ରିକାର ଏହି ଅଧିନାୟକଙ୍କ ନିକଟରେ ବ୍ରାଏନ ଲାରାଙ୍କ ରେକର୍ଡ ଭାଙ୍ଗିବା ସୁଯୋଗ ଥିଲେ ମଧ୍ୟ ସେ ଏହା କରି ନ ଥିଲେ । ପରେ ସମ୍ମାନ…

ଓଡ଼ିଶା ନାଭାଲ ଟାଟା ହକି ତୃଣମୂଳ ଲିଗ ଚାମ୍ପିଅନସିପ୍: ଚୂଡ଼ାନ୍ତ ପର୍ଯ୍ୟାୟରେ ଖେଳିବେ ୧୬ ଫାଇନାଲିଷ୍ଟ ଦଳ

ଭୁବନେଶ୍ୱର: ଭୁବନେଶ୍ୱରର କଳିଙ୍ଗ ଷ୍ଟାଡିୟମରେ ଓଡ଼ିଶା ନାଭାଲ ଟାଟା ହକି ତୃଣମୂଳ ଲିଗ ଚାମ୍ପିଅନସିପ ୨୦୨୫ର ୫ମ ସଂସ୍କରଣକୁ ଓଡ଼ିଶା ସରକାରଙ୍କ ମାନ୍ୟବର କ୍ରୀଡ଼ା ଏବଂ ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ ଉଦଘାଟନ କରିଛନ୍ତି। ଏହି ଅବସରରେ ଭାରତୀୟ ଜୁନିୟର ଟିମର…

କଳିଙ୍ଗ ଷ୍ଟାଡିୟମରେ ଆରମ୍ଭ ହେଲା ସର୍ବଭାରତୀୟ ସିନିୟର ର‌୍ୟାଙ୍କିଙ୍ଗ ବ୍ୟାଡମିଂଟନ

ଭୁବନେଶ୍ୱର: କଳିଙ୍ଗ ଷ୍ଟାଡ଼ିୟମରେ ଆଜିଠାରୁ ଆରମ୍ଭ ହୋଇଯାଇଛି ଅଲ୍ ଇଣ୍ଡିଆ ସିନିୟର ବ୍ୟାଡ଼ମିଣ୍ଟନ ରାଙ୍କିଙ୍ଗ ଟୁର୍ଣ୍ଣାମେଣ୍ଟ । ପ୍ରକାଶଯୋଗ୍ୟ ଯେ, ଅଲ୍ ଇଣ୍ଡିଆ ସିନିୟର ବ୍ୟାଡ଼ମିଣ୍ଟନ ରାଙ୍କିଙ୍ଗ ଟୁର୍ଣ୍ଣାମେଣ୍ଟରେ ସିଙ୍ଗଲ୍ସ, ଡ଼ବଲ୍ସ, ମିକ୍ସଡ଼ ଡ଼ବଲ୍ସ ଆଦି କ୍ୟାଟାଗୋରୀରେ ପ୍ରାୟ…

ଓଡ଼ିଶା ନାଭାଲ ଟାଟା ହକି ତୃଣମୂଳ ଲିଗ ଚାମ୍ପିୟନଶିପ ଉଦଘାଟିତ

ଭୁବନେଶ୍ୱର: ଭୁବନେଶ୍ୱରର କଳିଙ୍ଗ ଷ୍ଟାଡିୟମରେ ଓଡ଼ିଶା ନାଭାଲ ଟାଟା ହକି ତୃଣମୂଳ ଲିଗ ଚାମ୍ପିୟନଶିପ୨୦୨୫ର ୫ମ ସଂସ୍କରଣକୁ  କ୍ରୀଡ଼ା ଏବଂ ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ ଉଦଘାଟନ କରିଛନ୍ତି । ଏହି ଅବସରରେ ଭାରତୀୟ ଜୁନିୟର ଟିମର ପୂର୍ବତନ ଉପ-ଅଧିନାୟକ…

ଚହଲଙ୍କ ପ୍ରେମିକା କିଣିଲେ କ୍ରିକେଟ ଟିମ

ନୂଆଦିଲ୍ଲୀ: ଭାରତୀୟ କ୍ରିକେଟର ୟୁଜଭେନ୍ଦ୍ର ଚହଲ ଓ ଆରଜେ ମହାବଶଙ୍କ ପ୍ରେମ ସମ୍ପର୍କ ଏବେ ବେଶ ଚର୍ଚ୍ଚାର କାରଣ ସାଜିଛି । ପ୍ରଥମେ ରାଜି ହେଉ ନ ଥିବା ବେଳେ ଉଭୟ ଧୀରେ ଧୀରେ ଏହାକୁ ପରୋକ୍ଷରେ ସ୍ୱୀକାର କରିବା ଆରମ୍ଭ କରିଛନ୍ତି । ଭଲ ଭାବେ ଘୋଷଣା ନ ହେବା ପର୍ଯ୍ୟନ୍ତ ଆମକୁ ଅପେକ୍ଷା…

 ଏଥିପାଇଁ ଲାରାଙ୍କ ରେକର୍ଡ ଭାଙ୍ଗିଲେନି ମୁଲ୍ଡର

ଡର୍ବାନ: ଏବେ ସବୁ ଆଡେ ଦକ୍ଷିଣ ଆଫ୍ରିକା ଅଧିନାୟକ ୱିୟାନ ମୁଲ୍ଡରଙ୍କୁ ପ୍ରଶଂସା କରାଯାଉଛି । ଜିମ୍ବାୱେ ବିପକ୍ଷ ଦ୍ୱିତୀୟ ଟେଷ୍ଟରେ ମୁଲ୍ଡର ଚମତ୍କାର ବ୍ୟାଟିଂ ପ୍ରଦର୍ଶନ କରି ୩୬୭ ରନର ଇନିଂସ ଖେଳିଥିଲେ । ଏହା ପରେ ସେ ଇନିଂସ ଘୋଷଣା କରି ପ୍ୟାଭିଲିୟନ ଫେରି ଆସିଥିଲେ । ତାଙ୍କ ନିକଟରେ…

ଆଇପିଏଲ ଷ୍ଟାର ଖେଳାଳିଙ୍କ ବିରୋଧରେ ରୁଜୁ ହେଲା ମୋକଦ୍ଦମା

ନୂଆଦିଲ୍ଲୀ: ଇଣ୍ଡିଆନ ପ୍ରିମିୟର ଲିଗ ୨୦୨୫ ସଂସ୍କରଣରେ ଚାମ୍ପିୟନ ହୋଇଥିବା ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରର ୟଶ ଦୟାଲ ଏବେ ଅଡୁଆରେ ପଡି ଯାଇଛନ୍ତି । ଏପରି ତାଙ୍କ କ୍ରିକେଟ କ୍ୟାରିୟର ଅସୁବିଧାରେ ପଡିଯାଇଛି । ଗାଜିଆବାଦର ଜଣେ ମହିଳା ତାଙ୍କ ଉପରେ ଯୌନ ଶୋଷଣ ଅଭିଯୋଗ ଆଣିଥିଲେ । ବିବାହ…

ଫୋନରୁ ହ୍ୱାଟସଆପ ଡିଲିଟ କରିଦେଇଛନ୍ତି ପନ୍ତ

ବର୍ମିଂହାମ: ଭାରତର ଷ୍ଟାର ୱିକେଟକିପର ବ୍ୟାଟ୍ସମ୍ୟାନ ରିଷଭ ପନ୍ତ ଚଳିତ ଇଂଲଣ୍ଡ ଗସ୍ତରେ ଭଲ ବ୍ୟାଟିଂ ପ୍ରଦର୍ଶନ ଜାରୀ ରଖିଛନ୍ତି । ଲୀଡ୍ସ ସେ ଉଭୟ ଇନିଂସରେ ସେ ଶତକ ଏବଂ ଏଜବାଷ୍ଟନରେ ଅର୍ଦ୍ଧଶତକ ହାସଲ କରିଥିଲେ । ଆଇପିଏଲର ନୈରାଶ୍ୟଜନକ ପ୍ରଦର୍ଶନ ପରେ ତାଙ୍କୁ ଅନେକ ସମାଲୋଚିତ ହେବାକୁ…