Latest Odisha News

BREAKING NEWS

Browsing Category

ଖେଳ

ତୃତୀୟ ଟେଷ୍ଟ ଜିତି ଆଶେସ ହାତେଇଲା ଅଷ୍ଟ୍ରେଲିଆ

ଆଡିଲେଡ: ଚଳିତ ଆଶେସ ସିରିଜରେ ଇଂଲଣ୍ଡର ନୈରାଶ୍ୟଜନକ ପ୍ରଦର୍ଶନ ଜାରୀ ରହିଛି । ଅଷ୍ଟ୍ରେଲିଆ ବିପକ୍ଷରେ କ୍ରମାଗତ ୩ଟି ଟେଷ୍ଟ ହାରି ଏବେ ଇଂଲଣ୍ଡ ଆଶେସ ହାତେଇବା ସୁଯୋଗ ହାତଛଡା କରିଛି । ଅପରପକ୍ଷରେ ଚମତ୍କାର ପ୍ରଦର୍ଶନ ଜାରୀ ରଖି ଅଷ୍ଟ୍ରେଲିଆ ଆଶେସ ସିରିଜ ବଜାୟ ରଖିଛି । ୪୩୫ ରନର…

ଟି୨୦ ବିଶ୍ୱକପ: କେତେ ବଦଳିଯାଇଛି ଚାମ୍ପିୟନ ଟିମର ଚେହେରା

ନୂଆଦିଲ୍ଲୀ: ଆଗାମୀ ଟି୨୦ ବିଶ୍ୱକପ ପାଇଁ ଭାରତୀୟ ଦଳର ଘୋଷଣା କରାଯାଇଛି । ୨୦୨୪ ଚାମ୍ପିୟନ ଭାରତୀୟ ଟିମର ଅନେକ ସଦସ୍ୟ ଏଥର ବଦଳିଯାଇଛି । ଗତ ସଂସ୍କରଣରେ କେବଳ ସୂର୍ଯ୍ୟକୁମାର ଯାଦବ, ଅକ୍ଷର ପଟେଲ, ସଞ୍ଜୁ ସାମସନ, ଶିବମ ଦୁବେ, ଅର୍ଶଦୀପ ସିଂ, ଯଶପ୍ରୀତ ବୁମରାହ, ହାର୍ଦ୍ଦିକ ପାଣ୍ଡ୍ୟା ଓ…

ଟି୨୦ ବିଶ୍ୱକପ ଟିମରୁ କାହିଁକି ବାଦ ପଡିଲେ ଶୁଭମନ ଗିଲ

ନୂଆଦିଲ୍ଲୀ: ଟି୨୦ ବିଶ୍ୱକପ ୨୦୨୬ ପାଇଁ ଭାରତୀୟ ଦଳର ଘୋଷଣା କରାଯାଇଛି । ଆଶ୍ଚର୍ଯ୍ୟଜନକ ଭାବେ ଶୁଭମନ ଗିଲଙ୍କୁ ଦଳରୁ ବାଦ ଦିଆଯିବ ସହ ଅକ୍ଷର ପଟେଲଙ୍କୁ ଉପ ଅଧିନାୟକ ଭାବେ ନିଯୁକ୍ତ କରାଯାଇଛି । ଏପରିକି ଗିଲଙ୍କୁ ସମସ୍ତ ଫର୍ମାଟରେ ଦଳର ନେତୃତ୍ୱ ପ୍ରଦାନ କରାଯିବ ବୋଲି ରିପୋର୍ଟମାନ…

ମୋ ଉପରେ ବିଶ୍ୱାସ ରଖ, ଆଗକୁ ଭଲ ବ୍ୟାଟିଂ କରିବି

ନୂଆଦିଲ୍ଲୀ: ଟି୨୦ ବିଶ୍ୱକପ ୨୦୨୬ ପାଇଁ ଭାରତୀୟ ଦଳର ଘୋଷଣା କରାଯାଇଛି । ସୂର୍ଯ୍ୟକୁମାର ଯାଦବଙ୍କ ନେତୃତ୍ୱରେ ଘୋଷିତ ଦଳରୁ ଶୁଭମନ ଗିଲ ଓ ଜୀତେଶ ଶର୍ମା ବାଦ ପଡିଛନ୍ତି । ସୂର୍ଯ୍ୟକୁମାରଙ୍କ ଅଧିନାୟକ ଦକ୍ଷତା ବଳରେ ଭାରତ କ୍ରମାଗତ ସିରିଜ ବିଜୟ ହାସଲ କରୁଥିଲେ ମଧ୍ୟ ତାଙ୍କ ବ୍ୟାଟିଂ ଫର୍ମ…

ଟି୨୦ ବିଶ୍ୱକପ ପାଇଁ ଘୋଷାଣା ହେଲା ଭାରତୀୟ ଦଳ: ସୂର୍ଯ୍ୟକୁମାର ଅଧିନାୟକ, ଗିଲ ବିଦା

ନୂଆଦିଲ୍ଲୀ: ଆଗାମୀ ଟି୨୦ ବିଶ୍ୱକପ ୨୦୨୬ ପାଇଁ ଭାରତୀୟ ଦଳର ଘୋଷଣା କରାଯାଇଛି । ସୂର୍ଯ୍ୟକୁମାର ଯାଦବ ପୂର୍ବ ଭଳି ଅଧିନାୟକ ଦାୟିତ୍ୱ ତୁଲାଇବେ । ସୂର୍ଯ୍ୟକୁମାର ଭଲ ଫର୍ମରେ ନ ଥିବା ବେଳେ ଟିମ ଇଣ୍ଡିଆ କ୍ରମାଗତ ବିଜୟ ହାସଲ କରିବା ତାଙ୍କ ସପକ୍ଷରେ ଯାଇଛି । ଶୁଭମନ ଗିଲଙ୍କୁ ଦଳରୁ ବାଦ…

ଆଶେସ ସିରିଜ ହାତେଇବା ପାଇଁ ଅଷ୍ଟ୍ରେଲିଆକୁ ଆବଶ୍ୟକ ୪ ୱିକେଟ

ଆଡିଲେଡ: ଏଠାରେ ଚାଲିଥିବା ତୃତୀୟ ଟେଷ୍ଟରେ ଇଂଲଣ୍ଡ ବ୍ୟାଟ୍ସମ୍ୟାନ ପୂନର୍ବାର ନିରାଶ କରିଛନ୍ତି । ପ୍ରଥମ ୨ଟି ଟେଷ୍ଟ ଜିିତିଥିବା ଅଷ୍ଟ୍ରେଲିଆ ଆଶେସ ସିରିଜ ହାତେଇବା ପାଇଁ ଆଉ ୪ଟି ଆବଶ୍ୟକ କରୁଛି । ୪୩୫ ରନର ଲକ୍ଷ୍ୟକୁ ପିଛା କରି ୪ର୍ଥ ଦିବସ ଖେଳ ଶେଷ ସୁଦ୍ଧା ଇଂଲଣ୍ଡ ୬ ୱିକେଟ ହରାଇ ୨୦୭…

ଟି୨୦ରେ ଭାରତର ପ୍ରଭୂତ୍ୱ ଜାରୀ, କ୍ରମାଗତ ୮ମ ସିରିଜରେ ବିଜୟୀ

ଅହମ୍ମଦାବାଦ: ଦକ୍ଷିଣ ଆଫ୍ରିକାକୁ ୩୦ ରନରେ ହରାଇବା ସହ ଭାରତ ୫ ମ୍ୟାଚ ବିଶିଷ୍ଟ ସିରିଜକୁ ୩-୧ରେ ଜିତି ନେଇଛି । ଟିମ ଇଣ୍ଡିଆ ଏଥିସହ କ୍ରମାଗତ ୮ଟି ଟି୨୦ ସିରିଜ ବିଜୟୀ ହୋଇଛି । ଅହମ୍ମଦାବାଦରେ ଖେଳା ଯାଇଥିବା ଅନ୍ତିମ ଟି୨୦ରେ ଭାରତ ପ୍ରଥମେ ବ୍ୟାଟିଂ କରି ୨୩୨ ରନ କରିଥିଲା । ଜବାବରେ…

ଗମ୍ଭୀର କୋଚ ନୁହନ୍ତି, ମ୍ୟାନେଜର କାହିଁକି ଏମିତି କହିଲେ କପିଳ ଦେବ

ନୂଆଦିଲ୍ଲୀ: ଭାରତର ମହାନ କ୍ରିକେଟ ଖେଳାଳି କପିଳ ଦେବ କୋଚ ଗୌତମ ଗମ୍ଭୀରଙ୍କ କାର୍ଯ୍ୟଶୈଳୀକୁ କଡା ସମାଲୋଚନା କରିଛନ୍ତି । ଏବେ ମ୍ୟାନେଜର କୋଚ ଦାୟିତ୍ୱ ତୁଲାଉଛନ୍ତି । ଗମ୍ଭୀରଙ୍କୁ ଟାର୍ଗେଟ କରି ସେ ଏହା କହିଛନ୍ତି । ଟିମ ଇଣ୍ଡିଆ ପକ୍ଷରୁ ଖେଳୁଥିବା ଖେଳାଳିଙ୍କୁ ତୁମେ ପ୍ରଶିକ୍ଷଣ ଦିଅନି…

ଟି୨୦ ବିଶ୍ୱକପ: ଖୁବ ଶୀଘ୍ର ଘୋଷଣା ହେବ ଟିମ ଇଣ୍ଡିଆ

ନୂଆଦିଲ୍ଲୀ: ଆସନ୍ତା ବର୍ଷ ଫେବୃୟାରୀରୁ ଆରମ୍ଭ ହେବାକୁ ଯାଉଥିବା ଟି୨୦ ବିଶ୍ୱକପ ପାଇଁ ଟିମ ଇଣ୍ଡିଆର ସମସ୍ତ ପ୍ରସ୍ତୁତି ଶେଷ ହୋଇଛି । ଡିସେମ୍ବର ୨୦ରେ ଏ ନେଇ ଦଳ ଘୋଷଣା କରାଯିବ । ବିିସିସିଆଇ ପକ୍ଷରୁ ସ୍ପଷ୍ଟ କରାଯାଇଛି ଯେ, ଉଭୟ ଟି୨୦ ବିଶ୍ୱକପ ଓ ନ୍ୟୁଜିଲାଣ୍ଡ ପାଇଁ ଦଳ ଘୋଷଣା ହେବ ।…

ଆଶେସ ସିରିଜ: ହେଡଙ୍କ ଶତକ,ବିପଦରେ ଇଂଲଣ୍ଡ

ଆଡିଲେଡ: ଚଳିତ ଇଂଲଣ୍ଡ ବିପକ୍ଷ ଆଶେସ ସିରିଜରେ ଟ୍ରେଭିସ ହେଡଙ୍କ ଶତକ ବଳରେ ଅଷ୍ଟ୍ରେଲିଆ ସୁବିଧାଜନକ ସ୍ଥିତିରେ ରହିଛି । ତୃତୀୟ ଦିବସ ଷ୍ଟମ୍ପସ ଅପସାରଣ ବେଳକୁ ଅଷ୍ଟ୍ରେଲିଆ ୪ ୱିକେଟ ବିନିମୟରେ ୨୭୧ ରନ ସଂଗ୍ରହ କରି ୩୫୬ ରନର ଅଗ୍ରଣୀ ହାସଲ କରି ନେଇଛି । ଷ୍ଟମ୍ପସ ଅପସାରଣ ବେଳକୁ ହେଡ ୧୪୨…