Latest Odisha News

BREAKING NEWS

Browsing Category

ଖେଳ

ଇଂଲଣ୍ଡ ବିପକ୍ଷ ଟେଷ୍ଟ ସିରିଜ: ବର୍ମିଂହାମରେ ୫୮ ବର୍ଷ ହେବ ଜିତିନି ଭାରତ

ବର୍ମିଂହାମ: ତେନ୍ଦୁଲକର-ଆଣ୍ଡରସନ ଟ୍ରଫିର ପ୍ରଥମ ମୁକାବିଲାରେ ଭାରତୀୟ କ୍ରିକେଟ ଟିମ ପରାଜିତ ହୋଇଛି । ୫ ମ୍ୟାଚ ବିଶିଷ୍ଟ ଟେଷ୍ଟ ସିରିଜର ପରବର୍ତୀ ମୁକାବିଲା ବର୍ମିଂହାମର ଏଜବେଷ୍ଟନରେ ଖେଳାଯିବ । ଏଠାରେ ୫୮ ବର୍ଷ ହେବ ଭାରତ ବିଜୟ ହାସଲ କରିପାରି ନାହିଁ । ୧୯୬୭ରେ ଟିମ ଇଣ୍ଡିଆ ଏଠାରେ…

ଏହି କ୍ରିକେଟର କହିଲେ ମୁଁ ପଥଭ୍ରଷ୍ଟ ହୋଇ ଯାଇଥିଲି

ମୁମ୍ବାଇ: ବିନୋଦ କାମ୍ବଲୀଙ୍କ ପରେ ଆଉ ଜଣେ କ୍ରିକେଟର ସମସ୍ତ ଦକ୍ଷତା ଥିବା ସତ୍ୱେ ଆନ୍ତର୍ଜାତୀୟ କ୍ରିକେଟରେ ନିଜର ଦକ୍ଷତା ପ୍ରମାଣିତ କରି ପାରି ନାହାନ୍ତି । କ୍ରିକେଟ ଦୁନିଆର ଗ୍ଲାମରରେ ଭାସିଯିବା ଯୋଗୁ ତାଙ୍କ କ୍ୟାରିୟର ପ୍ରାୟତଃ ନଷ୍ଟ ହୋଇ ଯାଇଥିଲା । ଏହି କ୍ରିକେଟରଙ୍କ ନାମ ହେଲା…

ଇଂଲଣ୍ଡରୁ ଘରକୁ ଫେରିଲେ ହର୍ଷିତ

ନୂଆଦିଲ୍ଲୀ: ଇଂଲଣ୍ଡ ବିପକ୍ଷ ପ୍ରଥମ କ୍ରିକେଟ ଟେଷ୍ଟରେ ଭାରତ ପରାଜୟବରଣ କରିଛି । ସିରିଜରେ ୫ଟି ମ୍ୟାଚ ଖେଳାଯିବ । ବର୍ମିଂହାମରେ ହେବାକୁ ଥିବା ଦ୍ୱିତୀୟ ଟେଷ୍ଟ ପୂର୍ବରୁ ଟିମ ଇଣ୍ଡିଆର ପେସ ବୋଲର ହର୍ଷିତ ରାଣା ସ୍ୱଦେଶ ପ୍ରତ୍ୟାବର୍ତନ କରିଛନ୍ତି । ହର୍ଷିତ ଇଂଲଣ୍ଡ ଗସ୍ତରେ ଯାଇଥିବା ଭାରତ…

ଇଂଲଣ୍ଡ ବିପକ୍ଷ ପ୍ରଥମ ଟେଷ୍ଟ ପରାଜୟ: ଅଭିଜ୍ଞତାର ଅଭାବ ନାଁ ଅତି ଆତ୍ମବିଶ୍ୱାସ

କୋଚ ଗୌତମ ଗମ୍ଭୀର ଓ ଅଧିନାୟକ ଶୁଭମନ ଗିଲଙ୍କୁ ଇଂଲଣ୍ଡ ବିପକ୍ଷ ପ୍ରଥମ କ୍ରିକେଟ ଟେଷ୍ଟରେ ଶକ୍ତ ଧକ୍କା ଲାଗିଛି । ଭାରତ ପରାଜୟ ଅନେକ ପ୍ରଶ୍ନ ସୃଷ୍ଟି କରିଛି । ପୂର୍ବରୁ ରୋହିତ ଶର୍ମା ଓ ବିରାଟ କୋହଲିଙ୍କ ବିଫଳତାକୁ ଏହାର କାରଣ ମନେ କରାଯାଉଥିଲା । ସେମାନଙ୍କ ଅବସର ପରେ ନୂଆ ଟିମ…

ଜାତୀୟ ଆକ୍ୱାଟିକ ଚାମ୍ପିଅନସିପରେ ସୃଷ୍ଟି ଉପାଧ୍ୟାୟଙ୍କୁ ବ୍ରୋଞ୍ଜ

ଭୁବନେଶ୍ୱର: ୭୮ତମ ଜାତୀୟ ଆକ୍ୱାଟିକ ଚାମ୍ପିଅନସିପରେ ମଙ୍ଗଳବାର ଦିନ ଓଡ଼ିଶାର ସୃଷ୍ଟି ଉପାଧ୍ୟାୟ ନିଜର ଦ୍ୱିତୀୟ ପଦକ ଜିତିଛନ୍ତି। କଳିଙ୍ଗ ଷ୍ଟାଡିୟମର ଆକ୍ୱାଟିକ କେନ୍ଦ୍ରରେ ଅନୁଷ୍ଠିତ ମହିଳା ୨୦୦ ମିଟର ବଟରଫ୍ଲାଏ ଇଭେଣ୍ଟରେ ୨୩ ବର୍ଷୀୟା ଏହି ଖେଳାଳି ତୃତୀୟ ସ୍ଥାନ ଅଧିକାର…

ପନ୍ତ, ରାହୁଲଙ୍କ ଶତକ: ଇଂଲଣ୍ଡ ସମ୍ମୁଖରେ ୩୭୧ ରନର ଲକ୍ଷ୍ୟ ରଖିଲା ଭାରତ

ଲୀଡ୍ସ: ଦ୍ୱିତୀୟ ଇନିଂସରେ ରିଷଭ ପନ୍ତ ଓ କେଏଲ ରାହୁଲଙ୍କ ଶତକ ସହାୟତାରେ ଭାରତ ୩୭୧ ରନ ବିଜୟ ଲକ୍ଷ୍ୟ ଇଂଲଣ୍ଡ ସମ୍ମୁଖରେ ରଖିଛି । ହାତରେ ଆଉ ଗୋଟିଏ ଦିନ ଖେଳ ବାକି ରହିଛି । ପିଚ ବ୍ୟାଟ୍ସମ୍ୟାନଙ୍କୁ ସୁହାଉଥିବାରୁ ଭାରତୀୟ ବୋଲରଙ୍କୁ ଅନ୍ତିମ ଦିବସରେ ଶୃଙ୍ଖଳିତ ବୋଲିଂ ପ୍ରଦର୍ଶନ କରିବାକୁ…

ଇତିହାସ ରଚିଲେ ଭାରତର ରିଷଭ ପନ୍ତ

ଲୀଡ୍ସ: ଇଂଲଣ୍ଡ ବିପକ୍ଷ ପ୍ରଥମ କ୍ରିିକେଟ ଟେଷ୍ଟରେ ଭାରତର ୱିକେଟକିପର ବ୍ୟାଟ୍ସମ୍ୟାନ ରିଷଭ ପନ୍ତ ଇତିହାସ ରଚିଛନ୍ତି । ସେ ଉଭୟ ଇନିଂସରେ ଶତକ ହାସଲ କରିଛନ୍ତି । ସେନା ଦେଶରେ ପ୍ରଥମ ୱିକେଟକିପର ଭାବେ ଏହି ଉପଲବ୍ଧି ହାସଲ କରିଛନ୍ତି । ତାଙ୍କର ଚମତ୍କାର ଶତକ ବଳରେ ଭାରତ ଲୀଡ୍ସ ଟେଷ୍ଟରେ…

ରୋହିତ, ହରଭଜନଙ୍କ ବାହାଘରରେ ଧାୱନ କେତେ ଟଙ୍କା ଦେଇଥିଲେ ଶୁଣିଲେ ଚକିତ ହୋଇଯିବେ

ମୁମ୍ବାଇ: ରୋହିତ ଶର୍ମା ଓ ଶିଖର ଧାୱନଙ୍କ ବନ୍ଧୁତା ବିଷୟରେ କିଏ ବା ନ ଜାଣେ । ଉଭୟ ଭାରତ ପକ୍ଷରୁ ଖେଳି ଅନେକ ରେକର୍ଡ ସୃଷ୍ଟି କରିଛନ୍ତି । ହରଭଜନ ସିଂଙ୍କ ୟୁ ଟ୍ୟୁବ ଚ୍ୟାନେଲରେ ଶିଖରଙ୍କୁ ନେଇ ରୋହିତ ଏବଂ ଭଜି ଏକ ମଜାଦାର ଖୁଲାସା କରିଛନ୍ତି । ରୋହିତ ଏବଂ ତାଙ୍କ ପତ୍ନୀ ରିତିକା ଏହି…

ଆଗାମୀ ଘରୋଇ ସିଜନରେ ମୁମ୍ବାଇ ପକ୍ଷରୁ ଖେଳିବେନି ପୃଥ୍ୱୀ ଶ

ନୂଆଦିଲ୍ଲୀ:ଆଗାମୀ ଘରୋଇ କ୍ରିକେଟ ସିଜନରେ ପୃଥ୍ୱୀ ଶ ମୁମ୍ବାଇ ପକ୍ଷରୁ ଖେଳିବେ ନାହିଁ । ୨୫ ବର୍ଷୀୟ ପୃଥ୍ୱୀ ଏଥିନେଇ ମୁମ୍ବାଇ କ୍ରିକେଟ ଆସୋସିଏଶନ ନିକଟରୁ ଏନଓସି ମାଗଥିଲେ । ଏମସିଏ ତାଙ୍କୁ ଏନଓସି ପ୍ରଦାନ କରିଛି । ୨୦୧୭ରୁ ମୁଁ ମୁମ୍ବାଇ ପକ୍ଷରୁ ଖେଳି ଆସିଛି । ଏହା ମୋ ପାଇଁ ସର୍ବଦା…

୭୮ତମ ସିନିୟର ନ୍ୟାସନାଲ ଆକ୍ଵାଟିକ୍ ଚାମ୍ପିୟନସିପ୍: ପ୍ରଥମ ଦିନରେ ଓଡ଼ିଶା ପାଇଁ ସ୍ବର୍ଣ୍ଣ ଜିତିଲେ ସୃଷ୍ଟି

ଭୁବନେଶ୍ୱର: କଳିଙ୍ଗ ଷ୍ଟାଡ଼ିୟମ୍ ଠାରେ ୭୮ତମ ସିନିୟର ନ୍ୟାସନାଲ୍ ଆକ୍ଵାଟିକ୍ ଚାମ୍ପିୟନସିପ୍ ପ୍ରତିଯୋଗିତା (ସନ୍ତରଣ ପ୍ରତିଯୋଗିତା) ଅନୁଷ୍ଠିତ ହେଉଛି। ଏହି ପ୍ରତିଯୋଗିତା ଜୁନ୍ ୨୨ ତାରିଖ ଠାରୁ ଆରମ୍ଭ ହୋଇ ଜୁନ୍ ୨୬ ତାରିଖ ପର୍ଯ୍ୟନ୍ତ ଅନୁଷ୍ଠିତ ହେବ। ସ୍ବିମିଙ୍ଗ ଫେଡ଼େରେସନ୍‌ ଅଫ୍…