Latest Odisha News

BREAKING NEWS

Browsing Category

ଖେଳ

ମହିଳା କ୍ରିକେଟର ସଫଳତା ପଛରେ ରହିଛି ବିସିସିଆଇର ଗୁରୁତ୍ୱପୂର୍ଣ୍ଣ ଯୋଗଦାନ

ନୂଆଦିଲ୍ଲୀ: ଦୀର୍ଘ ଦିନ ପରେ ଭାରତୀୟ ମହିଳା କ୍ରିକେଟ ଟିମ ବିଶ୍ୱ ଚାମ୍ପିୟନ ହୋଇଛି । ଯେଉଁ ମହିଳା ଟିମର ମ୍ୟାଚ ଦେଖିବା ପାଇଁ ଷ୍ଟାଡିୟମ ଫାଙ୍କା ରହୁଥିଲା ଏବେ ତାହା ପୂର୍ଣ୍ଣ ହୋଇଥିଲା । ପଡିଆରେ ସମର୍ଥକଙ୍କ ଉପସ୍ଥିତି ଖେଳାଳିଙ୍କ ମନୋବଳ ବଢ଼ାଇଥାଏ ଓ ଉତ୍ସାହିତ କରିଥାଏ । ଏହି ସବୁ ପଛରେ…

ଦକ୍ଷିଣ ଆଫ୍ରିକା ବିପକ୍ଷ ଟେଷ୍ଟ ସିରିଜ ପାଇଁ ଘୋଷଣା ହେଲା ଭାରତୀୟ ଦଳ, ଫେରିଲେ ପନ୍ତ

ନୂଆଦିଲ୍ଲୀ: ଦକ୍ଷିଣ ଆଫ୍ରିକା ବିପକ୍ଷରେ ଖେଳାଯିବାକୁ ଥିବା ଘରୋଇ ଟେଷ୍ଟ ସିରିଜ ପାଇଁ ବୁଧବାର ଭାରତୀୟ କ୍ରିକେଟ ଦଳର ଘୋଷଣା କରାଯାଇଛି । ଶୁଭମନ ଗିଲଙ୍କ ନେତୃତ୍ୱରେ ଘୋଷିତ ଦଳରେ ଷ୍ଟାର ୱିକେଟକିପର ରିଷଭ ପନ୍ତ ଫେରିଛନ୍ତି । ଆଘାତ ସମସ୍ୟା ଯୋଗୁ ସେ ଟିମଠାରୁ ଦୂରେଇ ରହିଥିଲେ । ତାଙ୍କୁ…

ଦକ୍ଷିଣ ଆଫ୍ରିକା ବିପକ୍ଷ ଟେଷ୍ଟ ସିରିଜରେ ହେବ ଏହି ଷ୍ଟାର ଖେଳାଳିଙ୍କ ଏଂଟ୍ରି

ନୂଆଦିଲ୍ଲୀ: ଅଷ୍ଟ୍ରେଲିଆ ଗସ୍ତ ପରେ ଭାରତୀୟ କ୍ରିକେଟ ଟିମ ଘରୋଇ ପରିବେଶରେ ଦକ୍ଷିଣ ଆଫ୍ରିକା ବିପକ୍ଷରେ ଟେଷ୍ଟ ସିରିଜ ଖେଳିବ । ନଭେମ୍ବର ୧୪ରୁ ଏହି ୨ ମ୍ୟାଚ ବିଶିଷ୍ଟ ସିରିଜ ଆରମ୍ଭ ହେବ । ଆଘାତପ୍ରାପ୍ତ ଷ୍ଟାର ଖେଳାଳି ରିଷଭ ପନ୍ତ ଏହି ସିରିଜରେ ଖେଳିବା ଏକପ୍ରକାର ନିଶ୍ଚିତ ହୋଇଛି ।…

ଆଶେସ ସିରିଜ ପାଇଁ ଘୋଷଣା ହେଲା ଅଷ୍ଟ୍ରେଲିଆ ଦଳ

ପର୍ଥ: ଇଂଲଣ୍ଡ ଓ ଅଷ୍ଟ୍ରେଲିଆ ମଧ୍ୟରେ ନଭେମ୍ବର ୨୧ରୁ ଆଶେସ କ୍ରିକେଟ ସିରିଜ ଆରମ୍ଭ ହେବ । ଷ୍ଟିଭ ସ୍ମିଥଙ୍କ ନେତୃତ୍ୱରେ ପ୍ରଥମ ଟେଷ୍ଟ ପାଇଁ ୧୫ ଜଣିଆ ଦଳର ଘୋଷଣା କରାଯାଇଛି । ନଭେମ୍ବର ୨୧ରୁ ପର୍ଥରେ ପ୍ରଥମ ଟେଷ୍ଟ ଖେଳାଯିବ । ଏହା ପରେ ବ୍ରିସବେନ, ଆଡିଲେଡ, ମେଲବୋର୍ଣ୍ଣ ଓ ସିଡନୀରେ…

ଖାଲିରେ କୋହଲିଙ୍କୁ କିଙ୍ଗ କୁହାଯାଏନି

ନୂଆଦିଲ୍ଲୀ: ୨୦୦୮ ଅଗଷ୍ଟରେ ବିରାଟ କୋହଲି ଶ୍ରୀଲଙ୍କା ବିପକ୍ଷରେ ତାଙ୍କ ଆନ୍ତର୍ଜାତୀୟ କ୍ୟାରିୟର ଆରମ୍ଭ କରିଥିଲେ । ଏହି ମ୍ୟାଚ ଦାମ୍ବୁଲାରେ ଖେଳା ଯାଇଥିଲା । ସେତେବେଳେ କୋହଲିଙ୍କୁ ୨୦ ବର୍ଷ ହୋଇଥିଲା । ଏବେ କୋହଲି ନିଜ ପ୍ରଦର୍ଶନ ବଳରେ ବିଶ୍ୱ କ୍ରିକେଟରେ କିଙ୍ଗ ଭାବେ ପରିଚିତ ।…

ଅଭିଷେକ, ଶୁଭମନଙ୍କ ଉପରେ ରାଗିଲେ ଯୁବରାଜ

ନୂଆଦିଲ୍ଲୀ: ଭାରତ ଓ ଅଷ୍ଟ୍ରେଲିଆ ମଧ୍ୟରେ ୪ର୍ଥ ଟି୨୦ କ୍ରିକେଟ ମ୍ୟାଚ ନଭେମ୍ବର ୬ରେ ଖେଳାଯିବ । ୫ ମ୍ୟାଚ ବିଶିଷ୍ଟ ସିରିଜ ୧-୧ ସମାନ ସ୍ଥିତିରେ ରହିଛି । ଏହା ମଧ୍ୟରେ ଭାରତୀୟ କ୍ରିକେଟର ଦୁଇ ଯୁବ ବ୍ୟାଟ୍ସମ୍ୟାନ ଅଭିଷେକ ଶର୍ମା ଓ ଶୁଭମନ ଗିଲ ଗୋଲ୍ଡ କୋଷ୍ଟ ସମୂଦ୍ର କୂଳରେ ମଜା କରୁଥିବା…

ଏସିଆ କପ ବିବାଦ: ବାସନ୍ଦ ହେଲେ ହ୍ୟାରିଶ ରୌଫ, ସୂର୍ଯ୍ୟକୁମାରଙ୍କୁ ଜରିମାନା

ଦୁବାଇ: ଏସିଆ କପ ବିବାଦ ନେଇ ଆନ୍ତର୍ଜାତୀୟ କ୍ରିକେଟ କାଉନସିଲ ପାକିସ୍ତାନର ପେସ ବୋଲର ହ୍ୟାରିସ ରୌଫଙ୍କ ଉପରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି । ହ୍ୟାରିଶଙ୍କୁ ୨ଟି ମ୍ୟାଚରୁ ବାସନ୍ଦ କରାଯାଇଛି । ଦକ୍ଷିଣ ଆଫ୍ରିକା ବିପକ୍ଷରେୁ ନଭେମ୍ବର ୪ ଓ ୬ରେ ହେବାକୁ ଥିବା ମ୍ୟାଚରେ ସେ…

ଏଲଏ ୨୦୨୮ ଅଲିମ୍ପିକ୍ସ: ୱେଟଲିଫ୍ଟିଂରୁ ହଟିଲା ୪୯ କିଗ୍ରା ୱେଟ କାଟାଗୋରୀ, ମୀରାବାଇ ନିରାଶ

ନୂଆଦିଲ୍ଲୀ: ଭାରତୀୟ ଅଲିମ୍ପିକ ପଦକ ବିଜେତା ୱେଟଲିଫ୍ଟର ମୀରାବାଈ ଚାନୁଙ୍କୁ ଶକ୍ତ ଝଟକା ଲାଗିଛି । ଏଲଏ ୨୦୨୮ ଅଲିମ୍ପିକ୍ସ ଗେମ୍ସରେ ୱେଟଲିଫ୍ଟିଂର ୪୯ କିଗ୍ରା କାଟାଗୋରୀକୁ ହଟେଇ ଦିଆଯାଇଛି । ମଙ୍ଗଳବାର ଆୟୋଜକ କମିଟି ପକ୍ଷରୁ ଅପଡେଟ ବଡିୱେଟ କାଟାଗୋରୀ ଜାରୀ କରାଯାଇଥିଲା । ମୀରବାଇ ଏହି…

ଏବି ଡିଭିଲର୍ସଙ୍କୁ ହଠାତ ସାହାଯ୍ୟ ମାଗିଲେ ସୂର୍ଯ୍ୟକୁମାର

ନୂଆଦିଲ୍ଲୀ: ଭାରତୀୟ ଟି୨୦ କ୍ରିକେଟ ଟିମର ଅଧିନାୟକ ସୂର୍ଯ୍ୟକୁମାର ଯାଦବ ଏବେ ଅଷ୍ଟ୍ରେଲିଆ ବିପକ୍ଷ ସିରିଜରେ ବ୍ୟସ୍ତ ଅଛନ୍ତି । ୫ ମ୍ୟାଚ ବିଶିଷ୍ଟ ସିରିଜ ଏବେ ୧-୧ ସମାନ ସ୍ଥିତିରେ ରହିଛି । ଇତି ମଧ୍ୟରେ ହଠାତ ସୂର୍ଯ୍ୟକୁମାର ଦକ୍ଷିଣ ଆଫ୍ରିକାର ମହାନ ବ୍ୟାଟ୍ସମ୍ୟାନ ଏବି ଡିଭିଲର୍ସଙ୍କୁ…

ରଣଜୀ ଟ୍ରଫି: ଆନ୍ଧ୍ର ବିପକ୍ଷରେ ଓଡିଶାର ଇନିଂସ ପରାଜୟ

କଟକ: ଚଳିତ ରଣଜୀ ଟ୍ରଫିରେ ମଧ୍ୟ ଓଡିଶା କ୍ରିକେଟ ଟିମର ପ୍ରଦର୍ଶନରେ ସେଭଳି ସୁଧାର ଦେଖିବାକୁ ମିଳିନି । ଘରୋଇ ପରିବେଶରେ ଓଡିଶା ଇନିଂସ ଓ ୫୦ ରନରେ ଆନ୍ଧ୍ରପ୍ରଦେଶ ନିକଟରୁ ପରାଜିତ ହୋଇଛି । ଆନ୍ଧ୍ରପ୍ରଦେଶ ପ୍ରଥମେ ବ୍ୟାଟିଂ କରି ୭ ୱିକେଟ ବିନିମୟରେ ୪୭୫ ରନ କରିବା ପରେ ଇନିଂସ ଘୋଷଣା…