Latest Odisha News

BREAKING NEWS

Browsing Category

ଖେଳ

ବିଶ୍ୱକପ ଶ୍ରେଷ୍ଠ ଏକାଦଶରେ ସ୍ଥାନ ପାଇଲେନି ହରମନପ୍ରୀତ

ନୂଆଦିଲ୍ଲୀ: ଭାରତୀୟ ମହିଳା ଟିମ ଦକ୍ଷିଣ ଆଫ୍ରିକାକୁ ହରାଇ ପ୍ରଥମ ଥର ପାଇଁ ବିଶ୍ୱକପ ଟାଇଟଲ ହାସଲ କରିଛି । ମହିଳା ବିଶ୍ୱକପ ୨୦୨୫ରେ ଭଲ ପ୍ରଦର୍ଶନ କରିଥିବା ଖେଳାଳିଙ୍କୁ ନେଇ ଆଇସିସି ଶ୍ରେଷ୍ଠ ଏକାଦଶ ଚୟନ କରିଛି । ଲୌରା ଭୋଲଭର୍ଟଙ୍କୁ ଅଧିନାୟିକା କରାଯାଇଥିବା ବେଳେ ଆଶ୍ଚର୍ଯ୍ୟଜନକ ଭାବେ…

ରାଇଜିଂ ଷ୍ଟାର୍ସ ଏସିଆ କପ : ଭାରତୀୟ ଦଳରେ ସୂର୍ଯ୍ୟବଂଶୀ

ନୂଆଦିଲ୍ଲୀ:ନଭେମ୍ବର ୧୪ରୁ ରାଇଜିଂ ଷ୍ଟାର୍ସ ଏସିଆ କପ କ୍ରିକେଟ ଆରମ୍ଭ ହେବ । ଏଥିପାଇଁ ଭାରତୀୟ ଏ ଦଳର ଘୋଷଣା କରାଯାଇଛି । ଏହି ଟୁର୍ଣ୍ଣାମେଂଟର ସମସ୍ତ ମ୍ୟାଚ ଦୋହାରେ ଖେଳାଯିବ । ଭାରତର ଏହି ଟିମ ଗ୍ରୁପ ବିରେ ଓମାନ, ୟୁଏଇ ଓ ପାକିସ୍ତାନ ସହ ରହିଛି । ତେଶ ଶର୍ମାଙ୍କ ନେତୃତ୍ୱରେ ଘୋଷିତ…

ICC Women’s ODI World Cup: ମହିଳା ଦଳଙ୍କୁ ପ୍ରଶଂସା କଲେ ଏହି ପୂର୍ବତନ ଖେଳାଳୀ, କହିଲେ, “ପୁରୁଷ ଦଳ ଏମିତି କେବେ…

ନୂଆଦିଲ୍ଲୀ: ରବିବାର ଭାରତ ଆଉ ଏକ ଇତିହାସ ରଚିଛି । ଐତିହାସିକ ପ୍ରଥମ ICC ମହିଳା ଏକଦିବସୀୟ ବିଶ୍ୱକପ୍ ବିଜୟ ହୋଇଛନ୍ତି ଭାରତୀୟ କ୍ରିକେଟ ଦଳ । ଯାହା ପରେ ମହିଳା ଟିମକୁ ଚାରିଆଡୁ ପ୍ରଶଂସାର ସୁଅ ଛୁଟୁଥିବା ବେଳେ ପୂର୍ବତନ ଭାରତୀୟ ସ୍ପିନର ରବିଚନ୍ଦ୍ରନ ଅଶ୍ୱିନ ମହିଳା ଟିମଙ୍କ ପ୍ରଦର୍ଶନ…

ରଣଜୀ ଟ୍ରଫି: ଇନିଂସ ପରାଜୟ ଏଡାଇବା ପାଇଁ ଓଡିଶାର ସଂଘର୍ଷ ଜାରୀ

କଟକ:ଆନ୍ଧ୍ରପ୍ରଦେଶ ବିପକ୍ଷ ରଣଜୀ ମ୍ୟାଚରେ ଇନିଂସ ପରାଜୟ ଏଡାଇବା ପାଇଁ ଓଡିଶାର ସଂଘର୍ଷ ଜାରୀ ରହିଛି । ଆନ୍ଧ୍ରପ୍ରଦେଶ ପ୍ରଥମ ଇନିଂସରେ ୭ ୱିକେଟ ବିନିମୟରେ ୪୭୫ ରନ କରିବା ପରେ ଇନିଂସ ଘୋଷଣା କରିଥିଲା । ଏହାର ଜବାବରେ ଓଡିଶା ଘରୋଇ ପିଚରେ ନୈରାଶ୍ୟଜନକ ବ୍ୟାଟିଂ ପ୍ରଦର୍ଶନ କରି ପ୍ରଥମ…

ଟ୍ରଫି ସହିତ ଶୋଇବା ଫଟୋ ଛାଡି ଚର୍ଚ୍ଚାରେ ହରମନପ୍ରୀତ

ନୂଆଦିଲ୍ଲୀ: ଭାରତୀୟ ମହିଳା କ୍ରିକେଟ ଟିମ ବିଶ୍ୱ ଚାମ୍ପିୟନ ହେବା ପରେ ଖେଳାଳିମାନଙ୍କ ପାଦ ଖୁସୀରେ ତଳେ ଲାଗୁନି । ଦୀର୍ଘ ଦିନର ଅପେକ୍ଷାର ଅନ୍ତ ଘଟିଛି । ରାତିସାରା ଟ୍ରଫି ଜିତିବା ଖୁସୀ ଖେଳାଳିମାନେ ମନେଇଥିଲେ । ପ୍ରତ୍ୟେକ ଖେଳାଳି ଟ୍ରଫି ସହ ଫଟୋ ଉଠାଇବାରେ ବ୍ୟସ୍ତ ଥିଲେ । କେତେକ…

ମହିଳା ବିଶ୍ୱକପ କ୍ରିକେଟ: ଅମୋଲ ଭାରତକୁ ଦେଲେ ମୂଲ୍ୟବାନ ଉପହାର

ଭାରତୀୟ ମହିଳା କ୍ରିକେଟ ଟିମ ପ୍ରଥମ ଥର ପାଇଁ ବିଶ୍ୱ ଚାମ୍ପିୟନ ହୋଇଛନ୍ତି । ଦକ୍ଷିଣ ଆଫ୍ରିକାକୁ ଫାଇନାଲରେ ହରାଇବା ପରେ ପ୍ରତ୍ୟେକ ଖେଳାଳିଙ୍କ ଆଖିରେ ଖୁସୀର ଲୁହ ଥିଲା । ତେବେ ଭାରତକୁ ବିଶ୍ୱ ବିଜୟୀ କରାଇବାରେ ଅମୋଲ ମଜମୁଦାରଙ୍କ ଭୂମିକା ଗୁରୁତ୍ୱପୂର୍ଣ୍ଣ ଥିଲା । ଚମତ୍କାର ପ୍ରଥମ…

ଟି୨୦ ସିରିଜ ଅଧାରୁ ସ୍ୱଦେଶ ଫେରିବେ କୁଲଦୀପ

ନୂଆଦିଲ୍ଲୀ:ଅଷ୍ଟ୍ରେଲିଆ ବିପକ୍ଷ ଟି୨୦ ସିରିଜ ଅଧାରୁ ଭାରତର ଷ୍ଟାର ସ୍ପିନର କୂଲଦୀପ ଯାଦବ ସ୍ୱଦେଶ ପ୍ରତ୍ୟାବର୍ତନ କରିବେ । ୫ ମ୍ୟାଚ ବିଶିଷ୍ଟ ସିରିଜରେ ୩ଟି ମୁକାବିଲା ଖେଳାଯାଇଛି । ସିରିଜ ୧-୧ ସମାନ ସ୍ଥିତିରେ ରହିଛି । କୁଲଦୀପ ଆଗାମୀ ଦକ୍ଷିଣ ଆଫ୍ରିକା ବିପକ୍ଷ ଟେଷ୍ଟ ସିରିଜ ପାଇଁ…

Women’s ODI World Cup: ମହିଳା ବିଶ୍ୱକପ ଜିତିବା ପରେ ଗ୍ରାଉଣ୍ଡରେ କାନ୍ଦିଲେ ଏହି ପୂର୍ବତନ…

ମୁମ୍ବାଇ:କାନ୍ଦିଲେ ପୂର୍ବତନ ଭାରତୀୟ ମହିଳା କ୍ରିକେଟ ଦଳର କିମ୍ବଦନ୍ତୀ ଝୁଲଣ ଗୋସ୍ୱାମୀ । ଭାରତ ଦକ୍ଷିଣ ଆଫ୍ରିକାକୁ ପରାସ୍ତ କରି ପ୍ରଥମ ଥର ପାଇଁ ମହିଳା ଏକଦିବସୀୟ ବିଶ୍ୱକପ୍ ୨୦୨୫ ଟାଇଟଲ ଜିତିଲା, ସେତେବେଳେ ପୂର୍ବତନ ଭାରତୀୟ ମହିଳା କ୍ରିକେଟ ଦଳର କିମ୍ବଦନ୍ତୀ  ଖେଳାଳି ଝୁଲଣ…

Women’s World Cup 2025: ପ୍ରଧାନମନ୍ତ୍ରୀ କହିଲେ, ନୂଆ ପିଢିକୁ ପ୍ରେରଣା ଦେବ ଏହି ବିଜୟ, ଜାଣନ୍ତୁ…

ନୂଆଦିଲ୍ଲୀ: ଅନ୍ତର୍ଜାତୀୟ କ୍ରିକେଟ ପରିଷଦ (ଆଇସିସି) ଦ୍ବାରା ପରିଚାଳିତ ମହିଳା କ୍ରିକେଟ୍ ବିଶ୍ୱକପ୍-୨୦୨୫ରେ ବିଜୟ ପାଇଁ ଭାରତୀୟ ଟିମ୍‌କୁ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ଲୋକସଭା ବିରୋଧୀ ଦଳ ନେତା ତଥା କଂଗ୍ରେସ ସାଂସଦ ରାହୁଲ ଗାନ୍ଧୀ ଅଭିନନ୍ଦନ…

World Cup Prize Money: ବିଶ୍ୱକପ ଟ୍ରଫି ବିଜୟ ସହ ଟିମ୍ ଇଣ୍ଡିଆ ଉପରେ ହେଲା ଧନବର୍ଷା, ସବୁଠାରୁ ବଡ଼ ପୁରସ୍କାର…

ମୁମ୍ବାଇ: ୨୦୨୫ ବିଶ୍ୱକପ୍ ଜିତି, ଟିମ୍ ଇଣ୍ଡିଆ ମହିଳା କ୍ରିକେଟ୍ ଏବଂ ଭାରତୀୟ କ୍ରିକେଟ୍ ଇତିହାସରେ ସବୁଦିନ ପାଇଁ ନିଜ ନାମ ଲିପିବଦ୍ଧ କରିଛି । ଠିକ୍ ୮ ବର୍ଷ ପୂର୍ବେ, ଟିମ୍ ଇଣ୍ଡିଆ ବିଶ୍ୱକପ୍ ଫାଇନାଲରେ ଇଂଲଣ୍ଡ ହାତରୁ ପରାଜୟ ହାସିଲ କରିଥିଲା । କିନ୍ତୁ ଏଥର, ଘରୋଇ ମାଟିରେ, ନିଜ…