Latest Odisha News

BREAKING NEWS

Browsing Category

ଖେଳ

ଏସିଆନ ଏବଂ ବିଶ୍ୱ ରେକର୍ଡ କଲେ ଓଡିଶାର ପ୍ରୀତିସ୍ମିତା ଭୋଇ

ଭୁବନେଶ୍ୱର: ଓଡିଶାର ଯୁବ ୱେଟଲିଫ୍ଟର ପ୍ରୀତିସ୍ମିତା ଭୋଇ ଇତିହାସ ରଚିଛନ୍ତି । ସେ ୪୪ କିଗ୍ରା ବିଭାଗରେ ନୂତନ ଏସିଆନ ଓ ବିଶ୍ୱ ରେକର୍ଡ ସ୍ଥାପନ କରିଛନ୍ତି । ବାହାରିନରେ ଚାଲିଥିବା ଏସିଆନ ୟୁଥ ଗେମ୍ସରେ ଢ଼େଙ୍କାନାଳର ପ୍ରତୀସ୍ମିତା ୪୪ କିଗ୍ରା ବିଭାଗରେ ସ୍ୱର୍ଣ୍ଣ ପଦକ ହାସଲ କରି ଏହି…

ରଣଜୀ ଟ୍ରଫି: ପ୍ରଥମ ଇନିଂସରେ ଅଗ୍ରଣୀ ହାସଲ କଲା ୟୁପି, ଅସୁବିଧାରେ ଓଡିଶା

କାନପୁର: ଚଳତି ରଣଜୀ ଟ୍ରଫି କ୍ରିକେଟରେ ଓଡିଶାର ପ୍ରନର୍ଶନ ପୂର୍ବଭଳି ନୈରାଶ୍ୟଜନକ ରହିଛି । ଏଠାରେ ଅନୁଷ୍ଠିତ ଉତରପ୍ରଦେଶ ବିପକ୍ଷ ଏଲିଟ ଗ୍ରୁପ ଏ ମୁକାବିଲାରେ ଓଡିଶା ପ୍ରଥମ ଇନିଂସରେ ପଛୁଆ ରହିଛି । ପ୍ରଥମେ ବ୍ୟାଟିଂ ଓଡିଶା ୨୪୩ ରନ ସଂଗ୍ରହ କରିଥିଲା । ପଦାର୍ପଣ ମ୍ୟାଚ ଖେଳୁଥିବା…

ନୀତିଶ ୫ ମ୍ୟାଚ ବିଶିଷ୍ଟ ଟି୨୦ ସିରିଜ ଖେଳିବା ନେଇ ଏବେ ବି ରହିଛି ଅନିଶ୍ଚିତତା

ନୂଆଦିଲ୍ଲୀ: ଭାରତୀୟ କ୍ରିକେଟ ଟିମ ଏବେ ଅଷ୍ଟ୍ରେଲିଆ ଗସ୍ତରେ ରହିଛି । ଦିିନିକିଆ ସିରିଜ ୧-୨ରେ ହାରିବା ପରେ ଏବେ ଟିମ ଇଣ୍ଡିଆ ୫ ମ୍ୟାଚ ବିଶିଷ୍ଟ ଟି୨୦ ସିରିଜରେ ଭଲ ପ୍ରଦର୍ଶନ କରିବା ଲକ୍ଷ୍ୟରେ ରହିଛି । ଭାରତର ଯୁବ ଅଲରାଉଣ୍ଡର ନୀତିଶ କୁମାର ରେଡ୍ଡୀ ଟି୨୦ ସିରିଜରେ ଖେଳିବା ନେଇ ଏବେ ବି…

ଅଷ୍ଟ୍ରେଲିୟ ମହିଳା କ୍ରିକେଟରଙ୍କୁ ଅସଦାଚରଣ ଘଟଣା; ଅଭିଯୁକ୍ତ ନାଁରେ ଅନେକ ମାମଲା ରହିଛି…

ଇନ୍ଦୋର: ମଧ୍ୟପ୍ରଦେଶରେ ଦୁଇ ଜଣ ଅଷ୍ଟ୍ରେଲିୟ ମହିଳା କ୍ରିକେଟରଙ୍କୁ ଶନିବାର ଦିନ ଅସଦାଚରଣ କରାଯାଇଥିଲା। ଏହି ମାମଲାରେ ପୋଲିସ ଅଭିଯୁକ୍ତଙ୍କୁ ଗିରଫ କରିଛି। ଉକ୍ତ  ଅଭିଯୁକ୍ତ ଜଣକ ଜଣେ ଅଭ୍ୟାସଗତ ଅପରାଧୀ ବୋଲି ଜଣାପଡ଼ିଛି। ପୋଲିସ ସୂଚନା ଅନୁଯାୟୀ, ଗିରଫ ଆକିଲ ଓରଫ ନିତ୍ରା…

ରୋହିତ-କୋହଲି ଅବସର ନେବା ପୂର୍ବରୁ କାହାକୁ ପ୍ରଥମେ ଦେବେ ସୂଚନା, ଜାଣନ୍ତୁ କେତେଦିନ ପରେ କରିବାକୁ ପଡ଼ିବ ଘୋଷଣା

ନୂଆଦିଲ୍ଲୀ: ସିଡନୀରେ ଅଷ୍ଟ୍ରେଲିଆ ବିପକ୍ଷରେ ଭାରତର ହିଟମ୍ୟାନ୍ ରୋହିତ ଶର୍ମା ତାଙ୍କ ସନ୍ନ୍ୟାସକୁ ନେଇ ଏକ ବଡ଼ ସଙ୍କେତ ଦେଇଛନ୍ତି। ଏହି ପରିପ୍ରେକ୍ଷୀରେ ଆସନ୍ତୁ ଜାଣିବା ସନ୍ନ୍ୟାସ ଘୋଷଣା ପୂର୍ବରୁ ଖେଳାଳିମାନଙ୍କୁ କାହାକୁ ସୂଚନା ଦେବାକୁ ପଡ଼େ ଏବଂ ଏହା କେତେ ଦିନ ପୂର୍ବରୁ କରାଯିବା…

HIL 2025-26: ଏହି ଦିନଠୁ ଆରମ୍ଭ ହେବ ହକି ଇଣ୍ଡିଆ ଲିଗ୍; ଭୁବନେଶ୍ବରରେ ଏହି ତାରିଖରୁ ମ୍ୟାଚ…

ନୂଆଦିଲ୍ଲୀ: ଭାରତର ପ୍ରମୁଖ ହକି ଟୁର୍ଣ୍ଣାମେଣ୍ଟ ହକି ଇଣ୍ଡିଆ ଲିଗ୍ (Hero Hockey India League (HIL) ଶନିବାର ଦିନ 2025-26 ସିଜିନ୍ ପାଇଁ ପୁରୁଷ ଏବଂ ମହିଳା ବିଭାଗର କାର୍ଯ୍ୟସୂଚୀ ଘୋଷଣା କରିଛି। ଏହି ସିଜିନ୍ ରୋମାଞ୍ଚ, ଉତ୍ସାହ ଏବଂ ନୂତନ ସୁଯୋଗରେ ପରିପୂର୍ଣ୍ଣ ହେବ। ରାଞ୍ଚିର…

ରୋହିତ, କୋହଲି ଅଷ୍ଟ୍ରେଲିଆ ପ୍ରଶଂସକଙ୍କୁ ଦେଲେ ଧନ୍ୟବାଦ

ଆଡିଲେଡ: ଅଷ୍ଟ୍ରେଲିଆ ଗସ୍ତରେ ଥିବା ଭାରତୀୟ କ୍ରିକେଟ ଟିମର ଦିିନିକିଆ ସିରିଜ ଅଭିଯାନ ଶେଷ ହୋଇଛି । ଭାରତ ୧-୨ରେ ସିରିଜ ପରାଜୟବରଣ କରିଛି । ଦୁଇ ସିନିୟର ବ୍ୟାଟ୍ସମ୍ୟାନ ବିରାଟ କୋହଲି ଓ ରୋହିତ ଶର୍ମାଙ୍କ ପ୍ରାୟତଃ ଏହା ଶେଷ ଅଷ୍ଟ୍ରେଲିଆ ଗସ୍ତ । ରୋହିତଙ୍କ ଶତକ ଏବଂ କୋହଲିଙ୍କ…

ସମାଲୋଚକଙ୍କୁ ରୋକୋଙ୍କ କଡା ଜବାବ: ଅନ୍ତିମ ଦିନିକିଆ ଜିତିଲା ଭାରତ

ସିଡନୀ: ଅଷ୍ଟ୍ରେଲିଆ ବିପକ୍ଷ ୩ ମ୍ୟାଚ ବିଶିଷ୍ଟ ସିରିଜର ଅନ୍ତିମ ମୁକାବିଲାରେ ରୋହିତ ଶର୍ମର୍ାଙ୍କ ଶତକ ଓ ବିରାଟ କୋହଲିଙ୍କ ଅପରାଜିତ ଅର୍ଦ୍ଧଶତକ ବଳରେ ଭାରତ ୯ ୱିକେଟରେ ସହଜ ବିଜୟ ହାସଲ କରିଛି । ଦୁଇ ସିନିୟର ବ୍ୟାଟ୍ସମ୍ୟାନ ପୂନର୍ବାର ଟିମ ଇଣ୍ଡିଆ ପାଇଁ କେତେ ଜରୁରୀ ତାହା ପ୍ରମାଣିତ…

୨ ମହିଳା ଅଷ୍ଟ୍ରେଲୀୟ କ୍ରିକେଟରଙ୍କୁ ଅସଦାଚରଣ, ବାନ୍ଧିଲା ପୋଲିସ

ଇନ୍ଦୋର: ଅଷ୍ଟ୍ରେଲିଆର ଦୁଇଜଣ ମହିଳା କ୍ରିକେଟରଙ୍କ ସହ ଇନ୍ଦୋରରେ ଦୁର୍ବ୍ୟବହାର ହୋଇଥିବା ଅଭିଯୋଗ ହୋଇଛି। ସୂଚନା ଅନୁଯାୟୀ, ଜଣେ ବାଇକ ଚାଳକ ଏହିପରି କାଣ୍ଡ କରିଥିବା କୁହାଯାଉଛି। ଖେଳାଳି ମାନେ ହୋଟେଲ ରାଡିସନ୍ ବ୍ଲୁ ରୁ ଏକ କାଫେକୁ ଯାଉଥିବା ସମୟରେ ଏହି ଘଟଣା ଘଟିଥିବା ନେଇ ସୂଚନା…

ଗମ୍ଭୀରଙ୍କ ସମ୍ମାନ ରଖିଲେ ହର୍ଷିତ ରାଣା

ସିଡନୀ: ଅଷ୍ଟ୍ରେଲିଆ ବିପକ୍ଷ ଦିନିକିଆ କ୍ରିକେଟ ସିରିଜରେ ହର୍ଷିତ ରାଣାଙ୍କୁ ଭାରତୀୟ ଟିମରେ ସାମିଲ କରିବା ନେଇ କୋଚ ଗୌତମ ଗମ୍ଭୀରଙ୍କ ସମାଲୋଚନାର ଶୀକାର ହେବାକୁ ପଡିଥିଲା । ଏପରିକି ଗମ୍ଭୀର ତାଙ୍କ ବ୍ୟକ୍ତିଗତ ପସନ୍ଦକୁ ଗୁରୁତ୍ୱ ଦେଉଥିବା ଅଭିଯୋଗ ହୋଇଥିଲା । ତେବେ ହର୍ଷିତ ତାଙ୍କ…