Latest Odisha News

BREAKING NEWS

Browsing Category

ଖେଳ

ଟି୨୦ ବିଶ୍ୱକପର ଡ୍ରେସ ରିହର୍ସଲ ହେଉଛି ଭାରତ-ଅଷ୍ଟ୍ରେଲିଆ ସିରିଜ

ଅକ୍ଟୋବର ୨୯ରୁ ଭାରତ ଓ ଅଷ୍ଟ୍ରେଲିଆ ମଧ୍ୟରେ ୫ ମ୍ୟାଚ ବିଶିଷ୍ଟ ଟି୨୦ ସିରିଜ ଖେଳାଯିବ । ଟି୨୦ ବିଶ୍ୱକପ ପୂର୍ବରୁ ଉଭୟ ଚାମ୍ପିୟନ ଟିମ ପାଇଁ ଏହା ଡ୍ରେସ ରହର୍ସଲ କହିଲେ ଭୁଲ ହେବନି । ୨୦୨୬ ଫେବୃୟାରୀରେ ବିଶ୍ୱକପ ଆରମ୍ଭ ହେବ । ଭାରତ ଓ ଶ୍ରୀଲଙ୍କାରେ ଏହା ଆୟୋଜିତ ହେବାକୁ ଥିବାରୁ ଟିମ…

ଟିମ ଇଣ୍ଡିଆ,ଗାଙ୍ଗୁଲିଙ୍କ ବିରୋଧରେ ବଡ ଅଭିଯୋଗ ଆଣିଲେ ବ୍ରଡ

ଲଣ୍ଡନ: ଟିମ ଇଣ୍ଡିଆ ଏବେ ଅଷ୍ଟ୍ରେଲିଆ ବିପକ୍ଷରେ ୫ ମ୍ୟାଚ ବିଶିଷ୍ଟ ଟି୨୦ ସିରିଜ ଖେଳିବ । ଏହା ଅକ୍ଟୋବର ୨୯ରୁ ଆରମ୍ଭ ହେବ । ଏହା ପୂର୍ବରୁ ଆଇସିସିର ପୂର୍ବ ମ୍ୟାଚ ରେଫରୀ କ୍ରିସ ବ୍ରଡ ଟିମ ଇଣ୍ଡିଆ ଓ ସୌରଭ ଗାଙ୍ଗୁଲି ବିରୋଧରେ ବଡ ଅଭିଯୋଗ ଆଣିଛନ୍ତି । ସେ ଏକ ସାକ୍ଷାତକାରରେ କହିଛନ୍ତି…

ଶ୍ରେୟାଶଙ୍କ ସ୍ୱାସ୍ଥ୍ୟାବସ୍ଥା ନେଇ ସୂଚନା ଦେଲେ ସୂର୍ଯ୍ୟକୁମାର

ସିଡନୀ: ଅଷ୍ଟ୍ରେଲିଆ ବିପକ୍ଷ ତୃତୀୟ ଦିନିକିଆ କ୍ରିକେଟ ମ୍ୟାଚ ଅବସରରେ ଭାରତର ଉପ ଅଧିନାୟକ ଶ୍ରେୟାଶ ଆୟାର ଗୁରୁତର ଭାବେ ଆଘାତପ୍ରାପ୍ତ ହୋଇଥିଲେ । ଅକ୍ଟୋବର ୨୯ରୁ ୫ ମ୍ୟାଚ ବିଶିଷ୍ଟ ଟି୨୦ ସିରିଜ ଆରମ୍ଭ ହେବ । ଏହା ପୂର୍ବରୁ ଭାରତୀୟ ଦଳର ଅଧିନାୟକ ସୂର୍ଯ୍ୟକୁମାର ଯାଦବ ସାଥୀ ଖେଳାଳି…

୧୪୧ ବଲରେ ଦ୍ୱିଶତକ ମାରିଲେ ପୃଥ୍ୱୀ ଶ

ନୂଆଦିଲ୍ଲୀ: ଭାରତର ପୂର୍ବତନ ୧୯ ବର୍ଷରୁ କମ କ୍ରିକେଟର ଅଧିନାୟକ ପୃଥ୍ୱୀ ଶ ଆଜି ରଣଜୀ ଟ୍ରଫିରେ ଝଡ ସୃଷ୍ଟି କରିଛନ୍ତି । ମହାରାଷ୍ଟ୍ର ପକ୍ଷରୁ ଖେଳୁଥିବା ପୃଥ୍ୱୀ ଚଣ୍ଡୀଗଡ ବିପକ୍ଷରେ ମାତ୍ର ୧୪୧ ବଲରେ ଦ୍ୱିଶତକ ହାସଲ କରିଥିଲେ । ରଣଜୀ ଟ୍ରଫି ଇତିହାସରେ ତୃତୀୟ ଦ୍ରୁତ ଦ୍ୱିଶତକ ହାସଲକାରୀ…

ସୁସ୍ଥ ହେଉଛନ୍ତି ଶ୍ରେୟସ ଆୟର, ଆଇସିୟୁରୁ ବାହାରିଲେ

ନୂଆଦିଲ୍ଲୀ: ଭାରତୀୟ ଦିନିକିଆ ଦଳର ଉପ-ଅଧିନାୟକ ଶ୍ରେୟସ ଆୟର ଆଇସିୟୁରୁ ବାହାରିଛନ୍ତି। ଅଷ୍ଟ୍ରେଲିଆ ବିପକ୍ଷ ତୃତୀୟ ଦିନିକିଆରେ ଫିଲ୍ଡିଂ କରିବା ସମୟରେ ଆହତ ହେବା ପରେ ତାଙ୍କୁ ସିଡନୀର ଏକ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ସୋମବାର ଭାରତୀୟ କ୍ରିକେଟ୍ ନିୟନ୍ତ୍ରଣ ବୋର୍ଡ…

ବିଶ୍ୱକପ ପୂର୍ବରୁ ସୂର୍ଯ୍ୟକୁମାରଙ୍କ ନିକଟରେ ବଡ ଚ୍ୟାଲେଞ୍ଜ

ନୂଆଦିଲ୍ଲୀ: ଭାରତୀୟ କ୍ରିକେଟ ଟିମ ଟି୨୦ରେ ଶ୍ରେଷ୍ଠ ପ୍ରଦର୍ଶନ ଜାରୀ ରଖିଛି । ଦିନିକିଆ ପରେ ଏବେ ଟିମ ଇଣ୍ଡିଆ ଅଷ୍ଟ୍ରେଲିଆ ବିପକ୍ଷରେ ୫ ମ୍ୟାଚ ବିଶିଷ୍ଟ ଟି୨୦ ସିରିଜ ଖେଳିବ । ଆଗକୁ ବିଶ୍ୱକପ ଥିବାରୁ ଏହି ସିରିଜ ପ୍ରତି ସମସ୍ତଙ୍କ ନଜର ରହିଛି । ସୂର୍ଯ୍ୟକୁମାର ଯାଦବଙ୍କ ପାଇଁ ଏହି…

ସାମୀଙ୍କ ସହ ଆଲୋଚନା କଲେ ଚୟନ କମିଟି ସଦସ୍ୟ

ନୂଆଦିଲ୍ଲୀ: ଭାରତୀୟ କ୍ରିକେଟ ଟିମର ପେସ ବୋଲର ମହମ୍ମଦ ସାମୀ ଅଷ୍ଟ୍ରେଲିଆ ବିପକ୍ଷରେ ଚୟନ ନ ହେବା ଆଲୋଚନାର ବିଷୟ ହୋଇଛି । ଆଘାତ ସମସ୍ୟା ଯୋଗୁ ସେ ଇଂଲଣ୍ଡ ବିପକ୍ଷ ସିରିଜରେ ଖେଳି ନ ଥିଲେ । ପରେ ସେ ଫିଟ ହେବା ସତ୍ୱେ ଅଷ୍ଟ୍ରେଲିଆ ଗସ୍ତରେ ଯାଇପାରି ନ ଥିଲେ । ଚୟନ କମିଟି ମୂଖ୍ୟ ଅଜିତ…

ରାଜସ୍ଥାନ ବିପକ୍ଷ ରଣଜୀ ମ୍ୟାଚରେ ଖେଳିବେ ଯଶସ୍ୱୀ

ମୁମ୍ବାଇ: ଅଷ୍ଟ୍ରେଲିଆ ବିପକ୍ଷ ଦିନିକିଆ ସିରିଜରେ ଭାରତର ଓପନ ଯଶସ୍ୱୀ ଜୈସୱାଲ ଦଳରେ ଥିଲେ ମଧ୍ୟ ଗୋଟିଏ ବି ମ୍ୟାଚ ଖେଳିବା ପାଇଁ ସୁଯୋଗ ପାଇ ନ ଥିଲେ । ଅଷ୍ଟ୍ରେଲିଆରୁ ଫେରିବା ପରେ ଏବେ ସେ ରଣଜୀ ଟ୍ରଫିରେ ମନୋନିବେଶ କରିବେ ବୋଲି କହିଛନ୍ତି । ମୁମ୍ବାଇ ପକ୍ଷରୁ ଖେଳୁଥିବା ଯଶସ୍ୱୀ…

ଭାରତ ବିପକ୍ଷ ସିରିଜ ପାଇଁ ଦକ୍ଷିଣ ଆଫ୍ରିକା ଦଳ ଘୋଷିତ

ନୂଆଦିଲ୍ଲୀ: ଅଷ୍ଟ୍ରେଲିଆ ଗସ୍ତରୁ ଫେରିବା ପରେ ଭାରତୀୟ କ୍ରିକେଟ ଟିମ ଦକ୍ଷିଣ ଆଫ୍ରିକା ବିପକ୍ଷରେ ଘରୋଇ ପରିବେଶରେ ୨ଟି ଟେଷ୍ଟ ଖେଳିବ । ଦକ୍ଷିଣ ଆଫ୍ରିକା ଟିମ ଏହି ଗସ୍ତ ପାଇଁ ୧୫ଜଣିଆ ଦଳର ଘୋଷଣା କରିଛି । ଆଇଡେନ ମାର୍କରାମଙ୍କ ବଦଳରେ ପୂନର୍ବାର ଟେମ୍ବା ବାଭୁମା ଦଳର ନେତୃତ୍ୱ ନେବେ ।…

ଆଉ ଥରେ ସିଡନୀକୁ ଅଲବିଦା କହିଲେ ରୋହିତ

ସିଡନୀ:ଟିମ ଇଣ୍ଡିଆର ଷ୍ଟାର ବ୍ୟାଟ୍ସମ୍ୟାନ ରୋହିତ ଶର୍ମା ଅଷ୍ଟ୍ରେଲିଆ ବିପକ୍ଷ ଦିିନିକିଆ ସିରିଜରେ ଚମତ୍କାର ପ୍ରଦର୍ଶନ କରିଥିଲେ । ଅଭିଜ୍ଞ ରୋହିତଙ୍କ ଏହା ଶେଷ ଅଷ୍ଟ୍ରେଲିଆ ଗସ୍ତ ଭାବେ ବିବେଚନା କରାଯାଉଛି । ଅଷ୍ଟ୍ରେଲିଆ ଗସ୍ତ ପରେ ରୋହିତ ଅବସର ନେଇଯିବେ ବୋଲି ରିପୋର୍ଟ ପ୍ରକାଶ…