Latest Odisha News

BREAKING NEWS

Browsing Category

ଖେଳ

ଅଶ୍ୱୀନ ଲେଖିଲେ ଜଷ୍ଟ ଲିଭ ଇଟ, ଏହା କୋହଲିଙ୍କ ପ୍ରତି ଥିଲା କି ମେସେଜ

ଆଡିଲେଡ: ବିରାଟ କୋହଲି ପ୍ରଥମ ଥର ପାଇଁ ଦିନିକିଆ କ୍ରିକେଟରେ କ୍ରମାଗତ ୨ଟି ମ୍ୟାଚରେ ଶୂନରେ ଆଉଟ ହୋଇଛନ୍ତି । ଚଳିତ ଅଷ୍ଟ୍ରେଲିଆ ବିପକ୍ଷ ୩ ମ୍ୟାଚ ବିଶିଷ୍ଟ ଦିିନିକିଆ ମୁକାବିଲାରେ ଭାରତ ୨ଟି ମ୍ୟାଚରେ ହାରି ଆଗୁଆ ସିରିଜ ପରାଜୟବରଣ କରିଛି । ଭାରତର ପୂର୍ବତନ ସ୍ପିନର ରବିଚନ୍ଦ୍ରନ ଅଶ୍ୱୀନ…

କୋହଲିଙ୍କୁ ଦେଖି କ୍ରିକେଟକୁ ଆସିଥିଲେ, ଏବେ ନେଲେ ୱିକେଟ

ଆଡିଲେଡ:ଆଡିଲେଡରେ ଖେଳାଯାଇଥିବା ଦ୍ୱିତୀୟ ଦିିନିକିଆ କ୍ରିକେଟ ମ୍ୟାଚରେ ଭାରତ ପରାଜିତ ହୋଇଛି । ଏହି ମ୍ୟାଚରେ ଅଷ୍ଟ୍ରେଲିଆର ପେସ ବୋଲର ଜେଭିୟର ୱାର୍ଟଲେଟ ଚମତ୍କାର ବୋଲିଂ ପ୍ରଦର୍ଶନ କରିଥିଲେ । ୱାର୍ଟଲେଟ ଭାରତର ଷ୍ଟାର ବ୍ୟାଟ୍ସମ୍ୟାନ ବିରାଟ କୋହଲିଙ୍କ ୱିକେଟ ନେଇଥିଲେ । ସେ ୩ଟି ବଲ…

ସଂଘର୍ଷପୂର୍ଣ୍ଣ ମୁକାବିଲାରେ ହାରିଲା ଟିମ ଇଣ୍ଡିଆ, ସିରିଜ ହାତେଇଲା ଅଷ୍ଟ୍ରେଲିଆ

ଆଡିଲେଡ: ଏଠାରେ ଅନୁଷ୍ଠିତ ରୋମାଂଚକର ଦ୍ୱିତୀୟ ଦିନିକିଆ କ୍ରିକେଟ ମ୍ୟାଚରେ ଅଷ୍ଟ୍ରେଲିଆ ୨ ୱିକେଟରେ ଭାରତକୁ ପରାସ୍ତ କରିଛି । ଏଥିସହ ୩ ମ୍ୟାଚ ବିଶିଷ୍ଟ ସିରିଜରେ ୨-୦ରେ ଅଗ୍ରଣୀ ରହି ଅଷ୍ଟ୍ରେଲିଆ ଆଗୁଆ ସିରିଜ ଜିତିନେଇଛି । ଭାରତୀୟ ଟିମ ପ୍ରଥମେ ବ୍ୟାଟିଂ କରି ୫୦ ଓଭରରେ ୯ ୱିକେଟ ହରାଇ…

ଅବସର ସଙ୍କେତ ଦେଲେ କି କୋହଲି

ଆଡିଲେଡ: ଭାରତ ଓ ଅଷ୍ଟ୍ରେଲିଆ ମଧ୍ୟରେ ଖେଳାଯାଉଥିବା ଦିିନକିଆ କ୍ରିକେଟ ସିରିଜରେ ବିରାଟ କୋହଲିଙ୍କ ପ୍ରଦର୍ଶନ ନୈରାଶ୍ୟଜନକ ରହିଛି । ସେ କ୍ରମାଗତ ୨ଟି ମ୍ୟାଚରେ ଖାତା ଖୋଲି ନ ପାରି ପ୍ୟାଭିଲିୟନ ଫେରିଯାଇଛନ୍ତି । ଯାହାକି ପ୍ରଶଂସକଙ୍କୁ ନିରାଶ କରିଛି । ଅପରପକ୍ଷରେ ରୋହିତ ଶର୍ମା ପ୍ରଥମ…

ନେଟ ପ୍ରାକ୍ଟିଶ ପରେ ରୋହିତ ମନଦୁଃଖରେ ଫେରିଲେ

ଆଡିଲେଡ: ଭାରତ ଓ ଅଷ୍ଟ୍ରେଲିଆ ମଧ୍ୟରେ ଦ୍ୱିତୀୟ ଦିିନିକିଆ ମ୍ୟାଚ ଆଡିଲେଡରେ ଖେଳାଯିବ । ପ୍ରଥମ ମ୍ୟାଚରେ ବିଫଳ ହୋଇଥିବା ରୋହିତ ନେଟ ପ୍ରାକ୍ଟିଶ ସବୁଠାରୁ ଆଗରେ ପଂହଚିଥିଲେ । ସେଠାରେ ସେ ଦୀର୍ଘ ସମୟ ଅଭ୍ୟାସ କରିଥିଲେ । ଅଭ୍ୟାସ ସେଶନ ପରେ ହୋଟେଲକୁ ରୋହିତ ଫେରୁଥିବା ବେଳେ ତାଙ୍କ ମନ…

Neeraj Chopra: ସେନାରେ ଲେଫ୍ଟନାଣ୍ଟ କର୍ଣ୍ଣେଲ ହେଲେ ନୀରଜ ଚୋପ୍ରା

ନୂଆଦିଲ୍ଲୀ: ଭାରତର ଗୋଲ୍ଡେନ ବୟ ଭାବରେ ଜଣାଶୁଣା ଜାଭେଲିନ୍ ଥ୍ରୋ ଷ୍ଟାର ନୀରଜ ଚୋପ୍ରାଙ୍କୁ ଏକ ଗୁରୁତ୍ୱପୂର୍ଣ୍ଣ ସମ୍ମାନ ମିଳିଛି। ତାଙ୍କୁ ଟେରିଟୋରିଆଲ୍ ସେନାରେ ସମ୍ମାନଜନକ ଲେଫ୍ଟନାଣ୍ଟ କର୍ଣ୍ଣେଲ ଉପାଧିରେ ସମ୍ମାନିତ କରାଯାଇଛି। ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ଏବଂ ସେନା ମୁଖ୍ୟ…

ଏହି ସିରିଜରେ ହୋଇପାରେ ହାର୍ଦ୍ଦିକଙ୍କ ପ୍ରତ୍ୟାବର୍ତନ

ନୂଆଦିଲ୍ଲୀ: ଭାରତୀୟ ଟିମର ଷ୍ଟାର ଅଲରାଉଣ୍ଡର ହାର୍ଦ୍ଦିକ ପାଣ୍ଡ୍ୟା ଏସିଆ କପ ଅବସରରେ ଆଘାତପ୍ରାପ୍ତ ହୋଇଥିଲେ । ଏହା ପରେ ସେ ଅଷ୍ଟ୍ରେଲିଆ ବିପକ୍ଷ ଦିିନିକିଆ ଓ ଟି୨୦ ସିରିଜରୁ ବାଦ ପଡିଥିଲେ । ରିପୋର୍ଟ ମୁତାବକ ହାର୍ଦ୍ଦିକ ଏବେ ଦିନକୁ ଦିନ ଫିଟ ହେବାରେ ଲାଗିଛନ୍ତି । ଯେତେଦୂର ସମ୍ଭବ ସେ…

୧୭ ବର୍ଷ ହେବ ଆଡିଲେଡରେ ହାରିନି ଭାରତ: କୋହଲି-ରୋହିତଙ୍କ ପାଇଁ ବଡ ଚ୍ୟାଲେଞ୍ଜ

ଆଡିଲେଡ: ଭାରତ ଓ ଅଷ୍ଟ୍ରେଲିଆ ମଧ୍ୟରେ ଦ୍ୱିତୀୟ ଦିନିକିଆ କ୍ରିକେଟ ମ୍ୟାଚ ଆଡିଲେଡ ଓଭାଲରେ ଖେଳାଯିବ । ୩ ମ୍ୟାଚ ବିଶିଷ୍ଟ ସିରିଜରେ ୧-୦ରେ ପଛୁଆ ଥିବା ଭାରତ ପାଇଁ ଏହି ମ୍ୟାଚରେ ବିଜୟ ଜରୁରୀ ହୋଇ ପଡିଛି । ଆଡିଲେଡରେ ଭାରତର ରେକର୍ଡ ଭଲ ରହିଛି । ୧୭ ବର୍ଷ ହେବ ଦିନିକିଆରେ ଭାରତ ଏଠାରେ…

ପନ୍ତଙ୍କ ଯୋଗୁ ସୁଯୋଗ ପାଇଲେନି ସର୍ଫରାଜ

ମୁମ୍ବାଇ: ଦକ୍ଷିଣ ଆଫ୍ରିକା ବିପକ୍ଷ ୨ଟି କ୍ରିକେଟ ମ୍ୟାଚ ପାଇଁ ଭାରତ ଏ ଦଳର ଘୋଷଣା କରାଯାଇଛି । ଏଥିରେ ସର୍ଫରାଜ ଖାଁଙ୍କୁ ସୁଯୋଗ ମିଳିନି । ଯାହାକି ସମସ୍ତଙ୍କୁ ଚକିତ କରିଛି । ଏହି ସିରିଜ ପାଇଁ ରିଷଭ ପନ୍ତଙ୍କୁ ଅଧିନାୟକ ନିଯୁକ୍ତ କରାଯାଇଛି । ପନ୍ତଙ୍କୁ ସୁଯୋଗ ଦେବା ପାଇଁ ଚୟନ କମିଟି…

ଖେଳାଳି ପଠାଅ, ଟ୍ରଫି ନେଇ ଯାଅ: ନକଭି

ନୂଆଦିଲ୍ଲୀ: ଏସିଆ କପ ୨୦୨୫ରେ ଭାରତ ଟାଇଟଲ ହାସଲ କରିଥିଲେ ମଧ୍ୟ ଏ ପର୍ଯ୍ୟନ୍ତ ଟ୍ରଫି ଧରିପାରି ନାହିଁ । ବିସିସିଆଇ ଏବେ ଏସିସିକୁ ନେଇ ପତ୍ର ଲେଖିଛି । ଏଥିରେ ପାକିସ୍ତାନ କ୍ରିକେଟ ବୋର୍ଡ ଅଧ୍ୟକ୍ଷ ଓ ଏସିସି ସଭାପତି ମୋହସିନ ନକଭି ଭାରତକୁ ଟ୍ରଫି ହସ୍ତାନର କରନ୍ତୁ ବୋଲି ଉଲ୍ଲେଖ…