Latest Odisha News

BREAKING NEWS

Browsing Category

ଖେଳ

ଖେଳାଳି ପଠାଅ, ଟ୍ରଫି ନେଇ ଯାଅ: ନକଭି

ନୂଆଦିଲ୍ଲୀ: ଏସିଆ କପ ୨୦୨୫ରେ ଭାରତ ଟାଇଟଲ ହାସଲ କରିଥିଲେ ମଧ୍ୟ ଏ ପର୍ଯ୍ୟନ୍ତ ଟ୍ରଫି ଧରିପାରି ନାହିଁ । ବିସିସିଆଇ ଏବେ ଏସିସିକୁ ନେଇ ପତ୍ର ଲେଖିଛି । ଏଥିରେ ପାକିସ୍ତାନ କ୍ରିକେଟ ବୋର୍ଡ ଅଧ୍ୟକ୍ଷ ଓ ଏସିସି ସଭାପତି ମୋହସିନ ନକଭି ଭାରତକୁ ଟ୍ରଫି ହସ୍ତାନର କରନ୍ତୁ ବୋଲି ଉଲ୍ଲେଖ…

ନୂଆ ବାନ୍ଧବୀଙ୍କ ପର୍ସ ଧରି ଯାଉଥିବା ହାର୍ଦ୍ଦିକଙ୍କ ଫଟୋ ହେଉଛି ଭାଇରାଲ

ନୂଆଦିଲ୍ଲୀ: ଭାରତୀୟ ଟିମର ଅଭିଜ୍ଞ କ୍ରିକେଟର ତଥା ଅଲରାଉଣ୍ଡର ହାର୍ଦ୍ଦିକ ପାଣ୍ଡ୍ୟା ଏବେ ଆଘାତ ସମସ୍ୟା ଯୋଗୁ ଅଷ୍ଟ୍ରେଲିଆ ବିପକ୍ଷ ଦିନିକିଆ ସିରିଜରେ ଖେଳୁ ନାହାନ୍ତି । ଏବେ ସେ ନିଜର ନୂଆ ବାନ୍ଧବୀ ମାହିକା ଶର୍ମାଙ୍କୁ ଡେଟ କରୁଛନ୍ତି । ନିକଟରେ ଦୀପାବଳୀ ଉଭୟଙ୍କୁ ଏକତ୍ର ଦେଖିବାକୁ…

ପେସ ବୋଲରଙ୍କ ବିନା ସ୍ପିନରଙ୍କୁ ନେଇ ୫୦ ଓଭର ଶେଷ କଲା ୱେଷ୍ଟଇଣ୍ଡିଜ

ଢ଼ାକା: ବାଂଲାଦେଶ ବିପକ୍ଷ ଦ୍ୱିତୀୟ ଦିିନିକିଆ କ୍ରିକେଟ ମ୍ୟାଚରେ ୱେଷ୍ଟଇଣ୍ଡିଜ ଇତିହାସ ରଚିଛି । ଏହି ମ୍ୟାଚରେ କୌଣସି ପେସ ବୋଲରଙ୍କୁ ବ୍ୟବହାର ନ କରି ୱେଷ୍ଟଇଣ୍ଡିଜ ସ୍ପିନରଙ୍କ ସହାୟତାରେ ୫୦ ଓଭର ଶେଷ କରିଥିଲା । ଏହାର ଫାଇଦା ମଧ୍ୟ ୱେଷ୍ଟଇଣ୍ଡିଜକୁ ମିଳିଥିଲା । ବାଂଲାଦେଶ ୭ ୱିକେଟ…

ଏସିଆ କପ ଟ୍ରଫି ଶୀଘ୍ର ଦେବାକୁ ଏସିସି ମୂଖ୍ୟଙ୍କୁ ପତ୍ର ଲେଖିଲା ବିସିସିଆଇ

ନୂଆଦିଲ୍ଲୀ: ଏସିଆ କପ ଟ୍ରଫି ଶୀଘ୍ର ଦେବାକୁ ଭାରତୀୟ କ୍ରିକେଟ କଂଟ୍ରୋଲ ବୋର୍ଡ ଏସିଆନ କ୍ରିକେଟ କାଉନସିଲ ମୁଖ୍ୟ ମୋହସିନ ନକବୀଙ୍କ ନିକଟକୁ ପତ୍ର ଲେଖିଛି । ଯଦି ଏହାର ଶୀଘ୍ର ସମାଧାନ ନ ହେବ ତାହାହେଲେ ଆନ୍ତର୍ଜାତୀୟ କ୍ରିକେଟ କାଉନସିଲ ନିକଟରେ ଏହି ମାମଲା ଉଠାଯିବ ବୋଲି ବିସିସିଆଇ…

ସେହ୍ୱାଗଙ୍କ ପାରିବାରିକ ଜୀବନକୁ ନେଇ ଜୋର ଧରିଲା ଚର୍ଚ୍ଚା

ନୂଆଦିଲ୍ଲୀ: ଭାରତର ପୂର୍ବତନ ବିସ୍ଫୋରକ ବ୍ୟାଟ୍ସମ୍ୟାନ ବୀରେନ୍ଦ୍ର ସେହ୍ୱାଗଙ୍କ ଦୀପାବଳୀ ଫଟୋ ଏବେ ଚର୍ଚ୍ଚାର କାରଣ ସାଜିଛି । ଏହି ଫଟୋରେ ପତ୍ନୀ ଆରତୀଙ୍କ ବ୍ୟତୀତ ଅନ୍ୟ ସମସ୍ତେ ରହିଛନ୍ତି । ଯାହାକୁ ନେଇ ଅନେକ ଗୁଜବ ସୃଷ୍ଟି ହୋଇଛି । ସେହ୍ୱାଗ ଓ ଆରତୀଙ୍କ ସମ୍ପର୍କରେ ତିକ୍ତତା ଆସିଥିବା…

ଦକ୍ଷିଣ ଆଫ୍ରିକା ବିପକ୍ଷରେ ପନ୍ତ ହେବେ ଅଧିନାୟକ

ନୂଆଦିଲ୍ଲୀ: ଭାରତୀୟ କ୍ରିକେଟ ଦଳର ୱିକେଟକିପର ବ୍ୟାଟ୍ସମ୍ୟାନ ରିଷଭ ପନ୍ତ ଏବେ ଆଘାତ ସମସ୍ୟା ଯୋଗୁ ଅଷ୍ଟ୍ରେଲିଆ ବିପକ୍ଷ ସିରିଜରେ ଖେଳୁ ନାହାନ୍ତି । ପନ୍ତ ଏବେ ଫିଟ ହେଉଛନ୍ତି ଓ ଅଭ୍ୟାସ ମଧ୍ୟ ଆରମ୍ଭ କରିଛନ୍ତି । ରିପୋର୍ଟ ମୁତାବକ ପନ୍ତଙ୍କୁ ଆଗାମୀ ଦକ୍ଷିଣ ଆଫ୍ରିକା ବିପକ୍ଷ ସିରିଜରେ…

ରାୱଲପିଣ୍ଡି ଟେଷ୍ଟ ଅବସରରେ ରିଜୱାନଙ୍କୁ ହଟେଇଲା ପିସିବି

କରାଚୀ: ମହମ୍ମଦ ରିଜୱାନଙ୍କୁ ପାକିସ୍ତାନ ଦିନିକିଆ କ୍ରିକେଟ ଟିମର ଅଧିନାୟକ ପଦରୁ ହଟେଇ ଦିଆଯାଇଛି । ତାଙ୍କ ସ୍ଥାନରେ ପେସ ବୋଲର ଶାହୀନ ଆଫ୍ରିଦୀଙ୍କୁ ଏହି ଗୁରୁ ଦାୟିତ୍ୱ ପ୍ରଦାନ କରାଯାଇଛି । ୧୦ ମାସ ତଳେ ରିଜୱାନଙ୍କୁ ଦଳର ଅଧିନାୟକ ନିଯୁକ୍ତ କରାଯାଇଥିଲା । ରାୱଲପିଣ୍ଡିରେ…

ଭାରତ ଆସିବ ଆଫଗାନିସ୍ତାନ କ୍ରିକେଟ ଟିମ

ନୂଆଦିଲ୍ଲୀ: ପାକିସ୍ତାନ ଆକ୍ରମଣରେ ଆଫଗାନିସ୍ତାନର ୩ଜଣ କ୍ରିକେଟର ମୃତ୍ୟୁବରଣ କରିଛନ୍ତି । ଏଥିନେଇ ପାକିସ୍ତାନ ସହ ଆଫଗାନିସ୍ତାନ କ୍ରିକେଟ ସମ୍ପର୍କ ଚ୍ଛିନ୍ନ କରିଛି । ରିପୋର୍ଟ ମୁତାବକ ଆଫଗାନିସ୍ତାନ ଓ ଭାରତ ମଧ୍ୟରେ ଦ୍ୱିପାକ୍ଷିକ କ୍ରିକେଟ ସିରିଜ ଆରମ୍ଭ ହେବ । ଏହା ପରୋକ୍ଷରେ…

ଗମ୍ଭୀର, ଅଗରକରଙ୍କ ସମ୍ପର୍କୀତ ଖବରକୁ ନେଇ ରାଗିଗଲେ ସିଦ୍ଧୁ

ନୂଆଦିଲ୍ଲୀ: ଭାରତୀୟ କ୍ରିକେଟ ଟିମ ଏବେ ୩ ମ୍ୟାଚ ବିଶିଷ୍ଟ ଦିିନିକିଆ ସିରିଜ ଖେଳିବା ପାଇଁ ଅଷ୍ଟ୍ରେଲିଆ ଗସ୍ତରେ ଅଛି । ପ୍ରଥମ ଦିନିକିଆରେ ଭାରତ ପରାଜିତ ହୋଇଛି । ଦୁଇ ଷ୍ଟାର ବ୍ୟାଟ୍ସମ୍ୟାନ ବିରାଟ କୋହଲି ଓ ରୋହିତ ଶର୍ମା ଏହି ମ୍ୟାଚରେ ବିଫଳ ହୋଇଛନ୍ତି । ଯାହାକୁ ନେଇ ତୀବ୍ର…

ଟିମ୍ ଇଣ୍ଡିଆର ସେ ଥିଲେ ବିସ୍ପୋରକ ବ୍ୟାଟର, ଜନ୍ମଦିରେ ଜାଣନ୍ତୁ ତାଙ୍କ ବାବଦରେ ୫ଟି ଅଜଣା କାହାଣୀ

ନୂଆଦିଲ୍ଲୀ: ଟିମ୍ ଇଣ୍ଡିଆର ବିସ୍ଫୋରକ୍ ଓପନର ବିରେନ୍ଦ୍ର ସେହ୍ୱାଗ ୪୭ରୁ ବର୍ଷରେ ପାଦ ଥାପିଛନ୍ତି। ୧୯୭୮ ଅକ୍ଟୋବର ୨୦ରେ ଦିଲ୍ଲୀର ନଜଫଗଢ଼ରେ ଜନ୍ମ ହୋଇଥିଲେ ସେହ୍ୱାଗ। ଜାଣନ୍ତୁ ତାଙ୍କ ବାବଦରେ ୫ଟି ଅଜଣା କାହାଣୀ, ଯାହା କେବଳ ବହୁତ କମ୍ ଲୋକ ଜାଣିଛନ୍ତି। ସେହ୍ୱାଗ ଦେଶ ପାଇଁ ୧୦୪ଟି…