Latest Odisha News

BREAKING NEWS

Browsing Category

ଖେଳ

ନୋ ହ୍ୟାଣ୍ଡସେକ ବିବାଦ: କଣ ରହିଛି ଆଇସିସି ନିୟମ

ଦୁବାଇ: ଚଳିତ ଏସିଆ କପ କ୍ରିକେଟରେ ଭାରତ ରବିବାର ପାରମ୍ପାରିକ ପ୍ରତିଦ୍ୱନ୍ଦ୍ୱୀ ପାକିସ୍ତାନ ବିପକ୍ଷରେ ସହଜ ବିଜୟ ହାସଲ କରିଛି । ତେବେ ଏହି ମ୍ୟାଚ ଏକ ନୂଆ ବିବାଦର ସୂତ୍ରପାତ କରିଛି । ଟସ ଏବଂ ମ୍ୟାଚ ଶେଷ ହେବା ପରେ ଭାରତୀୟ ଖେଳାଳିମାନେ ପାକିସ୍ତାନ ପ୍ଲେୟର୍ସଙ୍କ ସହ ହାତ ମିଳାଇ ନ ଥିଲେ…

ଓଡିଶା ପ୍ରୋ ଟି୨୦ ଲିଗ: ଭୁବନେଶ୍ୱର ଟାଇଗର୍ସ-କଟକ ପାନ୍ଥର୍ସ ମଧ୍ୟରେ ଉଦଘାଟନୀ ମୁକାବିଲା

କଟକ: ଆଉ ହାତ ଗଣତି ଦିନ ମଧ୍ୟରେ ଆରମ୍ଭ ହୋଇଯିବ ଓଡିଶା ପ୍ରୋ ଟି୨୦ ଲିଗର ଉଦଘାଟନୀ ସଂସ୍କରଣ । ରୋମାଂଚକ କ୍ରିକେଟର ଓଭରଡୋଜକୁ ମନଭରି ଉପଭୋଗ କରିବେ ପ୍ରଶଂସକ । ସେପ୍ଟମ୍ବର ୧୭ରେ ଖେଳାଯିବାକୁ ଥିବା ଉଦଘାଟନୀ ମ୍ୟାଚରେ ସୂର୍ଯ୍ୟକାନ୍ତ ପ୍ରଧାନ ନେତୃତ୍ୱରେ ଭୁବନେଶ୍ୱର ଟାଇଗର୍ସ ସ୍ୱସ୍ତିକ…

IND vs PAK: ପାକିସ୍ତାନ ବିପକ୍ଷରେ ବିଜୟକୁ ପହଲଗାମ ପୀଡିତ ଏବଂ ଭାରତୀୟ ସେନାଙ୍କୁ ଉତ୍ସର୍ଗ କଲେ ସୂର୍ଯ୍ୟକୁମାର

ନୂଆଦିଲ୍ଲୀ: ଏସିଆ କପ୍ ୨୦୨୫ର ଷଷ୍ଠ ମ୍ୟାଚରେ  ରବିବାର ଦିନ ଭାରତ ପାକିସ୍ତାନକୁ ୭ ୱିକେଟ୍‌ରେ ପରାସ୍ତ କରିଛି।ଦୁବାଇ ଇଣ୍ଟରନ୍ୟାସନାଲ ଷ୍ଟାଡିୟମରେ ଖେଳାଯାଉଥିବା ଏହି ମ୍ୟାଚ୍‌ରେ ପାକିସ୍ତାନ ପ୍ରଥମେ ବ୍ୟାଟିଂ କରି ୧୨୮ ରନ୍‌ର ଟାର୍ଗେଟ୍ ଦେଇଥିଲା। ଜବାବରେ ଭାରତ ଅତି ସହଜରେ ଭାରତ ୧୫.୫…

ସ୍ପିନ ମାୟାଜାଲରେ ଫସିଗଲା ପାକିସ୍ତାନ

ଦୁବାଇ: ଚଳିତ ଏସିଆ କପ କ୍ରିକେଟର ହାଇ ପ୍ରୋଫାଇଲ ମୁକାବିଲାରେ ପାକିସ୍ତାନ ପ୍ରଥମେ ବ୍ୟାଟିଂ କରି ଭାରତ ସମ୍ମୁଖରେ ୧୨୮ ରନର ଲକ୍ଷ୍ୟ ରଖିଛି । ଭାରତୀୟ ସ୍ପିନରଙ୍କ ମାୟାଜାଲରେ ପାକିସ୍ତାନ ବ୍ୟାଟ୍ସମ୍ୟାନ ସମ୍ପୂର୍ଣ୍ଣ ଭାବେ ଅସହାୟ ହୋଇଥିଲେ । କୌଣସି ବ୍ୟାଟ୍ସମ୍ୟାନ ଭାରତୀୟ ବୋଲରଙ୍କ ଉଚିତ…

ଭାରତର ଏହି ପୂର୍ବତନ କ୍ରିକେଟର କହିଲେ ପ୍ରଥମ ଥର ପାଇଁ ଦେଖିବେନି ଭାରତ-ପାକ ମ୍ୟାଚ

କୋଲକାତା: ଭାରତର ପୂର୍ବତନ କ୍ରିକେଟର ମନୋଜ ତିୱାରୀ ଏକ ବଡ ଘୋଷଣା କରିଛନ୍ତି । ସେ କହିଛନ୍ତି ପ୍ରଥମ ଥର ପାଇଁ ମୁଁ ଭାରତ-ପାକିସ୍ତାନ ମ୍ୟାଚ ଦେଖିବି ନାହିଁ । ଚଳିତ ଏସିଆ କପ କ୍ରିକେଟରେ ସେପ୍ଟମ୍ବର ୧୪ରେ ଭାରତ ଓ ପାକିସ୍ତାନ ମଧ୍ୟରେ ମ୍ୟାଚ ଖେଳାଯିବ ।  ମୁଁ କୌଣସି ଟିମକୁ ଏଥର ସମର୍ଥନ…

ଭାରତ ଓ ପାକିସ୍ତାନ ମ୍ୟାଚ୍ ପାଇଁ ଆଲର୍ଟରେ ଦୁବାଇ ପୋଲିସ…

ନୂଆଦିଲ୍ଲୀ: ଏସିଆ କପ୍ ୨୦୨୫ରେ ଭାରତ ଏବଂ ପାକିସ୍ତାନ ମଧ୍ୟରେ ହାଇ-ଭୋଲଟେଜ୍ ମ୍ୟାଚ୍ ପୂର୍ବରୁ ଦୁବାଇ ପୋଲିସ ଦର୍ଶକଙ୍କ ପାଇଁ କଡ଼ା ନିର୍ଦ୍ଦେଶାବଳୀ ଜାରି କରିଛି। ଏହି ମ୍ୟାଚ୍ ଦୁବାଇ ଇଣ୍ଟରନ୍ୟାସନାଲ୍ ଷ୍ଟାଡିୟମରେ ଖେଳାଯିବ । ସୁରକ୍ଷା ବ୍ୟବସ୍ଥାକୁ ନେଇ ପୋଲିସ କହିଛି ଯେ ନିୟମ ଭଙ୍ଗ…

ଭାରତ ଏ ଦଳ ଘୋଷିତ: ରୋହିତ, କୋହଲିଙ୍କୁ ମିଳିଲାନି ସୁଯୋଗ

ନୂଆଦିଲ୍ଲୀ: ଅଷ୍ଟ୍ରେଲିଆ ଏ ବିପକ୍ଷ ଦିିନିକିଆ କ୍ରିକେଟ ସିରିଜ ପାଇଁ ଭାରତ ଏ ଦଳ ଘୋଷଣା କରାଯାଇଛି । ରୋହିତ ଶର୍ମା ଓ ବିରାଟ କୋହଲି ଏହି ସିରିଜରେ ଖେଳିବେ ବୋଲି ଅନୁମାନ କରାଯାଉଥିଲା । ତେବେ ପ୍ରଶଂସକଙ୍କୁ ନିରାଶ ହେବାକୁ ପଡିଛି । କୋହଲି, ରୋହିତ ଏବଂ ଶ୍ରେୟାଶ ଆୟାରଙ୍କୁ ଦଳରେ ସ୍ଥାନ…

ୱାର୍ଲ୍ଡ ରେସଲିଂ ଚାମ୍ପିୟନଶିପରେ ଭାରତର ଅମନ ଅଯୋଗ୍ୟ ଘୋଷିତ

ନୂଆଦିଲ୍ଲୀ: ଅଲିମ୍ପିକ ପକଦ ବିଜେତା ଭାରତର ଷ୍ଟାର ରେସଲର ଅମନ ସେହରାୱତ ଚଳିତ ୱାର୍ଲ୍ଡ ରେସଲିଂ ଚାମ୍ପିୟନଶିପରେ ଅଯୋଗ୍ୟ ଘୋଷିତ ହୋଇଛନ୍ତି । ଯାହାକି କ୍ରୀଡାପ୍ରେମୀଙ୍କୁ ଶକ୍ତ ଧକ୍କା ଦେଇଛି । ଅମନଙ୍କ ଓଜନ ୧.୭ କିଲୋଗ୍ରାମ ଆବଶ୍ୟକଠାରୁ ଅଧିକ ରହିଥିବାରୁ ଏହି କାର୍ଯ୍ୟାନୁଷ୍ଠାନ ଗ୍ରହଣ…

Davis Cup: ୩୨ ବର୍ଷ ପରେ ଇତିହାସ ରଚିଲା ଭାରତୀୟ ଟେନିସ୍ ଦଳ, ୩-୧ରେ ସ୍ୱିଜରଲ୍ୟାଣ୍ଡକୁ ପରାସ୍ତ କଲା…

ନୂଆଦିଲ୍ଲୀ: ସ୍ୱିଜରଲ୍ୟାଣ୍ଡର ବିଏଲ୍ ସହରରେ ଶନିବାର ଭାରତୀୟ ପୁରୁଷ ଟେନିସ୍ ଦଳ ଇତିହାସ ରଚିଛି। ଭାରତୀୟ ଦଳ ସ୍ୱିଜରଲ୍ୟାଣ୍ଡକୁ ୩-୧ ଗୋଲରେ ପରାସ୍ତ କରି ଡେଭିସ୍ କପ୍ ୨୦୨୫ ବିଶ୍ୱ ଗ୍ରୁପ୍ ଆଇ ଟାଇ ଜିତିଛି ଏବଂ ୨୦୨୬ କ୍ୱାଲିଫାୟରରେ ସ୍ଥାନ ସୁରକ୍ଷିତ କରିଛି। ତେବେ ୩୨ ବର୍ଷ ମଧ୍ୟରେ ଏକ…

IND vs PAK: ଭାରତ ଏବଂ ପାକିସ୍ତାନ ମଧ୍ୟରେ ଶେଷ ୫ T20, ଆଗରେ ରହିଛି ଟିମ୍ ଇଣ୍ଡିଆ, ଏଥର ବି…

ନୂଆଦିଲ୍ଲୀ: ଭାରତ ଏବଂ ପାକିସ୍ତାନ ମଧ୍ୟରେ ଏସିଆ କପ୍ ୨୦୨୫ରେ ଗ୍ରୁପ-ଏର ଗୁରୁତ୍ୱପୂର୍ଣ୍ଣ ମ୍ୟାଚ୍ ରବିବାର ଅର୍ଥାତ୍ ଆଜି ଭାରତୀୟ ସମୟ ରାତି ୮ ଟାରେ ଖେଳାଯିବ। ଏହି ମ୍ୟାଚ୍ ବିଷୟରେ ବହୁତ ଦିନ ଧରି ଆଲୋଚନା ଚାଲିଛି, ଯେଉଁଥିରେ ଟିମ୍ ଇଣ୍ଡିଆ ପାକିସ୍ତାନ ବିପକ୍ଷରେ ବହୁତ ଦୃଢ଼…