Latest Odisha News

BREAKING NEWS

Browsing Category

ଖେଳ

ସଙ୍ଗକାରାଙ୍କ ରେକର୍ଡ ଭାଙ୍ଗିବା ପାଇଁ କୋହଲିଙ୍କୁ ଆବଶ୍ୟକ ୫୪ ରନ

ପର୍ଥ: ଭାରତ ଓ ଅଷ୍ଟ୍ରେଲିଆ ମଧ୍ୟରେ ଅକ୍ଟୋବର ୧୯ରୁ ଦିନିକିଆ ସିରିଜ ଆରମ୍ଭ ହେବ । ଭାରତର ଦୁଇ ମହାନ ଖେଳାଳି ବିରାଟ କୋହଲି ଓ ରୋହିତ ଶର୍ମା ଦୀର୍ଘ ଦିନ ପରେ ଆନ୍ତର୍ଜାତୀୟ ମ୍ୟାଚ ଖେଳିବେ । ଦିିନିକିଆ କ୍ରିକେଟରେ ସର୍ବାଧିକ ରନ ସଂଗ୍ରହ ତାଲିକାରେ ଦ୍ୱିତୀୟ ସ୍ଥାନକୁ ଉନ୍ନୀତ ହେବା ପାଇଁ…

ଭାରତ-ଅଷ୍ଟ୍ରେଲିଆ ଦିନିକିଆ ସିରିଜ: ନୂଆ ଅଧିନାୟକ, ରୋହିତ-କୋହଲିଙ୍କ ପ୍ରଦର୍ଶନ ଉପରେ ନଜର

ପର୍ଥ: ଭାରତ ଓ ଅଷ୍ଟ୍ରେଲିଆ ମଧ୍ୟରେ ଆଉ କିଛି ଘଂଟା ପରେ ଆରମ୍ଭ ହୋଇଯିବ ଦିନିକିଆ କ୍ରିକେଟ ସିରିଜ । ଉଭୟ ଟିମ ନିଜକୁ ଆନ୍ତର୍ଜାତୀୟସ୍ତରରେ ଚାମ୍ପିୟନ ଭାବେ ପ୍ରମାଣିତ କରିଥିବାରୁ ସିରିଜ ସଂଘର୍ଷପୂର୍ଣ୍ଣ ହେବ ବୋଲି ଆଶା କରାଯାଉଛି । ଏଥର ଟିମ ଇଣ୍ଡିଆ ନୂଆ ଅଧିନାୟକ ଶୁଭମନ ଗିଲଙ୍କ…

AFC U17 Women’s Asian Cup Qualification: ଇତିହାସରେ ପ୍ରଥମ ; AFC U-17 ମହିଳା ଏସିଆ କପ୍ ପାଇଁ ଯୋଗ୍ୟତା…

ନୂଆଦିଲ୍ଲୀ: ଭାରତୀୟ ମହିଳା ଫୁଟବଲ୍ ଦଳ ଶୁକ୍ରବାର ଦିନ ଏକ ଚମତ୍କାର ପ୍ରଦର୍ଶନ କରି ପ୍ରଥମ ଥର ପାଇଁ AFC 17 ବର୍ଷରୁ କମ୍ ମହିଳା ଏସୀୟ କପ୍ ପାଇଁ ଯୋଗ୍ୟତା ଅର୍ଜନ କରିଛି । ୧୭ ଅକ୍ଟୋବର ଶୁକ୍ରବାର ଦିନ ବିଶକେକର ଡୋଲେନ୍ ଓମୁରଜାକୋଭ୍ ଷ୍ଟାଡିୟମରେ (Dolen Omurzakov Stadium, Bishkek)…

Sultan of Johor Cup 2025: ମାଲେସିଆକୁ ହରାଇ ଫାଇନାଲରେ ଭାରତ; ଆଜି ଟ୍ରଫି ଟକ୍କର

ନୂଆଦିଲ୍ଲୀ: ମାଲେସିଆର ଜୋହରରେ ଚାଲିଥିବା ସୁଲତାନ ଅଫ୍ ଜୋହର କପ୍ ୨୦୨୫( Sultan of Johor Cup 2025)ର ଶେଷ ପୁଲ-ଷ୍ଟେଜ ମ୍ୟାଚରେ ଭାରତୀୟ ଜୁନିଅର ପୁରୁଷ ହକି ଦଳ (Indian Junior Men’s Hockey Team) ସାନଦାର୍ ପ୍ରଦର୍ଶନ କରିଛନ୍ତି  ଓ ମାଲେସିଆକୁ ୨-୧ ଗୋଲରେ ପରାସ୍ତ କରିଛି ଟିମ୍…

ଅଷ୍ଟ୍ରେଲିଆରେ ଏହି ୧୦ ରେକର୍ଡ କରି ପାରନ୍ତି ରୋହିତ

ପର୍ଥ: ଭାରତ ଓ ଅଷ୍ଟ୍ରେଲିଆ ମଧ୍ୟରେ ଅକ୍ଟୋବର ୧୯ରୁ ୩ ମ୍ୟାଚ ବିଶିଷ୍ଟ ଦିନିକିଆ କ୍ରିକେଟ ସିରିଜ ଖେଳିବ । ଏହି ସିରିଜରେ ବିରାଟ କୋହଲି ଓ ରୋହିତ ଶର୍ମାଙ୍କ ପ୍ରଦର୍ଶନ ଉପରେ ସମସ୍ତଙ୍କ ନଜର ରହିବ । ନିକଟରେ ରୋହିତଙ୍କ ସ୍ଥାନରେ ଶୁଭମନ ଗିଲଙ୍କୁ ଦଳର ଅଧିନାୟକ ନିଯୁକ୍ତ କରାଯାଇଛି ।…

ଭିନୁ ମଙ୍କଡ ଟ୍ରଫି: ନକଆଉଟରେ ଓଡିଶା

ଭୁବନେଶ୍ୱର: ୧୯ ବର୍ଷରୁ କମ ଭିନୁ ମଙ୍କଡ ଟ୍ରଫିରେ ଓଡିଶାର ଖେଳାଳିମାନେ ଭଲ ପ୍ରଦର୍ଶନ ଜାରୀ ରଖିଛନ୍ତି । କ୍ରମାଗତ ୪ର୍ଥ ବିଜୟ ସହ ଦଳ ଏବେ ନକଆଉଟ ପର୍ଯ୍ୟାୟରେ ପ୍ରବେଶ କରିଛି । ହରିୟାଣାର ଝାଜରରେ ଖେଳାଯାଇଥିବା ବରୋଦା ବିପକ୍ଷ ମ୍ୟାଚରେ ଓଡିଶା ୬ ୱିକେଟରେ ବିଜୟ ହାସଲ କରିଛି । ଟସ ଜିତି…

ମହିଳା ବିଶ୍ୱକପ କ୍ରିକେଟ: ଭାରତ-ପାକିସ୍ତାନ ମ୍ୟାଚକୁ ଦେଖିଲେ ରେକର୍ଡ ସଂଖ୍ୟକ ଦର୍ଶକ

ନୂଆଦିଲ୍ଲୀ: ମହିଳା ବିଶ୍ୱକପ କ୍ରିକେଟରେ ଭାରତ-ପାକିସ୍ତାନ ମ୍ୟାଚକୁ ରେକର୍ଡ ଦର୍ଶକ ଉପଭୋଗ କରିଛନ୍ତି । ଆଇସିସି ରିପୋର୍ଟ ଅନୁସାରେ ଅକ୍ଟୋବର ୫ରେ କଲମ୍ବୋରେ ଏହି ମ୍ୟାଚ ଖେଳାଯାଇଥିଲା । ଏହି ମ୍ୟାଚରେ ୨.୮୪ କୋଟି ଦର୍ଶକ ଏକତ୍ର ୧୮୭ କୋଟି ମିନିଟ ଉପଭୋଗ କରିଛନ୍ତି । ମହିଳା ଆନ୍ତର୍ଜାତୀୟ…

ଏସିଆ କପ ଆୟୋଜନ କରି ବିସିସିଆଇ ମାଲାମାଲ

ନୂଆଦିଲ୍ଲୀ: ଏସିଆ କପ ଜିତି ଭାରତ ଏ ପର୍ଯ୍ୟନ୍ତ ଚାମ୍ପିୟନ୍ସ ଟ୍ରଫି ପାଇ ନ ଥିଲେ ମଧ୍ୟ ଆୟୋଜନ କରି ମାଲାମାଲ ହୋଇଛି । ଟାଇମ୍ସ ଇଣ୍ଡିଆରେ ପ୍ରକାଶିତ ରିପୋର୍ଟ ଅନୁସାରେ ବିସିସିଆଇ ଏସିଆ କପ ଆୟୋଜନ ବାବଦକୁ ୧୦୯.୪୪ କୋଟି ଟଙ୍କାର ଲାଭ ପାଇଛି । ବିସିସିଆଇ ୨୦୨୫-୨୬ ଫାଇନାନ୍ସିଆଲ ଇୟରରେ…

କଳିଙ୍ଗ ଷ୍ଟାଡିୟମରେ ସଫଳତାର ସହ ଆୟୋଜନ ହେଲା ଏସିଆନ ଟିଟି ଚାମ୍ପିୟନଶିପ: ଚୀନର ଡବଲ ବିଜୟ

ଭୁବନେଶ୍ୱର: ସ୍ଥାନୀୟ କଳିଙ୍ଗ ଷ୍ଟାଡିୟମରେ ସଫଳତାର ସହ ଆଇଟିଟିଏଫ-ଏଟିଟିୟୁ ଏସିଆନ ଟେବୁଲ ଟେନିସ ଚାମ୍ପିୟନଶିପ ସଫଳତାର ସହ ଆୟୋଜନ ହୋଇଛି । ୨୨ ଦେଶର ୫୦୦ରୁ ଊର୍ଦ୍ଧ୍ୱ ପ୍ରତିଯୋଗୀ ଏହି ମେଗା ଇଭେଂଟରେ ଅଂଶଗ୍ରହଣ କରିଥିଲେ । ଓଡିଶାର ଏହା ପ୍ରଥମ ଥର ଆୟୋଜିତ ହୋଇଛି । ଚୀନ ଟେବୁଲ ଟେନିସରେ…

ଟି୨୦ ବିଶ୍ୱକପ ୨୦୨୬: ଚୂଡାନ୍ତ ହେଲା ସମସ୍ତ ୨୦ ଟିମର ନାମ

ନୂଆଦିଲ୍ଲୀ: ଟି୨୦ ବିଶ୍ୱକପ କ୍ରିକେଟର ଆଗାମୀ ସଂସ୍କରଣ ୨୦୨୬ରେ ଭାରତ ଓ ଶ୍ରୀଲଙ୍କାରେ ଖେଳାଯିବ । ଏଥର ବିଶ୍ୱକପରେ ୨୦ଟି ଟିମ ଅଂଶଗ୍ରହଣ କରିବେ । ୨୦୨୪ ଟି୨୦ ବିଶ୍ୱକପ ପରେ କେତୋଟି ଟିମର ନାମ ଚୂଡାନ୍ତ ହୋଇଥିଲା । ଏବେ ବିିଭିନ୍ନ ଯୋଗ୍ୟତାପର୍ଯ୍ୟାୟ ମୁକାବିଲା ପରେ କେଉଁ କେଉଁ ଟିମ ଏହି…