Latest Odisha News

BREAKING NEWS

Browsing Category

ଖେଳ

ଡ୍ରିମ ୧୧ ପରେ କିଏ ହେବ ବିସିସିଆଇର ଜର୍ସି ସ୍ପନଶର

ନୂଆଦିଲ୍ଲୀ: ଅନଲାଇନ ଗେମିଂ ନେଇ ସରକାର କଡା ପଦକ୍ଷେପ ଗ୍ରହଣ କରିବା ପରେ ଡ୍ରିମ ୧୧ ବିସିସିଆଇର ସ୍ପନଶର ପଦରୁ ଓହରି ଯାଇଛି । ଯାହାକି ବୋର୍ଡ ପାଇଁ ସମସ୍ୟା ସୃଷ୍ଟି କରିଛି । ୨୦୨୫ରୁ ୨୮ ପର୍ଯ୍ୟନ୍ତ ଏକ ନୂତନ ଜର୍ସି ସ୍ପନଶର ଖୋଜା ଚାଲିଛି । ଏଥିପାଇଁ ନୂତନ ସ୍ପନଶରଙ୍କୁ ୪୫୦ କୋଟି ଟଙ୍କା…

ଆସନ୍ତୁ ଜାଣିବା ହ୍ୟାଟ୍ରିକ ନେବାରେ କେଉଁ ଦେଶର ବୋଲର ଆଗରେ

ନୂଆଦିଲ୍ଲୀ: ଦିନିକିଆ କ୍ରିକେଟରେ ଜଣେ ବୋଲର ହ୍ୟାଟ୍ରିକ ନେବାକୁ ଏକ ବଡ ସଫଳତା ଭାବେ ଗଣନା କରାଯାଇଥାଏ । ଏହା ଦ୍ୱାରା ମ୍ୟାଚର ଗତିପଥ ବଦଳି ଯାଇଥାଏ । ଶ୍ରୀଲଙ୍କାର ଯୁବ ବୋଲର ଦିଲଶାନ ମଦୁଶଙ୍କା ନିକଟରେ ହ୍ୟାଟ୍ରିକ ୱିକେଟ ନେଇ ସମସ୍ତଙ୍କୁ ଚକିତ କରିଥିଲେ । ତେବେ କେଉଁ ଦେଶର ଖେଳାଳିମାନେ…

ଟି୨୦ ବିଶ୍ୱକପରେ ଭାରତର ମେଂଟର ହେବେ କି ଧୋନୀ !

ନୂଆଦିଲ୍ଲୀ: ଭାରତୀୟ କ୍ରିକେଟ ଟିମ ଏବେ ଆଗାମୀ ଏସିଆ କପ ପାଇଁ ମନୋନିବେଶ କରିଛି । ସୂର୍ଯ୍ୟକୁମାର ଯାଦବଙ୍କ ନେତୃତ୍ୱରେ ଦଳ ଚାମ୍ପିୟନ ହେବା ଆଶା ରଖିଛି । ଆସନ୍ତା ବର୍ଷ ଟି୨୦ ବିଶ୍ୱକପ ଆୟୋଜିତ ହେବ । ଏଥର ଏସିଆ କପ ଟି୨୦ ଫର୍ମାଟରେ ଖେଳାଯାଉଥିବାରୁ ଟିମ ଇଣ୍ଡିଆକୁ ଏହା ଫାଇଦାରେ ରଖିବ…

ବିଶ୍ୱ ବ୍ୟାଡମିଂଟନ ଚାମ୍ପିୟନଶିପ: ପଦକ ନିଶ୍ଚିତ କଲେ ସାତ୍ୱିକ-ଚିରାଗ

ନୂଆଦିଲ୍ଲୀ: ଚଳିତ ବିଶ୍ୱ ବ୍ୟାଡମିଂଟନ ଚାମ୍ପିୟନଶିପରେ ଭାରତର ପୁରୁଷ ଡବଲ୍ସ ଯୋଡି ସାତ୍ୱିକସାଇରାଜ ରାଙ୍କିରେଡ୍ଡୀ ଓ ଚିରାଗ ଶେଟ୍ଟୀ ପଦକ ନିଶ୍ଚିତ କରିଛନ୍ତି । ଏହି ଟୁର୍ଣ୍ଣାମେଂଟରେ ଭାରତୀୟ ଯୋଡିଙ୍କ ପ୍ରଦର୍ଶନ ଏ ପର୍ଯ୍ୟନ୍ତ ପ୍ରଶଂସନୀୟ ରହିଛି । କ୍ୱାର୍ଟର ଫାଇନାଲରେ ସେମାନେ…

ବିଶ୍ୱର ପ୍ରଥମ ଟି୨୦ ଖେଳାଳି ଭାବେ ଏହି ଉପଲବ୍ଧି ହାସଲ କଲେ ପୋଲାର୍ଡ

ନୂଆଦିଲ୍ଲୀ: ୱେଷ୍ଟଇଣ୍ଡିଜର ବିସ୍ଫୋରକ ବ୍ୟାଟ୍ସମ୍ୟାନ କିରନ ପୋଲାର୍ଡ ନିଜ ନାମରେ ଆଉ ଏକ କୀର୍ତିମାନ ଯୋଡିଛନ୍ତି । ସେ ବିଶ୍ୱର ପ୍ରଥମ କ୍ରିକେଟର ଭାବେ ଟି୨୦ରେ ୧୪୦୦୦ ରନ ଓ ୩୦୦ ୱିକେଟ ଅକ୍ତିଆର କରିଛନ୍ତି । ୨୦୨୨ରୁ ସେ ଆଇପିଏଲରୁ ଅବସର ନେଇଥିଲେ ମଧ୍ୟ ଏବେ ବି କ୍ୟାରିବିୟନ ପ୍ରିମିୟର…

ଜୁନିୟର ହକି ବିଶ୍ୱକପ ଖେଳିବା ପାଇଁ ଭାରତ ଆସିବ ପାକିସ୍ତାନ

ନୂଆଦିଲ୍ଲୀ:ଏଫଆଇଏକ ଜୁନିୟର ହକି ବିଶ୍ୱକପ ଖେଳିବା ପାଇଁ ଭାରତ ଆସିବାକୁ ପାକିସ୍ତାନ ଟିମ ରାଜି ଅଛି । ପହଲଗାମ ଆତଙ୍କବାଦୀ ଆକ୍ରମଣ ଘଟଣା ପରେ ଉଭୟ ଦେଶ ମଧ୍ୟରେ ତିକ୍ତତା ଶେଷ ସୀମାରେ ପଂହଚି ଯାଇଥିଲା । ହକି ଇଣ୍ଡିଆର ସେକ୍ରେଟାରୀ ଭୋଳାନାଥ ସିଂ ଘୋଷଣା କରିଛନ୍ତି ଯେ, ଚଳିତ ବର୍ଷ ଶେଷ…

ଗିଲ, ରୋହିତ, ବୁମରାହ ନୁହେଁ ଏମାନଙ୍କର ମଧ୍ୟ ହେବ ଫିଟନେସ ଟେଷ୍ଟ

ବେଙ୍ଗାଲୁର: ରୋହିତ ଶର୍ମା, ଶୁଭମନ ଗିଲ ଓ ଯଶପ୍ରୀତ ବୁମରାହଙ୍କ ବ୍ୟତୀତ ଅନ୍ୟ କେତେଜଣ ଖେଳାଳିଙ୍କ ମଧ୍ୟ ଫିଟନେସ ଟେଷ୍ଟ କରାଯିବ । ତେବେ ନଜର ବିଶେଷ ଭାବେ ରୋହିତଙ୍କ ଉପରେ ରହିବ । ଗିଲ ଏବଂ ଅନ୍ୟମାନେ ବେଙ୍ଗାଲୁର ସେଂଟର ଅଫ ଏକ୍ସଲେନ୍ସରେ ପଂହଚିଛନ୍ତି । ଏସିଆ କପ ଟିମରେ ସ୍ଥାନ ପାଇଥିବା…

୧୮ ବର୍ଷ ପରେ ହରଭଜନଙ୍କ ଚାପୁଡ଼ା ଭିଡିଓ ଭାଇରାଲ, ଦେଖନ୍ତୁ ଭିଡିଓ

ମୁମ୍ବାଇ: ୨୦୦୮ ଆଇପିଏଲରେ ହରଭଜନ ସିଂହ ଶ୍ରୀସାନ୍ତଙ୍କୁ ଚାପୁଡ଼ା ମାରିବାର ଅଦେଖା ଭିଡିଓ ୧୮ ବର୍ଷ ପରେ ସୋଶିଆଲ ମିଡିଆରେ ଭାଇରାଲ ହୋଇଛି। ଆଇପିଏଲର ପୂର୍ବତନ ଅଧ୍ୟକ୍ଷ ଲଲିତ ମୋଦୀ ଏହି ଭିଡିଓ ଇନଷ୍ଟାଗ୍ରାମରେ ସେୟାର କରିଛନ୍ତି। ହରଭଜନ ଏହି ଘଟଣା ପାଇଁ ଶ୍ରୀସାନ୍ତଙ୍କୁ ବାରମ୍ବାର କ୍ଷମା…

ଏସିଆ କପ ଟି୨୦ କ୍ରିକେଟରେ କେଉଁ ଯୋଡି ଭଙ୍ଗ କରିବେ ବଡ ପାର୍ଟନରଶିପର ରେକର୍ଡ

ନୂଆଦିଲ୍ଲୀ: ସୂର୍ଯ୍ୟକୁମାର ଯାଦବଙ୍କ ନେତୃତ୍ୱରେ ଭାରତୀୟ ଟିମ ଏବେ ଏସିଆ କପ ଟି୨୦ ପାଇଁ ପ୍ରସ୍ତୁତି ଆରମ୍ଭ କରିଦେଇଛି । ଏହି ମୁକାବିଲାରେ ଅନେକ ରେକର୍ଡ ଭାଙ୍ଗିବ ବୋଲି ଆଶା କରାଯାଉଛି । ଟିମ ଇଣ୍ଡିଆର ବ୍ୟାଟ୍ସମ୍ୟାନମାନେ ଟି୨୦ରେ ନିଜର ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରି ପାରିଛନ୍ତି ।…

ବିଶ୍ୱ ବ୍ୟାଡମିଂଟନ ଚାମ୍ପିୟନଶିପ: କ୍ୱାର୍ଟରରେ ସିନ୍ଧୁଙ୍କ ଅଭିଯାନ ଶେଷ

ନୂଆଦିଲ୍ଲୀ: ବିଶ୍ୱ ବ୍ୟାଡମିଂଟନ ଚାମ୍ପିୟନଶିପରେ ଷଷ୍ଠ ପଦକ ହାସଲ ଲକ୍ଷ୍ୟରେ ଥିବା ଭାରତର ଷ୍ଟାର ଖେଳାଳି ପିଭି ସିନ୍ଧୁ ନିରାଶ ହୋଇଛନ୍ତି । ମହିଳା ସିଙ୍ଗଲ୍ସ କ୍ୱାର୍ଟର ଫାଇନାଲରେ ସିନ୍ଧୁ ଇଣ୍ଡୋନେସିଆର ପୂତ୍ରୀ କୁସୁମା ୱାର୍ଦ୍ଦାନୀଙ୍କ ନିକଟରୁ ୨୧-୧୪, ୧୩-୨୧ ଓ ୨୧-୧୬ରେ ହାରି ଯାଇଥିଲେ…