Latest Odisha News

BREAKING NEWS

Browsing Category

ଖେଳ

ରୋହିତ ଶର୍ମାଙ୍କ ଫିଟନେସ ଟେଷ୍ଟ ୧୩ରେ

ନୂଆଦିଲ୍ଲୀ:ଟିମ ଇଣ୍ଡିଆ ଅଧିନାୟକ ରୋହିତ ଶର୍ମା ସେପ୍ଟମ୍ବର ୧୩ରେ ବେଙ୍ଗାଲୁରରେ ଥିବା ବିସିସିଆଇ ସେଂଟର ଅଫ ଏକ୍ସଲେନ୍ସରେ ଫିଟନେସ ଟେଷ୍ଟ ଦେବେ । ଉଭୟ ୟୋ ୟୋ ଓ ବ୍ରୋଙ୍କୋ ଟେଷ୍ଟ ମଧ୍ୟ ତାଙ୍କୁ ଦେବାକୁ ହେବ । ଏହା ପରୋକ୍ଷରେ ରୋହିତଙ୍କ ଭାଗ୍ୟ ନିର୍ଭର କରିବ । ଯଦି ସେ ସମ୍ପୂର୍ଣ୍ଣ ଫିଟ…

Asia Cup 2025: ହରମନପ୍ରୀତଙ୍କ ହ୍ୟାଟ୍ରିକ୍… ବିଜୟରୁ ଭାରତର ଅଭିଯାନ ଆରମ୍ଭ

ନୂଆଦିଲ୍ଲୀ:ଆଜିଠୁ ବିହାରର ରାଜଗିରରେ ଏସିଆ କପ୍ 2025(Asia Cup 2025) ହକି ଆରମ୍ଭ ହୋଇଛି । ଏଥିସହ ବିଜୟରୁ ଭାରତର ଅଭିଯାନ ଆରମ୍ଭ ହୋଇଛି । ଅଧିନାୟକ ହରମନପ୍ରୀତ ସିଂ(Harmanpreet Singh)ଙ୍କ ଦମଦାର ହ୍ୟାଟ୍ରିକ୍ ଗୋଲ୍ (20’, 33’, 47’) ବଳରେ ଚୀନ ବିପକ୍ଷରେ ଭାରତ ବିଜୟ ହାସଲ କରିଛି…

BCCI President: ବିସିସିଆଇର ଅଧ୍ୟକ୍ଷ ପଦରୁ ଇସ୍ତଫା ଦେଲେ ରୋଜର ବିନ୍ନି

ନୂଆଦିଲ୍ଲୀ: ରୋଜର ବିନ୍ନି ଆଉ ବିସିସିଆଇ ଅଧ୍ୟକ୍ଷ ପଦରେ ନାହାନ୍ତି। ବିସିସିଆଇର ଅଧ୍ୟକ୍ଷ ପଦରୁ ଇସ୍ତଫା ଦେଲେ ରୋଜର ବିନ୍ନି। ଗଣମାଧ୍ୟରେ ପ୍ରକାଶିତ ଖବରରେ କୁହାଯାଇଛି ଯେ, ସେ ବୋର୍ଡର ଅଧ୍ୟକ୍ଷ ପଦରୁ ଇସ୍ତଫା ଦେଇଛନ୍ତି। ରୋଜର ବିନ୍ନିଙ୍କ ଇସ୍ତଫା ପରେ, ବୋର୍ଡର ଦାୟିତ୍ୱ ଏବେ ରାଜୀବ…

ଏସିଆ କପ ଟି୨୦ କ୍ରିକେଟ: ଟିମ ଇଣ୍ଡିଆ ଏହି ଦିନ ଯିବ ଦୁବାଇ

ନୂଆଦିଲ୍ଲୀ: ସୂର୍ଯ୍ୟକୁମାର ଯାଦବଙ୍କ ନେତୃତ୍ୱରେ ଭାରତୀୟ କ୍ରିକେଟ ଟିମ ଏସିଆ କପ ଟି୨୦ ପାଇଁ ଦୁବାଇ କେବେ ଯିବ ତାହାର ତାରିଖ ସମ୍ମୁଖକୁ ଆସିଛି । ସେପ୍ଟମ୍ବର ୯ରେ ଏହି ଟୁର୍ଣ୍ଣାମେଂଟ ଆରମ୍ଭ ହେବ । ସେପ୍ଟେମ୍ବର ୪ରେ ଖେଳାଳିମାନେ ଦୁବାଇରେ ଏକତ୍ରିତ ହେବେ ବୋଲି ଜଣାପଡିଛି । ପୂର୍ବରୁ…

ବିଶ୍ୱ ବ୍ୟାଡମିଂଟନ ଚାମ୍ପିୟନଶିପ: ବିଶ୍ୱର ୨ ନମ୍ବର ଖେଳାଳିଙ୍କୁ ହରାଇ କ୍ୱାର୍ଟରରେ ସିନ୍ଧୁ

ନୂଆଦିଲ୍ଲୀ: ଚଳିତ ବିଶ୍ୱ ବ୍ୟାଡମିଂଟନ ଚାମ୍ପିୟନଶିପରେ ଭାରତର ପିଭି ସିନ୍ଧୁ ପ୍ରଭାବୀ ପ୍ରଦର୍ଶନ ଜାରୀ ରଖିଛନ୍ତି । ବିଶ୍ୱର ୨ ନମ୍ବର ଖେଳାଳି ଚୀନର ୱାଗ ଜିଙ୍କୁ ୨୧-୧୯ ଓ ୨୧-୧୫ରେ ପରାସ୍ତ କରିଥିଲେ । ଏହି ବିଜୟ ସହ ସିନ୍ଧୁ କ୍ୱାର୍ଟର ଫାଇନାଲରେ ପ୍ରବେଶ କରିଛନ୍ତି । ବିଶ୍ୱ…

ଅବସର ନେବେ କି ନାହିଁ ସ୍ପଷ୍ଟ କଲେ ସାମୀ

ନୂଆଦିଲ୍ଲୀ: ମହମ୍ମଦ ସାମୀ ଖୁବ ଶୀଘ୍ର ଅବସର ନେଉଛନ୍ତି ବୋଲି ଖବର ପ୍ରକାଶ ପାଇଥିଲା । ତେବେ ଏହି ଖବର ନେଇ ୩୪ ବର୍ଷୀୟ ସାମୀ ମୁହଁ ଖୋଲିଛନ୍ତି । ସେ ସ୍ପଷ୍ଟ ଭାବେ କହିଛନ୍ତି ଯେ, ମୁଁ ଏବେ ଅବସର ନେଉ ନାହିଁ । କ୍ରିକେଟ ପ୍ରତି ମୋର ପାଗଳାମୀ କମି ନାହିଁ । ଦିନିକିଆ ବିଶ୍ୱକପ ଜିତିବା…

ବିଶ୍ୱ ବ୍ୟାଡମିଂଟନ ଚାମ୍ପିୟନଶିପ: ୪ ବର୍ଷ ପରେ ପ୍ରି କ୍ୱାର୍ଟରରେ ସିନ୍ଧୁ

ନୂଆଦିଲ୍ଲୀ: ଭାରତର ୨ ଥର ଅଲିମ୍ପିକ ପଦକ ବିଜେତା ପିଭି ସିନ୍ଧୁ ଭଲ ଫର୍ମକୁ ଫେରିଛନ୍ତି । ଚଳିତ ବ୍ୟାଡମିଂଟନ ବିଶ୍ୱ ଚାମ୍ପିୟନଶିପରେ ସିନ୍ଧୁ ପ୍ରଭାବୀ ପ୍ରଦର୍ଶନ କରି ପ୍ରି କ୍ୱାର୍ଟରରେ ପ୍ରବେଶ କରିଛନ୍ତି । କ୍ରମାଗତ ଖରାପ ପ୍ରଦର୍ଶନ ପରେ ଭାରତର ଏହି ଷ୍ଟାର ଅଭିଜ୍ଞ ଏବେ ଦକ୍ଷତା ମୁତାବକ…

ଏଆଇଏଫଏଫକୁ ଫିଫା, ଏଏଫସିର ଚେତାବନୀ, ଅକ୍ଟୋବର ୩୦ ଡେଡଲାଇନ

ନୂଆଦିଲ୍ଲୀ: ଭାରତୀୟ ଫୁଟବଲ ଫେଡେରେଶନ ଉପରେ ଏବେ ଆନ୍ତର୍ଜାତୀୟ ପ୍ରତିବନ୍ଧର ବିପଦ ଘନେଇବାରେ ଲାଗିଛି । ଅକ୍ଟୋବର ୩୦ ସୁଦ୍ଧା ନୂତନ ସମ୍ବିଧାନ ଆପଣାଇବା ସହ ଏହାକୁ ପୃଷ୍ଟି କରିବା ପାଇଁ ଆନ୍ତର୍ଜାତୀୟ ଫୁଟବଲ ଫେଡେରେଶନ ଓ ଏସୀୟ ଫୁଟବଲ ସଂଘ ନିର୍ଦ୍ଦେଶ ଦେଇଛି । ଏଆଇଏଫଏଫ ଅଧ୍ୟକ୍ଷ କଲ୍ୟାଣ…

ରୋହିତଙ୍କ ବ୍ୟାଟକୁ ନେଇ ମାର୍କ ଉଡଙ୍କ ବିବାଦୀୟ ବୟାନ

ନୂଆଦିଲ୍ଲୀ: ଭାରତୀୟ ଦିନିକିଆ କ୍ରିକେଟ ଦଳର ଅଧିନାୟକ ରୋହିତ ଶର୍ମା ଏବେ ଫିଟନେସ ଉପରେ କାମ କରୁଛନ୍ତି । ୨୦୨୭ ଦିନିକିଆ ବିଶ୍ୱକପରେ ଖେଳିବା ପାଇଁ ସମସ୍ତ ଉଦ୍ୟମ ଜାରୀ ରଖିଛନ୍ତି । ନିକଟରେ ଇଂଲଣ୍ଡର ବ୍ୟାଟ୍ସମ୍ୟାନ ମାର୍କ ଉଡ ଭାରତର ଏହି ବିସ୍ଫୋରକ ବ୍ୟାଟ୍ସମ୍ୟାନଙ୍କ ବ୍ୟାଟକୁ ନେଇ…

ସରକାରଙ୍କ ଅନୁମତି: ୨୦୩୦ ରାଜ୍ୟଗୋଷ୍ଠୀ କ୍ରୀଡା ପାଇଁ ଭାରତ କରିବ ଆବେଦନ

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅଧ୍ୟକ୍ଷତାରେ ଆୟୋଜିତ କେନ୍ଦ୍ରୀୟ କ୍ୟାବିନେଟ ବୈଠକରେ ରାଜ୍ୟଗୋଷ୍ଠୀ କ୍ରୀଡାକୁ ନେଇ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ଗ୍ରହଣ କରାଯାଇଛି । ବୁଧବାର ବୈଠକରେ ସରକାର ରାଜ୍ୟଗୋଷ୍ଠୀ କ୍ରୀଡା ୨୦୩୦ ଆୟୋଜକ ପାଇଁ ଆବେଦନକୁ କରିବାକୁ ଅନୁମତି ପ୍ରଦାନ…