Latest Odisha News

BREAKING NEWS

Browsing Category

ଖେଳ

ବିସିସିଆଇ ଚୟନ କମିଟିରେ ପ୍ରଜ୍ଞାନ ଓଝା, ଆରପି ସିଂ ସାମିଲ

ନୂଆଦିଲ୍ଲୀ: ଭାରତୀୟ କ୍ରିକେଟ କଂଟ୍ରୋଲ ବୋର୍ଡର ବାର୍ଷିକ ବୈଠକରେ ଅନେକଗୁଡିଏ ପଦବୀ ପୂରଣ କରାଯାଇଛି । ଏସ.ଶରଥ ଓ ସୁବ୍ରତ ବାନାର୍ଜୀଙ୍କ ବଦଳରେ ଚୟନ କମିଟିରେ ପ୍ରଜ୍ଞାନ ଓଝା ଓ ଆରପି ସିଂ ସାମିଲ କରାଯାଇଛି । ପ୍ରବୀଣ କୁମାର ଅଳ୍ପକେ ସୁଯୋଗ ପାଇ ପାରି ନାହାନ୍ତି । ଉତରାଂଚଳରୁ ଆରପି ସିଂ ଓ…

India vs Pakistan Asia Cup: ଯଦି ହାର୍ଦ୍ଦିକ ପାଣ୍ଡ୍ୟା ବାଦ ପଡ଼ନ୍ତି, ଷ୍ଟାର ଅଲରାଉଣ୍ଡରଙ୍କ ସ୍ଥାନ କିଏ ନେବ?,…

ନୂଆଦିଲ୍ଲୀ: ଆଉ କେଇ ଘଣ୍ଟା ପରେ ଐତିହାସିକ ଏସିଆ କପ୍ ୨୦୨୫ରେ ମୁହାଁମୁହିଁ ହେବେ ଦୁଇ ପାରମ୍ପରିକ ପ୍ରତିଦ୍ବନ୍ଦ୍ବି । ଏପର୍ଯ୍ୟନ୍ତ ଟିମ୍ ଇଣ୍ଡିଆର ପଲଡା ଭାରି ରହିଥିବା ବେଳେ ଫାଇନାଲ ମ୍ୟାଚ୍ ପୂର୍ବରୁ ଟିମ୍ ଇଣ୍ଡିଆର ଟେନସନ କମିବାର କୌଣସି ସଙ୍କେତ ଦେଖାଯାଉନାହିଁ। ଟିମ୍ ଇଣ୍ଡିଆ…

ଏଥର ଅଫିସିଆଲ, ମିଥୁନ ମନହାସ ହେଲେ ବିସିସିଆଇର ନୂଆ ଅଧ୍ୟକ୍ଷ

ନୂଆଦିଲ୍ଲୀ: ମିଥୁନ ମନହାସ ଭାରତୀୟ କ୍ରିକେଟ କଂଟ୍ରୋଲ ବୋର୍ଡର ନୂତନ ସଭାପତି ଭାବେ ନିଯୁକ୍ତ ହୋଇଛନ୍ତି । କେନ୍ଦ୍ର ମନ୍ତ୍ରୀ ଜିତେନ୍ଦ୍ର ସିଂ ତାଙ୍କ ଏକ୍ସ ଆକାଂଉଟରେ ପ୍ରଥମେ ଏହି ଖୁସୀ ଖବର ଶେୟାର କରିଛନ୍ତି । ଜମ୍ମୁ-କଶ୍ମୀରେ ଜନ୍ମିତ ମିଥୁନ ସଭାପତି ହେବେ ବୋଲି ପୂର୍ବରୁ ରିପୋର୍ଟ…

କୂଲଦୀପ ୭ ବର୍ଷ ପରେ ପୂନର୍ବାର କରିବେ କି କମାଲ

ଦୁବାଇ: ଆଉ କିଛି ସମୟ ପରେ ଭାରତ ଓ ପାକିସ୍ତାନ ମଧ୍ୟରେ ଏସିଆ କପ କ୍ରିକେଟର ଫାଇନାଲ ମ୍ୟାଚ ଖେଳାଯିବ । ଚଳିତ ଏସିଆ କପରେ ଭାରତ ୨ଥର ପାକିସ୍ତାନକୁ ହରାଥ ଭଲ ଫର୍ମରେ ରହିଛି । ଆଜିକୁ ୭ ବର୍ଷ ତଳେ କୂଲଦୀପ ଚମତ୍କାର ବୋଲିଂ ପ୍ରଦର୍ଶନ କରି ଭାରତକୁ ଏସିଆ କପରେ ଚାମ୍ପିୟନ କରାଇବାରେ ମୂଖ୍ୟ…

IND vs PAK: ଟାଇଟେଲ ପାଇଁ ଟକ୍କର: ଟିମ୍ ଇଣ୍ଡିଆର ବିଜୟ ସୁନିଶ୍ଚିତ କରେ ଏହି ରେକର୍ଡ…ପାକିସ୍ତାନ ପୂର୍ବରୁ…

ନୂଆଦିଲ୍ଲୀ: ଆଜି ପୁଣି ସୁପରସଣ୍ଡେରେ ମଇଦାନକୁ ଓହ୍ଲାଇବେ ପାରମ୍ପରିକ ପ୍ରତିଦ୍ବନ୍ଦ୍ବୀ ଭାରତ-ପାକିସ୍ତାନ । ଏଥର ଟାଇଟେଲ ଲଢେଇ । ପ୍ରଥମ ଥର ପାଇଁ ଏସିଆ କପ୍ ୨୦୨୫ରେ, ସୂର୍ଯ୍ୟକୁମାର ଯାଦବଙ୍କ ଅଧିନାୟକତ୍ୱରେ ଖେଳୁଥିବା ଭାରତୀୟ ଦଳ ଗ୍ରୁପ୍ ପର୍ଯ୍ୟାୟ ଏବଂ ତା'ପରେ ସୁପର ଫୋର୍ ରେ ଅପରାଜିତ…

SAFF U17 Championship 2025 : ବାଂଲାଦେଶକୁ ମାତ୍ ଦେଇ ୭ମ ଥର ପାଇଁ ଟାଇଟଲ ହାସଲ କଲା ଭାରତ

ନୂଆଦିଲ୍ଲୀ: ୧୭ ବର୍ଷରୁ କମ୍ SAFF ଚାମ୍ପିଅନସିପ୍ ୨୦୨୫ରେ ଭାରତୀୟ ଦଳର ବାଜିମାତ୍ । କଲମ୍ବୋଠାରେ  ଖେଳାଯାଉଥିବା ଫାଇନାଲ ମୁକାବିଲାରେ ପେନାଲ୍ଟି ସୁଟଆଉଟରେ ବାଂଲାଦେଶକୁ ୪-୧ ଗୋଲରେ ପରାସ୍ତ କରି ଭାରତୀୟ ଫୁଟବଲ୍ ଦଳ ତା'ର ସପ୍ତମ SAFF U17 ଚାମ୍ପିଅନସିପ୍ ଟାଇଟଲ ଜିତିଛି। ଫାଇନାଲରେ…

ଏସିଆ କପ ଫାଇନାଲ ପୂର୍ବରୁ ହେବନି ଫଟୋଶୁଟ: ରିପୋର୍ଟ

ଦୁବାଇ: ଭାରତ ଓ ପାକିସ୍ତାନ ମଧ୍ୟରେ ସେପ୍ଟମ୍ବର ୧୮ରେ ଦୁବାଇ ଆନ୍ତର୍ଜାତୀୟ ଷ୍ଟାଡିୟମରେ ଏସିଆ କପ କ୍ରିକେଟର ଫାଇନାଲ ମ୍ୟାଚ ଖେଳାଯିବ । ଚଳିତ ଏସିଆ କପରେ ଭାରତ ଏ ପର୍ଯ୍ୟନ୍ତ ୨ଟି ମୁକାବିଲାରେ ପାକିସ୍ତାନକୁ ପରାସ୍ତ କରିଛି । ରିପୋର୍ଟ ମୁତାବକ ଫାଇନାଲ ପୂର୍ବରୁ ଟ୍ରଫି ସହ ହେବାକୁ ଥିବା…

ଦୁବାଇ ଗ୍ରାଉଣ୍ଡରେ ଭାରତ ପଲା ଭାରୀ

ଦୁବାଇ: ଏସିଆ କପ କ୍ରିକେଟର ଫାଇନାଲ ମ୍ୟାଚ ଭାରତ ଓ ପାକିସ୍ତାନ ମଧ୍ୟରେ ଖେଳାଯିବ । ଦୁବାଇ ଆନ୍ତର୍ଜାତୀୟ ଷ୍ଟାଡିୟମରେ ଏହି ମ୍ୟାଚ ଖେଳାଯିବ । ଏହି ଗ୍ରାଉଣ୍ଡରେ ଖେଳାଯାଇଥିବା ପାକିସ୍ତାନ ଆନ୍ତର୍ଜାତୀୟ ଟି୨୦ ମୁକାବିଲାରେ ଭାରତ ପଲା ଭାରୀ ରହିଛି । ଓଭରାଲ ୫ଟି ମ୍ୟାଚ ଖେଳା ଯାଇଥିବା ବେଳେ…

IND vs PAK: ଟିମ୍ ଇଣ୍ଡିଆକୁ ଘାରିଛି ଷ୍ଟାର ଖେଳାଳୀଙ୍କ ଚିନ୍ତା?

ନୂଆଦିଲ୍ଲୀ: ଆଉ ଏକ ସୁପର ସଣ୍ଡେ, ଆଉ ଏକ ଭାରତ-ପାକିସ୍ତାନ ମୁକାବିଲା। ଏସିଆ କପ୍ ୨୦୨୫ର ଫାଇନାଲ ମ୍ୟାଚ୍ ସେପ୍ଟେମ୍ବର ୨୮ରେ ଖେଳାଯିବାକୁ ଟ୍ରଫି ପାଇଁ ମୁହାଁମୁହିଁ ହେବେ ଦୁଇ ପଡ଼ୋଶୀ ଶତ୍ରୁରାଷ୍ଟ୍ର। ଏସିଆ କପ୍ ଇତିହାସରେ ପ୍ରଥମ ଥର ପାଇଁ, ଦୁଇ ପାରମ୍ପରିକ ଦଳ ଫାଇନାଲରେ ପରସ୍ପରର…