Latest Odisha News

BREAKING NEWS

Browsing Category

ଖେଳ

ଟିମ ଉପରେ ଦୃଷ୍ଟି ନ ପଡିବ ବୋଲି କାରରେ ଲେମ୍ବୁ, ଲଙ୍କା ଲଗେଇ ଆସିଲେ ପ୍ରଶଂସକ

ଅହମ୍ମଦାବାଦ: ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁର ଓ ପଞ୍ଜାବ କିଙ୍ଗସ ମଧ୍ୟରେ ହେବାକୁ ଥିବା ଆଇପିଏଲ ୨୦୨୫ ଫାଇନାଲ ପୂର୍ବରୁ ଜଣେ ପ୍ରଶଂସକ ସୋସିଆଲ ମିଡିଆରେ ଭାଇରାଲ ହୋଇଛନ୍ତି । ଆରସିବିର ଏହି ପ୍ରଶଂସକଜଣଙ୍କ ନିଜ ଟିମ ଉପରେ ଯେପରି ଖରାପ ଦୃଷ୍ଟି ନ ପଡିବ ସେଥିପାଇଁ ଅଭିନବ ଉପାୟ ଅବଲମ୍ବନ…

ଆଇପିଏଲରେ ଅଜବ ଗଜବ ସଂଯୋଗ….ସବୁ କିଛି ୧୮

ଅହମ୍ମଦାବାଦ:ଆଇପିଏଲ ୨୦୨୫ ଫାଇନାଲ ପୂର୍ବରୁ ଏକ ଅଜବ ଗଜବ ସଂଯୋଗ ଦେଖିବାକୁ ମିଳିଛି । ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁର ଓ ପଞ୍ଜାବ କିଙ୍ଗସ ମଧ୍ୟରେ ଫାଇନାଲ ମ୍ୟାଚ ଖେଳାଯିବ । ରିପୋର୍ଟ ଅନୁସାରେ ୧୮ ନମ୍ବରର ଏକ ଚମତ୍କାର ସଂଯୋଗ ଦେଖିବାକୁ ମିଳୁଛି । ସୂଚନାଯୋଗ୍ୟ, ବିରାଟ କୋହଲିଙ୍କ ଜର୍ସି…

ଏହି ପ୍ଲେୟର୍ସଙ୍କୁ ନେଇ ବନାନ୍ତୁ Dream 11 ଟିମ୍, କ୍ୟାପଟେନ୍-ଭାଇସ କ୍ୟାପଟେନ ପାଇଁ ଏହି ଅଫସନ୍ ବେଷ୍ଟ

ଅହମଦାବାଦ: ଆଉ କିଛି ସମୟ ପରେ IPL 2025ର ଫାଇନାଲ ମୁକାବିଲା। ନରେନ୍ଦ୍ର ମୋଦୀ ଷ୍ଟାଡିୟମରେ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ (RCB) ଓ ପଞ୍ଜାବ କିଙ୍ଗସ (PBKS) ମଧ୍ୟରେ ଖେଳାଯିବ ଫାଇନାଲ। ପ୍ରଶଂସକମାନେ ଏହି ରୋମାଞ୍ଚକର ମ୍ୟାଚକୁ ଅପେକ୍ଷା କରିଛନ୍ତି, କାରଣ ଏହି ସିଜନରେ IPLକୁ ଏକ ନୂଆ…

IPL ରୁ କେତେ ଟଙ୍କା ରୋଜଗାର କରିଥାଏ JioHotstar, ସଂଖ୍ୟା ଜାଣିଲେ ଆଶ୍ଚର୍ଯ୍ୟ ହେବେ

ନୂଆଦିଲ୍ଲୀ: ଇଣ୍ଡିଆନ୍ ପ୍ରିମିୟର ଲିଗ୍ (ଆଇପିଏଲ୍ ୨୦୨୫) କେବଳ କ୍ରିକେଟ୍ ଓ ଗ୍ଲାମରର ନାମ ନୁହେଁ, ଏହା କୋଟି କୋଟି ଟଙ୍କାର ରୋଜଗାରର ଏକ ବଡ଼ ମଞ୍ଚ। ଏହି ଟୁର୍ନାମେଣ୍ଟରେ ଟିମ୍ ଫ୍ରାଞ୍ଚାଇଜିଙ୍କଠାରୁ ଆରମ୍ଭ କରି ବିସିସିଆଇ (BCCI) ପର୍ଯ୍ୟନ୍ତ ପ୍ରତିବର୍ଷ କୋଟି କୋଟି ଟଙ୍କାର ଲାଭ ହାସଲ…

ଆଇପିଏଲ ୨୦୨୫: କିଏ ହେବ ନୂଆ ଚାମ୍ପିୟନ

ଅହମ୍ମଦାବାଦ: ଆଇପିଏଲ ୨୦୨୫ର ଫାଇନାଲ ମ୍ୟାଚ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁର ଓ ପଞ୍ଜାବ କିଙ୍ଗସ ମଧ୍ୟରେ ଖେଳାଯିବ । ଉଭୟ ଟିମ ପୂର୍ବରୁ ଚାମ୍ପିୟନ ହୋଇ ନ ଥିବାରୁ ଏଥର ଆଇପିଏଲକୁ ନୂଆ ବିଜେତା ମିଳିବ । ଉଭୟ ଟିମ ଏ ପର୍ଯ୍ୟନ୍ତ ଚମତ୍କାର ପ୍ରଦର୍ଶନ କରି ଫାଇନାଲକୁ ଉନ୍ନୀତ ହୋଇଛନ୍ତି ।…

ଆନ୍ତର୍ଜାତୀୟ କ୍ରିକେଟରୁ ଅବସର ଘୋଷଣା କଲେ ହେନରିକ କ୍ଲାସେନ

ଡର୍ବାନ: ଦକ୍ଷିଣ ଆଫ୍ରିକାର ଷ୍ଟାର ୱିକେଟକିପର ହେନରିକ କ୍ଲାସେନ ଆନ୍ତର୍ଜାତୀୟ କ୍ରିକେଟରୁ ଅବସର ଘୋଷଣା କରିଛନ୍ତି । ୩୩ ବର୍ଷୀୟ ଏହି ବ୍ୟାଟ୍ସମ୍ୟାନଙ୍କ ନିଷ୍ପତି ଅନେକଙ୍କୁ ଆଶ୍ଚର୍ଯ୍ୟଚକିତ କରିଛି । ପରିବାରକୁ ଅଧିକରୁ ଅଧିକ ଧ୍ୟାନ ଦେବା ପାଇଁ ସେ ଏହି ନିଷ୍ପତି ନେଇଛନ୍ତି ବୋଲି…

ଆଇପିଏଲରେ ଏକମାତ୍ର ଅଧିନାୟକ ଭାବେ ଶ୍ରେୟାଶ କଲେ ଏହି କୀର୍ତିମାନ

ଅହମ୍ମଦାବାଦ: ଆଇପିଏଲ ୨୦୨୫ର ଫାଇନାଲ ମ୍ୟାଚ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁର ଓ ପଞ୍ଜାବ କିଙ୍ଗସ ମଧ୍ୟରେ ଖେଳାଯିବ । ଶ୍ରେୟାଶ ଆୟାରଙ୍କ ନେତୃତ୍ୱରେ ମୁମ୍ବାଇକୁ ପଞ୍ଜାବ ୫ ୱିକେଟରେ ପରାସ୍ତ କରିଥିଲା । ଶ୍ରେୟାଶ ୪୧ ବଲରେ ୮୭ ରନର ମ୍ୟାଚବିଜୟୀ ଇନିଂସ ଖେଳିଥିଲେ । ଏଥିସହ ଶ୍ରେୟାଶ ଆଇପିଏଲ…

ବିସିସିଆଇର କାର୍ଯ୍ୟନିର୍ବାହୀ ସଭାପତି ହୋଇପାରନ୍ତି ରାଜୀବ ଶୁକ୍ଲା

ନୂଆଦିଲ୍ଲୀ: ଆସନ୍ତା ଜୁଲାଇରେ ଭାରତୀୟ କ୍ରିକେଟ୍ ନିୟନ୍ତ୍ରଣ ବୋର୍ଡ (ବିସିସିଆଇ) ଉପାଧ୍ୟକ୍ଷ ରାଜୀବ ଶୁକ୍ଲା ବୋର୍ଡର କାର୍ଯ୍ୟନିର୍ବାହୀ ସଭାପତି ହୋଇପାରନ୍ତି। ଜାତୀୟ ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ, ବିସିସିଆଇ ସଭାପତି ରୋଜର ବିନ୍ନି ଜୁଲାଇ ୧୯ ରେ ୭୦ ବର୍ଷ ବୟସରେ ପଦାର୍ପଣ କରିବେ।…

ଦିନିକିଆରୁ ଅବସର ନେଲେ ମ୍ୟାକ୍ସୱେଲ

ନୂଆଦିଲ୍ଲୀ: ଅଷ୍ଟ୍ରେଲିଆ ବିସ୍ଫୋରକ ବ୍ୟାଟ୍ସମ୍ୟାନ ଗ୍ଲେନ ମ୍ୟାକ୍ସୱେଲ ଆନ୍ତର୍ଜାତୀୟ ଦିନିକିଆ କ୍ରିକେଟରୁ ଅବସର ଘୋଷଣା କରିଛନ୍ତି । ତେବେ ସେ ଟି୨୦ କ୍ରିକେଟ ଖେଳିବା ଜାରୀ ରଖିବେ ବୋଲି ସ୍ପଷ୍ଟ କରିଛନ୍ତି । ୨୦୧୫ ଓ ୨୦୨୩ ବିଶ୍ୱକପ ଜିତିଥିବା ଅଷ୍ଟ୍ରେଲିଆ ଦଳର ସେ ସଦସ୍ୟ ଥିଲେ । ସେ…