Latest Odisha News

BREAKING NEWS

Browsing Category

ଖେଳ

ବେଙ୍ଗାଲୁରୁ ଦଳାଚକଟା ମାମଲାରେ ବଡ଼ କାର୍ଯ୍ୟାନୁଷ୍ଠାନ, ପୋଲିସ କମିଶନରଙ୍କ ସମେତ ଅନେକ ଅଧିକାରୀଙ୍କୁ ନିଲମ୍ବିତ

ବେଙ୍ଗାଲୁରୁ:ବେଙ୍ଗାଲୁରୁରେ IPL 2025 ବିଜୟର ଉତ୍ସବ ପାଳନ ବେଳେ ଚିନ୍ନାସ୍ୱାମୀ ଷ୍ଟାଡିୟମ ବାହାରେ ଦଳାଚକଟାରେ ୧୧ ଜଣ ପ୍ରଶଂସକଙ୍କ ମୃତ୍ୟୁ ଘଟଣା । ଏହି ଘଟଣାରେ ରାଜ୍ୟ ସରକାର ବଡ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛନ୍ତି। ପୋଲିସର ଅବହେଳାକୁ ଦାୟୀ କରି ସରକାର ବେଙ୍ଗାଲୁରୁ ସିଟି ପୋଲିସ…

ଭାରତ-ଇଂଲଣ୍ଡ ଟେଷ୍ଟ ସିରିଜର ନାମ ହେବ ତେନ୍ଦୁଲକର-ଆଣ୍ଡରସନ ଟ୍ରଫି

ନୂଆଦିଲ୍ଲୀ: ଆଇପିଏଲ ୨୦୨୫ର ରୋମାଂଚ ଶେଷ ହେବା ପରେ ଏବେ ଭାରତୀୟ କ୍ରିକେଟ ଟିମ ୫ ମ୍ୟାଚ ବିଶିଷ୍ଟ ଟେଷ୍ଟ ସିରିଜ ଖେଳିବା ପାଇଁ ଇଂଲଣ୍ଡ ଗସ୍ତରେ ଯିବ । ଜୁନ ୨୦ରୁ ଏହି ସିରିଜ ଆରମ୍ଭ ହେବ । ପ୍ରାୟ ଏକ ଦଶନ୍ଧି ପରେ ରବିଚନ୍ଦ୍ରନ ଅଶ୍ୱୀନ, ରୋହିତ ଶର୍ମା, ବିରାଟ କୋହଲିଙ୍କ ଅନୁପସ୍ଥିତିରେ…

ଗିଲ କହିଲେ କୋହଲି, ରୋହିତଙ୍କ ଅଭାବ ପରିଲକ୍ଷିତ ହେବ

ନୂଆଦିଲ୍ଲୀ: ଭାରତୀୟ କ୍ରିକେଟ ଟିମ ଇଂଲଣ୍ଡ ଗସ୍ତରେ ଯିବା ପୂର୍ବରୁ ଆୟୋଜିତ ପ୍ରେସ ମିଟରେ ଅଧିନାୟକ ଶୁଭମନ ଗିଲ ଓ କୋଚ ଗୌତମ ଗମ୍ଭୀର ସେମାନଙ୍କ ରଣନୀତି ଓ ପ୍ରସ୍ତୁତି ନେଇ ମୁହଁ ଖୋଲିଛନ୍ତି । ଦୁଇ ସିନିୟର ଖେଳାଳି ବିରାଟ କୋହଲି ଓ ରୋହିତ ଶର୍ମାଙ୍କ ଅଭାବ ନିଶ୍ଚିତ ଭାବେ ଏହି ଗସ୍ତରେ…

ଭାରତ ବିପକ୍ଷ ପ୍ରଥମ କ୍ରିକେଟ ଟେଷ୍ଟ ପାଇଁ ଇଂଲଣ୍ଡ ଦଳ ଘୋଷିତ

ନୂଆଦିଲ୍ଲୀ: ଭାରତ ବିପକ୍ଷ ପ୍ରଥମ କ୍ରିକେଟ ଟେଷ୍ଟ ପାଇଁ ଇଂଲଣ୍ଡ ତାର ଦଳ ଘୋଷଣା କରିଛି । ବେନ ଷ୍ଟୋକ୍ସଙ୍କ ନେତୃତ୍ୱରେ ଘୋଷିତ ଦଳରେ ଜୋଶ ଟଂଗ ଓ ସ୍ୟାମ କୁକ ନୂଆ ମୁହଁ ହେବେ । କ୍ରିସ ୱକ୍ସ ଦଳକୁ ପ୍ରତ୍ୟାବର୍ତନ କରିଛନ୍ତି । ଟଂଗ ଓ କୁକ ନିକଟରେ ଜିମ୍ବାୱେ ବିପକ୍ଷ ୪ ଦିବସୀୟ ମ୍ୟାଚରେ…

ଆହତଙ୍କ ପାଇଁ ‘ଆରସିବି କେୟାର୍ସ’, ଦଳାଚକଟାରେ ମୃତକଙ୍କ ପରିବାରକୁ ଆର୍ଥିକ ସହାୟତା ଘୋଷଣା RCB

ବେଙ୍ଗାଲୁରୁ: ବେଙ୍ଗାଲୁରୁରେ IPL 2025 ବିଜୟର ଉତ୍ସବ ପାଳନ କରିବାକୁ ଆସିଥିବା ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ (ଆରସିବି) ଦଳ ଏବଂ ଏହାର ପ୍ରଶଂସକମାନଙ୍କ ପାଇଁ ଏହି ଖୁସିର ଦିନଟି ଏକ ବଡ଼ ଦୁର୍ଘଟଣାରେ ପରିଣତ ହୋଇଥିଲା । ଚିନ୍ନାସ୍ୱାମୀ ଷ୍ଟାଡିୟମ ବାହାରେ ଦଳାଚକଟାରେ ୧୧ ଜଣ…

ଆଇପିଏଲ ଫାଇନାଲ ଜିତିଲା RCB, ଖୁସିରେ ୧.୭୫ କୋଟିର ମଦ ପିଇଗଲେ ଫ୍ୟାନ୍ସ

ବେଙ୍ଗାଲୁରୁ: IPL 2025ର ଫାଇନାଲ ମ୍ୟାଚ୍ କ୍ରିକେଟ୍ ପ୍ରେମୀଙ୍କ ପାଇଁ ଏକ ଉତ୍ସବଠାରୁ କମ୍ ନଥିଲା। ଆରସିବିର ଏତେ ବର୍ଷର ସ୍ୱପ୍ନ ଶେଷରେ ସତ ହେବା ସହ ଆଇପିଏଲ ଟ୍ରଫି ହାତେଇଛି ଦଳ। ଏହି ବିଜୟର ଖୁସି ସାରା ଦେଶରେ ପାଳନ କରାଯାଇଥିଲା କିନ୍ତୁ ଗୋଟିଏ ରାଜ୍ୟରେ ଏପରି ଉତ୍ସବର ପରିବେଶ ଥିଲା ଯେ…

କୂଲଦୀପଙ୍କ ସହ ବଂଶିକାଙ୍କ ନିର୍ବନ୍ଧ ସମ୍ପନ୍ନ

ନୂଆଦିଲ୍ଲୀ: ଆଇପିଏଲ ୨୦୨୫ରେ ଭାରତୀୟ କ୍ରିକେଟ ଟିମର ଅଭିଜ୍ଞ ସ୍ପିନର କୂଲଦୀପ ଯାଦବ ସେ ଭଳି ଖାସ ପ୍ରଦର୍ଶନ କରିପାରି ନାହାନ୍ତି । ଦିଲ୍ଲୀ କ୍ୟାପିଟାଲ୍ସ ପକ୍ଷରୁ ଖେଳୁଥିବା କୂଲଦୀପ ୧୪ ମ୍ୟାଚରେ ୨୪.୦୬ ଆଭରେଜରେ ୧୫ ୱିକେଟ ଅକ୍ତିଆର କରିଥିଲେ । ଆଇପିଏଲର ଉତେଜନାପୂର୍ଣ୍ଣ ପରିବେଶ ଅବସରରେ…

ଆଇପିଏଲରେ ଭୁବନେଶ୍ୱର ରଚିଲେ ଇତିହାସ

ନୂଆଦିଲ୍ଲୀ: ଆଇପିଏଲ ୨୦୨୫ ଟାଇଟଲ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁର ଜିତିଛି । ଏଥିରେ ଭୁବନେଶ୍ୱର କୁମାରଙ୍କ ପ୍ରଦର୍ଶନ ପ୍ରଶଂସନୀୟ ରହିଥିଲା । ପଞ୍ଜାବ କିଙ୍ଗସ ବିପକ୍ଷ ଫାଇନାଲ ମ୍ୟାଚରେ ସେ ୩୮ ରନରେ ୨ଟି ୱିକେଟ ଅକ୍ତିଆର କରିଥିଲେ । ଭୁବନେଶ୍ୱର ଆଇପିଏଲରେ ଏକ ରେକର୍ଡ ନିଜ ନାମରେ…

ମ୍ୟାଗୀ ବ୍ରଦର୍ସଙ୍କ ହାତରେ ୯ ଆଇପିଏଲ ଟ୍ରଫି

 ମୁମ୍ବାଇ: ମହେନ୍ଦ୍ର ସିଂ ଧୋନୀ ଏବଂ ରୋହିତ ଶର୍ମାଙ୍କ ତୁଳନାରେ ମ୍ୟାଗୀ ବ୍ରଦର୍ସ ୯ ଥର ଆଇପିଏଲ ଟ୍ରଫି ହାସଲ କରିଥିବା ଟିମ ସହିତ ରହିଛନ୍ତି । ଏବେ ସବୁଠାରେ ଏହି ମ୍ୟାଗୀ ବ୍ରଦର୍ସଙ୍କ ଚର୍ଚ୍ଚା । ତେବେ ଏହି ମ୍ୟାଗୀ ବ୍ରଦର୍ସ କିଏ ? ଆଇପିଏଲ ୨୦୨୫ ଫାଇନାଲରେ ରୟାଲ ଚ୍ୟାଲେଞ୍ଜର୍ସ…

ଆରସିବିର ବିଜୟ ଉତ୍ସବ ବେଳେ ଅଘଟଣ: ଚିନ୍ନାସ୍ୱାମୀ ଷ୍ଟାଡିୟମ ନିକଟରେ ଦଳାଚକଟା, ୭ ମୃତ

ବେଙ୍ଗାଲୁରୁ: ବେଙ୍ଗାଲୁରୁରେ ବିଜୟ ଉତ୍ସବ ସମୟରେ ଅଘଟଣ। ଚିନ୍ନାସ୍ୱାମୀ ଷ୍ଟାଡିୟମ ନିକଟରେ ଦଳାଚକଟା ଘଟଣାରେ ଏପର୍ଯ୍ୟନ୍ତ ୭ ଜଣଙ୍କର ମୃତ୍ୟୁ ହୋଇଥିବା ଖବସ ସାମ୍ନାକୁ ଆସିଛି। ଏହାସହ ୨୦ ଜଣ ଆହତ ହୋଇଥିବା ସୂଚନା ମିଳିଛି। ମୃତ୍ୟୁ ସଂଖ୍ୟା ଆଗକୁ ବଢିବାର ଆଶଙ୍କା ରହିଛି। ରୟାଲ…