Latest Odisha News

BREAKING NEWS

Browsing Category

ଖେଳ

ଫେଡେରରଙ୍କ ବିଶ୍ୱରେକର୍ଡ ଭାଙ୍ଗିଲେ ଜୋକୋଭିଚ

ନୂଆଦିଲ୍ଲୀ: ୨୪ ଥର ଗ୍ରାଣ୍ଡସ୍ଲାମ ଟାଇଟଲ ଜିତିଥିବା ସର୍ବିୟାର ନୋଭାକ ଜୋକୋଭିଚ ଆଉ ଏକ ବିଶ୍ୱରେକର୍ଡ ସ୍ଥାପନ କରିଛନ୍ତି । ଜୋକୋଭିଚ ଚଳିତ ଅଷ୍ଟ୍ରେଲିଆନ ଓପନରେ ୨୧ ବର୍ଷୀୟ ଜ୍ୟାମେ ଫାରିୟାଙ୍କୁ ୬-୧, ୬-୭, ୬-୩ ଓ ୬-୨ ସେଟରେ ପରାସ୍ତ କରିଥିଲେ । ଓପନ ଏରାରେ ଜୋକୋଭିଚଙ୍କ ଏହା ୪୩୦ତମ…

ମହିଳା କ୍ରିକେଟ: ଆୟର୍ଲାଣ୍ଡ ବିପକ୍ଷରେ ଭାରତର ରେକର୍ଡ ବିଜୟ

ରାଜକୋଟ: ଭାରତୀୟ ମହିଳା କ୍ରିକେଟ ଟିମ ଏଠାରେ ଅନୁଷ୍ଠିତ ତୃତୀୟ ତଥା ଅନ୍ତିମ ଦିନିକିଆରେ ଆୟର୍ଲାଣ୍ଡକୁ ୩୦୪ ରନର ବୃହତ ବ୍ୟବଧାନରେ ପରାସ୍ତ କରିଛି । ଏଥିସହ ଟିମ ଇଣ୍ଡିଆ ୩-୦ରେ କ୍ଲିନ ସୁଇପ କରିଛି । ପ୍ରଥମେ ବ୍ୟାଟିଂ କରି ଭାରତ ୫୦ ଓଭରରେ ୫ ୱିକେଟ ବିନିିମୟରେ ୪୩୫ ରନର ବିଶାଳ ସ୍କୋର…

ଟି୨୦: ଭାରତ ସହ କଡା ଟକ୍କର ଦେଇ ଆସିଛି ଇଂଲଣ୍ଡ

ନୂଆଦିଲ୍ଲୀ: ଜାନୁୟାରୀ ୨୨ରୁ ଭାରତ ଓ ଇଂଲଣ୍ଡ ମଧ୍ୟରେ ୫ ମ୍ୟାଚ ବିଶିଷ୍ଟ ଟି୨୦ ସିରିଜ ଆରମ୍ଭ ହେବ । ଏହା ପରେ ଦିନିକିଆ ସିରିଜ ମଧ୍ୟ ଖେଳାଯିବ । ଭାରତ ଓ ଇଂଲଣ୍ଡ ମଧ୍ୟରେ ସର୍ବଦା ଟି୨୦ରେ କଡା ଟକ୍କର ଦେଖିବାକୁ ମିଳିଛି । ଏଥର ମଧ୍ୟ ପ୍ରଶଂସକ ଏକ ହାଇ ଭୋଲେଟେଜ ସିରିଜ ଆଶାରେ ରହିଛନ୍ତି ।…

ଅଲିମ୍ପିକ୍ସ ପଦକରୁ ରଙ୍ଗ ଛାଡିଲା

ନୂଆଦିଲ୍ଲୀ: ପ୍ୟାରିସ ଅଲିମ୍ପିକ୍ସ ୨୦୨୪ ଶେଷ ହେବା ବେଶୀ ଦିନ ହୋଇ ନାହିଁ । ଏଥିରେ ପଦକ ହାସଲ କରି ବିଶ୍ୱ ଦରବାରେ ନାମ କମାଇଥିବା ଆଥଲେଟ ଏବେ ନିରାଶ ହୋଇ ପଡିଛନ୍ତି । କେତେକ ପଦକ ରଙ୍ଗ ଛାଡିବା ସହ ନଷ୍ଟ ହେବାରେ ଲାଗିଛି । ଯାହାକୁ ନେଇ ଆଥଲେଟ ମହଲରେ ଅସନ୍ତୋଷ ବ୍ୟକ୍ତ କରାଯାଇଛି ।…

ରଣଜୀ ଟ୍ରଫି ସମ୍ଭାବ୍ୟ ଦଳରେ କୋହଲି, ପନ୍ତ

ନୂଆଦିଲ୍ଲୀ: ଭାରତର ଷ୍ଟାର ବ୍ୟାଟ୍ସମ୍ୟାନ ବିରାଟ କୋହଲିଙ୍କ ଖରାପ ଫର୍ମ ଦଳ ପାଇଁ ଚିନ୍ତାର କାରଣ ସାଜିଛି । କ୍ରମାଗତ ଖରାପ ପ୍ରଦର୍ଶନ ଯୋଗୁ ବିସିସିଆଇ ସିନିୟର ଖେଳାଳିଙ୍କୁ ରଣଜୀ ଟ୍ରଫିରେ ଖେଳି ଫର୍ମକୁ ଫେରିବା ପାଇଁ କହିଛି । କୋହଲି ଏବଂ ରିଷଭ ପନ୍ତ ରଣଜୀ ଟ୍ରଫିରେ ଦିଲ୍ଲୀର ସମ୍ଭାବ୍ୟ…

ଚାମ୍ପିୟନ୍ସ ଟ୍ରଫି ଗମ୍ଭୀରଙ୍କ ପାଇଁ ଶେଷ ସୁଯୋଗ

ନୂଆଦିଲ୍ଲୀ: କ୍ରମାଗତ ଖରାପ ପ୍ରଦର୍ଶନ ଯୋଗୁ ଟିମ ଇଣ୍ଡିଆର ଦୁଇ ସିନିୟର ଖେଳାଳି ବିରାଟ କୋହଲି ଓ ରୋହିତ ଶର୍ମା ଏବେ ଟାର୍ଗେଟରେ ରହିଛନ୍ତି । ଟି୨୦ ବିଶ୍ୱକପ ଜିତିଥିବା ଟିମର ଏପରି କଣ ହୋଇଗଲା ଯେ, କ୍ରମାଗତ ସିରିଜ ପରାଜୟବରଣ କରି ଚାଲିଛି । ଗୌତମ ଗମ୍ଭୀର କୋଚ ପଦ ଗ୍ରହଣ କରିବା ପରେ ଟିମ…

ରଣଜୀ ଖେଳିବେ ଶୁଭମନ ଗିଲ

ନୂଆଦିଲ୍ଲୀ: ଭାରତୀୟ କ୍ରିକେଟ ଟିମର ଷ୍ଟାର ବ୍ୟାଟ୍ସମ୍ୟାନ ଶୁଭମନ ଗିଲ ରଣଜୀ ଟ୍ରଫି ଖେଳିବେ ବୋଲି ପୃଷ୍ଟି କରିଛନ୍ତି । ଜାନୁୟାରୀ ୨୩ରେ ପଂଜାବ ଓ କର୍ଣ୍ଣାଟକ ମଧ୍ୟରେ ମ୍ୟାଚ ଖେଳାଯିବ । ଏହି ମ୍ୟାଚରେ ଗିଲ ପଞ୍ଜାବ ପକ୍ଷରୁ ଖେଳିବେ । ୱାସିମ ଜାଫର ପଞ୍ଜାବର କୋଚ ଦାୟିତ୍ୱ ତୁଲାଉଛନ୍ତି ।…

ବୁମରାହ ହେଲେ ଆଇସିସି ପ୍ଲେୟର ଅଫ ଦି ମନ୍ଥ

ନୂଆଦିଲ୍ଲୀ: ଭାରତର ପେସ ବୋଲର ଯଶପ୍ରୀତ ବୁମରାହ ଡିସେମ୍ବର ମାସ ପାଇଁ ଆଇସିସି ପ୍ଲେୟର ଅଫ ଦି ମନ୍ଥ ବିବେଚିତ ହୋଇଛନ୍ତି । ସେ ଦକ୍ଷିଣ ଆଫ୍ରିକାର ଡ୍ୟାନ ପିଟରସନ ଓ ଅଷ୍ଟ୍ରେଲିଆର ପ୍ୟାଟ କମିନ୍ସଙ୍କୁ ସେ ପଛରେ ପକାଇଥିଲେ । ଭାରତର ସ୍ମୃତି ମାନ୍ଧନା ଓ ଦକ୍ଷିଣ ଆଫ୍ରିକାର ଏନ ମାଲୱା ମଧ୍ୟ…

ଭାରତୀୟ କ୍ରିକେଟରଙ୍କ ପାଇଁ ନୂଆ ନିୟମ, ଏଣିକି ସାଙ୍ଗରେ ପତ୍ନୀଙ୍କୁ ନେଇପାରିବେନି! 

ମୁମ୍ବାଇ: ନ୍ୟୁଜିଲାଣ୍ଡ ଏବଂ ଅଷ୍ଟ୍ରେଲିଆ ବିପକ୍ଷ ଟେଷ୍ଟ ସିରିଜରେ ଭାରତୀୟ ଦଳର ଶୋଚନୀୟ ପରାଜୟ ପରେ ବିସିସିଆଇ ପକ୍ଷରୁ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇପାରେ। ମୁମ୍ବାଇରେ ମୁଖ୍ୟ ପ୍ରଶିକ୍ଷକ ଗୌତମ ଗମ୍ଭୀର, ମୁଖ୍ୟ ଚୟନକର୍ତ୍ତା ଅଜିତ ଅଗରକର ଏବଂ ଅଧିନାୟକ ରୋହିତ…

ଇଂଲଣ୍ଡ ବିପକ୍ଷ ସିରିଜରେ ଏହି ଉପଲବ୍ଧି ହାସଲ କରିପାରନ୍ତି କୋହଲି

ନୂଆଦିଲ୍ଲୀ: ଘରୋଇ ପରିବେଶରେ ଇଂଲଣ୍ଡ ବିପକ୍ଷରେ ଭାରତ କ୍ରିକେଟ ଦଳ ୫ ମ୍ୟାଚ ବିଶିଷ୍ଟ ଟି୨୦ ସିରିଜ ଓ ୩ଟି ଦିନିକିଆ ମ୍ୟାଚ ଖେଳିବ । ଟି୨୦ ସିରିଜ ପାଇଁ ଭାରତୀୟ ଦଳର ଘୋଷଣା ହୋଇ ସାରିଛି । ଦିିନିକିଆ ସିରିଜ ପାଇଁ ଖୁବ ଶୀଘ୍ର ଦଳ ଘୋଷଣା କରାଯିବ । ଭାରତର ଷ୍ଟାର ବ୍ୟାଟ୍ସମ୍ୟାନ ବିରାଟ…