Latest Odisha News

BREAKING NEWS

Browsing Category

ଖେଳ

ED Summon Shikhar Dhawan: ବଢିଲା ଶିଖର ଧୱନଙ୍କ ସମସ୍ୟା: ଏହି ମାମଲାରେ ପଚରାଉଚରା ପାଇଁ ସମନ କଲା ଇଡି

ନୂଆଦିଲ୍ଲୀ: ବଢିଲା ଟିମ୍ ଇଣ୍ଡିଆର କିମ୍ବଦନ୍ତୀ ବ୍ୟାଟ୍ସମ୍ୟାନ୍ ଶିଖର ଧୱନଙ୍କ ସମସ୍ୟା। ଦିଲ୍ଲୀ ଇଡି ଅଫିସ୍‌ରେ ପହଞ୍ଚିଲେ କ୍ରିକେଟର ଶିଖର ଧୱନ। ବେଆଇନ୍ ବେଟିଂ ଆପ୍ ମାମଲାରେ ଜେରା କରିବ ଇଡି। ପୂର୍ବରୁ ସୁରେଶ ରୈନାଙ୍କୁ ଜେରା କରିଥିଲା ଇଡି। ସୂଚନା ଅନୁଯାୟୀ, ଏଜେନ୍ସି ଅନଲାଇନ୍ ବେଟିଂ…

ଏସିଆ କପ ହକି: ସୁପର ଫୋରରେ ଭାରତ-କୋରିଆ ମ୍ୟାଚ ଡ୍ର

ରାଜଗୀର: ବିହାରର ରାଜଗୀରରେ ଚାଲିଥିବା ଏସିଆ କପ ହକିରେ ବୁଧବାର ଭାରତ ଓ କୋରିଆ ମଧ୍ୟରେ ସୁପର ଫୋରର ଏକ ରୋମାଂଚକ ମୁକାବିଲା ଡ୍ରରେ ଶେଷ ହୋଇଛି । ଶେଷ କ୍ୱାର୍ଟରରେ ଭାରତ ଗୋଲ ସ୍କୋର କରିବା ଯୋଗୁ ମ୍ୟାଚ ୨-୨ରେ ଡ୍ର ରହିଥିଲା । ହାର୍ଦ୍ଦିକ ସିଂଙ୍କ ଚମତ୍କାର ଗୋଲ ସହାୟତାରେ ଭାରତ…

ଇରଫାନଙ୍କ ବୟାନ ପରେ ସୋସିଆଲ ମିଡିଆରେ ଧୋନୀଙ୍କ ହୁକ୍କା ମୀମ୍ସର ଝଡ

ନୂଆଦିଲ୍ଲୀ: ନିକଟରେ ଇରଫାନ ପଠାନଙ୍କ ଏକ ପୁରୂଣା ବୟାନ ସୋସିଆଲ ମିଡିଆରେ ବେଶ ଚର୍ଚ୍ଚାର କାରଣ ସାଜିଛି । ୨୦୨୦ରେ ଧୋନୀ ଏକ ସାକ୍ଷାତକାରରେ କହିଥିଲେ ମୁଁ ଏଠାକୁ ଖେଳିବାକୁ ଆସିଛି । ମହେନ୍ଦ୍ର ସିଂ ଧୋନୀଙ୍କ ରୁମକୁ ଯାଇ ତାଙ୍କ ପାଇଁ ହୁକ୍କା ପ୍ରସ୍ତୁତ କରିବା ମୋ କାମ ନୁହେଁ । ପଠାନ…

ଏସିଆ କପ କ୍ରିକେଟ: ବିଶ୍ୱରେକର୍ଡ ପାଇଁ ସୂର୍ଯ୍ୟକୁମାରଙ୍କ ନିକଟରେ ରହିଛି ସୁଯୋଗ

ନୂଆଦିଲ୍ଲୀ: ଏସିଆ କପ ଟି୨୦ କ୍ରିକେଟରେ ଭାରତର ଅଧିନାୟକ ସୂର୍ଯ୍ୟକୁମାର ଯାଦବଙ୍କ ନିକଟରେ ବିଶ୍ୱରେକର୍ଡ କରିବା ପାଇଁ ରହିଛି ସୁଯୋଗ । ସୂର୍ଯ୍ୟକୁମାର ଆନ୍ତର୍ଜାତୀୟ ଟି୨୦ରେ ୪ଟି ଶତକ ହାସଲ କରିଛନ୍ତି । ଯଦି ଏସିଆ କପରେ ସେ ୨ଟି ଶତକ ହାସଲ କରିବେ ତେବେ ସର୍ବାଧିକ ଶତକ ହାସଲକାରୀ…

ଭାରତୀୟ ଅଲିମ୍ପିକ ସଂଘକୁ ଫଣ୍ଡ ଦେବା ଆରମ୍ଭ କଲା ଆଇଓସି

ନୂଆଦିଲ୍ଲୀ: ଆଭ୍ୟନ୍ତରୀଣ ବିବାଦ ଓ ପ୍ରଶାସନିକ ହସ୍ତକ୍ଷେପ ସମସ୍ୟାକୁ ସମାଧାନ କରିଥିବାରୁ ଭାରତୀୟ ଅଲିମ୍ପିକ ସଂଘକୁ ଆନ୍ତର୍ଜାତୀୟ ଅଲିମ୍ପିକ କମିଟି (ଆଇଓସି) ଫଣ୍ଡ ଦେବା ଆରମ୍ଭ କରିଛି । ବର୍ଷକ ତଳେ ପାଖାପାଖି ୧୫ କୋଟି ଟଙ୍କାର ବାର୍ଷିତ ଅନୁଦାନ ଆଇଓସି ପକ୍ଷରୁ ରୋକା ଯାଇଥିଲା । ଆଇଓଏ…

ରୋହିତଙ୍କ ବ୍ରୋଙ୍କୋ ଟେଷ୍ଟ ହୋଇ ନ ଥିଲା

ନୂଆଦିଲ୍ଲୀ: ଭାରତୀୟ କ୍ରିକେଟ ଟିମର ଓପନିଂ ବ୍ୟାଟ୍ସମ୍ୟାନ ରୋହିତ ଶର୍ମା ଆନ୍ତର୍ଜାତୀୟ ମ୍ୟାଚକୁ ପ୍ରତ୍ୟାବର୍ତନ କରିବା ପାଇଁ ବ୍ୟଗ୍ର ହୋଇ ଉଠିଛନ୍ତି । ଗତ ସପ୍ତାହରେ ରୋହିତ ବେଙ୍ଗାଲୁରରେ ଥିବା ବିସିସିଆଇର ସେଂଟର ଅଫ ଏକ୍ସଲେନ୍ସରେ ୟୋ ୟୋ ଫିଟନେସ ଟେଷ୍ଟ ପାସ କରିଛନ୍ତି । ଏଥିସହ ସେ…

Virat Kohli: ଚିନ୍ନାସ୍ବାମୀ ଦଳାଚକଟା: ପ୍ରଥମ ଥର ପାଇଁ ମୁହଁ ଖୋଲିଲେ ବିରାଟ କୋହଲି, କହିଲେ….

ବେଙ୍ଗାଲୁରୁ: ଜୁନ ୪ରେ ବେଙ୍ଗାଲୁରୁର ଚିନ୍ନାସ୍ବାମୀ ଷ୍ଟାଡିୟମ ବାହାରେ ଦଳାଚକଟା ଘଟଣା ଘଟିଥିଲା । ଯେଉଁଥିରେ ୧୧ ଜୀବନ ଯାଇଥିବା ବେଳେ ୫୬ ଜଣ ଗୁରୁତର ଆହତ ହୋଇଥିଲେ । IPL 2025ରେ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋରର ବିଜୟ ପରେ ଏହି ଦୁର୍ଘଟଣା ଘଟିଥିଲା। ଆୟୋଜକମାନେ ଇଭେଣ୍ଟକୁ ଠିକ୍…

ଇଂଲଣ୍ଡରେ କୋହଲି ଦେଲେ ଫିଟନେସ ଟେଷ୍ଟ

ନୂଆଦିଲ୍ଲୀ: ଭାରତୀୟ କ୍ରିକେଟ ଟିମର ମହାନ ବ୍ୟାଟ୍ସମ୍ୟାନ ବିରାଟ କୋହଲି ପଡିଆକୁ ଫେରିବା ପାଇଁ ବ୍ୟଗ୍ର ହୋଇ ଉଠିଛନ୍ତି । ସେ ଏଥିନେଇ କଠିନ ଅଭ୍ୟାସ ଜାରୀ ରଖିଛନ୍ତି । କୋହଲି ବିସିସିଆଇ ସେଂଟର ଅଫ ଏକ୍ସଲେନ୍ସରେ ଫିଟନେସ ଟେଷ୍ଟ ନ ଦେଇ ଇଂଲଣ୍ଡରେ ଦେଇଛନ୍ତି । କୋହଲି ଏଥିରେ ସଫଳ ହୋଇଛନ୍ତି…

କିଏ କହିଲେ ଆମ ଟିମରେ ଅଛନ୍ତି ୨୦ଜଣ କୋହଲି

ନୂଆଦିଲ୍ଲୀ: ବିହାରରେ ଏବେ ଏସିଆ କପ ହକି ଟୁର୍ଣ୍ଣାମେଂଟ ଚାଲିଛି । ଭାରତ ଚମତ୍କାର ପ୍ରଦର୍ଶନ କରି ସୁପରଫୋରରେ ପ୍ରବେଶ କରିଛି । ଇତି ମଧ୍ୟରେ ଦଳର ମେଂଟାଲ କଣ୍ଡିଶନିଂ କୋଚ ପ୍ୟାଡୀ ଅପ୍ଟନ ଏକ ମଜାଦାର ବୟାନ ଦେଇଛନ୍ତି । ସେ କହିଛନ୍ତି ଆମ ଦଳରେ ୧୮ରୁ ୨୦ଜଣ ବିରାଟ କୋହଲି ରହିଛନ୍ତି ।…

ଟି୨୦ରେ ସର୍ବାଧିକ ରନଆଉଟ କରିଥିବା ଭାରତୀୟ ଖେଳାଳି

ନୂଆଦିଲ୍ଲୀ: ଟି୨୦ କ୍ରିକେଟରେ ଦଳର ବିଜୟ ପାଇଁ ଫିଲ୍ଡିଂ ସର୍ବଦା ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରି ଆସିଛି । ଏହି ଫର୍ମାଟରେ ଭାରତୀୟ ଫିଲ୍ଡରଙ୍କ ପ୍ରଦର୍ଶନ ସର୍ବଦା ପ୍ରଶଂସନୀୟ ରହିଛି । ଅଲରାଉଣ୍ଡର ରବୀନ୍ଦ୍ର ଜାଡେଜା ସର୍ବାଧିକ ୧୦ଜଣ ଖେଳାଳିଙ୍କୁ ରନଆଉଟ କରିଛନ୍ତି । ବିରାଟ…