Latest Odisha News

BREAKING NEWS

Browsing Category

ଖେଳ

ଲୀଡ ସ୍ପନଶର ପାଇଁ ଟେଣ୍ଡର ଜାରୀ କଲା ବିସିସିଆଇ

ନୂଆଦିଲ୍ଲୀ: ଭାରତୀୟ କ୍ରିକେଟ କଂଟ୍ରୋଲ ବୋର୍ଡ ମଙ୍ଗଳବାର ଟିମ ଇଣ୍ଡିଆ ଲୀଡ ସ୍ପନଶର ରାଇଟ୍ସ ପାଇଁ ଟେଣ୍ଡର ଆହ୍ୱାନ କରିଛି । ନିକଟରେ ଡ୍ରିମ ୧୧ ଲୀଡ ସ୍ପନଶରରୁ ହଟି ଯାଇଥିଲା । ଆଲକହଲ, ତମ୍ବାଖୁ, ସଟ୍ଟେବାଜ, ରିୟଲ ମନୀ ଗେମିଂ, କ୍ରେପ୍ଟୋକରେନ୍ସି ଓ ପୋର୍ନଗ୍ରାଫି ସହ ଜଡିତ କମ୍ପାନୀଙ୍କୁ…

ଆରାମ କରିବା ପାଇଁ ବୁମରାହଙ୍କୁ ବିସିସିଆଇ ଦେବ ୧୮ କୋଟି ଟଙ୍କ । !

ନୂଆଦିଲ୍ଲୀ: ଭାରତୀୟ କ୍ରିକେଟର ମୂଖ୍ୟ ପେସ ବୋଲର ଯଶପ୍ରୀତ ବୁମରାହଙ୍କୁ ନେଇ ପୂର୍ବ ବୋଲିଂ କୋଚ ଭରତ ଅରୁଣ ଏକ ଅଜବ ବୟାନ ଦେଇଛନ୍ତି । ବୁମରାହଙ୍କୁ ଫିଟ ରଖିବା ପାଇଁ ତାଙ୍କୁ ବିଶ୍ରାମର ଆବଶ୍ୟକତା ରହିଛି । ଗୁରୁତ୍ୱପୂର୍ଣ୍ଣ ସିରିଜ ପୂର୍ବରୁ ଯଦି ଆଇପିଏଲ ଆୟୋଜିତ ହେବାକୁ ଅଛି ବିସିସିଆଇ…

Mitchell Starc retirement: T20 କ୍ରିକେଟରୁ ଅବସର ଘୋଷଣା କଲେ ମିଚେଲ୍ ଷ୍ଟାର୍କ

ନୂଆଦିଲ୍ଲୀ: ଟି ଟ୍ବେଣ୍ଟି କ୍ରିକେଟରୁ ଅବସର ଘୋଷଣା କଲେ ମିଚେଲ୍ ଷ୍ଟାର୍କ। ଅଷ୍ଟ୍ରେଲିଆର ଫାଷ୍ଟ ବୋଲର ଷ୍ଟାର୍କଙ୍କ ଅବସର ଘୋଷଣା। ଟେଷ୍ଟ ଓ ଦିନିକିଆ ବିଶ୍ବକପକୁ ଦୃଷ୍ଟିରେ ରଖି ନେଲେ ଏପରି ନିଷ୍ପତ୍ତି । ୬୫ଟି ଟି ଟ୍ବେଣ୍ଟି ଖେଳି ୭୯ ୱିକେଟ ନେଇଛନ୍ତି ଷ୍ଟାର୍କ। ମିଚେଲ ଷ୍ଟାର୍କ…

କାଜାକସ୍ତାନ ବିପକ୍ଷରେ ଭାରତର ଗୋଲ ବର୍ଷା, ଏଥର ସୁପର ଫୋର ମୁକାବିଲା ଉପରେ ନଜର

ରାଜୀଗର: ଭାରତ ଏଠାରେ ଅନୁଷ୍ଠିତ ଏସିଆ କପ ହକି ଟୁର୍ଣ୍ଣାମେଂଟରେ କାଜାକସ୍ତାନକୁ ୧୫-୦ ଗୋଲରେ ପରାସ୍ତ କରିଛି । ଏଥିସହ ପୁଲ ଏରେ ଶୀର୍ଷ ସ୍ଥାନରେ ରହି ଟିମ ଇଣ୍ଡିଆ ସୁପର ଫୋରରେ ପ୍ରବେଶ କରିଛି । ଭାରତ ପକ୍ଷରୁ ଅଭିଷେକ ସର୍ବାଧିକ ୪ଟି ଗୋଲ ସ୍କୋର କରିଥିଲେ । ସୁଖଜିତ ସିଂ ଓ ଯୁଗରାଜ ସିଂ…

୨୦ ଦିନରେ ସମ୍ପୂର୍ଣ୍ଣ ବଦଳି ଗଲେ ରୋହିତ

ନୂଆଦିଲ୍ଲୀ: ଟିମ ଇଣ୍ଡିଆର ଦିନିକିଆ କ୍ରିକେଟ ଅଧିନାୟକ ରୋହିତ ଶର୍ମା ଏବେ ସମ୍ପୂର୍ଣ୍ଣ ଫିଟ ଅଛନ୍ତି । ଦୀର୍ଘ ଦିନ ହେବ ସେ ଆନ୍ତର୍ଜାତୀୟ କ୍ରିକେଟଠାରୁ ଦୂରରେ ରହିଛନ୍ତି । ଅଷ୍ଟ୍ରେଲିଆ ବିପକ୍ଷ ଦିନିକିଆ ସିରିଜ ପୂର୍ବରୁ ରୋହିତଙ୍କୁ ଫିଟନେସ ଟେଷ୍ଟ ଦେବାକୁ ପଡିବ । ଆଉ ଏହି ଚ୍ୟାଲେଞ୍ଜ…

ଚର୍ଚ୍ଚାରେ ସ୍ପିନର ରବି ବିଶ୍ନୋଇଙ୍କ ବୟାନ

ନୂଆଦିଲ୍ଲୀ: ଟିମ ଇଣ୍ଡିଆର ଲେଗ ସ୍ପିନର ରବି ବିଶ୍ନୋଇଙ୍କ ଏକ ବୟାନ ଏବେ ଚର୍ଚ୍ଚାର କାରଣ ସାଜିଛି । ରୋହିତ ଶର୍ମା ଓ ବିରାଟ କୋହଲିଙ୍କୁ ନେଇ ସେ ଏହି ବୟାନ ଦେଇଛନ୍ତି । ଏକ ସାକ୍ଷାତକାରରେ ବିଶ୍ନୋଇ ସ୍ପଷ୍ଟ ଭାବେ କହିଥିଲେ ବିରାଟ କୋହଲି ଓ ରୋହିତ ଶର୍ମାଙ୍କ ଅବସର ନିଷ୍ପତି ଆଶ୍ଚର୍ଯ୍ୟଚକିତ…

ଏଫଆଇଜି ୱାର୍ଲ୍ଡ ଚ୍ୟାଲେଞ୍ଜ କପରେ ପ୍ରତିନିଧିତ୍ୱ କରିବେ ଓଡିଶାର ୪ ଜିମ୍ନାଷ୍ଟ

ଭୁବନେଶ୍ୱର: ଓଡିଶାର ୪ଜଣ ଜିମ୍ନାଷ୍ଟ ଦେଶ ପକ୍ଷରୁ ଏଫଆଇଜି ୱାର୍ଲ୍ଡ ଚ୍ୟାଲେଞ୍ଜ କପ ୨୦୨୫ରେ ପ୍ରତିନିଧିତ୍ୱ କରିବା ପାଇଁ ସୌଭାଗ୍ୟ ଅର୍ଜନ କରିଛନ୍ତି । ଫ୍ରାନ୍ସ ଓ ହଙ୍ଗେରୀରେ ଏହା ଆୟୋଜିତ ହେବ । ଏମାନେ ସମସ୍ତେ ଓଡିଶା ଏଏମ/ଏନଏସ ଇଣ୍ଡିଆ ଜିମ୍ନାଷ୍ଟିକ୍ସ ହାଇ ପର୍ଫମାନ୍ସ ସେଂଟରରେ…

FIG World Challenge Cup 2025: ଭାରତ ପାଇଁ ପ୍ରତିନିଧିତ୍ୱ କରିବେ ଓଡ଼ିଶା ଏଏମ୍/ଏନ୍ଏସ୍ ଇଣ୍ଡିଆ ଜିମ୍ନାଷ୍ଟିକ୍ସ…

ଭୁବନେଶ୍ୱର: ଭାରତୀୟ ଜିମ୍ନାଷ୍ଟିକ୍ସର ବର୍ଦ୍ଧିତ ଶକ୍ତିର ପ୍ରଦର୍ଶନ ସ୍ୱରୂପ, ଓଡ଼ିଶା ଏଏମ୍/ଏନ୍ଏସ୍ ଇଣ୍ଡିଆ ଜିମ୍ନାଷ୍ଟିକ୍ସ ହାଇ ପରଫର୍ମାନ୍ସ ସେଣ୍ଟର (ଏଚପିସି)ର ୪ ଜଣ ଜିମ୍ନାଷ୍ଟିକ୍ ଙ୍କୁ ଫ୍ରାନ୍ସର ପ୍ୟାରିସ ଏବଂ ହଙ୍ଗେରୀର ସ୍ଜୋମ୍ବାଥେଲିଠାରେ ଆୟୋଜିତ ହେବାକୁଥିବା ସମ୍ମାନଜନକ…

ପୁରୀର ଶ୍ରୀଜଗନ୍ନାଥ ଷ୍ଟାଡିୟମ ହେଉଛି ବିବର୍ଣ୍ଣ, ଅନୂପଯୋଗୀ

ପୁରୀରେ ଷ୍ଟାଡିୟମର ଘୋର ଆବଶ୍ୟକତା ଥିଲା । ବହୁତ ବର୍ଷ ମୁଣ୍ଡ ବାଡେଇବା ପରେ ପେଣ୍ଠକଟାରେ ମହା ଆଡମ୍ବରରେ ନିର୍ମାଣ ହେଲା ଶ୍ରୀଜଗନ୍ନାଥ ଷ୍ଟାଡିୟମ । ପାଣି ଭଳି ଅର୍ଥ ଖର୍ଚ୍ଚ ହେଲା । ୧୦୦ କୋଟି ଖର୍ଚ୍ଚ ହୋଇଥିବା କେତେକ ରିପୋର୍ଟରେ ପ୍ରକାଶ ପାଇଛି । ଗତ ସରକାର ଯିବା ପୂର୍ବରୁ କଷ୍ଟମଷ୍ଟେ…

ଓଡିଶା ପ୍ରୋ ଟି୨୦ ଲିଗ: ବ୍ରେଟ ଲୀ, ଦେବାଶିଷ ବ୍ରାଣ୍ଡ ଆମ୍ବାସଡର

ଭୁବନେଶ୍ୱର: ଓଡିଶା ପ୍ରୋ ଟି୨୦ ଲିଗ କ୍ରିକେଟ ପାଇଁ ଓସିଏ ବ୍ରାଣ୍ଡ ଆମ୍ବାସଡରଙ୍କ ନାମ ଘୋଷଣା କରିଛି । ରବିବାର ଅଷ୍ଟ୍ରେଲିଆର ପୂର୍ବତନ ମହାନ ପେସ ବୋଲର ବ୍ରେଟ ଲୀ ଏବଂ ଓଡିଶା ତଥା ଭାରତର ପୂର୍ବତନ ବୋଲର ଦେବାଶିଷ ମହାନ୍ତି ଏହି ଲିଗର ବ୍ରାଣ୍ଡ ଆମ୍ବାସଡର ହେବେ ବୋଲି ଓସିଏ ପକ୍ଷରୁ ଘୋଷଣା…