Latest Odisha News

BREAKING NEWS

Browsing Category

ଖେଳ

ମାଲେସିଆ ଓପନ୍ ବ୍ୟାଡମିଣ୍ଟନ: ସେମିରେ ହାରିଲେ ସାତ୍ତ୍ବିକ-ଚିରାଗ ଯୋଡ଼ି

ନୂଆଦିଲ୍ଲୀ: ମାଲେସିଆ ଓପନ୍ ସୁପର ୧0000 ବ୍ୟାଡମିଣ୍ଟନ ଟୁର୍ଣ୍ଣାମେଣ୍ଟର ସେମିଫାଇନାଲରେ ଭାରତୀୟ ଯୋଡି ପରାସ୍ତ ହୋଇଛନ୍ତି । ଗତ ଶନିବାର ଦିନ କୁଆଲାଲମ୍ପୁରରେ ଭାରତର ସାତ୍ତ୍ବିକ ସାଇରାଜ ଓ ଚିରାଗ ସେଟ୍ଟୀ ଯୋଡି ଦକ୍ଷିଣ କୋରିଆର ସିୟୋ ସିୟୁଙ୍ଗ-ଜାଏ ଓ କିମ୍ ଓ୍ଵାନ୍-ହୋଙ୍କ ଯୋଡ଼ି ଠାରୁ…

ମହିଳା ହକିର ନୂଆ ଯୁଗ ଆରମ୍ଭ: ପ୍ରଥମ ମହିଳା ହକି ଇଣ୍ଡିଆ ଲିଗର ଉଦଘାଟନୀ ମ୍ୟାଚ ଖେଳିବ ଓଡିଶା ଓ୍ବାରିୟର୍ସ

ରାଞ୍ଚି:ଆଜି ମହିଳା ହକିର ନୂଆ ଯୁଗ ଆରମ୍ଭ ହେବାକୁ ଯାଉଛି । ମହିଳା ହକି ଇଣ୍ଡିଆ ଲିଗର ପ୍ରଥମ ସଂସ୍କରଣ ଜୟପାଲ ସିଂ ଷ୍ଟାଡିୟମରେ ଖେଳାଯିବ । ଦୁଇ ସପ୍ତାହ ଧରି ଏହି ମହିଳା ହକି ଲିଗ୍ ୧୨ ଜାନୁଆରୀରୁ ୨୬ ଜାନୁଆରୀ ଯାଏଁ ଆୟୋଜନ ହେବ । ଇତିହାସରେ ପ୍ରଥମ ହକି ଇଣ୍ଡିଆ ଲିଗ୍ ଖେଳାଯିବ ଗୋଟିଏ…

ମେଲବୋର୍ଣ୍ଣ ଟେଷ୍ଟ ପରେ ଅବସର ନେଇଥାନ୍ତେ ରୋହିତ

ନୂଆଦିଲ୍ଲୀ: ଭାରତୀୟ କ୍ରିକେଟ ଟିମର ଅଧିନାୟକ ରୋହିତ ଶର୍ମାଙ୍କ ଭବିଷ୍ୟତକୁ ନେଇ ବିଭିନ୍ନ ପ୍ରକାରରର ଆକଳନ କରାଯାଉଛି । ଅଷ୍ଟ୍ରେଲିଆ ବିପକ୍ଷ ଟେଷ୍ଟ ସିରିଜରେ ତାଙ୍କ ପ୍ରଦର୍ଶନ ଅତ୍ୟନ୍ତ ନୈରାଶ୍ୟଜନକ ରହିଥିଲା । କୋଚ ଗୌତମ ଗମ୍ଭୀରଙ୍କ ସହ ତାଙ୍କ ମତଭେଦ ମଧ୍ୟ ସମ୍ମୁଖକୁ ଆସିଥିଲା ।…

ଇଂଲଣ୍ଡ ବିପକ୍ଷ ଟି୨୦ ସିରିଜ ପାଇଁ ଭାରତୀୟ ଦଳ ଘୋଷଣା

ନୂଆଦିଲ୍ଲୀ: ଇଂଲଣ୍ଡ ବିପକ୍ଷ ଟି୨୦ ସିରିଜ ପାଇଁ ଶନିବାର ଭାରତୀୟ ଦଳର ଘୋଷଣା କରାଯାଇଛି । ୧୫ ଜଣିଆ ଦଳର ନେତୃତ୍ୱ ସୂର୍ଯ୍ୟକୁମାର ଯାଦବ ନେବେ । ଆଘାତ ସମସ୍ୟାରୁ ମୁକୁଳିଥିବା ମହମ୍ମଦ ସାମୀଙ୍କୁ ଦଳରେ ସାମିଲ କରାଯାଇଛି । ଧ୍ରୁବ ଜୁରେଲ ଦ୍ୱିତୀୟ ୱିକେଟ କିପର ଭାବେ ଦଳରେ ସ୍ଥାନ ପାଇଥିବା…

ଭାଗ୍ୟ ହେବ ଏମିତି ! ମ୍ୟାଚ୍ ଦେଖିବାକୁ ଆସି ଫ୍ୟାନ୍ସ ଜିତିଲେ ୯୦ଲକ୍ଷ

ନୂଆଦିଲ୍ଲୀ: ଦକ୍ଷିଣ ଆଫ୍ରିକାରେ ଜଣେ ଫ୍ୟାନ୍ସ ଷ୍ଟାଣ୍ଡରେ ଗୋଟିଏ ହାତରେ ଚମତ୍କାର କ୍ୟାଚ୍ କରି ୯୦ ଲକ୍ଷ ଟଙ୍କା ଜିତିଛନ୍ତି । ଏସ୍‌ଏ୨୦ ଲିଗ୍ ମ୍ୟାଚ ବେଳେ ଏହି ଘଟଣା ଘଟିଛି । ଡର୍ବାନ ସୁପର ଜିଆଣ୍ଟସ୍ ଏବଂ ପ୍ରିଟୋରିଆ କ୍ୟାପିଟାଲ୍ସ ମଧ୍ୟରେ ମ୍ୟାଚ୍ ସମୟରେ ଏପରି ଦୃଶ୍ୟ ଦେଖିବାକୁ…

ବିସିସିଆଇର ୟୁ ଟର୍ଣ୍ଣ, ରାହୁଲଙ୍କୁ ମିଳିବନି ବିଶ୍ରାମ

ନୂଆଦିଲ୍ଲୀ: ଇଂଲଣ୍ଡ ବିପକ୍ଷ ସିରିଜ ପାଇଁ କେଏଲ ରାହୁଲଙ୍କୁ ବିଶ୍ରାମ ମିଳିବ ନାହିଁ । ପୂର୍ବରୁ ରାହୁଲ ଇଂଲଣ୍ଡ ବିପକ୍ଷ ସିରିଜରେ ବିଶ୍ରାମ ନେବେ ବୋଲି ଖବର ପ୍ରକାଶ ପାଇଥିଲା । ଏପରିକି ବିସିସିଆଇ ମଧ୍ୟ ଏଥିରେ ରାଜି ହେବା ସହ ଚାମ୍ପିୟନ୍ସ ଟ୍ରଫିରେ ତାଙ୍କୁ ଚୟନ କରାଯିବ ବୋଲି ଆଶ୍ୱସ୍ତି…

ବିରାଟଙ୍କୁ ବାଟ ଦେଖାଇଲେ ପ୍ରେମାନନ୍ଦ ମହାରାଜ, କହିଲେ ଅଭ୍ୟାସ….

ବୃନ୍ଦାବନ: ଦିନେ ନାସ୍ତିକ ଥିଲେ । ଭଗବାନଙ୍କ ପ୍ରସଙ୍ଗ ଆସିଲେ ରୋକ୍ ଠୋକ୍ କଥା ଏଡାଇ ଦେଉଥିଲେ । ହେଲେ ଏବେ ଭକ୍ତି ମାର୍ଗରେ ଭାରତୀୟ ଲୋକପ୍ରିୟ କ୍ରିକେଟର ବିରାଟ କୋହଲି । ସେ ଉଜେନ୍ ହେଉକି, ଲଣ୍ଡନ ସବୁଠି ଭଗବାନଙ୍କ ଶରଣ ନେଉଛନ୍ତି ବିରାଟ । ପରିବାର ସାଙ୍ଗରେ ବିଭିନ୍ନ…

ଚାମ୍ପିୟନ୍ସ ଟ୍ରଫି: ଦଳ ଚୟନ ପାଇଁ ଆଇସିସିକୁ ଅଧିକ ସମୟ ମାଗିଲା ବିସିସିଆଇ

ନୂଆଦିଲ୍ଲୀ: ଆଇସିସି ଚାମ୍ପିୟନ୍ସ ଟ୍ରଫି ୨୦୨୫ ପାକସ୍ତାନରେ ଆସନ୍ତା ମାସ ୧୯ରୁ ଆରମ୍ଭ ହେବ । ଭାରତ ଏ ପର୍ଯ୍ୟନ୍ତ ଟୁର୍ଣ୍ଣାମେଂଟ ପାଇଁ ଦଳ ଘୋଷଣା କରି ନାହିଁ । ରିପୋର୍ଟ ମୁତାବକ ଭାରତୀୟ କ୍ରିକେଟ କଂଟ୍ରୋଲ ବୋର୍ଡ ଆନ୍ତର୍ଜାତୀୟ କ୍ରିକେଟ କାଉନ୍ସିଲକୁ ଏ ନେଇ ଅଧିକ ସମୟ ମାଗିଛି ।…

ଅବସର ନେବେ କି ଜାଡେଜା

ନୂଆଦିଲ୍ଲୀ:ବର୍ଡର-ଗାଭାସ୍କର ଟ୍ରଫିରେ ଅଷ୍ଟ୍ରେଲିଆ ନିକଟରୁ ଭାରତ ୩-୧ରେ ପରାଜିତ ହୋଇଛି । ଏହି ସିରିଜ ଅବସରରେ ରବିଚନ୍ଦ୍ରନ ଅଶ୍ୱୀନ ଆନ୍ତର୍ଜାତୀୟ କ୍ରିକେଟରୁ ଅବସର ଘୋଷଣା କରିଥିଲେ । ଶନିବାର ଟିମ ଇଣ୍ଡିଆର ଅଲରାଉଣ୍ଡର ରବୀନ୍ଦ୍ର ଜାଡେଜା ଇନଷ୍ଟାଗ୍ରାମରେ ଏକ ପୋଷ୍ଟ ଶେୟାର କରିଛନ୍ତି ।…

ତାମିମ ଇକବାଲ ପୂନର୍ବାର ଆନ୍ତର୍ଜାତୀୟ କ୍ରିକେଟରୁ ନେଲେ ଅବସର

ଢ଼ାକା: ବାଂଲାଦେଶର ଷ୍ଟାର ବ୍ୟାଟ୍ସମ୍ୟାନ ତାମିମ ଇକବାଲ ପୂନର୍ବାର ଆନ୍ତର୍ଜାତୀୟ କ୍ରିକେଟରୁ ଅବସର ଘୋଷଣା କରିଛନ୍ତି । ୨୦୨୩ରେ ସେ ହଠାତ ଏକ ପ୍ରେସ କନଫେରେନ୍ସ କରି ଅବସର ଘୋଷଣା କରିଥିଲେ । ବାଂଲାଦେଶର ତତ୍କାଳୀନ ପ୍ରଧାନମନ୍ତ୍ରୀ ଶେଖ ହସୀନା ହସ୍ତକ୍ଷେପ କରିବା ଯୋଗୁ ସେ ତାଙ୍କ…