Latest Odisha News

BREAKING NEWS

Browsing Category

ଖେଳ

ରୋହିତଙ୍କ ବ୍ୟାଟକୁ ନେଇ ମାର୍କ ଉଡଙ୍କ ବିବାଦୀୟ ବୟାନ

ନୂଆଦିଲ୍ଲୀ: ଭାରତୀୟ ଦିନିକିଆ କ୍ରିକେଟ ଦଳର ଅଧିନାୟକ ରୋହିତ ଶର୍ମା ଏବେ ଫିଟନେସ ଉପରେ କାମ କରୁଛନ୍ତି । ୨୦୨୭ ଦିନିକିଆ ବିଶ୍ୱକପରେ ଖେଳିବା ପାଇଁ ସମସ୍ତ ଉଦ୍ୟମ ଜାରୀ ରଖିଛନ୍ତି । ନିକଟରେ ଇଂଲଣ୍ଡର ବ୍ୟାଟ୍ସମ୍ୟାନ ମାର୍କ ଉଡ ଭାରତର ଏହି ବିସ୍ଫୋରକ ବ୍ୟାଟ୍ସମ୍ୟାନଙ୍କ ବ୍ୟାଟକୁ ନେଇ…

ସରକାରଙ୍କ ଅନୁମତି: ୨୦୩୦ ରାଜ୍ୟଗୋଷ୍ଠୀ କ୍ରୀଡା ପାଇଁ ଭାରତ କରିବ ଆବେଦନ

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅଧ୍ୟକ୍ଷତାରେ ଆୟୋଜିତ କେନ୍ଦ୍ରୀୟ କ୍ୟାବିନେଟ ବୈଠକରେ ରାଜ୍ୟଗୋଷ୍ଠୀ କ୍ରୀଡାକୁ ନେଇ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ଗ୍ରହଣ କରାଯାଇଛି । ବୁଧବାର ବୈଠକରେ ସରକାର ରାଜ୍ୟଗୋଷ୍ଠୀ କ୍ରୀଡା ୨୦୩୦ ଆୟୋଜକ ପାଇଁ ଆବେଦନକୁ କରିବାକୁ ଅନୁମତି ପ୍ରଦାନ…

ଆଇପିଏଲରୁ ଅବସର ନେଲେ ରବିଚନ୍ଦ୍ରନ ଅଶ୍ୱିନ, ରହିଛି ଏହି କୀର୍ତ୍ତି…

ନୂଆଦିଲ୍ଲୀ: ଭାରତୀୟ କ୍ରିକେଟର ରବିଚନ୍ଦ୍ରନ ଅଶ୍ୱିନ ବୁଧବାର ଦିନ ଅର୍ଥାତ୍ ୨୭ ଅଗଷ୍ଟରେ ଇଣ୍ଡିଆନ ପ୍ରିମିୟର ଲିଗ୍ (ଆଇପିଏଲ)ରୁ ଅବସର ନେଇଛନ୍ତି। ସେ ତାଙ୍କ ଆଇପିଏଲ କ୍ୟାରିୟରରେ ୫ଟି ଟିମ୍ ଅର୍ଥାତ୍ ଚେନ୍ନାଇ ସୁପର କିଙ୍ଗସ, ରାଇଜିଂ ପୁଣେ ସୁପର ଜାଏଣ୍ଟସ, ପଞ୍ଜାବ କିଙ୍ଗସ, ଦିଲ୍ଲୀ…

ବିଶ୍ୱ ବ୍ୟାଡମିଂଟନ ଚାମ୍ପିୟନଶିପ: ବିଜୟ ସହ ସିନ୍ଧୁଙ୍କ ଅଭିଯାନ ଆରମ୍ଭ

ନୂଆଦିଲ୍ଲୀ: ୨ ଥର ଅଲିମ୍ପିକ୍ସ ପଦକ ଜିତିଥିବା ଭାରତର ଷ୍ଟାର ବ୍ୟାଡମିଂଟନ ଖେଳାଳି ପିଭି ସିନ୍ଧୁ ବିଶ୍ୱ ଚାମ୍ପିୟନଶିପରେ ସମ୍ପୂର୍ଣ୍ଣ ଷ୍ଟାଇଲରେ ଅଭିଯାନ ଆରମ୍ଭ କରିଛନ୍ତି । ପ୍ୟାରିସରେ ଆୟୋଜିତ ହେଉଥିବା ଏହି ମେଗା ଇଭେଂଟରେ ସିନ୍ଧୁ ମହିଳା ସିଙ୍ଗଲ୍ସ ପ୍ରଥମ ରାଉଣ୍ଡରେ ବୁଲଗେରିଆର…

ପୂର୍ବତନ ଖେଳାଳିଙ୍କ ମାରାତ୍ମକ ଅଭିଯୋଗ, ରୋହିତଙ୍କୁ ହଟେଇବା ପାଇଁ ଅଣାଯାଇଛି ନୂଆ ଟେଷ୍ଟ

ନୂଆଦିଲ୍ଲୀ: ରୋହିତ ଶର୍ମା ଓ ବିରାଟ କୋହଲି ଟେଷ୍ଟ ଏବଂ ଆନ୍ତର୍ଜାତୀୟ ଟି୨୦ରୁ ଅବସର ଘୋଷଣା କରି ସାରିଛନ୍ତି । ଏବେ ଉଭୟଙ୍କ ଶେଷ ସ୍ୱପ୍ନ ରହିଛି ୨୦୨୭ ଦିିନିକିଆ ବିଶ୍ୱକପ ଖେଳିବା । ଚୟନ କମିଟି ମୂଖ୍ୟ ଅଜିତ ଅଗରକର ଓ କୋଚ ଗୌତମ ଗମ୍ଭୀର ଏହି ଦୁଇ ତାରକା ତଥା ସିନିୟର ଖେଳାଳିଙ୍କୁ ଖେଳାଇବା…

ଅବସର ନେଇଗଲେ ଟେନିସ ଜଗତର ଗ୍ଲାମର କୁଇନ

ନ୍ୟୁୟର୍କ: ୨ ଥର ୱିମ୍ବେଲଡେନ ଟାଇଟଲ ହାସଲ କରିଥିବା ଚେକ ରିପବ୍ଲିକର ମହିଳା ଟେନିସ ଖେଳାଳି ପେତ୍ରା କ୍ୱିଟେଭା ଅବସର ଘୋଷଣା କରିଛନ୍ତି । ଟେନିସ ଜଗତର ଗ୍ଲାମର କୁଇନ କ୍ୱିଟେଭା ଅବସର ନେବା ବେଳେ କାନ୍ଦିଥିଲେ । ଚଳିତ ଆମେରିକା ଓପନର ପ୍ରଥମ ରାଉଣ୍ଡରେ ସେ ଡାୟନ ପ୍ୟାରୀଙ୍କ ନିକଟରୁ ହାରିବା…

କେମିତି ସନ୍ନ୍ୟାସ ନିଅନ୍ତି କ୍ରିକେଟର?, କ’ଣ ରହିଛି ନିୟମ?

ନୂଆଦିଲ୍ଲୀ: ଭାରତୀୟ ଦଳର ମେରୁଦଣ୍ଡ କୁହାଯାଉଥିବା କିମ୍ବଦନ୍ତୀ ବ୍ୟାଟସମ୍ୟାନ୍ ଚେତେଶ୍ୱର ପୂଜାରା ସମସ୍ତ ଫର୍ମାଟ କ୍ରିକେଟରୁ ଅବସର ଘୋଷଣା କରିଛନ୍ତି। ରବିବାର ସେ ସୋସିଆଲ ମିଡିଆରେ ଏକ ପୋଷ୍ଟ ମାଧ୍ୟମରେ ଏହି ସୂଚନା ଦେଇଛନ୍ତି। ପୂଜାରାଙ୍କ ନିଷ୍ପତ୍ତି ତାଙ୍କ ପ୍ରଶଂସକମାନଙ୍କୁ ଚକିତ…

Junior Men’s Hockey Team: ରୌପ୍ୟ ପଦକ ବିଜେତା ଓଡ଼ିଶା ହକି ଦଳକୁ ସମ୍ବର୍ଦ୍ଧିତ କଲେ କ୍ରୀଡ଼ାମନ୍ତ୍ରୀ

ଭୁବନେଶ୍ବର:୧୫ତମ କନିଷ୍ଠ ଜାତୀୟ ହକି ଚାମ୍ପିୟନସିପ୍‌ର ପୁରୁଷ ବିଭାଗରେ ରୌପ୍ୟ ପଦକ ଜିତିଥିବା ଓଡ଼ିଶା ହକି ଦଳକୁ ଆଜି କ୍ରୀଡ଼ାମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ ସମ୍ବର୍ଦ୍ଧିତ କରିଛନ୍ତି। କ୍ରୀଡ଼ାମନ୍ତ୍ରୀ ସୂରଜ ପୁରୁଷ ହକି ଦଳର ଏହି ସଫଳତା ପାଇଁ ଦଳର ସମସ୍ତ କ୍ରୀଡ଼ାବିତ୍‌ମାନଙ୍କୁ…

ସ୍ୱର୍ଣ୍ଣ ସହ ୱେଟଲିଫ୍ଟର ମୀରାବାଈ ଚାନୁଙ୍କ ସଫଳ ପ୍ରତ୍ୟାବର୍ତନ

ନୂଆଦିଲ୍ଲୀ: ଭାରତର ଅଭିଜ୍ଞ ୱେଟଲିଫ୍ଟର ମୀରାବାଈ ଚାନୁ ଦୀର୍ଘ ଦିନ ପରେ ସଫଳତାର ସହ ପ୍ରତ୍ୟାବର୍ତନ କରିଛନ୍ତି । ୨୦୧୮ ପରଠାରୁ ସେ କୌଣସି ଆର୍ନ୍ତଜାତୀୟ ମୁକାବିଲାକୁ ଓହ୍ଲାଇ ନ ଥିଲେ । ଚଳିତ ରାଜ୍ୟଗୋଷ୍ଠୀ ଚାମ୍ପିୟନଶିପରେ ସେ ୪୮ କିଗ୍ରା ବିଭାଗରେ ସ୍ୱର୍ଣ୍ଣ ପଦକ ହାସଲ କରିଛନ୍ତି ।…

ରୁଟଙ୍କୁ ନେଇ ସଚିନଙ୍କ ଭବିଷ୍ୟବାଣୀ ହେଉଛି ସତ

ମୁମ୍ବାଇ: ଇଂଲଣ୍ଡର ବ୍ୟାଟ୍ସମ୍ୟାନ ଜୋ ରୁଟ ଏବେ ଟେଷ୍ଟ କ୍ରିକେଟରେ ଭାରତର ମାଷ୍ଟର ବ୍ଲାଷ୍ଟର ସଚିନ ତେନ୍ଦୁଲକରଙ୍କ ରେକର୍ଡ ଭାଙ୍ଗିବା ପାଇଁ ନିକଟତର ହୋଇଛନ୍ତି । ରୁଟ ୧୫୮ ଟେଷ୍ଟରେ ୧୩୫୪୩ ରନ ସଂଗ୍ରହ କରି ନେଇଛନ୍ତି । ଅପରପକ୍ଷରେ ସଚିନ ୨୦୦ ଟେଷ୍ଟରେ ୧୫୯୨୧ ରନ କରି ଏବେ ବି ଶୀର୍ଷ…