Latest Odisha News

BREAKING NEWS

Browsing Category

ଖେଳ

ତାମିମ ଇକବାଲ ପୂନର୍ବାର ଆନ୍ତର୍ଜାତୀୟ କ୍ରିକେଟରୁ ନେଲେ ଅବସର

ଢ଼ାକା: ବାଂଲାଦେଶର ଷ୍ଟାର ବ୍ୟାଟ୍ସମ୍ୟାନ ତାମିମ ଇକବାଲ ପୂନର୍ବାର ଆନ୍ତର୍ଜାତୀୟ କ୍ରିକେଟରୁ ଅବସର ଘୋଷଣା କରିଛନ୍ତି । ୨୦୨୩ରେ ସେ ହଠାତ ଏକ ପ୍ରେସ କନଫେରେନ୍ସ କରି ଅବସର ଘୋଷଣା କରିଥିଲେ । ବାଂଲାଦେଶର ତତ୍କାଳୀନ ପ୍ରଧାନମନ୍ତ୍ରୀ ଶେଖ ହସୀନା ହସ୍ତକ୍ଷେପ କରିବା ଯୋଗୁ ସେ ତାଙ୍କ…

ଆମେରିକୀୟ ପତ୍ରିକାରେ ନୀରଜ ନଂ୧

ନୂଆଦିଲ୍ଲୀ: ଆମେରିକାର ପ୍ରତିଷ୍ଠିତ କ୍ରୀଡ଼ା ପତ୍ରିକା ଟ୍ରାକ ଆଣ୍ଡ ଫିଲ୍ଡ  ଦ୍ୱାରା ଭାରତର ଷ୍ଟାର ଯୁବ ଖେଳାଳି ନୀରଜ ଚୋପ୍ରାଙ୍କୁ ୨୦୨୪ବର୍ଷର ଶ୍ରେଷ୍ଠ ଜାଭେଲିନ୍ ଥ୍ରୋୟର ଭାବେ ମନୋନୀତ କରାଯାଇଛି । ଗତ ବର୍ଷ ଅଲିମ୍ପିକ୍ ରେ ପାକିସ୍ତାନର ଅର୍ଶଦ ନଦିମଙ୍କ ପଛରେ ରହି ଦ୍ୱିତୀୟ ସ୍ଥାନ…

ସହିଦ ଜବାର ଓ ପ୍ରତ୍ୟାଶା ପାଇବେ ଓସ୍‌ଜା ବାର୍ଷିକ ପୁରସ୍କାର

ଭୁବନେଶ୍ୱର:ପୂର୍ବତନ ସନ୍ତୋଷ ଟ୍ରଫି ଖେଳାଳି ତଥା ସଫଳ ଫୁଟବଲ କୋଚ ମହମ୍ମଦ ସହିଦ ଜବାର ଏବଂ ଓଡ଼ିଶା ସନ୍ତରଣର ସଫଳତମ ଖେଳାଳି ପ୍ରତ୍ୟାଶା ରାୟ ଚଳିତ ବର୍ଷର ଓଡ଼ିଶା କ୍ରୀଡା ସାମ୍ବାଦିକ ସଂଘ ବା ଓସ୍‍ଜାର ବାର୍ଷିକ ପୁରସ୍କାର ହାସଲ କରିବେ । ଗତବର୍ଷ ଅନେକ ସଫଳତା ଅର୍ଜନ କରିଥିବା ପ୍ରତ୍ୟାଶା…

ଅବସର ନେଲେ ବରୁଣ ଆରୋନ

ନୂଆଦିଲ୍ଲୀ: ପେସ ବୋଲର ବରୁଣ ଆରୋନ କ୍ରିକେଟର ସମସ୍ତ ଫର୍ମାଟରୁ ଅବସର ଘୋଷଣା କରିଛନ୍ତି । ସୋସିଆଲ ମିଡିଆ ମାଧ୍ୟମରେ ସେ ଅବସର ନେବା କଥା ଜଣାଇଛନ୍ତି । ବାରମ୍ବାର ଆଘାତ ସମସ୍ୟା ଯୋଗୁ ବରୁଣ ତାଙ୍କ ଦକ୍ଷତା ମୁତାବକ ପ୍ରଦର୍ଶନ କରିପାରି ନ ଥିଲେ । ୧୫୦ରୁ ଊର୍ଦ୍ଧ୍ୱ କିଲୋମିଟର ପ୍ରତି ଘଂଟା…

କୋହଲିଙ୍କ ଯୋଗୁ ଶୀଘ୍ର ଶେଷ ହୋଇଯାଇଥିଲା କି ଯୁବରାଜଙ୍କ କ୍ୟାରିୟର

ନୂଆଦିଲ୍ଲୀ: ଭାରତୀୟ ଟିମର ପୂର୍ବତନ ବ୍ୟାଟ୍ସମ୍ୟାନ ରବିନ ଉଥପ୍ପା ଏକ ବିସ୍ଫୋରକ ବୟାନ ଦେଇଛନ୍ତି । ସେ ଯୁବରାଜ ସିଂ କ୍ୟାରିୟର ଶୀଘ୍ର ଶେଷ ହେବା ନେଇ ପରୋକ୍ଷରେ ବିରାଟ କୋହଲିଙ୍କୁ ଦାୟୀ କରିଛନ୍ତି । କ୍ୟାନ୍ସରରୁ ସୁସ୍ଥ ହେବା ପରେ ଯୁବରାଜ ଫିଟନେସ ନେଇ କିଛି ହାଲକା ମନୋଭାବ ପୋଷଣ କରିବା…

ଖୋଖୋ ବିଶ୍ବକପ୍: ଭାରତୀୟ ଖୋଖୋ ବିଶ୍ବକପ୍ ଦଳରେ ୩ ଓଡିଆ

ଭୁବନେଶ୍ୱର: ନୂଆଦିଲ୍ଲୀଠାରେ ଆଗାମୀ ୧୩ ତାରିଖଠାରୁ ୧୯ ତାରିଖ ପର୍ୟ୍ୟନ୍ତ ପ୍ରଥମ ଖୋଖୋ ବିଶ୍ବକପ୍ ଆୟୋଜିତ ହେବ। ଖୋଖୋ ଫେଡେରେସନ ଅଫ୍ ଇଣ୍ଡିଆ ପକ୍ଷରୁ ବିଶ୍ବକପ୍ ଲାଗି ଗୁରୁବାର ଦିନ ଉଭୟ ଭାରତୀୟ ମହିଳା ଓ ପୁରୁଷ ଦଳ ଘୋଷଣା କରାଯାଇଛି। ତେବେ ଭାରତୀୟ ଦଳରେ ଓଡିଶାରୁ ୩ ଖେଳାଳି ସ୍ଥାନ…

ହକି ଇଣ୍ଡିଆ ଲିଗ୍ : କ୍ରମାଗତ ୨ୟ ବିଜୟ ପରେ ଘରୋଇ ଦଳ କଳିଙ୍ଗର ପଏଣ୍ଟ ଟେବୁଲରେ ୩ୟ ସ୍ଥାନ ହାସଲ

ରାଉରକେଲା: ହକି ଇଣ୍ଡିଆ ଲିଗରେ ଘରୋଇ ଦଳର ଦବଦବା । କ୍ରମାଗତ ୨ୟ ବଜୟ ପରେ ପଏଣ୍ଟ ଟେବୁଲର ୩ୟ ସ୍ଥାନ ହାସଲ କରିଛି ବେଦାନ୍ତ କଳିଙ୍ଗ ଲାନସର୍ସ । ଗୁରୁବାର ଦିନ ରାଉରକେଲା ବିର୍ସା ମୁଣ୍ଡା ହକି ଷ୍ଟାଡିୟମରେ ଗୋନାସିକା ବିପକ୍ଷରେ ନିଜର ପଞ୍ଚମ ମ୍ୟାଚ ଖେଳିଛି କଳିଙ୍ଗ ଲାନସର୍ସ । ମ୍ୟାଚ…

ଇଂଲଣ୍ଡ ବିପକ୍ଷ ଘରୋଇ ସିରିଜରେ ଖେଳିବେନି ରାହୁଲ

ନୂଆଦିଲ୍ଲୀ: ଭାରତର ବ୍ୟାଟ୍ସମ୍ୟାନ କେଏଲ ରାହୁଲ ଇଂଲଣ୍ଡ ବିପକ୍ଷ ଘରୋଇ କ୍ରିକେଟ ସିରିଜରେ ଖେଳିବେନି । ତାଙ୍କୁ ବିଶ୍ରାମ ଦିଆଯାଇଛି । ଚୟନ କମିଟି ତାଙ୍କୁ ଆଶ୍ୱସନା ଦେଇଛନ୍ତି ଯେ, ଫେବୃୟାରୀରେ ହେବାକୁ ଥିବା ଚାମ୍ପିୟନ୍ସ ଟ୍ରଫିରେ ତାଙ୍କୁ ନିଶ୍ଚିତ ଭାବେ ଦଳରେ ସାମିଲ କରାଯିବ ।…

ଜୋକୋଭିଚଙ୍କ ଚାଂଚଲ୍ୟକର ବୟାନ, ମୋତେ ଦିଆ ଯାଇଥିଲା ବିଷ

ନୂଆଦିଲ୍ଲୀ: ସର୍ବିୟାର ଷ୍ଟାର ଟେନିସ ଖେଳାଳି ନୋଭାକ ଜୋକୋଭିଚ ଏକ ଚାଂଚଲ୍ୟକର ବୟାନ ଦେଇଛନ୍ତି । ଯାହାକି କ୍ରୀଡା ଦୁନିଆରେ ହଇଚଇ ସୃଷ୍ଟି କରିଛି । ଅଷ୍ଟ୍ରେଲିଆନ ଓପନ ଚଳିତ ବର୍ଷ ଜାନୁୟାରୀ ୧୨ରୁ ଆରମ୍ଭ ହେବ । ଜୋକୋଭିଚ ଏହା ପୂର୍ବରୁ କହିଛନ୍ତି ତାଙ୍କୁ ଏଠାରେ ବିଷ ଦିଆଯିବା ପାଇଁ ଉଦ୍ୟମ…

ଭୁବନେଶ୍ୱରରେ ଖେଳାଯିବ ଅଲିମ୍ପିକ ? ଜାତୀୟ ଗଣମାଧ୍ୟମରେ ଚର୍ଚ୍ଚା

ନୂଆଦିଲ୍ଲୀ : ଭୁବନେଶ୍ୱରରେ ଖେଳାଯିବ ଅଲିମ୍ପିକ ! ଆଉ ଅଲିମ୍ପିକ ଆୟୋଜନର ମୁଖ୍ୟ ହେବ ଅହମ୍ମଦାବାଦ । କେବଳ ଭୁବନେଶ୍ୱର ନୁହେଁ ପୁଣେ, ଭୋପାଳ ଏବଂ ମୁମ୍ବାଇରେ ଅଲିମ୍ପିକ ଇଭେଣ୍ଟ ହେବ ବୋଲି ଜାତୀୟ ଗଣମାଧ୍ୟମରେ ଚର୍ଚ୍ଚା ଆରମ୍ଭ ହୋଇଛି । କୁହାଯାଉଛି ଯେ ଯଦି ଭାରତକୁ ୨୦୩୬ରେ ଅଲମ୍ପିକ ଆୟୋଜନ…