Latest Odisha News

BREAKING NEWS

Browsing Category

ଖେଳ

ଚାମ୍ପିୟନ୍ସ ଟ୍ରଫି କ୍ରିକେଟ: ଦୁବାଇରେ ଭାରତର ରେକର୍ଡ ପ୍ରଶଂସନୀୟ

ଦୁବାଇ: ୨୦୨୫ ଚାମ୍ପିୟନ୍ସ ଟ୍ରଫି କ୍ରିକେଟର ଆୟୋଜକ ପାକିସ୍ତାନ ହୋଇଥିଲେ ମଧ୍ୟ ଭାରତ ତାର ମ୍ୟାଚ ଦୁବାଇରେ ଖେଳିବ । ଫେବୃୟାରୀ ୧୯ରୁ ଚାମ୍ପିୟନ୍ସ ଟ୍ରଫି ଆରମ୍ଭ ହେବ । ଦୁବାଇ ଆନ୍ତର୍ଜାତୀୟ କ୍ରିକେଟ ଷ୍ଟାଡିୟମରେ ଭାରତର ରେକର୍ଡ ଭଲ ରହିଛି । ଯାହା ପରୋକ୍ଷରେ ପ୍ରଶଂସକଙ୍କୁ ଉତ୍ସାହିତ…

ଇଂଲଣ୍ଡ ବିପକ୍ଷ ଟେଷ୍ଟ ସିରିଜ ପ୍ରସ୍ତୁତି ପାଇଁ କୋହଲି ଖେଳିବେ କାଂଉଟି କ୍ରିକେଟ

ନୂଆଦିଲ୍ଲୀ: ଅଷ୍ଟ୍ରେଲିଆ ବିପକ୍ଷ ଟେଷ୍ଟ ସିରିଜରେ ଭାରତର ଷ୍ଟାର ବ୍ୟାଟ୍ସମ୍ୟାନ ବିରାଟ କୋହଲିଙ୍କ ପ୍ରଦର୍ଶନ ସମସ୍ତଙ୍କୁ ନିରାଶ କରିଛି । ତାଙ୍କ ଫର୍ମ ନେଇ ଏବେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । କୋହଲିଙ୍କୁ ଘରୋଇ କ୍ରିକେଟ ଖେଳିବା ପାଇଁ ମଧ୍ୟ ପରାମର୍ଶ ଦିଆଯାଇଛି । ତେବେ ଅନ୍ୟ ଏକ ରିପୋର୍ଟ…

ଚାମ୍ପିୟନ୍ସ ଟ୍ରଫି କ୍ରିକେଟ: ଏବେ ବି ପାକିସ୍ତାନରେ ସମ୍ପୂର୍ଣ୍ଣ ପ୍ରସ୍ତୁତ ହୋଇନି ଷ୍ଟାଡିୟମ

କରାଚୀ: ଆଇସିସି ଚାମ୍ପିୟନ୍ସ ଟ୍ରଫି ୨୦୨୫ ପାକିସ୍ତାନରେ ଆୟୋଜିତ ହେବ । ଫେବୃୟାରୀ ୧୯ରୁ ଏହା ଆରମ୍ଭ ହେବ । ଭାରତ ଚାମ୍ପିୟନ୍ସ ଟ୍ରଫିର ସମସ୍ତ ମ୍ୟାଚ ଦୁବାଇରେ ଖେଳାଯିବ । ପାକିସ୍ତାନରେ ଲାହୋର, କରାଚୀ ଓ ରାୱଲପିଣ୍ଡିରେ ମ୍ୟାଚଗୁଡିକ ଖେଳାଯିବ । ଆଇସିସି ଏବେ ପାକିସ୍ତାନ ବୋର୍ଡକୁ…

ଆଉ ଜଣେ ଭାରତୀୟ କ୍ରିକେଟର ସୋସିଆଲ ମିଡିଆରୁ ହଟେଇଲେ ପତ୍ନୀଙ୍କ ଫଟୋ

ନୂଆଦିଲ୍ଲୀ: ଶିଖର ଧୱନ, ୟୁଜଭେନ୍ଦ୍ର ଚହଲଙ୍କ ପରେ ଏବେ ଭାରତର ଆଉ ଜଣେ କ୍ରିକେଟରଙ୍କ ବିବାହ ବିଚ୍ଛେଦ ଘଟିବାକୁ ଯାଉଛି ଆଶଙ୍କା କରାଯାଉଛି ସୋସିଆଲ ମିଡିଆ ଆକାଂଉଟରେ ମନୀଷ ପାଣ୍ଡେ ତାଙ୍କ ପତ୍ନୀ ଆଶ୍ରିତ ଶେଟ୍ଟୀଙ୍କ ଫଟୋ ହଟେଇ ଦେଇଛନ୍ତି । ରିପୋର୍ଟ ଅନୁସାରେ ଉଭୟଙ୍କ ମଧ୍ୟରେ ଦିନକୁ ଦିନ…

ହକି ଇଣ୍ଡିଆ ଲିଗ୍ ୨୦୨୪-୨୫: ପୁରୁଷ ବର୍ଗ ବିଜେତାଙ୍କୁ ୩କୋଟି, ମହିଳାଙ୍କୁ ୧.୫କୋଟି

ନୂଆଦିଲ୍ଲୀ: ଦୀର୍ଘ ୭ ବର୍ଷ ଅପେକ୍ଷାର ଅନ୍ତ ଘଟିଛି । ବିର୍ସା ମୁଣ୍ଡା ହକି ଷ୍ଟାଡିୟମ ରାଉରକେଲା ଓ ରାଞ୍ଚିରେ ଆରମ୍ଭ ହୋଇଯାଇଛି ହକି ଇଣ୍ଡିଆ ଲିଗ୍‌ ୨୦୨୪-୨୫। ତେବେ ଉଭୟ ପୁରୁଷ ଓ ମହିଳା ହକି ଇଣ୍ଡିଆ ଲିଗରେ ମୋଟ ପୁରସ୍କାର ରାଶି ୧୦କୋଟି ବୋଲି ହକି ଇଣ୍ଡିଆ ସଭାପତି ପଦ୍ମଶ୍ରୀ ଡକ୍ଟର…

ସିଡନୀ ପିଚକୁ ଆଇସିସି ଦେଲା ସନ୍ତୋଷଜନକ ରିପୋର୍ଟ

ନୂଆଦିଲ୍ଲୀ: ଆନ୍ତର୍ଜାତୀୟ କ୍ରିକେଟ କାଉନ୍ସିଲ (ଆଇସିସି) ବର୍ଡର-ଗାଭାସ୍କର ଟ୍ରଫି ପିଚ ନେଇ ରେଟିଂ ଜାରୀ କରିଛି । ଅଷ୍ଟ୍ରେଲିଆ-ଭାରତ ମଧ୍ୟରେ ଖେଳାଯାଇଥିବା ଏହି ସିରିଜକୁ ଆଇସିସି ଓଭରାଲ ସନ୍ତୋଷଜନକ ରିପୋର୍ଟ ଦେଇଛି । ପର୍ଥ, ଆଡିଲେଡ, ଗାବା ଓ ମେଲବୋର୍ଣ୍ଣ ପିଚକୁ ଭେରୀ ଗୁଡ ଏବଂ…

ଟି୨୦ ସିରିଜ: ଇଂଲଣ୍ଡ ବିପକ୍ଷରେ ଭାରତ ପଲା ଭାରୀ

ନୂଆଦିଲ୍ଲୀ: ବର୍ଡର-ଗାଭାସ୍କର ଟ୍ରଫି ପରେ ଭାରତୀୟ କ୍ରିକେଟ ଟିମ ଜାନୁୟାରୀ ୨୨ରୁ ଇଂଲଣ୍ଡ ବିପକ୍ଷରେ ୫ ମ୍ୟାଚ ବିଶିଷ୍ଟ ଟି୨୦ ସିରିଜ ଖେଳିବ । ଏହା ପରେ ଉଭୟ ଦଳ ମଧ୍ୟରେ ୩ ମ୍ୟାଚ ବିଶିଷ୍ଟ ଦିନିକିଆ ସିରିଜ ମଧ୍ୟ ଖେଳାଯିବ । ସୂର୍ଯ୍ୟକୁମାର ଯାଦବ ନେତୃତ୍ୱାଧୀନ ଘରୋଇ ପରିବେଶରେ ଇଂଲଣ୍ଡ…

ଆନ୍ତର୍ଜାତୀୟ କ୍ରିକେଟରୁ ଅବସର ନେଲେ ମାର୍ଟିନ ଗୁପଟିଲ

ନୂଆଦିଲ୍ଲୀ: ନ୍ୟୁଜିଲାଣ୍ଡର ବିସ୍ଫୋରକ ବ୍ୟାଟ୍ସମ୍ୟାନ ମାର୍ଟିନ ଗୁପଟିଲ ଆନ୍ତର୍ଜାତୀୟ କ୍ରିକେଟରୁ ଅବସର ଘୋଷଣା କରିଛନ୍ତି । ୨୦୨୨ ପରଠାରୁ ସେ ଆଉ କୌଣସି ଆନ୍ତର୍ଜାତୀୟ ମ୍ୟାଚ ଖେଳି ନ ଥିଲେ । ସେ ଦଳରେ ସ୍ଥାନ ପାଇବା ପାଇଁ ସଂଘର୍ଷ କରୁଥିଲେ । ୧୫ ବର୍ଷ କ୍ୟାରିୟରରେ ସେ ୩୬୭ ଆନ୍ତର୍ଜାତୀୟ…

ରୋହିତ, ବିରାଟ ଆଉ କେତେ ଦିନ ଟିମ ସହିତ ରହିବେ ଖୁଲାସା କଲେ ଗାଭାସ୍କର

ମୁମ୍ବାଇ: ଅଷ୍ଟ୍ରେଲିଆ ବିପକ୍ଷ ବର୍ଡର-ଗାଭାସ୍କର ଟ୍ରଫିରେ ଭାରତର ଶୋଚନୀୟ ପରାଜୟ ଅନେକ ପ୍ରଶ୍ନବାଚୀ ସୃଷ୍ଟି କରିଛି । ରୋହିତ ଶର୍ମା ଓ ବିରାଟ କୋହଲିଙ୍କ ଉପରେ ବୋର୍ଡ ସମ୍ପୂର୍ଣ୍ଣ ଭାବେ ଅସନ୍ତୁଷ୍ଟ ରହିଛି । ଏହି ଦୁଇ ମହାନ ଖେଳାଳିଙ୍କ ଭବିଷ୍ୟତ ଉପରେ ମଧ୍ୟ ଏବେ ପ୍ରଶ୍ନବାଚୀ ସୃଷ୍ଟି…

ହକି ଇଣ୍ଡିଆ ଲିଗ୍‌: ଘରୋଇ ଦଳ କଳିଙ୍ଗ ଲାନ୍‌ସର୍ସର ପ୍ରଥମ ବିଜୟ

ରାଉରକେଲା: ହକି ଇଣ୍ଡିଆ ଲିଗ୍‌ରେ ଘରୋଇ ଦଳ ବେଦାନ୍ତ କଳିଙ୍ଗ ଲାନ୍‌ସର୍ସ ଦମଦାର ବିଜୟ ହାସଲ କରିଛି । ଦଳ ଅପରାଜେୟ ଶ୍ରାଚୀ ରା’ ବେଙ୍ଗଲ ଟାଇଗର୍ସକୁ ସିଧାସଳଖ ୬-୦ ଗୋଲ୍‌ରେ ପରାସ୍ତ କରି ଦମ୍‌ଦାର ବିଜୟ ଲାଭ କରିଛି । ଆଜିର ବିଜୟ ପରେ କଳିଙ୍ଗ ଲାନ୍‌ସର୍ସ ପଞ୍ଚମ ସ୍ଥାନକୁ ଅକ୍ତିଆର…