Latest Odisha News

BREAKING NEWS

Browsing Category

ଖେଳ

ହକି ଇଣ୍ଡିଆ ଲିଗ୍‌: ଘରୋଇ ଦଳ କଳିଙ୍ଗ ଲାନ୍‌ସର୍ସର ପ୍ରଥମ ବିଜୟ

ରାଉରକେଲା: ହକି ଇଣ୍ଡିଆ ଲିଗ୍‌ରେ ଘରୋଇ ଦଳ ବେଦାନ୍ତ କଳିଙ୍ଗ ଲାନ୍‌ସର୍ସ ଦମଦାର ବିଜୟ ହାସଲ କରିଛି । ଦଳ ଅପରାଜେୟ ଶ୍ରାଚୀ ରା’ ବେଙ୍ଗଲ ଟାଇଗର୍ସକୁ ସିଧାସଳଖ ୬-୦ ଗୋଲ୍‌ରେ ପରାସ୍ତ କରି ଦମ୍‌ଦାର ବିଜୟ ଲାଭ କରିଛି । ଆଜିର ବିଜୟ ପରେ କଳିଙ୍ଗ ଲାନ୍‌ସର୍ସ ପଞ୍ଚମ ସ୍ଥାନକୁ ଅକ୍ତିଆର…

ବିସିସିଆଇ ସେକ୍ରେଟାରୀ କହିଲେ ନୂଆ ଟିମ ଚୟନ କର: ବାଦ ପଡି ପାରନ୍ତି ରୋହିତ, କୋହଲି

ନୂଆଦିଲ୍ଲୀ: ଭାରତୀୟ କ୍ରିକେଟ କଂଟ୍ରୋଲ ବୋର୍ଡର ନୂଆ ସେକ୍ରେଟାରୀ ଦେବଜିତ ସାଇକିଆ ଆକ୍ସନ ମୁଡରେ ରହିଛନ୍ତି । କ୍ରମାଗତ ପରାଜୟରେ ବୋର୍ଡ ଅସନ୍ତୁଷ୍ଟ ରହିଛି । ଚୟନ କମିଟି ମୂଖ୍ୟ ଅଜିତ ଅଗରକରଙ୍କ ସ୍ପଷ୍ଟ ବାର୍ତା ଦିଆଯାଇଛି ଯେ, ନୂଆ ଟିମ ଚୟନ କର । ଫଳରେ ରୋହିତ ଶର୍ମା ଓ ବିରାଟ କୋହଲିଙ୍କ…

ଡବ୍ଲ୍ୟୁପିଏଲ ପାଇଁ ଚୂଡାନ୍ତ ହେଲା ଭେନ୍ୟୁ

ନୂଆଦିଲ୍ଲୀ: ମହିଳା ପ୍ରିମିୟର ଲିଗ (ଡବ୍ଲ୍ୟୁପିଏଲ) ତୃତୀୟ ସିଜନ ପାଇଁ ବିସିସିଆଇ ଭେନ୍ୟୁ ଚୂଡାନ୍ତ କରିଛି । ବରୋଦା ଓ ଲକ୍ଷ୍ନୌରେ ୫ଟି ଟିମ ମଧ୍ୟରେ ସମସ୍ତ ମ୍ୟାଚ ଖେଳାଯିବ । ଟୁର୍ଣ୍ଣାମେଂଟ ୬ କିମ୍ବା ୭ ଫେବୃୟାରୀରୁ ଆରମ୍ଭ ହେବ । ବରୋଦାରେ ଦ୍ୱିତୀୟ ପର୍ଯ୍ୟାୟ ମୁକାବିଲା ଖେଳାଯିବ ।…

ଚାମ୍ପିୟନ୍ସ ଟ୍ରଫି କ୍ରିକେଟ: କେଉଁ ଖେଳାଳିଙ୍କ ସ୍ଥାନରେ ଖେଳିବେ ଯଶସ୍ୱୀ

ନୂଆଦିଲ୍ଲୀ:ଆଇସିସି ଚାମ୍ପିୟନ୍ସ ଟ୍ରଫି କ୍ରିକେଟ ପାଇଁ ଖୁବ ଶୀଘ୍ର ଭାରତ ଦଳ ଚୟନ ହେବ । ଅଷ୍ଟ୍ରେଲିଆ ବିପକ୍ଷ ଟେଷ୍ଟ ସିରିଜରେ ଯଶସ୍ୱୀ ଜୈସୱାଲ ସବୁଠାରୁ ଭଲ ପ୍ରଦର୍ଶନ କରି ଚୟନ କମିଟିଙ୍କ ବିଶ୍ୱାସ ଜିଣି ପାରିଛନ୍ତି । ଚାମ୍ପିୟନ୍ସ ଟ୍ରଫିରେ ତାଙ୍କୁ ସ୍ଥାନ ମିଳିବା ନେଇ ଆଲୋଚନା ଜୋର…

ଛାଡପତ୍ର ଗୁଜବ ମଧ୍ୟରେ ଚହଲଙ୍କ କ୍ରିପ୍ଟିକ ପୋଷ୍ଟ… 

ନୂଆଦିଲ୍ଲୀ: ଛାଡପତ୍ର ଗୁଜବ ମଧ୍ୟରେ ୟୁଜଭେନ୍ଦ୍ର ଚହଲ ତାଙ୍କର ପ୍ରଥମ ପ୍ରତିକ୍ରିୟା ଦେଇଛନ୍ତି। ଟିମ୍ ଇଣ୍ଡିଆ ଖେଳାଳି ଚହଲ ସୋସିଆଲ ମିଡିଆରେ ଏକ ପୋଷ୍ଟ ସେୟାର କରି ନିଜର ଭାବନା ବାଣ୍ଟିଛନ୍ତି। ଚହଲ ଇନଷ୍ଟାଗ୍ରାମରେ ଲେଖିଛନ୍ତି, ଯେଉଁମାନେ ଶବ୍ଦଠାରୁ ଅଧିକ ଶୁଣିପାରିବେ ସେମାନଙ୍କ…

ଆଇସିସି ଟେଷ୍ଟ ର‌୍ୟାଙ୍କିଙ୍ଗ: ତୃତୀୟ ସ୍ଥାନକୁ ଖସିଲା ଟିମ ଇଣ୍ଡିଆ

ନୂଆଦିଲ୍ଲୀ: ଅଷ୍ଟ୍ରେଲିଆ ବିପକ୍ଷ ସିରିଜ ୧-୩ରେ ହାରିବା ପରେ ଭାରତର ର‌୍ୟାଙ୍କିଙ୍ଗରେ ଅବନ୍ନତି ଘଟିଛି । ସଦ୍ୟ ପ୍ରକାଶିତ ଆଇସିସି ଟେଷ୍ଟ ର‌୍ୟାଙ୍କିଙ୍ଗରେ ଭାରତ ଏବେ ତୃତୀୟ ସ୍ଥାନରେ ରହିଛି । ୨୦୧୬ ପରେ ଭାରତ ଦ୍ୱିତୀୟ ଥର ପାଇଁ ଆଇସିସି ଟେଷ୍ଟ ଟିମ ର‌୍ୟାଙ୍କିଙ୍ଗରେ ତୃତୀୟ ସ୍ଥାନରେ…

ଭବିଷ୍ୟତ ଟିମ ଇଣ୍ଡିଆ ପାଇଁ ବୋଲର ସମସ୍ୟା

ନୂଆଦିଲ୍ଲୀ: ଭବିଷ୍ୟତ ଟିମ ଇଣ୍ଡିଆ ପ୍ରସ୍ତୁତି ପାଇଁ ବିସିସିଆଇ ଉଦ୍ୟମ ଆରମ୍ଭ କରିଦେଇଛି । ରୋହିତ ଶର୍ମା, ବିରାଟ କୋହଲିଙ୍କ ଯୁଗ ପରେ ଦଳ ନିକଟରେ ଟେଷ୍ଟ କ୍ରିକେଟ ଖେଳିବା ପାଇଁ ଯୁବ ବ୍ୟାଟ୍ସମ୍ୟାନଙ୍କ ଅଭାବ ନାହିଁ । ଏବେ ବୋଲରଙ୍କ ସମସ୍ୟା ଉଭା ହୋଇଛି । ଯଶପ୍ରୀତ ବୁମରାହ, ମହମ୍ମଦ ସାମୀ…

ଟିମ ଇଣ୍ଡିଆର ଚିନ୍ତା ବଢ଼ାଇଲା ବୁମରାହଙ୍କ ଆଘାତ ସମସ୍ୟା

ନୂଆଦିଲ୍ଲୀ: ଭାରତ-ଅଷ୍ଟ୍ରେଲିଆ ମଧ୍ୟରେ ଖେଳା ଯାଇଥିବା ବର୍ଡର-ଗାଭାସ୍କର ଟ୍ରଫିର ଅନ୍ତିମ ଟେଷ୍ଟରେ ଯଶପ୍ରୀତ ବୁମରାହ ଆଘାତ ସମସ୍ୟାରେ ପଡିଛନ୍ତି । ଭାରତ ଏହି ସିରିଜ ୧-୩ରେ ପରାଜିତ ହୋଇଛି । ୱାର୍କଲୋଡ ଯୋଗୁ ବୁମରାହ ଆଘାତପ୍ରାପ୍ତ ହୋଇଥିବା ଜଣାପଡିଛି । ବିିସିସିଆଇ ମେଡିକାଲ ଟିମ…

ଭାରତୀୟ ଟେଷ୍ଟ ଟିମର ଅଧିନାୟକ ହେବ କିଏ

ନୂଆଦିଲ୍ଲୀ: ୧୦ ବର୍ଷ ପରେ ଭାରତ ବର୍ଡର-ଗାଭାସ୍କର ଟ୍ରଫି ସିରିଜରେ ପରାଜିତ ହୋଇଛି । ରୋହିତ ଶର୍ମା ଉଭୟ ଅଧିନାୟକ ଦାୟିତ୍ୱ ତୁଲାଇବା ଏବଂ ବ୍ୟାଟିଂରେ ସମ୍ପୂର୍ଣ୍ଣ ଭାବେ ନିରାଶ କରିଛନ୍ତି । ରିପୋର୍ଟ ମୁତାବକ ରୋହିତ ଟେଷ୍ଟ ଟିମ ଅଧିନାୟକ ପଦ ହରାଇବା ଏକପ୍ରକାର ନିଶ୍ଚିତ । ତାଙ୍କ ସ୍ଥାନରେ…

କ୍ରିକେଟ୍ ଜଗତରେ ଏଣ୍ଟ୍ରି କଲେ ଅଭିଷେକ ବଚ୍ଚନ

ମୁମ୍ବାଇ: ବଲିଉଡ ଅଭିନେତା ଅଭିଷେକ ବଚ୍ଚନ ୟୁରୋପୀୟ ଟି-20 ପ୍ରିମିୟର ଲିଗ୍ (ଇଟିପିଏଲ୍)ରେ ଟଙ୍କା ନିବେଶ କରିଛନ୍ତି। ସେ ଚଳିତ ବର୍ଷ ଆରମ୍ଭ ହେବାକୁ ଥିବା ଏହି ଲିଗର ସହ-ମାଲିକ ହେବାକୁ ଯାଉଛନ୍ତି। ଇଟିପିଏଲ୍ ହେଉଛି ଏଭଳି ଏକ ଟୁର୍ନାମେଣ୍ଟ ଯାହା ଆନ୍ତର୍ଜାତୀୟ କ୍ରିକେଟ୍ ପରିଷଦ…