Latest Odisha News

BREAKING NEWS

Browsing Category

ଖେଳ

ହକି ଇଣ୍ଡିଆ ଲିଗ୍: ଷ୍ଟାଡିୟମ ଯିବାକୁ ବାଧ୍ୟତାମୂଳକ ପଞ୍ଜୀକରଣ ନିୟମକୁ ପ୍ରତ୍ୟାହାର କରାଗଲା

ରାଉରକେଲା:ହକି ପ୍ରେମୀଙ୍କ ପାଇଁ ଖୁସି ଖବର । ହିରୋ ହକି ଇଣ୍ଡିଆ ଲିଗ୍ ୨୦୨୪ମ୍ୟାଚକୁ ଦେଖିବାକୁ ପାସ୍ ଓ ଟିକେଟର ଆବଶ୍ୟକତା ନାହିଁ । ଏନେଇ ସୂଚନା ଦେଇଛନ୍ତି ହକି ଇଣ୍ଡିଆ ସଭାପତି ପଦ୍ମଶ୍ରୀ ଡକ୍ଟର ଦିଲୀପ ତିର୍କୀ । ଏଥର ଦର୍ଶକ ସିଧାସଳଖ ଷ୍ଟାଡିୟମ ଭିତରକୁ ପ୍ରବେଶ କରି ପାରିବେ ।…

ଟିମ ଇଣ୍ଡିଆ ପାଇଁ ଗମ୍ଭୀର ନୁହନ୍ତି ତ ବଡ ସମସ୍ୟା

ନୂଆଦିଲ୍ଲୀ: ରୋହିତ ଶର୍ମା ଓ ବିରାଟ କୋହଲିଙ୍କ ଫର୍ମକୁ ନେଇ ଏବେ ଆଲୋଚନା ସବୁଠାରେ ଚାଲିଛି । ତେବେ ନିକଟ ଭବିଷ୍ୟତରେ ଭାରତର ଖରାପ ପ୍ରଦର୍ଶନ ପାଇଁ କୋଚ ଗୌତମ ଗମ୍ଭୀର କଣ ଦାୟୀ ନୁହନ୍ତି କି ? ବର୍ଡର-ଗାଭାସ୍କର ଟ୍ରଫିରେ କୋଚ ଏବଂ ଅନ୍ୟ ଷ୍ଟାଫଙ୍କ ଭୂମିକା ମଧ୍ୟ ସନ୍ତୋଷଜନକ ରହି ନାହିଁ ।…

ରଣଜୀ କ୍ରିକେଟ ଖେଳି ପାରନ୍ତି ରୋହିତ, କୋହଲି

ନୂଆଦିଲ୍ଲୀ: ଭାରତୀୟ କ୍ରିକେଟର ଦୁଇ ମହାରଥୀ ବିରାଟ କୋହଲି ଓ ରୋହିତ ଶର୍ମାଙ୍କ ପ୍ରଦର୍ଶନ ବର୍ଡର-ଗାଭାସ୍କର ଟ୍ରଫିରେ ନୈରାଶ୍ୟଜନକ ରହିଛି । ବିସିସିଆଇ ସମ୍ପୂର୍ଣ୍ଣ ଭାବେ ଏହି ଦୁଇ ଖେଳାଳିଙ୍କ ଉପରେ ଅସନ୍ତୁଷ୍ଟ ରହିଛି । କୋଚ ଗୌତମ ଗମ୍ଭୀର ମଧ୍ୟ ସେମାନଙ୍କୁ ନେଇ ସେ ଭଳି ଉତ୍ସାହଜନକ ବୟାନ…

ବୋଲିଂରେ କମାଲ କରୁଛନ୍ତି ସେହ୍ୱାଗଙ୍କ ସାନ ପୁଅ

ନୂଆଦିଲ୍ଲୀ: ଭାରତୀୟ କ୍ରିକେଟ ଟିମର ପୂର୍ବତନ ବିସ୍ଫୋରକ ବ୍ୟାଟ୍ସମ୍ୟାନ ବୀରେନ୍ଦ୍ର ସେହ୍ୱାଗଙ୍କ ବ୍ୟାଟିଂ ଏବେ ବି ପ୍ରଶଂସକଙ୍କ ମନରୁ ଲିଭି ନାହିଁ । ଏବେ ତାଙ୍କର ଦୁଇ ପୁଅ ଆର୍ଯ୍ୟବୀର ଓ ବେଦାନ୍ତ ଧିରେ ଧିରେ ସେମାନଙ୍କ ପାଦ ଥାପୁଛନ୍ତି । ନିକଟରେ ୧୯ ବର୍ଷରୁ କମ କୁଚ ବିହାର ଟ୍ରଫିରେ…

ଟ୍ରଫି ଦେବା ବେଳେ ଗାଭାସ୍କରଙ୍କୁ ଡାକିଲେନି, ଲିଟିଲ ମାଷ୍ଟର ଦୁଃଖୀତ

ସିଡନୀ: ଭାରତ ବିପକ୍ଷ ବର୍ଡର-ଗାଭାସ୍କର ଟ୍ରଫିକୁ ଅଷ୍ଟ୍ରେଲିଆ ଜିତି ନେଇଛି । ତେବେ ପୁରସ୍କାର ବିତରଣ ଉତ୍ସବରେ ଆୟୋଜକ ଦେଶଙ୍କ ବ୍ୟବହାର କ୍ରିକେଟପ୍ରେମୀଙ୍କୁ ପସନ୍ଦ ଆସିନି । ଟ୍ରଫି ପ୍ରଦାନ ବେଳେ ଆଲାନ ବର୍ଡରଙ୍କୁ ଏକାକୀ ଡକା ଯାଇଥିଲା । ସେ ନିଜ ଦେଶର ଖେଳାଳିଙ୍କୁ ଟ୍ରଫି ପ୍ରଦାନ…

ରୋହିତ-କୋହଲିଙ୍କ ଭବିଷ୍ୟତ ସମ୍ପର୍କରେ ମୁହଁ ଖୋଲିଲେ ଗମ୍ଭୀର

ସିଡନୀ: ଭାରତ ବର୍ଡର-ଗାଭାସ୍କର ଟ୍ରଫି ୧-୩ରେ ଅଷ୍ଟ୍ରେଲିଆ ନିକଟରୁ ହାରି ଯାଇଛି । ଏଥିସହ ୱାର୍ଲ୍ଡ ଟେଷ୍ଟ ସିରିଜ ଫାଇନାଲ ଦୌଡରୁ ମଧ୍ୟ ଭାରତ ବାଦ ପଡିଛି । ଟିମ ଇଣ୍ଡିଆର ମୂଖ୍ୟ କୋଚ ଗୌତମ ଗମ୍ଭୀର ଖେଳାଳିମାନଙ୍କୁ ଘରୋଇ କ୍ରିକେଟ ଖେଳିବା ପାଇଁ ଜୋର ଦେଇଛନ୍ତି । ରୋହିତ ଶର୍ମା ଓ ବିରାଟ…

୧୦ ବର୍ଷ ପରେ ବର୍ଡର-ଗାଭାସ୍କର ଟ୍ରଫି ଜିତି ରେକର୍ଡ କଲା ଅଷ୍ଟ୍ରେଲିଆ, ଫାଇନାଲରେ ଏଣ୍ଟ୍ରି

ସିଡନୀ: ୧୦ ବର୍ଷ ପରେ ବର୍ଡର-ଗାଭାସ୍କର ଟ୍ରଫି ଜିତିବାର ରେକର୍ଡ କଲା ଅଷ୍ଟ୍ରେଲିଆ। ଚଳିତ ବର୍ଡର-ଗାଭାସ୍କର ଟ୍ରଫିର ପଞ୍ଚମ ତଥା ଅନ୍ତିମ ମ୍ୟାଚ୍‌ ସିଡ୍‌ନୀରେ ଖେଳା ଯାଇଛି। ତେବେ ଏହି ଅନ୍ତିମ ଟେଷ୍ଟ ମ୍ୟାଚକୁ ୬ ୱିକେଟରେ ଜିତିବା ସହ ବର୍ଡର-ଗାଭାସ୍କର ଟ୍ରଫିକୁ ୩-୧ରେ ଜିତି ନେଇଛି…

ଦ୍ୱିତୀୟ ଥର ପାଇଁ ବାପା ହେଲେ ଶିବମ ଦୁବେ

ମୁମ୍ବାଇ: ଭାରତର ଷ୍ଟାର ଅଲରାଉଣ୍ଡର ଶିବମ ଦୁବେ ଦ୍ୱିତୀୟ ଥର ପାଇଁ ବାପା ହେବାର ସୌଭାଗ୍ୟ ଅର୍ଜନ କରିଛନ୍ତି । ଏବେ ତାଙ୍କ ପରିବାର ୩ରୁ ୪ ହୋଇଯାଇଛି । ଶିବମଙ୍କ ପତ୍ନୀ ଅଞ୍ଜୁମ ଖାଁ ଏକ କନ୍ୟା ସନ୍ତାନର ଜନନୀ ହୋଇଛନ୍ତି । ୨୦୨୨ରେ ସେ ଏକ ପୁତ୍ର ସନ୍ତାନ ଜନ୍ମ ଦେଇଥିଲେ । ସୋସିଆଲ ମିଡିଆରେ…

ଜୟ ଶାହଙ୍କ ସ୍ଥାନରେ ଏହି ବ୍ୟକ୍ତି ହେବେ ବିସିସିଆଇର ନୂଆ ସେକ୍ରେଟାରୀ

ମୁମ୍ବାଇ: ଜୟ ଶାହଙ୍କ ପରେ ଖାଲି ପଡିଥିବା ବିସିସିଆଇ ସେକ୍ରେଟାରୀ ପଦ ପାଇଁ ଦେବଜିତ ସାଇକିଆ ଓ କୋଷାଧ୍ୟକ୍ଷ ପଦ ନିମନ୍ତେ ପ୍ରଭତେଜ ଭାଟିଆ ପ୍ରାର୍ଥୀପତ୍ର ଦାଖଲ କରିଛନ୍ତି । ଏହି ଦୁଇ ଅଧିକାରୀଙ୍କ ବିପକ୍ଷରେ ଅନ୍ୟ କିଏ ନିର୍ବାଚନ ରଣାଙ୍ଗନରେ ଓହ୍ଲାଇ ନାହାନ୍ତି । ଫଳରେ ସାଇକିଆ…

ଦକ୍ଷିଣ ଆଫ୍ରିକା ପାଇଁ ଇତିହାସ ରଚିଲେ ର‌୍ୟାନ ରିକେଲଟନ

କେପଟାଉନ: ଦକ୍ଷିଣ ଆଫ୍ରିକାର ର‌୍ୟାନ ରିକେଲଟନ ପାକିସ୍ତାନ ବିପକ୍ଷ ଦ୍ୱିତୀୟ ଟେଷ୍ଟରେ ଇତିହାସ ରଚିଛନ୍ତି । ର‌୍ୟାନ ୨୬୬ ବଲରେ ଦ୍ୱିଶତକ ହାସଲ କରିଛନ୍ତି । ୨୦୦୮ ପରେ ଦକ୍ଷିଣ ଆଫ୍ରିକା ପକ୍ଷରୁ ସେ ଦ୍ରୁତ ଦ୍ୱିଶତକ ହାସଲ କରିବା ଗୌରବ ଅର୍ଜନ କରିଛନ୍ତି । ୨୦୦୮ରେ ଗ୍ରେମ ସ୍ମିଥ ବାଂଲାଦେଶ…