Latest Odisha News

BREAKING NEWS

Browsing Category

ଖେଳ

ଇଣ୍ଡିଆନ ଓପନ ରିଲେ: ମିକ୍ସଡ ରିଲେରେ ଓଡିଶାକୁ ରୌପ୍ୟ

ଭୁବନେଶ୍ୱର: ଚଣ୍ଡୀଗଡରେ ଚାଲିଥିବା ଇଣ୍ଡିଆନ ଓପନ ରିଲେ ପ୍ରତିଯୋଗିତାରେ ଓଡିଶାର ଆଥଲେଟମାନେ ପ୍ରଭାବୀ ପ୍ରଦର୍ଶନ ଜାରୀ ରଖିଛନ୍ତି । ମିକ୍ସଡ ରିଲେ ୪ ଗୁଣନ ୧୦୦ ମିଟରରେ ଓଡିଶାର ପ୍ରତିଯୋଗୀ ରୌପ୍ୟ ପଦକ ହାସଲ କରିଛନ୍ତି । ବୋନୀତା ଲାକ୍ରା, ମନୀଷା ମେରେଲ, ଅବିନାଶ ସାହୁ ଓ ଡିଏମ ଜୟରାମ…

ଚମ୍ପକ ନାମ ନେଇ ବିସିସିଆକୁ ନୋଟିସ ଜାରୀ କଲେ ହାଇକୋର୍ଟ

ନୂଆଦିଲ୍ଲୀ: ଇଣ୍ଡିଆନ ପ୍ରିମିୟର ଲିଗ ଏବେ ରୋମାଂଚକ ମୋଡରେ ପଂହଚି ଯାଇଛି । ସମସ୍ତ ଟିମ ପ୍ଲେ ଅଫ ପ୍ରବେଶ ପାଇଁ ଉଦ୍ୟମ ଜାରୀ ରଖିଛନ୍ତି । ଏଥର ଆଇପିଏଲରେ ଏଆଇ ରୋବୋଟ ଡଗ ଚମ୍ପକ ବେଶ ଲୋକପ୍ରିୟତା ହାସଲ କରିଛି । ତେବେ ଏହାର ନାମ ଚମ୍ପକ ରଖି ବିସିସିଆଇ ଅଡୁଆରେ ପଡିଛି । ଛୋଟ ପିଲାଙ୍କ…

ଇଂଲଣ୍ଡ ଗସ୍ତ ପାଇଁ ୩୫ଜଣ ଖେଳାଳିଙ୍କ ଶର୍ଟଲିଷ୍ଟ କରିଛି ବିସିସିଆଇ

ନୂଆଦିଲ୍ଲୀ: ଅଷ୍ଟ୍ରେଲିଆ ଗସ୍ତରେ ଭାରତୀୟ କ୍ରିକେଟ ଟିମ ଶୋଚନୀୟ ଭାବେ ପରାଜୟବରଣ କରିଥିଲା । ଏବେ ବିସିସିଆଇ ଆଗାମୀ ଇଂଲଣ୍ଡ ବିପକ୍ଷ ଟେଷ୍ଟ ସିରିଜ ପାଇଁ ଭାବିଚିନ୍ତି ଯୋଜନା ପ୍ରସ୍ତୁତ କରୁଛି । ଟାଇମ୍ସ ଅଫ ଇଣ୍ଡିଆରେ ପ୍ରକାଶିତ ରିପୋର୍ଟ ଅନୁସାରେ ଇଂଲଣ୍ଡ ଗସ୍ତ ପାଇଁ ୩୫ ଜଣିଆ…

ଟିମ ଇଣ୍ଡିଆ ଟି୨୦ ଦଳର ନିୟମିତ ସଦସ୍ୟ ହେବା ରାହୁଲଙ୍କ ଟାର୍ଗେଟ

ନୂଆଦିଲ୍ଲୀ: ଚଳିତ ଆଇପିଏଲରେ କେଏଲ ରାହୁଲ ବିସ୍ଫୋରକ ବ୍ୟାଟିଂ ପ୍ରଦର୍ଶନ କରି ସମସ୍ତଙ୍କ ମନ ଜିଣି ପାରିଛନ୍ତି । ଆନ୍ତର୍ଜାତୀୟ ଟି୨୦ରେ ରାହୁଲ ଭାରତୀୟ ଦଳର ନିୟମିତ ସଦସ୍ୟ ହେବାକୁ ଚାହୁଁଛନ୍ତି । ଏଥିପାଇଁ ସେ ତାଙ୍କ ବ୍ୟାଟିଂ ଶୈଳୀରେ ପରିବର୍ତନ ମଧ୍ୟ କରିଛନ୍ତି । ୨୦୧୬ରେ ରାହୁଲ ଭାରତ…

କେକେଆର କୋଚଙ୍କ ଉପରେ ସନ୍ତୁଷ୍ଟ ନାହାନ୍ତି ଦଳର ଖେଳାଳି

କୋଲକାତା: ଚଳିତ ଆଇପିଏଲରେ ଗତ ସଂସ୍କରଣର ଚାମ୍ପିୟନ କୋଲକାତା ନାଇଟ ରାଇଡର୍ସର ପ୍ରଦର୍ଶନ ଏ ପଯ୍ୟନ୍ତ ଅତ୍ୟନ୍ତ ନୈରାଶ୍ୟଜନକ ରହିଛି । କେକେଆର କୋଚ ଚନ୍ଦ୍ରକାନ୍ତ ପଣ୍ଡିତଙ୍କ କେତେକ ନିଷ୍ପତି ଉପରେ ଦଳର ଖେଳାଳିମାନେ ସନ୍ତୁଷ୍ଟ ନାହାନ୍ତି । ରିପୋର୍ଟ ମୁତାବକ ଦଳର ଏକ ସିନିୟର ଖେଳାଳି…

ଇଂଲଣ୍ଡ ଗସ୍ତରେ ଯିବେ ବୈଭବ, ଆୟୂଷ

ନୂଆଦିଲ୍ଲୀ: ଭାରତ ଓ ଇଂଲଣ୍ଡ କ୍ରିକେଟ ଟିମ ମଧ୍ୟରେ ୫ ମ୍ୟାଚ ବିଶିଷ୍ଟ ଟେଷ୍ଟ ସିରିଜ ଜୁନରୁ ଆରମ୍ଭ ହେବ । ଏହାର ଠିକ ପୂର୍ବରୁ ଭାରତ ଏ ଟିମ ଇଂଲଣ୍ଡ ଯିବ । ଆଇପିଏଲ ପରେ ଭାରତର ୧୯ ବର୍ଷରୁ କମ ଟିମ ସେଠାରେ ୫ଟି ଦିନିକିଆ ଓ ୨ଟି ଟେଷ୍ଟ ମ୍ୟାଚ ଖେଳିବ । ରିପୋର୍ଟ ମୁତାବକ ଏହି ଟିମରେ ବୈଭବ…

ଛୋଟ ବୟସରେ ବଡ଼ ଧମାକା, ଶତକ ମାରି ସାରା ଦୁନିଆରେ ଚହଳ ପକାଇଲେ ବୈଭବ ସୂର୍ଯ୍ୟବଂଶୀ

ଭୁବନେଶ୍ୱର: ବୈଭବ ସୂର୍ଯ୍ୟବଂଶୀ... ଏହି ନାକୁ ଏବେ ବୋଧହୁଏ ଦୁନିଆ ଭୁଲି ପାରିବ ନାହିଁ। ମାତ୍ର ୧୪ ବର୍ଷ ବୟସରେ ଏହି ବାଳକ ଆଇପିଏଲ ୨୦୨୫ରେ ଏପରି କାରନାମା କରିଛନ୍ତି ଯାହା ଉପରେ ବିଶ୍ୱାସ କରିବା କଷ୍ଟକର। ଗୁଜରାଟ ଟାଇଟନ୍ସ ବିପକ୍ଷରେ ବୈଭବ ମାତ୍ର ୩୫ ବଲରେ ଶତକ ହାସଲ କରି ଇତିହାସ…

ଆଫ୍ରିଦୀଙ୍କୁ ଧାୱନ କହିଲେ ଆଉ କେତେ ତଳକୁ ଖସିବ

ନୂଆଦିଲ୍ଲୀ: ପହଲଗାମ ଆତଙ୍କବାଦୀ ଆକ୍ରମଣ ଘଟଣା ପରେ ଭାରତ ଏବଂ ପାକିସ୍ତାନ ମଧ୍ୟରେ ତିକ୍ତତା ଶେଷ ସୀମାରେ ପଂହଚି ଯାଇଛି । ପାକିସ୍ତାନୀ କ୍ରିକେଟର ଶାହୀଦ ଆଫ୍ରିଦୀ ଏ ନେଇ ଅଯଥା ବୟାନ ଦେବାରେ ଲାଗିଛନ୍ତି । ଯାହାକୁ ନେଇ ଭାରତର ଶିଖର ଧାୱନ ତୀବ୍ର ପ୍ରତିକ୍ରିୟା ବ୍ୟକ୍ତ କରିଛନ୍ତି । ସେ…

ଆହୁରି ବୃଦ୍ଧି ପାଇବ ଆଇପିଏଲ ମ୍ୟାଚ ସଂଖ୍ୟା

ନୂଆଦିଲ୍ଲୀ: ଇଣ୍ଡିଆନ ପ୍ରିମିୟର ଲିଗର କଳେବର ଆହୁରି ବୃଦ୍ଧି ପାଇବ । କ୍ରିକଇନଫୋରେ ପ୍ରକାଶିତ ଖବର ଅନୁସାରେ ୨୦୨୮ରୁ ଆଇପିଏଲରେ ଓଭରାଲ ୯୪ ମ୍ୟାଚ ଖେଳାଯିବ । ଆଇପିଏଲ ଚେୟାରମ୍ୟାନ ଅରୁଣ ଧୂମାଲ ଏ ସମ୍ପର୍କରେ ସୂଚନା ଦେଇଛନ୍ତି । ବିସିସିଆଇର ଆଗାମୀ ମିଡିଆ ରାଇଟ୍ସ ଚକ୍ର ୨୦୨୮ରୁ ଆରମ୍ଭ…

ଇଂଲଣ୍ଡ ବିପକ୍ଷ ସିରିଜ ପାଇଁ ଟିମ ଇଣ୍ଡିଆର ଏହି ୩ ପେସରେ ରହିଛନ୍ତି ଆଗରେ

ଦୁବାଇ: ଭାରତୀୟ କ୍ରିକେଟ ଟିମର ପୂର୍ବତନ କୋଚ ରବି ଶାସ୍ତ୍ରୀ ଇଂଲଣ୍ଡ ବିପକ୍ଷ ୫ ମ୍ୟାଚ ବିଶିଷ୍ଟ ଟେଷ୍ଟ ସିରିଜ ପୂର୍ବରୁ ଯଶପ୍ରୀତ ବୁମରାହଙ୍କୁ ବିଶ୍ରାମ ଦେବା ପାଇଁ କହିଛନ୍ତି । ଜୁନ ୨୦ରୁ ଏହି ସିରିଜ ଆରମ୍ଭ ହେବ । ୨୦୨୫ରୁ୨୭ ବିଶ୍ୱ ଟେଷ୍ଟ ଚାମ୍ପିୟନଶିପର ଚକ୍ର ଏଥିସହ ଆରମ୍ଭ ହେବ ।…