Latest Odisha News

BREAKING NEWS

Browsing Category

ଖେଳ

ଇନଷ୍ଟାଗ୍ରାମରେ ପରସ୍ପରକୁ ଅନଫଲୋ କଲେ ଚହଲ-ଧନଶ୍ରୀ, ଜୋର ଧରିଲା ଛାଡପତ୍ର ଗୂଜବ

ମୁମ୍ବାଇ: ଭାରତର ଲେଗ ସ୍ପିନର ୟୁଜଭେନ୍ଦ୍ର ଚହଲ ଓ ତାଙ୍କ ପତ୍ନୀ ଧନଶ୍ରୀ ବର୍ମାଙ୍କ ବିବାହ ବିଚ୍ଛେଦ ଖବର ପୂନର୍ବାର ଜୋର ଧରିଛି । ଉଭୟଙ୍କ ମଧ୍ୟରେ ସମ୍ପର୍କ ଭଲ ନାହିଁ ଏବଂ ପରସ୍ପରଠାରୁ ଅଲଗା ହେବାକୁ ଚାହୁଁଛନ୍ତି ବୋଲି ଖବର ପ୍ରକାଶ ପାଇଛି । ଟାଇମ୍ସ ଇଣ୍ଡିଆ ସ୍ପଷ୍ଟ ଭାବେ ଉଲ୍ଲେଖ…

ପନ୍ତଙ୍କ ଅର୍ଦ୍ଧଶତକ: ଭାରତ ୧୪୫ ରନରେ ଅଗ୍ରଣୀ

ସିଡନୀ: ଏଠାରେ ଚାଲିଥିବା ଅଷ୍ଟ୍ରେଲିଆ ବିପକ୍ଷ ୫ମ ଟେଷ୍ଟର ଦ୍ୱିତୀୟ ଦିବସ ଖେଳ ଶେଷ ସୁଦ୍ଧା ଭାରତ ୧୪୫ ରନର ଅଗ୍ରଣୀ ହାସଲ କରିନେଇଛି । ପ୍ରଥମ ଇନିଂସରେ ଖରାପ ବ୍ୟାଟିଂ ପ୍ରଦର୍ଶନ କରିଥିବା ଟିମ ଇଣ୍ଡିଆର ସ୍ଥିତି ବୋଲରମାନେ ସୁଧାରିଥିଲେ । ତଥାପି ଭାରତୀୟ ବ୍ୟାଟ୍ସମ୍ୟାନମାନେ ଦ୍ୱିତୀୟ…

କୋହଲିଙ୍କ ସହିତ ଆଲୋଚନା କରିବ ବିସିସିଆଇ

ନୂଆଦିଲ୍ଲୀ: ଟିମ ଇଣ୍ଡିଆର ସିନିୟର ଖେଳାଳି ରୋହିତ ଶର୍ମାଙ୍କୁ ବର୍ଡର-ଗାଭାସ୍କର ଟ୍ରଫିର ଅନ୍ତିମ ମୁକାବିଲାରେ ଚୂଡାନ୍ତ ଏକାଦଶରେ ସାମିଲ କରାଯାଇ ନ ଥିଲା । ରୋହିତ ଦଳର ହିତ ପାଇଁ ଏହି ମ୍ୟାଚ ଖେଳି ନ ଥିବା କୁହାଯାଇଛି । ତେବେ ସମୀକ୍ଷକଙ୍କ ମତରେ ରୋହିତ ମେଲବୋର୍ଣ୍ଣରେ ତାଙ୍କ କ୍ୟାରିୟରର…

ପଡିଆରେ ଧକ୍କା ହୋଇଗଲେ ଅଷ୍ଟ୍ରେଲିଆର ଦୁଇ ଖେଳାଳି, ଡାକ୍ତରଖାନାରେ ଭର୍ତି

କାନବେରା: ବିଗ ବ୍ୟାଶ ଲିଗରେ ଏକ ବଡ ଧରଣର ଦୁର୍ଘଟଣା ଘଟିଛି । ଶୁକ୍ରବାର ଅନୁଷ୍ଠିତ ସିଡନୀ ଥଣ୍ଡର୍ସ ଓ ପର୍ଥ ସ୍କ୍ରଚର୍ସ ମ୍ୟାଚ ଅବସରରେ ଅଷ୍ଟ୍ରେଲିଆର ଦୁଇ ଖେଳାଳି ଫିଲ୍ଡିଂ କରୁଥିବା ବେଳେ ପରସ୍ପର ସହ ଧକ୍କା ହୋଇ ଡାକ୍ତରଖାନାରେ ଭର୍ତି ହୋଇଛନ୍ତି । ତେବେ ଏହି ଦୁଇ ଖେଳାଳି ବର୍ତମାନ…

କରୁଣ ନାୟାରଙ୍କ ନାମରେ ନୂତନ ବିଶ୍ୱରେକର୍ଡ

ନୂଆଦିଲ୍ଲୀ: ବିଜୟ ହଜାରେ ଟ୍ରଫିରେ କର୍ଣ୍ଣାଟକର କରୁଣ ନାୟାର ବିଶ୍ୱ ରେକର୍ଡ ସ୍ଥାପନ କରିଛନ୍ତି । ଉତରପ୍ରଦେଶ ବିପକ୍ଷ ମ୍ୟାଚରେ ନାୟାର ୧୦୧ ବଲରେ ୧୧୨ ରନ କରିଛନ୍ତି । ତାଙ୍କ ଇନିଂସ ବଳରେ ୟୁପି ୮ ୱିକେଟରେ ବିଦର୍ଭକୁ ପରାସ୍ତ କରିଛି । ୪ଟି ଇନିଂସରେ ନାୟାର ତାଙ୍କର ତୃତୀୟ ଶତକ ପୂରଣ…

ହାର୍ଦ୍ଦିକ ହୋଇ ପାରନ୍ତି ଟିମ ଇଣ୍ଡିଆର ନୂଆ ଦିିନିକିଆ ଅଧିନାୟକ

ନୂଆଦିଲ୍ଲୀ: ଅଷ୍ଟ୍ରେଲିଆ ବିପକ୍ଷ ବର୍ଡର-ଗାଭାସ୍କର ଟ୍ରଫିର ଅନ୍ତିମ ମୁକାବିଲାରେ ରୋହିତ ଶର୍ମାଙ୍କୁ ବିଶ୍ରାମ ଦିଆଯାଇଛି । ତେବେ ସମୀକ୍ଷକଙ୍କ କହିବରା ଅନୁସାରେ ରୋହିତଙ୍କ ଟେଷ୍ଟ କ୍ୟାରିୟରର ଅନ୍ତ ଆରମ୍ଭ ହୋଇଯାଇଛି । ପରାଜୟ ଏବଂ ଖରାପ ଫର୍ମ ରୋହିତଙ୍କୁ ହରଡଘଣାରେ ପକାଇ ଦେଇଛି । ଟି୨୦…

ପୂନର୍ବାର ଭାରତର ବ୍ୟାଟିଂ ବିପର୍ଯ୍ୟୟ, କୋହଲି ବିଫଳ

ସିଡନୀ: ଏଠାରେ ଆରମ୍ଭ ହୋଇଥିବା ଅଷ୍ଟ୍ରେଲିଆ ବିପକ୍ଷ ସିଡନୀ କ୍ରିକେଟ ଟେଷ୍ଟରେ ପୂନର୍ବାର ଭାରତ ବ୍ୟାଟିଂ ବିପର୍ଯ୍ୟୟର ସମ୍ମୁଖୀନ ହୋଇଛି । ପ୍ରଥମ ଦିବସ ଖେଳ ଶେଷ ସୁଦ୍ଧା ଭାରତର ପ୍ରଥମ ଇନିଂସ ସ୍କୋର ୧୮୫ ରନ ଜବାବରେ ଅଷ୍ଟ୍ରେଲିଆ ଗୋଟିଏ ୱିକେଟ ହରାଇ ୯ ରନ ସଂଗ୍ରହ କରିଛି । ଉସମାନ…

ହକି ଇଣ୍ଡିଆ ଲିଗ୍: ଡ୍ରାଗନ୍ସ ବିପକ୍ଷରେ ବିଜୟୀ ହୋଇ ପଏଣ୍ଟ ଖାତା ଖୋଲିବା ଲକ୍ଷ୍ୟରେ କଳିଙ୍ଗ

ରାଉରକେଲା: ହକି ଇଣ୍ଡିଆ ଲିଗରେ ଆଜି ନିଜର ୨ୟ ମ୍ୟାଚ ଖେଳିବାକୁ ଯାଉଛି ଘରୋଇଦଳ କଳିଙ୍ଗ ଲାନସର୍ସ । ତାମିଲନାଡୁ ଡ୍ରାଗନ୍ସକୁ ଘରୋଇ ଗ୍ରାଉଣ୍ଡ ବିର୍ସା ମୁଣ୍ଡା ହକି ଷ୍ଟାଡିୟମରେ ଭେଟିବ । ଲିଗ୍ ର ପ୍ରଥମ ମ୍ୟାଚରେ ୟୁପି ରୁଦ୍ରସ ଠାରୁ ପରାଜୟ ପରେ କଳିଙ୍ଗ ଆଜି ନିଜର ପ୍ରଥମ ବିଜୟ ଆଶାରେ…

ଶୁଭମନ ଗିଲଙ୍କ ସମେତ ୪ଜଣ ଖେଳାଳିଙ୍କୁ ସମନ

ନୂଆଦିଲ୍ଲୀ: ୪୫୦ କୋଟି ଟଙ୍କାର ଚିଟଫଣ୍ଡ ଦୁର୍ନୀତି ମାମଲାରେ ଗୁଜରାଟର ସିଆଇଡି କ୍ରିକେଟର ଶୁଭମନ ଗିଲଙ୍କ ସମେତ ୪ଜଣ କ୍ରିକେଟରଙ୍କ ନାମରେ ସମନ ଜାରୀ କରିଛି । ଯଦି ସେମାନେ ଏଥିରେ ଦୋଷୀ ସାବ୍ୟସ୍ତ ହେବେ ତାହାହେଲେ ଦଣ୍ଡିତ ହୋଇ ପାରନ୍ତି । ଗୁଜରାଟ ଟାଇଟାନ୍ସର ଅଧିନାୟକ ଗିଲଙ୍କ ବ୍ୟତୀତ…

ଗାଭାସ୍କର କହିଲେ ରୋହିତଙ୍କ ଖେଳିବା ନେଇ କୋଚ, ମ୍ୟାନେଜମେଂଟଙ୍କ ସହ ହେବି କଥା

ସିଡନୀ: ଆଛ କିଛି ଘଂଟା ପରେ ଭାରତ ଓ ଅଷ୍ଟ୍ରେଲିଆ ମଧ୍ୟରେ ୫ମ ଟେଷ୍ଟ ଆରମ୍ଭ ହେବ । ଏହି ମ୍ୟାଚରେ ଅଧିନାୟକ ରୋହିତ ଶର୍ମାଙ୍କ ଖେଳିବା ନେଇ ସଂଶୟ ରହିଛି । ଏହି ଖବର ପ୍ରକାଶିତ ହେବା ପରେ ଆଲୋଚନା ଜୋର ଧରିଛି । ଇତି ମଧ୍ୟରେ ଲିଟିଲ ମାଷ୍ଟର ସୁନୀଲ ଗାଭାସ୍କର କହିଛନ୍ତି ରୋହିତ ସିଡନୀ ଟେଷ୍ଟ…