Latest Odisha News

BREAKING NEWS

Browsing Category

ଖେଳ

ଗିରଫ ୱାରେଣ୍ଟ ପରେ ମୁହଁ ଖୋଲିଲେ ପୂର୍ବତନ କ୍ରିକେଟର ରବିନ୍ ଉଥାପ୍ପା

ନୂଆଦିଲ୍ଲୀ: ପିଏଫ୍ ଠକେଇ ମାମଲାରେ ଟିମ୍ ଇଣ୍ଡିଆର ପୂର୍ବତନ କ୍ରିକେଟର ରବିନ୍ ଉଥାପ୍ପାଙ୍କୁ ଗିରଫ ୱାରେଣ୍ଟ ଜାରି କରାଯାଇଛି। ଯାହାପରେ ସେ ସୋସିଆଲ ମିଡିଆରେ ନିଜର ପ୍ରତିକ୍ରିୟା ରଖିଛନ୍ତି। ସୋସିଆଲ ମିଡିଆ ପ୍ଲାଟଫର୍ମରେ ଏକ ପୋଷ୍ଟ ଶେୟାର କରି ରବିନ୍ ଉଥାପ୍ପା କହିଛନ୍ତି ଯେ, ମୁଁ…

୧୯ ବର୍ଷରୁ କମ ମହିଳା ଏସିଆ କପ କ୍ରିକେଟ : ଭାରତ ଚାମ୍ପିୟନ

ନୂଆଦିଲ୍ଲୀ: ଭାରତ ୧୯ ବର୍ଷରୁ କମ ମହିଳା ଏସିଆ କପ କ୍ରିକେଟର ପଦାର୍ପଣ ମୁକାବିଲାରେ ଚାମ୍ପିୟନ ହେବାର ଗୌରବ ଅର୍ଜନ କରିଛି । ଫାଇନାଲରେ ଭାରତ ୪୧ ରନରେ ବାଂଲାଦେଶକୁ ପରାସ୍ତ କରିଥିଲା । ପ୍ରଥମେ ବ୍ୟାଟିଂ କରି ଟିମ ଇଣ୍ଡିଆ ୨୦ ଓଭରରେ ୭ ୱିକେଟ ୧୧୭ ରନ କରିଥିଲା । ତ୍ରିଷା ୪୭ ବଲରେ ୫ ଚୌକା…

ପୂର୍ବତନ କ୍ରିକେଟର୍‌ ରବିନ ଉଥପ୍ପାଙ୍କ ନାଁରେ ଆରେଷ୍ଟ ୱାରେଣ୍ଟ ଜାରି

ନୂଆଦିଲ୍ଲୀ: ଭାରତୀୟ କ୍ରିକେଟ ଟିମ୍ ର ପୂର୍ବତନ ଖେଳାଳି ତଥା ବ୍ୟାଟ୍ସମ୍ୟାନ ରବିନ ଉଥପ୍ପାଙ୍କ ନାମରେ ଆରେଷ୍ଟ ୱାରେଣ୍ଟ ଜାରି ହୋଇଛି । ଉଥପ୍ପାଙ୍କ ଉପରେ ପ୍ରୋଭିଡେଣ୍ଟ ଫଣ୍ଡ ଦୁର୍ନୀତି (ଇପିଏଫଓ) ଘୋଟାଲା ମାମଲାରେ ଅଭିଯୋଗ ହୋଇଛି । ୨୩ ଲକ୍ଷ ଟଙ୍କା ଠକେଇ କରିଥିବା ଅଭିଯୋଗ ହୋଇଛି ।…

ସୋଆରେ ପ୍ୟାରିସ୍ ଅଲମ୍ପିକସ ହକି ତାରକାଙ୍କ ସହ ଛାତ୍ରଛାତ୍ରୀଙ୍କ ଭାବ ବିନିମୟ

ଭୁବନେଶ୍ୱର: ଭାରତୀୟ ହକି ଦଳର ୪ ଜଣ ସ୍ୱନାମଧନ୍ୟ ଖେଳାଳିଙ୍କୁ ଭେଟିଲେ ଶିକ୍ଷା ଓ ଅନୁସନ୍ଧାନ (ସୋଆ) ବିଶ୍ୱବିଦ୍ୟାଳୟର ଛାତ୍ରଛାତ୍ରୀମାନେ। ଶୁକ୍ରବାର ଆୟୋଜିତ ଏକ ସ୍ବତନ୍ତ୍ର କାର୍ଯ୍ୟକ୍ରମରେ ସେମାନଙ୍କୁ ବିଭିନ୍ନ ପ୍ରଶ୍ନ ପଚାରିବା ସହ ଏହି ଛାତ୍ରଛାତ୍ରୀମାନେ ଅନେକ ଆଲୋଚନା ମଧ୍ୟ…

ବଲିଉଡ୍ ତାରକାଙ୍କ ଦମଦାର ପ୍ରଦର୍ଶନରେ ଆରମ୍ଭ ହେବ ହକି ଇଣ୍ଡିଆ ଲିଗ୍

ଭୁବନେଶ୍ୱର: ଡିସେମ୍ବର ୨୮ରେ ରାଉରକେଲାସ୍ଥିତ ବିର୍ସା ମୁଣ୍ଡା ଆନ୍ତର୍ଜାତୀୟ ହକି ଷ୍ଟାଡିୟମରେ ଇଣ୍ଡିଆ ଲିଗ୍ (ଏଚଆଇଏଲ୍) ୨୦୨୪-୨୫ ଓପନିଂ ମ୍ୟାଚ୍ ଉଦଘାଟନୀ ଉତ୍ସବରୁ ଆରମ୍ଭ ହେବ । ଏହି କାର୍ଯ୍ୟକ୍ରମରେ 'ଭାରତୀୟ ହକି କା ଜଶନ୍' ଥିମ୍ ରେ ଗ୍ରାଣ୍ଡ ସେଲିବ୍ରେସନ ହେବ । ଏଥିରେ ଭାରତୀୟ…

ଆସନ୍ତା ୨୮ରୁ ହକି ଇଣ୍ଡିଆ ଲିଗ୍; ବେଦାନ୍ତ କଳିଙ୍ଗ ଲାନସର୍ସର ଜର୍ସି ଓ ମାସ୍କଟ ଉନ୍ମୋଚିତ

ଭୁବନେଶ୍ୱର: ଆସନ୍ତା ୨୮ ତାରିଖରୁ ଆରମ୍ଭ ହେବ ହକି ଇଣ୍ଡିଆ ଲିଗ୍ । ଏନେଇ ହକି ଇଣ୍ଡିଆ ଲିଗ୍‌ ର ଭୁବନେଶ୍ବର ଭିତ୍ତିକ ଦଳ ’ବେଦାନ୍ତ କଳିଙ୍ଗ ଲାନସର୍ସ’ ଦଳର ନୂଆ ଜର୍ସି ଓ ମାସ୍କଟ ଗୁରୁବାର କଳିଙ୍ଗ ଷ୍ଟାଡିୟମ୍ ହକି କଂପ୍ଲେକ୍ସ‌ରେ ଉନ୍ମୋଚିତ ହୋଇଯାଇଛି । ଉଚ୍ଚ ଶିକ୍ଷା, କ୍ରୀଡ଼ା ଓ ଯୁବ…

ବାପାଙ୍କୁ ଏକୁଟିଆ ଛାଡି ଦେବାକୁ କହିଲେ ଅଶ୍ୱୀନ

ଚେନ୍ନାଇ: ଭାରତୀୟ ଅଫ ସ୍ପିନର ରବିଚନ୍ଦ୍ରନ ଅଶ୍ୱୀନ ଆନ୍ତର୍ଜାତୀୟ କ୍ରିକେଟରୁ ଅବସର ଘୋଷଣା କରିଛନ୍ତି । ସେ ଏବେ ଅଷ୍ଟ୍ରେଲିଆରୁ ଚେନ୍ନାଇ ପ୍ରତ୍ୟାବର୍ତନ କରିଛନ୍ତି । ଏହି ଅବସରରେ ଅଶ୍ୱୀନଙ୍କ ବାପା କହିଥିଲେ, ମୋ ପୁଅକୁ ବାରମ୍ବାର ଅପମାନିତ କରିଯିବାରୁ ସେ ବାଧ୍ୟ ହୋଇ ଅବସର ନେଲେ । ସେ…

ଭାରତ ଛାଡିବେ କି କୋହଲି !

ନୂଆଦିଲ୍ଲୀ: ଭାରତୀୟ କ୍ରିକେଟର ଷ୍ଟାର ବ୍ୟାଟ୍ସମ୍ୟାନ ବିରାଟ କୋହଲି ଭାରତ ଛାଡି ଲଣ୍ଡନରେ ରହିବାକୁ ଯାଉଛନ୍ତି ବୋଲି ଖବର ପ୍ରକାଶ ପାଇଛି । କୋହଲିଙ୍କ ପିଲା ବେଳର କୋଚ ରାଜକୁମାର ଶର୍ମା ଏହି ଖୁଲାସା କରିଛନ୍ତି । ସେ କହିଛନ୍ତି, କୋହଲି ପତ୍ନୀ ତଥା ବଲିଉଡ ଅଭିନେତ୍ରୀ ଅନୁଷ୍କା ଶର୍ମା ଏବଂ…

ଆଇସିସି ବୈଠକରେ ନିଷ୍ପତି: ଭାରତ, ପାକିସ୍ତାନ ପରସ୍ପର ଦେଶରେ ମ୍ୟାଚ ଖେଳିବେନି

ଦୁବାଇ: ଆନ୍ତର୍ଜାତୀୟ କ୍ରିକେଟ କାଉନସିଲ ବୈଠକରେ କେତେକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତି ନିଆଯାଇଛି । ଚାମ୍ପିୟନ୍ସ ଟ୍ରଫି ୨୦୨୫ରେ ଭାରତ ତାର ସମସ୍ତ ମ୍ୟାଚ ନ୍ୟୁଟ୍ରାଲ ଭେନ୍ୟୁରେ ଖେଳିବ । ପାକିସ୍ତାନ ଟିମ ୨୦୨୭ ପର୍ଯ୍ୟନ୍ତ କୌଣସି ଟୁର୍ଣ୍ଣାମେଂଟ ପାଇଁ ଭାରତ ଆସିବେନି । ସେମାନଙ୍କ ମ୍ୟାଚ…

ପୁଅକୁ ଅପମାନ ଦିଆଯାଉଥିବା ଅଭିଯୋଗ ଆଣିଲେ କ୍ରିକେଟର ଅଶ୍ବିନଙ୍କ ବାପା

ନୂଆଦିଲ୍ଲୀ: ଖେଳ ଜଗତରୁ ହଠାତ ଅଶ୍ୱିନ ସନ୍ୟାସ ନେଇଯିବା ଘଟଣାକୁ ସହଜରେ ଗ୍ରହଣ କରିପାରୁନାହାନ୍ତି ଦର୍ଶକ। ଏହାରି ମଧ୍ୟରେ ତାଙ୍କ ବାପା ରବିଚନ୍ଦ୍ରନ ଅଭିଯୋଗ ଆଣିଛନ୍ତି ଯେ ଅଶ୍ୱିନଙ୍କୁ କ୍ରମାଗତ ଭାବେ ଅପମାନିତ କରାଯାଉଥିଲା ଯେଉଁ କାରଣରୁ ଷ୍ଟାର ଅଫ୍ ସ୍ପିନର ହଠାତ୍ ଅବସର ନେଇଯାଇଛନ୍ତି।…