Latest Odisha News

BREAKING NEWS

Browsing Category

ଖେଳ

ସିରାଜଙ୍କୁ ୫ ୱିକେଟ: ସିରିଜ ଡ୍ର କଲା ଭାରତ

ଦି ଓଭାଏ: ଅନ୍ତିମ ଦିବସରେ ଇଂଲଣ୍ଡର ୪ଟି ୱିକେଟ ଅକ୍ତିଆର କରି ଭାରତ ୬ ରନରେ ୫ମ ଟେଷ୍ଟକୁ ଜିତି ନେଇଛି । ଏଥିସହ ୫ ମ୍ୟାଚ ବିଶିଷ୍ଟ ଟେଷ୍ଟ ସିରିଜକୁ ଟିମ ଇଣ୍ଡିଆ ୨-୨ରେ ଡ୍ର ରଖିବାରେ ସଫଳ ହୋଇଛି । ମହମ୍ମଦ ସିରାଜ ଚମତ୍କାର ବୋଲିଂ ପ୍ରଦର୍ଶନ କରି ଭାରତ ବିଜୟରେ ମୂଖ୍ୟ ଭୂମିକା ଗ୍ରହଣ…

କୋହଲିଙ୍କ ସହ ସମ୍ପର୍କକୁ ନେଇ ମୁହଁ ଖୋଲିଲେ ତମନ୍ନା

ନୂଆଦିଲ୍ଲୀ:ବହୁତ ଦିନ ତଳେ ବିରାଟ କୋହଲି ଓ ତମନ୍ନା ଭାଟିୟାଙ୍କ ଏକ ଫଟୋ ଭାଇରାଲ ହୋଇଥିଲା । ଉଭୟଙ୍କ ମଧ୍ୟରେ ପ୍ରେମ ସମ୍ପର୍କ ଥିବା ନେଇ ଗୁଜବ ଜୋର ଧରିଥିଲା । ସେତେବେଳେ କୋହଲି ଭାରତୀୟ କ୍ରିକେଟର ଷ୍ଟାର ଖେଳାଳି ଥିଲେ । ଏ ନେଇ ସେ ସମୟରେ ଉଭୟ ଚୁପ ରହିବା ଶ୍ରେୟ ମନେ କରିଥିଲେ । ଦୀର୍ଘ…

କୁମାର ସଙ୍ଗକାରାଙ୍କୁ ପଛରେ ପକାଇଲେ ରୁଟ

ଦି ଓଭାଲ: ଇଂଲଣ୍ଡର ଜୋ ରୁଟ ଟେଷ୍ଟ କ୍ରିକେଟରେ ପ୍ରଭାବୀ ପ୍ରଦର୍ଶନ ଜାରୀ ରଖିଛନ୍ତି । ଭାରତ ବିପକ୍ଷ ୫ମ୍ୟାଚ ବିଶିଷ୍ଟ ଟେଷ୍ଟ ସିରିଜରେ ସେ ତୃତୀୟ ଶତକ ହାସଲ କରିଛନ୍ତି । ଏଥିସହ ତାଙ୍କର ଓଭରାଲ ଶତକ ସଂଖ୍ୟା ୩୯ରେ ପଂହଚିଛି । ସେ ଶ୍ରୀଲଙ୍କାର ମହାନ ବ୍ୟାଟ୍ସମ୍ୟାନ କୁମାର ସଙ୍ଗକାରାଙ୍କୁ…

୧୪୮ ବର୍ଷର ଟେଷ୍ଟ ଇତିହାସରେ ପ୍ରଥମ

ଦି ଓଭାଲ: ଭାରତ ଓ ଇଂଲଣ୍ଡ ମଧ୍ୟରେ ଖେଳାଯାଇଥିବା ୫ ମ୍ୟାଚ ବିଶିଷ୍ଟ ଟେଷ୍ଟ ସିରିଜରେ ବ୍ୟାଟ୍ସମ୍ୟାନଙ୍କ ପ୍ରଭାବ ଦେଖିବାକୁ ମିଳିଛି । ସିରିଜରେ ଏ ପର୍ଯ୍ୟନ୍ତ ୧୯ ଶତକ ମରାଯାଇଥିବା ବେଳେ ଜୋ ରୁଟ ୬୩ ଓ ହ୍ୟାରୀ ବ୍ରୁକ ୯୦ ରନ କରି ଖେଳୁଛନ୍ତି । ୧୪୮ ବର୍ଷ ଇତିହାସରେ ଏତେ ଶତକ ଦେଖିବାକୁ…

ଚୌକା, ଛକାରେ ଭାରତର ରେକର୍ଡ

ନୂଆଦିଲ୍ଲୀ: ଇଂଲଣ୍ଡ ଗସ୍ତରେ ଭାରତୀୟ କ୍ରିକେଟ ଟିମ ଅନେକଗୁଡିଏ ରେକର୍ଡ ନିଜ ନାମରେ କରିଛି । ୫ ମ୍ୟାଚ ବିଶିଷ୍ଟ ଟେଷ୍ଟ ସିରିଜରେ ଭାରତ ୪୭୦ ବାଉଣ୍ଡରୀ ମାରି ଇତିହାସ ସୃଷ୍ଟି କରିଛି । ଏହା ପୂର୍ବରୁ ଟିମଇଣ୍ଡିଆ ୧୯୬୪ରେ ୩୮୪ ବାଉଣ୍ଡରୀ ମାରିଥିଲା । ଏଥିରେ ୪୨୨ ଚୌକା ଓ ୪୮ ଛକା ସାମିଲ ।…

ବିଶ୍ୱ ଚାମ୍ପିୟନଶିପ ଅଫ ଲିଜେଣ୍ଡସରେ ଆଉ ଖେଳିବନି ପାକିସ୍ତାନ

ନୂଆଦିଲ୍ଲୀ: ପାକିସ୍ତାନ କ୍ରିକେଟ ବୋର୍ଡ ବିଶ୍ୱ ଚାମ୍ପିୟନଶିପ ଅଫ ଲିଜେଣ୍ଡସରେ ଆଗକୁ ଆଉ ନ ଖେଳିବା ପାଇଁ ନିଷ୍ପତି ନେଇଛି । ଡବ୍ଲ୍ୟୁସିଏଲରେ ପାକିସ୍ତାନ ସହ ସେମିଫାଇନାଲ ଖେଳିବା ପାଇଁ ଭାରତ ମନା କରି ଦେଇଥିଲା । ଯାହାକୁ ନେଇ ବିବାଦୀୟ ପରିସ୍ଥିତି ସୃଷ୍ଟି ହୋଇଥିଲା । ଗ୍ରୁପ ପର୍ଯ୍ୟାୟରେ…

ଇଂଲଣ୍ଡ ସମ୍ମୁଖରେ ୩୭୪ ରନର ଟାର୍ଗେଟ

ଦି ଓଭାଲ: ଏଠାରେ ଚାଲିଥିବା ଅନ୍ତିମ କ୍ରିକେଟ ଟେଷ୍ଟରେ ଭାରତୀୟ ବ୍ୟାଟ୍ସମ୍ୟାନମାନେ ଚମତ୍କାର ବ୍ୟାଟିଂ ପ୍ରଦର୍ଶନ କରି ଇଂଲଣ୍ଡ ସମ୍ମୁଖରେ ୩୭୪ ରନର ଲକ୍ଷ୍ୟ ରଖିଛନ୍ତି । ସିରିଜ ବରାବର କରିବା ପାଇଁ ଭାରତକୁ ଏହି ମ୍ୟାଚରେ ବିଜୟ ହାସଲ କରିବା ଜରୁରୀ । ଭାରତର ପ୍ରଥମ ଇନିଂସ ସ୍କୋର ୨୨୪ ରନ…

ମାସକ ମଧ୍ୟରେ ପୂନର୍ବାର ଏକତ୍ର ହେଲେ ସାଇନା-କାଶ୍ୟପ

ହାଇଦ୍ରାବାଦ: ଭାରତର ଦୁଇ ଷ୍ଟାର ବ୍ୟାଡମିଂଟନ ଖେଳାଳି ସାଇନା ନେହ୍ୱାଲ ଓ ପାରୁପଲ୍ଲୀ କାଶ୍ୟପଙ୍କ ବିବାହ ବିଚ୍ଛେଦ ପ୍ରଶଂସକଙ୍କୁ ନିରାଶ କରିଥିଲା । ତେବେ ମାସକ ମଧ୍ୟରେ ଉଭୟ ପୂନର୍ବାର ଏକତ୍ର ରହିବେ ବୋଲି ନିଷ୍ପତି ନେଇଛନ୍ତି । ଭଲ ପାଇବା ପରେ ୨୦୧୮ରେ ଉଭୟ ବିବାହ ବନ୍ଧନରେ ବାନ୍ଧି…

ଅଳ୍ପକେ ଏହି ମହା ରେକର୍ଡ ଭାଙ୍ଗିବାରୁ ରହିଗଲେ ଗିଲ

ଦି ଓଭାଲ: ଭାରତୀୟ ଟେଷ୍ଟ କ୍ରିକେଟ ଟିମର ଅଧିନାୟକ ଶୁଭମନ ଗିଲ ଇଂଲଣ୍ଡ ବିପକ୍ଷ ସିରିଜରେ ଅନେକଗୁଡିଏ କୀର୍ତିମାନ ସ୍ଥାପନ କରିଛନ୍ତି । ଶେଷ ଭାଗରେ ତାଙ୍କ ନିକଟରେ ଆଉ ଏକ ବଡ ରେକର୍ଡ ଭାଙ୍ଗିବା ସୁଯୋଗ ରହିଥିଲେ ମଧ୍ୟ ଗିଲ ଏହାକୁ ହାତଛଡା କରିଛନ୍ତି । ସୁନୀଲ ଗାଭସ୍କରଙ୍କ ୫୪ ବର୍ଷ ତଳର…

ଭାରତ ଆସିବେ ଫୁଟବଲର ମହାନ ଖେଳାଳି, ଭେଟିବେ ଏହି କ୍ରିକେଟରଙ୍କୁ

ନୂଆଦିଲ୍ଲୀ: ଭାରତୀୟ ଫୁଟବଲପ୍ରେମୀଙ୍କ ପାଇଁ ଖୁସୀ ଖବର । ବିଶ୍ୱର ମହାନ ଫୁଟବଲର ଲିଓନେଲ ମେସୀ ଭାରତ ଗସ୍ତରେ ଆସିବେ । ଚଳିତ ବର୍ଷ ଶେଷ ଭାଗରେ ଆର୍ଜେଂଟିନାର ଏହି ଷ୍ଟାର ଖେଳାଳି ଡିସେମ୍ବର ୧୩ରୁ ୧୫ ମଧ୍ୟରେ କୋଲକାତା, ମୁମ୍ବାଇ ଓ ଦିଲ୍ଲୀ ଯିବେ । ଇଣ୍ଡିଆନ ଏକ୍ସପ୍ରେସରେ ପ୍ରକାଶିତ ଖବର…