Latest Odisha News

BREAKING NEWS

Browsing Category

ଖେଳ

ସୂର୍ଯ୍ୟକୁମାର-ସାଂଟେନରଙ୍କ ମଧ୍ୟରେ କିଏ ରହିଛି ଆଗରେ

ଅହମ୍ମଦାବାଦ: ଭାରତ ଓ ନ୍ୟୁଜିଲାଣ୍ଡ ମଧ୍ୟରେ ରବିବାର ଟି୨୦ ବିଶ୍ୱକପର ଫାଇନାଲ ମ୍ୟାଚ ଖେଳାଯିବ । ଭାରତ କେବଳ ଦକ୍ଷିଣ ଆଫ୍ରିକାଠାରୁ ପରାଜିତ ହୋଇ ଫାଇନାଲରେ ପ୍ରବେଶ କରିଥିବା ବେଳେ ଇଂଲଣ୍ଡ ଓ ଦକ୍ଷିଣ ଆଫ୍ରିକାଠାରୁ ହାରି ନ୍ୟୁଜିଲାଣ୍ଡ ପ୍ରଥମ ଟ୍ରଫି ହାସଲ ଲକ୍ଷ୍ୟରେ ରହିଛି ।…

ପ୍ରଥମ ଥର ପାଇଁ ଆଇସିସିର ୩ଟି ଫର୍ମାଟର ଫାଇନାଲରେ ସାମ୍ନାସାମ୍ନି ହେବେ ଭାରତ-ନ୍ୟୁଜିଲାଣ୍ଡ

ନୂଆଦିଲ୍ଲୀ: ଟି୨୦ ବିଶ୍ୱକପ ୨୦୨୬ର ଫାଇନାଲରେ ଭାରତ ଓ ନ୍ୟୁଜିଲାଣ୍ଡ ପ୍ରବେଶ କରିଛନ୍ତି । ପ୍ରଥମ ଥର ପାଇଁ ଏହି ୨ଟି ଟିମ ଆଇସିସିର ୩ଟି ଫର୍ମାଟର ଫାଇନାଲରେ ସାମ୍ନା ସାମ୍ନି ହେବେ । ଯାହାକି କ୍ରିକେଟ ଇତିହାସରେ ପୂର୍ବରୁ ଘଟି ନ ଥିଲା । ଭାରତ କ୍ରମାଗତ ଦ୍ୱିତୀୟ ଥର ପାଇଁ ଟି୨୦ ବିଶ୍ୱକପ…

ଟି୨୦ ବିଶ୍ୱକପ ଫାଇନାଲ: ହୋଟେଲ, ଡ୍ରେସିଂ ରୁମ ବଦଳାଇଲା ଟିମ ଇଣ୍ଡିଆ

ଅହମ୍ମଦାବାଦ: ମାର୍ଚ୍ଚ ୮ରେ ଚଳିତ ଟି୨୦ ବିଶ୍ୱକପ କ୍ରିକେଟର ଫାଇନାଲ ମ୍ୟାଚ ନରେନ୍ଦ୍ର ମୋଦି ଷ୍ଟାଡିୟମରେ ଖେଳାଯିବ । ୨୦୨୩ ବିଶ୍ୱକପ ଫାଇନାଲରେ ଭାରତ ଏଠାରେ ଅଷ୍ଟ୍ରେଲିଆଠାରୁ ପରାଜିତ ହୋଇଥିଲା । ଏଥର ଟିମ ଇଣ୍ଡିଆ ହୋଟେଲ ଏବଂ ଡ୍ରେସିଂ ରୁମରେ ପରିବର୍ତନ କରିଛି । ନକାରାତ୍ମକ ଧାରାକୁ…

ଟି୨୦ ବିଶ୍ୱକପ ଫାଇନାଲରେ ଭାରତ: ପୁଣି କମାଲ କଲେ ସଞ୍ଜୁ, ବ୍ୟର୍ଥ ହେଲା ବେଥେଲଙ୍କ ଶତକ

ମୁମ୍ବାଇ: ସଞ୍ଜୁ ସାମସନଙ୍କ ବିସ୍ଫୋରକ ବ୍ୟାଟିଂ ଏବଂ ଯଶପ୍ରୀତ ବୁମରାହଙ୍କ ଚମତ୍କାର ବୋଲିଂ ଯୋଗୁ ଭାରତ ୭ ରନରେ ଇଂଲଣ୍ଡକୁ ପରାସ୍ତ କରି କ୍ରମାଗତ ଦ୍ୱୀତୀୟ ଥର ପାଇଁ ଫାଇନାଲରେ ପ୍ରବେଶ କରିଛି । ୪ର୍ଥ ଥର ପାଇଁ ଫାଇନାଲରେ ପ୍ରବେଶ କରିଥିବା ଟିମଇଣ୍ଡିଆ ଓ ନ୍ୟୁଜିଲାଣ୍ଡ ମଧ୍ୟରେ ଟ୍ରଫି ପାଇଁ…

ସଞ୍ଜୁଙ୍କ ବିସ୍ଫୋରକ ଅର୍ଦ୍ଧଶତକ: ଇଂଲଣ୍ଡ ସମ୍ମୁଖରେ ୨୫୪ ରନର ଲକ୍ଷ୍ୟ

କୋଲକାତା: ସଞ୍ଜୁ ସାମସନଙ୍କ ବିସ୍ଫୋରକ ଅର୍ଦ୍ଧଶତକ ବଳରେ ଭାରତ ଟି୨୦ ବିଶ୍ୱକପ ସେମିଫାଇନାଲରେ ୨୫୪ ରନର ଲକ୍ଷ୍ୟ ଇଂଲଣ୍ଡ ସମ୍ମୁଖରେ ରଖିଛି । ଟସ ଜିତି ଇଂଲଣ୍ଡ ପ୍ରଥମେ ଫିଲ୍ଡିଂ କରିବା ପାଇଁ ନିଷ୍ପତି ନେଇଥିଲେ । ବ୍ୟାଟିଂକୁ ସୁହାଉଥିବା ପିଚରେ ଟିମ ଇଣ୍ଡିଆ ବ୍ୟାଟ୍ସମ୍ୟାନ ଆରମ୍ଭରୁ…

ଟି୨୦ ବିଶ୍ୱକପ ସେମିଫାଇନାଲ: ଭାରତ କରିବ ପ୍ରଥମେ ବ୍ୟାଟିଂ

ମୁମ୍ବାଇ: ୱାଙ୍ଖେଡ ଷ୍ଟାଡିୟମରେ ଭାରତ ଓ ଇଂଲଣ୍ଡ ମଧ୍ୟରେ ଦ୍ୱିତୀୟ ସେମିଫାଇନାଲ ମ୍ୟାଚ ଖେଳାଯିବ । ଏହି ମ୍ୟାଚର ବିଜେତା ଫାଇନାଲରେ ନ୍ୟୁଜିଲାଣ୍ଡକୁ ଭେଟିବ । ପ୍ରଥମ ସେମିରେ ଦକ୍ଷିଣ ଆଫ୍ରିକାକୁ ହରାଇ ନ୍ୟୁଜିଲାଣ୍ଡ ଫାଇନାଲକୁ ଉନ୍ନୀତ ହୋଇଥିଲା । ସୂର୍ଯ୍ୟକୁମାର ଯାଦବ ନେତୃତ୍ୱାଧୀନ ଟିମ…

ଘରକୁ ଯିବା ପାଇଁ ବ୍ୟସ୍ତ ହୋଇ ପଡିଲେଣି ୱେଷ୍ଟଇଣ୍ଡିଜର ଏହି ଖେଳାଳି

ନୂଆଦିଲ୍ଲୀ: ଟି୨୦ ବିଶ୍ୱକପ ୨୦୨୬ ସେମିଫାଇନାଲ ଦୌଡରୁ ୱେଷ୍ଟଇଣ୍ଡିଜ ବାଦ ପଡିସାରିଛି । ଏହା ପରେ ଖେଳାଳି ଏବଂ ଷ୍ଟାଫ ସ୍ୱଦେଶ ପ୍ରତ୍ୟାବର୍ତନ କରିବା କଥା । ଇରାନ ସହ ଆମେରିକା-ଇସ୍ରାଏଲ ଯୁଦ୍ଧ ଯୋଗୁ ଆନ୍ତର୍ଜାତୀୟ ବିମାନ ଚଳାଚଳ ବାଧାପ୍ରାପ୍ତ ହୋଇଛି । ୱେଷ୍ଟଇଣ୍ଡିଜ ଟିମ ୪ ଦିନ ହେବ…

ୱାଙ୍ଖେଡରେ ହେବ କି ରନ ବର୍ଷା, ଫାଇନାଲ ଆଶାରେ ଭାରତ

ମୁମ୍ବାଇ: ଟି୨୦ ବିଶ୍ୱକପ କ୍ରିକେଟର ଦ୍ୱିତୀୟ ସେମିଫାଇନାଲ ମ୍ୟାଚ ଭାରତ ଓ ଇଂଲଣ୍ଡ ମଧ୍ୟରେ ଖେଳାଯିବ । ଏହା ୱାଙ୍ଖେଡରେ ଆୟୋଜିତ ହେବେ । କ୍ରମାଗତ ଦ୍ୱିତୀୟ ଟାଇଟଲ ହାସଲ ଲକ୍ଷ୍ୟରେ ଥିବା ଭାରତ ଏହି ମ୍ୟାଚରେ ନିଶ୍ଚିତ ଭାବେ ବିଜୟୀ ହେବାକୁ ଚାହିଁବ । ଉଭୟ ଭାରତ ଏବଂ ଇଂଲଣ୍ଡ ସବାଧିକ ୩ ଥର…

ଟି୨୦ ବିଶ୍ୱକପରେ ଦ୍ରୁତତମ ଶତକ ମାରିଲେ ଆଲେନ, ଫାଇନାଲରେ ନ୍ୟୁଜିଲାଣ୍ଡ

କୋଲକାତା: ଫିନ ଆଲେନଙ୍କ ବିସ୍ଫୋରକ ଶତକ ବଳରେ ନ୍ୟୁଜିଲାଣ୍ଡ ସମ୍ପୂର୍ଣ୍ଣ ଏକତରଫା ଭାବେ ଦକ୍ଷିଣ ଆଫ୍ରିକାକୁ ହରାଇ ଟି୨୦ ବିଶ୍ୱକପରେ ଦ୍ୱିତୀୟ ଥର ପାଇଁ ଫାଇନାଲରେ ପ୍ରବେଶ କରିଛି । ନ୍ୟୁଜିଲାଣ୍ଡ ଫାଇନାଲରେ ଭାରତ ଓ ଇଂଲଣ୍ଡ ମଧ୍ୟରେ ହେବାକୁ ଥିବା ଦ୍ୱିତୀୟ ସେମିଫାଇନାଲର ବିଜେତାକୁ ଭେଟିବ…

ଟି୨୦ ସେମିଫାଇନାଲ: ଜାନସେନଙ୍କ ଅର୍ଦ୍ଧଶତକ

କୋଲକାତା: ସ୍ଥାନୀୟ ଇଡେନଗାର୍ଡେନରେ ଚଳିତ ଟି୨୦ ବିଶ୍ୱକପ ୨୦୨୬ ସେମିଫାଇନାଲ ମ୍ୟାଚରେ ଦକ୍ଷିଣ ଆଫ୍ରିକା ପ୍ରଥମେ ବ୍ୟାଟିଂ କରି ନ୍ୟୁଜିଲାଣ୍ଡ ସମ୍ମୁଖରେ ୧୬୪ ରନର ଲକ୍ଷ୍ୟ ରଖିଛି । ମାର୍କୋ ଜାନେସନଙ୍କ ଆକର୍ଷଣୀୟ ଅର୍ଦ୍ଧଶତକ ଯୋଗୁ ଦକ୍ଷିଣ ଆଫ୍ରିକା ଏକ ଆଭରେଜ ସ୍କୋର କରିପାରିଥିଲା ।…