ମ୍ୟାଚ୍ ଜିତିଲେ, ରାହୁଲଙ୍କୁ ମ୍ୟାକ୍ସୱେଲ୍ କ୍ଷମା ମାଗିଲେ !

ଭୁବନେଶ୍ୱର: କିଙ୍ଗସ୍ ଇଲେଭେନର ଦୁଇଜଣ ବ୍ୟାଟ୍ସମ୍ୟାନ୍ ଗ୍ଲେନ୍ ମ୍ୟାକ୍ସୱେଲ୍ ଓ ଜେମ୍ସ ନିଶମଙ୍କ ପାଇଁ ଶୁକ୍ରବାର ଭଲଦିନ ଭାବେ ସାବ୍ୟସ୍ତ ହୋଇଥିଲା । ଭାରତ ବିପକ୍ଷ ଦିନିକିଆରେ ମ୍ୟାକ୍ସୱେଲଙ୍କ କ୍ୱିକ୍ ଫାୟର୍ । ଅନ୍ୟପଟେ ୱେଷ୍ଟ ଇଣ୍ଡିଜ ବିପକ୍ଷ ଟି୨୦ରେ ଜେମ୍ସ ନିଶମଙ୍କ...

ରଶ୍ମିରଞ୍ଜନ ପରିଡା ଓଡିଶା କ୍ରିକେଟ ଟିମର ମୂଖ୍ୟ କୋଚ ନିଯୁକ୍ତ

ଭୁବନେଶ୍ୱର: ଓଡିଶା କ୍ରିକେଟ ଆସୋସିଏଶନ ଶୁକ୍ରବାର ପୂର୍ବତନ ରଣଜୀ ଖେଳାଳି ରଶ୍ମିରଞ୍ଜନ ପରିଡାଙ୍କୁ ପୁରୁଷ ଦଳର ମୁଖ୍ୟ କୋଚ ଭାବେ ନିଯୁକ୍ତ କରିଛି । ସେହିପରି ଓଡିଶା ଟିମର ବୋଲିଂ କୋଚ ଭାବେ ଦୀପକ ମଙ୍ଗରାଜ ଓ ଫିଲ୍ଡିଂ କୋଚ ଭାବେ ଗୌତମ...

ଭାରି ପଡ଼ିଲା କଙ୍ଗାରୁ ଟିମ୍, ପ୍ରଥମ ଦିନିକିଆରେ ୬୬ ରନରେ ହାରିଲା ଭାରତ

ସିଡନୀ: ବିରାଟ ବାହିନୀ ଉପରେ ଭାରି ପଡ଼ିଲା କଙ୍ଗାରୁ ଟିମ୍ । ପ୍ରଥମ ଦିନିକିଆରେ ହାରିଲା ଭାରତ । ଅଷ୍ଟ୍ରେଲିଆଠାରୁ ଟିମ୍ ଇଣ୍ଡିଆ ୬୬ ରନରେ ପରାସ୍ତ । ସିଡନୀରେ ଖେଳାଯାଇଥିବା ପ୍ରଥମ ଦିନିକିଆରେ ଘରୋଇ ଦଳ ସବୁ ବିଭାଗରେ ଦମଦାର ପ୍ରଦର୍ଶନ...

ସିଡନୀ ଦିନିକିଆ: ଆଉ କିଛି ସମୟ ପରେ ଭାରତ-ଅଷ୍ଟ୍ରେଲିଆ ମୁହାଁମୁହିଁ

ସିଡ୍‌ନୀ: ଆଜିଠୁ ଭାରତ-ଅଷ୍ଟ୍ରେଲିଆ ଓ୍ୱାନେ ଡେ ସିରିଜ । ୩ ମ୍ୟାଚ୍‌ ବିଶିଷ୍ଟ ସିରିଜର ପ୍ରଥମ ମ୍ୟାଚ ସଡନୀରେ ଭାରତୀୟ ସମୟ ସକାଳ ସାଢ଼େ ୯ଟାରେ ଖେଳାଯିବ । ଟସ୍ ଜିତି କଙ୍ଗାରୁ ବାହିନୀ ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଛି ।...

ବଜରଙ୍ଗ ପୁନିଆ-ସଙ୍ଗୀତାଙ୍କ ବିବାହ ସମ୍ପନ୍ନ

ରୋହତାକ:ଦ୍ରୋଣାଚାର୍ଯ୍ୟ ପୁରସ୍କାର ବିଜେତା ମହାବୀର ଫୋଗଟଙ୍କ ଝିଅ ସଙ୍ଗୀତା ଫୋଗଟ ରେସଲର ବଜରଙ୍ଗ ପୁନିଆଙ୍କ ସହ ବିବାହ ବନ୍ଧନରେ ଆବଦ୍ଧ ହୋଇଛନ୍ତି । ବଜରଙ୍ଗ ସୋସିଆଲ ସାଇଟରେ ପତ୍ନୀ ତଥା ରେସଲର ସଙ୍ଗୀତାଙ୍କ ସହ ବିବାହ ବେଳର ଫଟୋ ଶେୟାର କରିଛନ୍ତି ।...

ଆସନ୍ତୁ ଜାଣିବା ଗୋଲ୍ଡେନ ବୟ ମାରାଡୋନାଙ୍କ ଅଭୂଲା କାହାଣୀ

ବୁଏନ୍ସ ଏରିସ: ଚାଲିଗଲେ ଫୁଟବଲର ମହାରଥୀ ଗୋଲ୍ଡେନ ବୟ ଡିଏଗୋ ମାରାଡୋନା । ମାତ୍ର ୬୦ ବର୍ଷ ବୟସରେ ସେ ସମସ୍ତଙ୍କୁ ଅଲବିଦା କହିଥିଲେ । ଜଣେ ଫୁଟବଲ ଖେଳାଳି ଭାବେ ମାରାଡୋନା ଯେଉଁ ସପଳତା ହାସଲ କରିଛନ୍ତି ତାହା ଏବେ ବି...

ଆରପାରିରେ ଫୁଟବଲ ଯାଦୁଗର ମାରାଡୋନା !

ଭୁବନେଶ୍ୱର: ଆର୍ଜେଣ୍ଟିନାର ମହାନ୍ ଫୁଟବଲର୍ ଡିଏଗୋ ମାରାଡୋନା । ସାରା ବିଶ୍ୱରେ ଜଣେ ଅନନ୍ୟ ଖେଳାଳି ରୂପେ ଇତିହାସର ସ୍ୱର୍ଣ୍ଣ ପୃଷ୍ଠାରେ ତାଙ୍କ ନାଁ ଲିପିବଦ୍ଧ । ତେବେ ବୁଧବାର ଏହି ମହାନ ଖେଳାଳି ଅଗଣିତ ଫୁଟବଲ ପ୍ରେମୀଙ୍କୁ ଏକାକି କରି ଆରପାରିକୁ...

ରୋହିତଙ୍କ ବାପାଙ୍କୁ କରୋନା, ଅଷ୍ଟ୍ରେଲିଆ ଏଥିପାଇଁ ଯାଇ ନ ଥିଲେ କି !

ନୂଆଦିଲ୍ଲୀ: ଟିମ୍ ଇଣ୍ଡିଆ ଦିନିକିଆ ଓ ଟି୨୦ ଉପ ଅଧିନାୟକ ରୋହିତ ଶର୍ମାଙ୍କ ବାପାଙ୍କୁ କରୋନା ହୋଇଥିବା ଜଣାପଡିଛି । ଟାଇମ୍ସ ନାଓ ଖବର ଅନୁସାରେ ରୋହିତ ଆଘାତ ସମସ୍ୟା ଯୋଗୁଁ ନୁହେଁ ବାପାଙ୍କ ଲାଗି ଅଷ୍ଟ୍ରେଲିଆ ଗସ୍ତରେ ଯାଇ ନାହାନ୍ତି ।...

ଷ୍ଟିଭ୍ ସ୍ମିଥଙ୍କୁ କେମିତି କରିବେ ଆଉଟ୍ ? ସଚିନ୍ ଦେଲେ ଗୁରୁମନ୍ତ୍ର

ନୂଆଦିଲ୍ଲୀ: ଆସନ୍ତା ଅଷ୍ଟ୍ରେଲିଆ ବିପକ୍ଷ ସିରିଜ୍ ପୂର୍ବରୁ ମହାନ କ୍ରିକେଟର ସଚିନ୍ ତେନ୍ଦୁଲକରଙ୍କ ବୋଲରଙ୍କୁ ଗୁରୁମନ୍ତ୍ର । ଷ୍ଟିଭ୍ ସ୍ମିଥଙ୍କୁ କିପରି ଆଉଟ କରିବେ ସେନେଇ ଟିପ୍ସ ଦେଇଛନ୍ତି ସଚିନ । ପାରମ୍ପରିକ ବଲିଂ ଶୈଳୀଠାରୁ ଅଲଗା ବୋଲିଂ କରିବାକୁ ପଡ଼ିବ ।...

ଇଂଲଣ୍ଡ ବିପକ୍ଷରେ ଭାରତ ୫ ଟି୨୦ ମ୍ୟାଚ ଖେଳିବ

ମୁମ୍ବାଇ: ଆସନ୍ତା ବର୍ଷ ଭାରତ ଗସ୍ତରେ ଇଂଲଣ୍ଡ କ୍ରିକେଟ ଟିମ୍ ଆସିବ । ୨୦୨୧ ଟି୨୦ ବିଶ୍ୱକପ ଭାରତରେ ହେବାକୁ ଥିବାରୁ ଏହାର ପ୍ରସ୍ତୁତି ଦୃଷ୍ଟିକୋଣରୁ ଉଭୟ ଦେଶ ମଧ୍ୟରେ ୫ଟି୨୦ ମ୍ୟାଚ ଖେଳାଯିବ ବୋଲି ବିସିସିଆଇ ସଭାପତି ସୌରଭ ଗାଙ୍ଗୁଲି ସୂଚନା...

ସାହିତ୍ୟ