Latest Odisha News

BREAKING NEWS

Browsing Category

ଖେଳ

ପରିବାର ଫଟୋ ଉଠାଇବା ନେଇ ରାଗିଗଲେ କୋହଲି

ମେଲବୋର୍ଣ୍ଣ: ଭାରତୀୟ କ୍ରିକେଟର ମହାନ ଖେଳାଳି ବିରାଟ କୋହଲି ଗାବା ଟେଷ୍ଟରେ ଭଲ ପ୍ରଦର୍ଶନ କରି ନ ଥିଲେ । ସେ ମାତ୍ର ୩ ରନ କରି ଆଉଟ ହୋଇଥିଲେ । ଏବେ ଅଷ୍ଟ୍ରେଲିଆ ବିପକ୍ଷ ବକ୍ସି ଡେ ଟେଷ୍ଟ ପାଇଁ ଟିମ ଇଣ୍ଡିଆ ମେଲବୋର୍ଣ୍ଣରେ ପଂହଚିଛି । ସେଠାରେ କୋହଲି ମଧ୍ୟ ପରିବାର ସହିତ ପଂହଚିଥିଲେ ।…

ଅବସରକୁ ନେଇ ରୋହିତ, ଅଶ୍ୱୀନଙ୍କ ବୟାନ ମେଳ ଖାଉନି

ଚେନ୍ନାଇ: ଭାରତୀୟ କ୍ରିକେଟ ଟିମର ମହାନ ସ୍ପିନର ରବିଚନ୍ଦ୍ରନ ଅଶ୍ୱୀନ ଆନ୍ତର୍ଜାତୀୟ କ୍ରିକେଟରୁ ଅବସର ଘୋଷଣା କରିଛନ୍ତି । ବର୍ଡର-ଗାଭାସ୍କର ଟ୍ରପି ତୃତୀୟ ଟେଷ୍ଟ ପରେ ସେ ଏହି ନିଷ୍ପତି ନେଇଛନ୍ତି । ଏବେ ଅଶ୍ୱୀନ ସ୍ୱଦେଶ ପ୍ରତ୍ୟାବର୍ତନ କରିଛନ୍ତି । ତାଙ୍କ ଅବସରକୁ ନେଇ ଅଧିନାୟକ ରୋହିତ…

ସୋଆ କପ୍ ୨୦୨୪: କ୍ରୀଡ଼ାର ବିକାଶ ନିମନ୍ତେ ଦୃଷ୍ଟିଭଙ୍ଗୀର ପରିବର୍ତ୍ତନ ଆବଶ୍ୟକ

ଭୁବନେଶ୍ୱର: ଶିକ୍ଷା ଓ ଅନୁସନ୍ଧାନ ବିଶ୍ୱବିଦ୍ୟାଳୟର ବାର୍ଷିକ କ୍ରୀଡ଼ା ମହୋତ୍ସବ ‘ସୋଆ କପ୍’ର ପୁରସ୍କାର ବିତରଣୀ ସଭା ବୁଧବାର ଅନୁଷ୍ଠିତ ହୋଇଯାଇଛି। ଏହି ସଭାରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ବିଶିଷ୍ଟ କ୍ରୀଡ଼ା ସାମ୍ବାଦିକ ଦିଗବିଜୟ ସିଂହଦେଓ ଭାରତରେ କ୍ରୀଡ଼ାର ବିକାଶ ନିମନ୍ତେ କ୍ରୀଡ଼ା…

ଅଶ୍ୱୀନଙ୍କ ପରେ ଆରମ୍ଭ ହେଲା କି ରୋହିତ ଯୁଗର ଶେଷ

ଗାବା: ରବିଚନ୍ଦ୍ରନ ଅଶ୍ୱୀନ ଆନ୍ତର୍ଜାତୀୟ କ୍ରିକେଟରୁ ଅବସର ଘୋଷଣା କରିଛନ୍ତି । ସେ ହଠାତ ଅବସର ନେବା ଅନେକ ପ୍ରଶ୍ନବାଚୀ ସୃଷ୍ଟି କରିଛି । ନୂଆ କୋଚ ଗୌତମ ଗମ୍ଭୀର ଓ ଚୟନ କମିଟି ମୂଖ୍ୟ ଅଜିତ ଅଗରକର ଯୁବ ବାହିନୀ ପାଇଁ ପ୍ରସ୍ତୁତି ଆରମ୍ଭ କରିଦେଇଥିବା ଅନୁମାନ କରାଯାଉଛି । ଯଦି ଏହା ହୁଏ…

ଅଶ୍ୱୀନଙ୍କ ଅବସର ନେବା ନେଇ ଗାଭାସ୍କର ଅସନ୍ତୁଷ୍ଟ

ଗାବା: ମହାନ ସ୍ପିନର ରବିଚନ୍ଦ୍ରନ ଅଶ୍ୱୀନ ଅଷ୍ଟ୍ରେଲିଆ ବିପକ୍ଷ ତୃତୀୟ କ୍ରିକେଟ ଟେଷ୍ଟ ଅବସରରେ ହଠାତ କ୍ରିକେଟର ସମସ୍ତ ଫର୍ମାଟରୁ ଅବସର ଘୋଷଣା କରିଛନ୍ତି । ତେବେ ତାଙ୍କର ଅବସର ନେବା ଟାଇମିଂକୁ ନେଇ ସୁନୀଲ ଗାଭାସ୍କର ଅସନ୍ତୋଷ ବ୍ୟକ୍ତ କରିଛନ୍ତି । ସେ କହିଛନ୍ତି ୨୦୧୪ରେ ମହେନ୍ଦ୍ର ସିଂ…

ଆସନ୍ତୁ ଜାଣିବା କାହିଁକି ଅଶ୍ୱୀନଙ୍କୁ କୁହାଯାଏ ସ୍ପିନ କିଙ୍ଗ

ଗାବା: ଭାରତର ମହାନ ସ୍ପିନର ରବିଚନ୍ଦ୍ରନ ଅଶ୍ୱୀନ ହଠାତ ଅବସର ଘୋଷଣା କରି ସମସ୍ତଙ୍କୁ ଆଶ୍ଚର୍ଯ୍ୟଚକିତ କରି ଦେଇଛନ୍ତି । ୩୮ ବର୍ଷୀୟ ଅଶ୍ୱୀନ ପୂର୍ବରୁ ଏ ସମ୍ପର୍କରେ କାହାକୁ ସୂଚନା ଦେଇ ନ ଥିଲେ । ତାଙ୍କ ଆନ୍ତର୍ଜାତୀୟ କ୍ୟାରିୟରରେ ଅଶ୍ୱୀନ ଏ ଭଳି କିଛି ସଫଳତା ହାସଲ କରିଛନ୍ତି ଯାହା ଫଳରେ…

ଅନ୍ତର୍ଜାତୀୟ କ୍ରିକେଟ ଫର୍ମାଟରୁ ଅବସର ନେଲେ ରବିଚନ୍ଦ୍ରନ ଅଶ୍ବିନ

ନୂଆଦିଲ୍ଲୀ: ଭାରତର କିମ୍ବଦନ୍ତୀ ସ୍ପିନର ରବିଚନ୍ଦ୍ରନ ଅଶ୍ୱିନ ଅନ୍ତର୍ଜାତୀୟ କ୍ରିକେଟରୁ ଅବସର ନେବାକୁ ଘୋଷଣା କରିଛନ୍ତି। ଗାବା ଟେଷ୍ଟ ପରେ ପ୍ରେସ୍ କନଫରେନ୍ସରେ ସେ ଏହା ଘୋଷଣା କରିଛନ୍ତି। ଏହି ସମୟରେ ଅଧିନାୟକ ରୋହିତ ଶର୍ମା ମଧ୍ଯ ଉପସ୍ଥିତ ଥିଲେ। ଅବସର ପୂର୍ବରୁ ଅଶ୍ୱିନ, ବିରାଟ…

ହକି ଇଣ୍ଡିଆ ଲିଗ: ରାଉରକେଲା, ରାଂଚୀ ମ୍ୟାଚରେ ଫ୍ରି ଟିକେଟ

ରାଉରକେଲା: ହକି ପ୍ରେମୀଙ୍କ ପାଇଁ ଖୁସି ଖବର । ରାଉରକେଲା ଓ ରାଂଚୀରେ ହେବାକୁ ଥିବା ହକି ଇଣ୍ଡିଆ ଲିଗ ମ୍ୟାଚରେ ପ୍ରଶଂସକ ମାଗଣାରେ ମ୍ୟାଚ ଉପଭୋଗ କରିପାରିବେ । ହକି ଇଣ୍ଡିଆ ପକ୍ଷରୁ ମଙ୍ଗଳବାର ବିଧିବଦ୍ଧ ଭାବେ ଏହା ଘୋଷଣା କରାଯାଇଛି । ଡିସେମ୍ବର ୨୮ରୁ ରାଉରକେଲାର ବିର୍ସା ମୁଣ୍ଡା…

ବିଜୟ ହଜାରେ ଟ୍ରଫି: ରାହାନେ, ପୃଥ୍ୱୀ ଶଙ୍କୁ ବାଦ ଦେଲା ମୁମ୍ବାଇ

ମୁମ୍ବାଇ: ଡିସେମ୍ବର ୨୧ରୁ ବିଜୟ ହଜାରେ ଟ୍ରଫି ଆରମ୍ଭ ହେବ । ଏଥିପାଇଁ ମୁମ୍ବାଇ ଦଳ ଘୋଷଣା କରାଯାଇଛ । ଆଶ୍ଚର୍ଯ୍ୟଜନକ ଭାବେ ଅଜିଙ୍କ୍ୟ ରାହାଣେ ଓ ପୃଥ୍ୱୀ ଶଙ୍କୁ ଚୂଡାନ୍ତ ଦଳରୁ ବାଦ ଦିଆଯାଇଛି । ସୟେଦ ମୁସ୍ତାକ ଅଲୀ ଟ୍ରଫିରେ ମୁମ୍ବାଇ ଚାମ୍ପିୟନ ହୋଇଥିଲା । ରାହାଣେ ଚମତ୍କାର ବ୍ୟାଟିଂ…

ଫଲୋଅନ ଏଡାଇଲା ଭାରତ, ଡ୍ର ଅଭିମୁଖେ ତୃତୀୟ ଟେଷ୍ଟ

ଗାବା: ଏଠାରେ ଚାଲିଥିବା ବର୍ଡର-ଗାଭାସ୍କର ଟ୍ରଫିର ତୃତୀୟ ଟେଷ୍ଟରେ ଭାରତୀୟ ବ୍ୟାଟ୍ସମ୍ୟାନ ଚମତ୍କାର ବ୍ୟାଟିଂ ପ୍ରଦର୍ଶନ କରି ଅଷ୍ଟ୍ରେଲିଆ ବିପକ୍ଷରେ ଫଲୋଅନ ଏଡାଇବାକୁ ସଫଳ ହୋଇଛି । ୪ର୍ଥ ଦିବସ ଖେଳ ଶେଷ ସୁଦ୍ଧା ଅଷ୍ଟ୍ରେଲିଆର ପ୍ରଥମ ଇନିଂସ ସ୍କୋର ୪୪୫ ରନ ଜବାବରେ ଭାରତ ୯ ୱିକେଟ ହରାଇ…