Latest Odisha News

BREAKING NEWS

Browsing Category

ଖେଳ

୨୦୨୪ରେ ଭାରତ ଜିତିନି ଗୋଟିଏ ବି ଦିନିକିଆ ମ୍ୟାଚ

ନୂଆଦିଲ୍ଲୀ: ଭାରତୀୟ କ୍ରିକେଟ ଟିମ ୨୦୨୪ରେ ଗୋଟିଏ ବି ଦିନିକିଆ ମ୍ୟାଚ ଜିତିବାରେ ସଫଳ ହୋଇନି । ଚଳିତ ବର୍ଷ ଗୋଟିଏ ପଟେ ଟି୨୦ ବିଶ୍ୱକପ ଜିତିଥିବା ବେଳେ ଅନ୍ୟ ପଟେ ଏହି ଅଲୋଡା ରେକର୍ଡ କରିଛି । ୧୯୭୯ ପରେ ଚତୁଥଁ ଥର ପାଇଁ ଗୋଟିଏ କ୍ୟାଲେଣ୍ଡର ବର୍ଷରେ ଭାରତ ଦିନିକିଆ ମ୍ୟାଚ ଜିତି ପାରିନି…

ଗୁକେଶ ରୂପରେ ଭାରତକୁ ମିଳିଲା ନୂଆ ବିଶ୍ୱନାଥନ ଆନନ୍ଦ

ନୂଆଦିଲ୍ଲୀ : ୱାର୍ଲ୍ଡ ଚେସ ଚାମ୍ପିୟନଶିପରେ ଭାରତର ଡି.ଗୁକେଶ ଚାମ୍ପିୟନ ହୋଇ ନିଜ ନାମ ସ୍ୱର୍ଣ୍ଣିମ ଅକ୍ଷରରେ ଲିପିବଦ୍ଧ କରିଛନ୍ତି । ସେ ସାଜିଛନ୍ତି ଭାରତ ନୂଆ ବିଶ୍ୱନାଥନ ଆନନ୍ଦ । ଫାଇନାଲରେ ଗତ ସଂସ୍କରଣର ଚାମ୍ପିୟନ ଚୀନର ଡିଙ୍ଗ ଲିରେନଙ୍କୁ ସେ ପରାଜିତ କରିଥିଲେ । ମାତ୍ର ୧୮ ବର୍ଷରେ…

ଫିଡେ ବିଶ୍ୱ ଚେସ ଚାମ୍ପିୟନଶିପ: ଗୁକେଶ ହେଲେ ସର୍ବ କନିଷ୍ଠ ଚାମ୍ପିୟନ

ନୂଆଦିଲ୍ଲୀ: ସିଙ୍ଗାପୁରରେ ଅନୁଷ୍ଠିତ ବିଶ୍ୱ ଚେସ ଚାମ୍ପିୟନଶିପରେ ଭାରତର ଡି.ଗୁକେଶ ବାଜି ମାରିଛନ୍ତି । ସେ ୧୮ ବର୍ଷ ବୟସରେ ଚାମ୍ପିୟନ ହୋଇ ଇତିହାସ ରଚିଛନ୍ତି । ତାଙ୍କ ପୂର୍ବରୁ ଏତେ କମ ବୟସରେ କେହି ଚାମ୍ପିୟନ ହୋଇ ନ ଥିଲେ । ୧୪ତମ ମୁକାବିଲାରେ ଗୁକେଶ ଚୀନର ଡିଙ୍ଗ ଲିରେନଙ୍କୁ ହରାଇ…

ଗାବାରେ ବର୍ଷା ସମ୍ଭାବନା, ଭାରତ ଚିନ୍ତା ବଢ଼ିଲା

ଗାବା: ଭାରତ ଓ ଅଷ୍ଟ୍ରେଲିଆ ମଧ୍ୟରେ ତୃତୀୟ କ୍ରିକେଟ ଟେଷ୍ଟ ଗାବାରେ ଖେଳାଯିବ । ୱାର୍ଲ୍ଡ ଟେଷ୍ଟ ସିରିଜ ଫାଇନାଲରେ ପ୍ରବେଶ ପାଇଁ ଭାରତକୁ ଏହି ମ୍ୟାଚରେ ବିଜୟ ଆବଶ୍ୟକ ହେଉଛି । ତେବେ ରିପୋର୍ଟ ଅନୁସାରେ ଏହି ଟେଷ୍ଟ ମ୍ୟାଚ ଅବସରରେ ବର୍ଷା ହେବା ସମ୍ଭାବନା ରହିଛି । ଏହା ହେଲେ ଭାରତର…

୩୯ତମ ଜାତୀୟ ଜୁନିୟର ଆଥଲେଟିକ୍ସ ଚାମ୍ପିୟନଶିପ ଉଦଯାପିତ: ହରିୟାଣା ଓଭରାଲ ଚାମ୍ପିୟନ, ଓଡିଶାକୁ ୧୧ ପଦକ

ଭୁବନେଶ୍ୱର: କଳିଙ୍ଗ ଷ୍ଟାଡିୟମରେ ୩୯ତମ ଜାତୀୟ ଜୁନିୟର ଆଥଲେଟିକ୍ସ ଚାମ୍ପିୟନ ଉଦଯାପିତ ହୋଇଯାଇଛି । ହରିୟାଣା ଟିମ ଓଭରାଲ ୩୦୩ ପଂଏଟ ସହ ଚାମ୍ପିୟନ ହୋଇଥିବା ବେଳେ ତାମିଲନାଡୁ ୨୬୯ ପଂଏଟ ପାଇ ରନର୍ସଅପ ହୋଇଛି । ପୁରୁଷ ଏବଂ ମହିଳା ବିଭାଗରେ ମଧ୍ୟ ହରିୟାଣା ଚାମ୍ପିୟନ ହୋଇଛି । ଓଡିଶା…

ଜାତୀୟ ଜୁନିୟର ଆଥଲେଟିକ୍ସ: ଓଡିଶାକୁ ୩ ସ୍ୱର୍ଣ୍ଣ

ଭୁବନେଶ୍ୱର: ଜାତୀୟ ଜୁନିୟର ଆଥଲେଟିକ୍ସରେ ବୁଧବାର ଓଡିଶା ଆଥଲେଟ ୩ ସ୍ୱର୍ଣ୍ଣ ପଦକ ଜିତିଛନ୍ତି । ଏଥିସହ ଅନ୍ତିମ ଦିବସାର ଓଡିଶାର ପଦକ ସଂଖ୍ୟା ୪ରେ ପଂହଚିଛି । ୧୮ ବର୍ଷରୁ କମ ପୁରୁଷ ଶଟପୁଟରେ ଓଁକାର ପ୍ରସାଦ ନନ୍ଦ ସ୍ୱର୍ଣ୍ଣ ପଦକ ହାସଲ କରିଛନ୍ତି । ସେ ୧୯.୯୬ ମିଟର ଦୂରତାକୁ ଥ୍ରୋ କରି…

କୋହଲି, ରୋହିତ କିମ୍ବା ନୀରଜ ନୁହେଁ ଭାରତରେ ଏହି ଖେଳାଳିଙ୍କୁ କରାଯାଇଥିଲା ବେଶୀ ସର୍ଚ୍ଚ

ନୂଆଦିଲ୍ଲୀ: ୨୦୨୪ ଯିବାକୁ ସଜବାଜ ହେଲାଣି । ହାତରେ ଆଉ ଅଳ୍ପ ଦିନ । କ୍ରୀଡା ଦୁନିଆରେ ଅନେକ ଆଥଲେଟ ପ୍ରଶଂସକଙ୍କ ମନ ଜିଣିବାରେ ସଫଳ ହୋଇଛନ୍ତି । ୨୦୨୪ରେ ଇଂଟରନେଟରେ ଏହି ଖେଳାଳିମାନଙ୍କୁ ବେଶୀ ସର୍ଚ୍ଚ କରାଯାଇଥିଲା । ତେବେ ଆଶ୍ଚର୍ଯ୍ୟର କଥା ବିରାଟ କୋହଲି, ରୋହିତ ଶର୍ମା ଓ ନୀରଜ…

ଗାବାରେ ବ୍ୟାଟ୍ସମ୍ୟାନଙ୍କୁ ଅପେକ୍ଷା କରି ରହିଛି ପେସ, ବାଉନ୍ସ

ଗାବା: ପର୍ଥ ଓ ଆଡିଲେଡ ପରେ ଏବେ ଗାବା ଟେଷ୍ଟ ଉପରେ କ୍ରିକେଟ ପ୍ରଶଂସକଙ୍କ ନଜର । ଭାରତ ଓ ଅଷ୍ଟ୍ରେଲିଆ ମଧ୍ୟରେ ଚାଲିଥିବା ବର୍ଡର-ଗାଭାସ୍କର ଟ୍ରଫିର ତୃତୀୟ ଟେଷ୍ଟ ଏଠାରେ ଡିସେମ୍ବର ୧୪ରୁ ଖେଳାଯିବ । ଏହାର ପିଚ ପେସ ବୋଲରଙ୍କୁ ସୁହାଇବ ବୋଲି ପିଚ କ୍ୟୁରେଟର ଭବିଷ୍ୟବାଣୀ କରିଛନ୍ତି । ପେସ…

ଚାମ୍ପିୟନ୍ସ ଟ୍ରଫି କ୍ରିକେଟ ପାକିସ୍ତାନରେ ନ ହେଲେ ପିସିବିର ହେବ ବଡ କ୍ଷତି

କରାଚୀ: ଚାମ୍ପିୟନ୍ସ ଟ୍ରଫି କ୍ରିକେଟ କେଉଁଠାରେ ଆୟୋଜିତ ହେବ ତାହା ଏବେ ବି ଚୂଡାନ୍ତ ହୋଇନି । ଯଦି ଏହା ପାକିସ୍ତାନରେ ନ ହୁଏ ତେବେ ପିସିବିର ବଡ କ୍ଷତି ହେବ ବୋଲି ରିପୋର୍ଟ ପ୍ରକାଶ ପାଇଛି । ଆଇସିସି ଓ ବିସିସିଆଇ ହାଇବ୍ରିଡ ମଡେଲ ଉପରେ ଜୋର ଦେଉଥିବା ବେଳେ ପିସିବି ତାର ଆଭିମୁଖ୍ୟ ସ୍ପଷ୍ଟ…