Latest Odisha News

BREAKING NEWS

Browsing Category

ଖେଳ

୧୯ ବର୍ଷରୁ କମ କ୍ରିକେଟରେ ଏହି ବ୍ୟାଟ୍ସମ୍ୟାନ ମାରିଲେ ପ୍ରଥମ ଦ୍ୱିଶତକ

ନୂଆଦିଲ୍ଲୀ: ୧୯ ବର୍ଷରୁ କମ କ୍ରିକେଟରେ ଦକ୍ଷିଣ ଆଫ୍ରିକାର ଯୁବ ବ୍ୟାଟ୍ସମ୍ୟାନ ଜେରିକ ଭାନ ସାଲଭିକ ଇତିହାସ ରଚିଛନ୍ତି । ସେ ପ୍ରଥମ ଖେଳାଳି ଭାବେ ଏହି ଫର୍ମାଟରେ ଦ୍ୱିଶତକ ହାସଲ କରି ବିଶ୍ୱରେକର୍ଡ ସ୍ଥାପନ କରିଛନ୍ତି । ଶୁକ୍ରବାର ଜିମ୍ବାୱେ ବିପକ୍ଷରେ ସେ ଏହି କୀର୍ତିମାନ ସ୍ଥାପନ…

ଟେଷ୍ଟ କ୍ରିକେଟରେ ସର୍ବାଧିକ ରନ ସଂଗ୍ରହରେ ସଚିନଙ୍କ ନିକଟତର ହେଉଛନ୍ତି ଜୋ ରୁଟ

ମାଂଚେଷ୍ଟର: ଇଂଲଣ୍ଡର ଷ୍ଟାର ବ୍ୟାଟ୍ସମ୍ୟାନ ଜୋ ରୁଟ ଟେଷ୍ଟ କ୍ରିକେଟରେ ପ୍ରଭାବୀ ପ୍ରଦର୍ଶନ ଜାରୀ ରଖିଛନ୍ତି । ଭାରତ ବିପକ୍ଷ ଚତୁର୍ଥ କ୍ରିକେଟ ଟେଷ୍ଟରେ ରୁଟ ଆକର୍ଷଣୀୟ ଶତକ ହାସଲ କରିବା ସହ ରାହୁଲ ଡ୍ରାଭିଡ ଓ ଜ୍ୟାକ୍ସ କାଲିସଙ୍କୁ ପଛରେ ପକାଇ ଦେଇଛନ୍ତି । ସେମାନଙ୍କୁ ଅତିକ୍ରମ କରିବା…

ଏସିଆ କପ କ୍ରିକେଟ: ଭାରତ-ପାକିସ୍ତାନ ମଧ୍ୟରେ ହୋଇପାରେ ୩ ଥର ମୁକାବିଲା

ନୂଆଦିଲ୍ଲୀ: ଏସିଆ କପ କ୍ରିକେଟ ୨୦୨୫କୁ ସମସ୍ତେ ବ୍ୟଗ୍ରତା ସହକାରେ ଅପେକ୍ଷା କରିଛନ୍ତି । ରିପୋର୍ଟ ମୁତାବକ ଚଳିତ ବର୍ଷ ସେପ୍ଟମ୍ବରରେ ଏହା ୟୁଏଇରେ ଆୟୋଜିତ ହୋଇପାରେ । ଯଦି ସବୁ କିଛି ଠିକ ଠାକ ରୁହେ ତେବେ ଭାରତ ଓ ପାକିସ୍ତାନ ମଧ୍ୟରେ ୩ ଥର ମୁକାବିଲା ହେବାର ସମ୍ଭାବନା ରହିଛି ।…

ପନ୍ତଙ୍କ ପୂର୍ବରୁ ଆହତ ଥାଇ ମଧ୍ୟ ଏହି ସବୁ ଖେଳାଳି ଦେଖାଇଛନ୍ତି ତାଙ୍କର ଦମଦାର ପ୍ରଦର୍ଶନ

ଭୁବନେଶ୍ୱର: ଇଂଲଣ୍ଡ ବିପକ୍ଷ ଚତୁର୍ଥ ଟେଷ୍ଟ ମ୍ୟାଚରେ ଭାରତୀୟ ବ୍ୟାଟର ଋଷଭ ପନ୍ତ ପ୍ରଥମ ଦିନରେ ଆହତ ହୋଇଥିଲେ। ଇଂଲିଶ ବୋଲର କ୍ରିସ ୱୋକ୍ସଙ୍କ ଏକ ବଲ୍ ତାଙ୍କ ଗୋଡ଼ରେ ବାଜିଥିଲା, ଏହା ପରେ ତାଙ୍କୁ ତୁରନ୍ତ ହସ୍ପିଟାଲ ନିଆଯାଇଥିଲା। ରିପୋର୍ଟ ଅନୁଯାୟୀ, ପନ୍ତ ଏହି ମ୍ୟାଚରୁ ବାଦ ପଡ଼ିବେ…

ଭାରତ ଏବଂ ଇଂଲଣ୍ଡ ଟେଷ୍ଟ ମ୍ୟାଚ୍; ଆହତ ସତ୍ବେ ଖେଳିଲେ ରିଷଭ ପନ୍ତ

ନୂଆଦିଲ୍ଲୀ: ଭାରତ ଏବଂ ଇଂଲଣ୍ଡ ମଧ୍ୟରେ ପାଞ୍ଚ ମ୍ୟାଚ୍ ବିଶିଷ୍ଟ ଟେଷ୍ଟ ସିରିଜର ଚତୁର୍ଥ ମ୍ୟାଚ୍ ମାଞ୍ଚେଷ୍ଟରରେ ଖେଳାଯାଉଛି। ମ୍ୟାଚ୍‌ର ଦ୍ୱିତୀୟ ଦିନରେ ଭାରତ ରବିନ୍ଦ୍ର ଜାଡେଜାଙ୍କ ୱିକେଟ୍ ପତନ ଘଟିଥିଲା। ଜାଡେଜା ୪୦ ବଲ୍‌ରେ ୨୦ ରନ୍ କରିବା ପରେଇଂଲଣ୍ଡ ବିପକ୍ଷ ମ୍ୟାଚରେ ଭାରତକୁ ବଡ…

ଟେଷ୍ଟ ଇତିହାସରେ ପ୍ରଥମ ଥର ପାଇଁ ଭାରତୀୟ ଦଳରେ ଏହା ଦେଖିବାକୁ ମିଳିଛି

ମାଂଚେଷ୍ଟର: ଇଂଲଣ୍ଡ ବିପକ୍ଷ ଚତୁର୍ଥ କ୍ରିକେଟ ଟେଷ୍ଟରେ ଭାରତ ପ୍ରଥମେ ବ୍ୟାଟିଂ କରୁଛି । ସିରିଜରେ ପୂନର୍ବାର ଶୁଭମନ ଗିଲ ଟସ ଜିତିପାରି ନାହାନ୍ତି । ଟିମ ଇଣ୍ଡିଆରେ ୩ଟି ପରିବର୍ତନ କରାଯାଇଥିଲା । ଆକାଶଦୀପ, ନୀତିଶ କୁମାର ରେଡ୍ଡୀ ଓ କରୁଣ ନାୟାରଙ୍କ ସ୍ଥାନରେ ଅଂଶୁଲ କମ୍ବୋଜ, ସାଈ…

କ୍ରମାଗତ ଟସ ହାରିବାରେ ଭାରତର ରେକର୍ଡ

ମାଂଚେଷ୍ଟର: ଭାରତୀୟ କ୍ରିକେଟ ଟିମ କ୍ରମାଗତ ଟସ ହାରିବାରେ ନୂଆ ରେକର୍ଡ ସ୍ଥାପନ କରିଛି । ଚଳିତ ଇଂଲଣ୍ଡ ବିପକ୍ଷ ୪ର୍ଥ ଟେଷ୍ଟରେ ଭାରତ ଏ ପର୍ଯ୍ୟନ୍ତ ସମସ୍ତ ଟସ ହାରିଛି । ଶୁଭମନ ଗିଲ ଏହି ଧାରାରେ ଏ ପର୍ଯ୍ୟନ୍ତ ବ୍ରେକ ଲଗାଇ ପାରି ନାହାନ୍ତି । ଭାରତ ଶେଷଥର ଜାନୁୟାରୀରେ ରାଜକୋଟ ଟି୨୦ରେ…

ଆତଙ୍କବାଦୀଙ୍କ ଗୁଳି ମାଡରୁ ବଂଚିଥିଲେ, ଏବେ ଭାରତ-ଇଂଲଣ୍ଡ ମ୍ୟାଚରେ କରୁଛନ୍ତି ଅମ୍ପାୟରିଂ

ମାଂଚେଷ୍ଟର: ଭାରତ-ଇଂଲଣ୍ଡ ୫ ମ୍ୟାଚ ବିଶିଷ୍ଟ ଟେଷ୍ଟ ସିରିଜର ୪ର୍ଥ ମୁକାବିଲା ମାଂଚେଷ୍ଟରରେ ଖେଳାଯାଉଛି । ଏହି ମ୍ୟାଚରେ ରୋଡ ଟକର ଓ ଏହାସନ ରାଜା ଫିଲ୍ଡ ଅମ୍ପାୟରିଂ ଦାୟିିତ୍ୱ ତୁଲାଉଛନ୍ତି । ଶ୍ରୀଲଙ୍କାର କୁମାର ଧର୍ମସେନା ତୃତୀୟ ଅମ୍ପାୟର ଓ ଜ୍ୟେଫ କ୍ରୋ ମ୍ୟାଚ ରେଫରୀ ରହିଛନ୍ତି ।…

କୁମ୍ବଲେ-ଅଂଶୁଲଙ୍କ ମଧ୍ୟରେ କଣ ରହିଛି ସଂଯୋଗ

ନୂଆଦିଲ୍ଲୀ: ଓଲ୍ଡ ଟ୍ରାଫେଡରେ ଭାରତ-ଇଂଲଣ୍ଡ ମଧ୍ୟରେ ଚତୁର୍ଥ ଟେଷ୍ଟ ଖେଳାଯାଉଛି । ଭାରତୀୟ କ୍ରିକେଟ ଟିମ ତାର ଚୂଡାନ୍ତ ଏକାଦଶରେ ଯୁବ ବୋଲର ଅଂଶୁଲ କମ୍ବୋଜଙ୍କୁ ସୁଯୋଗ ଦେଇଛି । କରୁଣ ନାୟାର, ନୀତିଶ ରେଡ୍ଡୀ ଓ ଆକାଶଦୀପଙ୍କ ସ୍ଥାନରେ ଟିମ ଇଣ୍ଡିଆ ସାଈ ସୁଦର୍ଶନ, ଅଂଶୁଲ କମ୍ବୋଜ ଓ…

ଆକ୍ରମଙ୍କ ରେକର୍ଡ ଭାଙ୍ଗିବେ ବୁମରାହ

ମାଂଚେଷ୍ଟର: ଭାରତ ଓ ଇଂଲଣ୍ଡ ମଧ୍ୟରେ ଚତୁର୍ଥ ଟେଷ୍ଟ ମାଂଚେଷ୍ଟରରେ ଜୁଲାଇ ୨୩ରୁ ଖେଳାଯିବ । ଏହି ମ୍ୟାଚରେ ଭାରତର ଷ୍ଟାର ପେସ ବୋଲର ଯଶପ୍ରୀତ ବୁମରାହ ଖେଳିବା ଏକପ୍ରକାର ନିଶ୍ଚିତ ହୋଇଛି । ବୁମରାହ ଏହି ମ୍ୟାଚରେ ଖେଳିଲେ ତାଙ୍କ ନିକଟରେ ପାକିସ୍ତାନର ୱାସିମ ଆକ୍ରମଙ୍କ ରେକର୍ଡ ଭାଙ୍ଗିବା…