Latest Odisha News

BREAKING NEWS

Browsing Category

ଖେଳ

କାହିଁକି ପଡିଆ ମଝିରେ କାନ୍ଦିଲେ କ୍ରିଷ୍ଟିଆନୋ ରୋନାଲ୍ଡୋ?, ବିରାଟଙ୍କ ସହ ଯୋଡିଲେ ପ୍ରଶଂସକ…

ନୂଆଦିଲ୍ଲୀ: ପଡିଆ ମଝିରେ ଭୋ ଭୋ ହୋଇ କାନ୍ଦିଲେ ପର୍ତ୍ତୁଗୀଜ୍ ଷ୍ଟାର ଫୁଟବୋଲର କ୍ରିଷ୍ଟିଆନୋ ରୋନାଲ୍ଡୋ । କ୍ରିଷ୍ଟିଆନୋ ରୋନାଲ୍ଡୋ ଭାବପ୍ରବଣ ହୋଇ ପଡ଼ିଆରେ ନିଜ ଲୁହକୁ ଅଟକାଇ ପାରିଲେ ନାହିଁ । ଭୋ ଭୋ ହୋଇ କାନ୍ଦିଲେ । ଯାହାର ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ…

ଅଭ୍ୟାସ ସେଶନରେ ପନ୍ତ ଆଘାତପ୍ରାପ୍ତ

ଲଣ୍ଡନ: ଟିମ ଇଣ୍ଡିଆ ୫ ମ୍ୟାଚ ଟେଷ୍ଟ ସିରିଜ ଖେଳିବା ପାଇଁ ଇଂଲଣ୍ଡ ଗସ୍ତରେ ରହିଛି । ବିଶ୍ୱ ଟେଷ୍ଟ ଚାମ୍ପିୟନଶିପର ଆଗାମୀ ଚକ୍ର ଏହି ସିରିଜରୁ ଆରମ୍ଭ ହେବ । ଭାରତୀୟ ଦଳର ସଦସ୍ୟମାନେ ଇଂଲଣ୍ଡରେ ପଂହଚିବା ପରେ କଡା ଅଭ୍ୟାସ କରିଛନ୍ତି । ତେବେ ଟିମ ଇଣ୍ଡିଆର ଉପ ଅଧିନାୟକ ତଥା ୱିକେଟକିପର…

ସିଏମ ଟ୍ରଫି ଫୁଟବଲ ଚାମ୍ପିୟନସିପ: ବରଗଡ଼ ଏଫସିର ଟାଇଟଲ ହାସଲ

ରାଉରକେଲା: ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ନେତୃତ୍ବରେ ଓଡ଼ିଶାରେ ତୃଣମୂଳ ସ୍ତରରେ କ୍ରୀଡ଼ା ପ୍ରତିଭାର ବିକାଶ ପାଇଁ ପ୍ରଥମ ଥର ପାଇଁ ଆୟୋଜନ କରାଯାଇଥିଲା ସିଏମ୍ ଟ୍ରଫି (ଅଣ୍ଡର-୧୫) ଫୁଟବଲ ଚାମ୍ପିୟନସିପ -୨୦୨୫। ଏହି ଟୁର୍ଣ୍ଣାମେଣ୍ଟର ଫାଇନାଲ୍‌ ମ୍ୟାଚ୍ ଆଜି ରାଉରକେଲା ସ୍ଥିତ…

ଶ୍ରେୟାଶ ହେବେ ଭାରତ ଧଳା ବଲ କ୍ରିକେଟର ଅଧିନାୟକ

ଟିମ ଇଣ୍ଡିଆ ୫ ମ୍ୟାଚ ବିଶିଷ୍ଟ ଟେଷ୍ଟ ସିରିଜ ଖେଳିବା ପାଇଁ ଇଂଲଣ୍ଡ ଗସ୍ତରେ ଯାଇଛି । ରୋହିତ ଶର୍ମା, ବିରାଟ କୋହଲି ଓ ରବିଚନ୍ଦ୍ରନ ଅଶ୍ୱୀନଙ୍କ ପରି ଖେଳାଳିଙ୍କ ଅବସର ପରେ ବିଦେଶମାଟିରେ ଭାରତର ପ୍ରଦର୍ଶନ ଉପରେ ନଜର ରହିବ । ଶୁଭମନ ଗିଲଙ୍କ ନେତୃତ୍ୱରେ ଯୁବ ଖେଳାଳିଙ୍କ ପାଇଁ ଏହି ସିରିଜ…

FIH ହକି ପ୍ରୋ ଲିଗ୍ ୟୁରୋପିଆନ ଲେଗ୍ :ନେଦରଲ୍ୟାଣ୍ଡ ବିପକ୍ଷରେ ଭାରତୀୟ ପୁରୁଷ ଦଳର ପରାଜୟ

ନୂଆଦିଲ୍ଲୀ: ଏଫଆଇଏଚ ପୁରୁଷ ହକି ପ୍ରୋ ଲିଗ ୨୦୨୪-୨୫ର ୟୁରୋପିଆନ ଲେଗ୍ ଆରମ୍ଭ ହୋଇଯାଇଛି । ଶନିବାର ଭାରତୀୟ ପୁରୁଷ ହକି ଦଳ ଏହି ଲେଗ୍ ରେ ପ୍ରଥମ ମ୍ୟାଚ ନେଦରଲ୍ୟାଣ୍ଡ ବିପକ୍ଷରେ ନେଦରଲ୍ୟାଣ୍ଡର ଆମଷ୍ଟେଲଭିନର ୱାଗେନର ହକି ଷ୍ଟାଡିୟମରେ ଖେଳିଥିଲେ । ତେବେ ଭାରତୀୟ ପୁରୁଷ ଦଳ ଏହି ମ୍ୟାଚରେ…

କୋହଲିଙ୍କ ରେକର୍ଡ ଭାଙ୍ଗିଲେ, ରୋହିତଙ୍କ ସହ ସମକକ୍ଷ ହେଲେ ଇଂଲଣ୍ଡର ଏହି ବ୍ୟାଟ୍ସମ୍ୟାନ

ଲଣ୍ଡନ: ଇଂଲଣ୍ଡର ଜୋସ ବଟଲର ଭାରତର ଷ୍ଟାର ବ୍ୟାଟ୍ସମ୍ୟାନ ବିରାଟ କୋହଲିଙ୍କ ଏକ ରେକର୍ଡ ଭଙ୍ଗ କରିବା ସହ ରୋହିତ ଶର୍ମାଙ୍କ ସହ ସମକକ୍ଷ ହୋଇଛନ୍ତ । ୱେଷ୍ଟଇଣ୍ଡିଜ ବିପକ୍ଷ ପ୍ରଥମ ଟି୨୦ ମ୍ୟାଚରେ ସେ ଏହି କୀର୍ତିମାନ ସ୍ଥାପନ କରିଛନ୍ତି । ବଟଲର ଏହି ମ୍ୟାଚରେ ୯୬ ରନର ବିସ୍ଫୋରକ ଇନିଂସ…

ବେଙ୍ଗାଲୁରୁରେ ଦଳାଚକଟା ଘଟଣା; କର୍ଣ୍ଣାଟକ ରାଜ୍ୟ କ୍ରିକେଟ୍ ସଂଘ ଅଧିକାରୀଙ୍କ ଇସ୍ତଫା

ନୂଆଦିଲ୍ଲୀ: ଜୁନ୍ ୩ ତାରିଖରେ ଆରସିବି ପ୍ରଥମ ଥର ପାଇଁ ଆଇପିଏଲରେ ବିଜୟ ହାସଲ କରିଥିଲା। ତେବେ ଏହା ପରଦିନ ବେଙ୍ଗାଲୁରୁର ଚିନ୍ନାସ୍ଵାମୀ ଷ୍ଟାଡିୟମ୍ ରେ ଦଳାଚକଟା ଘଟିଥିଲା। ଏହି ଘଟଣା କୁ ନେଇ ୬ ତାରିଖ ଅର୍ଥାତ୍ ଶୁକ୍ରବାର ଦିନ କର୍ଣ୍ଣାଟକ ରାଜ୍ୟ କ୍ରିକେଟ୍ ସଂଘ (KSCA) ର ସମ୍ପାଦକ ଏ…

ଅଲ୍ଲୁଙ୍କ ଭଳି ଫସିବେ କି ବିରାଟ?: ଦଳଚକଟା ମାମଲାରେ ଆସିଲା ଅଭିଯୋଗ….

ବେଙ୍ଗାଲୁରୁ: ବେଙ୍ଗାଲୁରୁ ଦଳଚକଟା ମାମଲା ଏବେ ନୂଆ ମୋଡ ନେଇଛି । ଗତ ୪ ତାରିଖରେ ଆରସିବି ଜିତିବା ପରେ ଚିନ୍ନାସ୍ୱାମୀ ଷ୍ଟାଡିୟମ ବାହାରେ ଦଳାଚକଟା ସମ୍ପର୍କରେ କ୍ରିକେଟର ବିରାଟ କୋହଲିଙ୍କ ବିରୋଧରେ ଅଭିଯୋଗ ଦାଖଲ କରାଯାଇଛି। ଏଚ୍ ଏମ୍ ଭେଙ୍କଟେଶ ନାମକ ଜଣେ ସାମାଜିକ କର୍ମୀ ପୋଲିସରେ…

ଫ୍ରେଂଚ ଓପନ ଫାଇନାଲରେ ଆଲକାରେଜ

ନୂଆଦିଲ୍ଲୀ: ସ୍ପେନର ଷ୍ଟାର ଖେଳାଳି କାର୍ଲୋସ ଆଲକାରେଜ ୨୦୨୫ ଫ୍ରେଂଚ ଓପନ ଟେନିସ ଟୁର୍ଣ୍ଣାମେଂଟର ଫାଇନାଲରେ ପ୍ରବେଶ କରିଛନ୍ତି । ପୁରୁଷ ସିଙ୍ଗଲ୍ସ ସେମିଫାଇନାଲରେ ଇଟାଲୀର ଲୋରେଞ୍ଜୋ ମୁସେଟ୍ଟି ଆଘାତ ସମସ୍ୟା ଯୋଗୁ ମ୍ୟାଚ ଅଧାରୁ ଓହରି ଯାଇଥିଲେ । ୨୨ ବର୍ଷୀୟ କାର୍ଲୋସ ଓ ମୁସେଟ୍ଟିଙ୍କ…

ଜାହୀରଙ୍କ ଅଡୁଆ ବଢ଼ିଲା, ରାଗି ଯାଇଛନ୍ତି ସଞ୍ଜୀବ

ଲକ୍ଷ୍ନୌ: ଆଇପିଏଲ ୨୦୨୫ରେ ଲକ୍ଷ୍ନୌ ସୁପର ଜ୍ୟାଂଟସ ପ୍ରଦର୍ଶନ ନୈରାଶ୍ୟଜନକ ରହିଛି । ଦଳ ପ୍ଲେ ଅଫରେ ପ୍ରବେଶ ମଧ୍ୟ କରିପାରି ନ ଥିଲା । ଓଭରାଲ ଷଷ୍ଠ ସ୍ଥାନରେ ରହି ଦଳ ତାର ଅଭିଯାନ ଶେଷ କରିଛି । ଲକ୍ଷ୍ନୌ ଟିମର ମାଲିକ ସଞ୍ଜୀବ ଗୋଏନକା ଟିମର ଅଧିନାୟକ ରିଷଭ ପନ୍ତ ଓ ମେଂଟର ଜାହୀର ଖାଁଙ୍କ…