Latest Odisha News

BREAKING NEWS

Browsing Category

ଖେଳ

ଜାତୀୟ ଜୁନିୟର ଆଥଲେଟିକ୍ସ: ଓଡିଶାର ଦଣ୍ଡପତି ଜୟରାମଙ୍କୁ ସ୍ୱର୍ଣ୍ଣ

ଭୁବନେଶ୍ୱର: ସ୍ଥାନୀୟ କଳିଙ୍ଗ ଷ୍ଟାଡିୟମରେ ଚାଲିଥିବା ଜାତୀୟ ଜୁନିୟର ଆଥଲେଟିକ୍ସ ଚାମ୍ପିୟନଶିପରେ ଓଡିଶାର ଦଣ୍ଡପତି ଜୟରାମ ପ୍ରଭାବୀ ପ୍ରଦର୍ଶନ କରିଛନ୍ତି । ୨୦ ବର୍ଷରୁ କମ ୧୦୦ ମିଟରରେ ସେ ବ୍ୟକ୍ତିଗତ ଶ୍ରେଷ୍ଠ ପ୍ରଦର୍ଶନ କରି ସ୍ୱର୍ଣ୍ଣ ପଦକ ହାସଲ କରିଛନ୍ତି । ସେ ୧୦.୫ ସେକେଣ୍ଡ ସମୟ…

ରେକର୍ଡ ପରେ ରେକର୍ଡ ସୃଷ୍ଟି କରି ଚାଲିଛନ୍ତି ରୁଟ

ଲଣ୍ଡନ: ଇଂଲଣ୍ଡର ଷ୍ଟାର ବ୍ୟାଟ୍ସମ୍ୟାନ ଜୋ ରୁଟ ଏବେ ଜବରଦସ୍ତ ଫର୍ମରେ ଅଛନ୍ତି । ନ୍ୟୁଜିଲାଣ୍ଡ ବିପକ୍ଷ ଟେଷ୍ଟରେ ଶତକ ହାସଲ କରିବା ସେ ଏବେ ରେକର୍ଡ ଉପରେ ରେକର୍ଡ ସୃଷ୍ଟି କରିବାରେ ଲାଗିଛନ୍ତି । ଟେଷ୍ଟ ଇତିହାସରେ ସର୍ବାଧିକ ଶତକ ହାସଲରେ ସେ ଏବେ ୫ମ ସ୍ଥାନରେ ରହିଛନ୍ତି । ସେ ୩୬ ଶତକ ସହ…

ଗାଭାସ୍କର କହିଲେ ହୋଟେଲ ରୁମରେ ଯାଇ ବିଶ୍ରାମ ନେବା ବଦଳରେ ଅଭ୍ୟାସ କର

ଆଡିଲେଡ: ଅଷ୍ଟ୍ରେଲିଆ ବିପକ୍ଷ ଦିବାରାତ୍ର ଟେଷ୍ଟ ୨ ଦିନ ପୂର୍ବରୁ ଶେଷ ହୋଇଯାଇଛି । ଏହି ମ୍ୟାଚରେ ଭାରତ ଶୋଚନୀୟ ଭାବେ ଅଷ୍ଟ୍ରେଲିଆ ନିକଟରୁ ପରାଜିତ ହୋଇଛି । ପୂର୍ବତନ ମହାନ ବ୍ୟାଟ୍ସମ୍ୟାନ ସୁନୀଲ ଗାଭାସ୍କର ଫଳାଫଳ ନେଇ ଅସନ୍ତୋଷ ବ୍ୟକ୍ତ କରିଛନ୍ତି । ସେ କହିଛନ୍ତି ହାତରେ ସମୟ ଅଛି ।…

୧୯ ବର୍ଷରୁ କମ ଏସିଆ କପ କ୍ରିକେଟ: ବାଂଲାଦେଶ ଚାମ୍ପିୟନ

ଶାରଜା: ଆଜି ଭାରତୀୟ କ୍ରିକେଟପ୍ରେମୀଙ୍କ ନିରାଶର ଦିନ ଥିଲା । ବର୍ଡର-ଗାଭାସ୍କର ଟ୍ରଫିରେ ଭାରତ ଶୋଚନୀୟ ଭାବେ ଅଷ୍ଟ୍ରେଲିଆ ନିକଟରୁ ପରାଜିତ ହେବା ପରେ ଏବେ ୧୯ ବର୍ଷ କମ ଏସିଆ କପରେ ଟାଇଟଲ ହାତଛଡା କରିଛି । ରବିବାର ଅନୁଷ୍ଠିତ ୧୯ ବର୍ଷରୁ କମ ଏସିଆ କପ କ୍ରିକେଟରେ ଭାରତକୁ ୫୯ ରନରେ…

ୱାର୍ଲ୍ଡ ଟେଷ୍ଟ ସିରିଜ ଫାଇନାଲ ଦୌଡରୁ ବାଦ ପଡିଲା ନ୍ୟୁଜିଲାଣ୍ଡ

ୱେଲିଂଟନ: ଦ୍ୱିତୀୟ ଟେଷ୍ଟରେ ନ୍ୟୁଜିଲାଣ୍ଡକୁ ୩୨୩ ରନରେ ପରାସ୍ତ କରି ଇଂଲଣ୍ଡ ୨-୦ରେ ଅଗ୍ରଣୀ ରହି ଆଗୁଆ ସିରିଜ ଜିତିନେଇଛି । ବିଜୟ ପାଇଁ ନ୍ୟୁଜିଲାଣ୍ଡକୁ ୫୮୩ ରନର ଟାର୍ଗଟ ମିଳିଥିଲା । ୨୫୯ ରନରେ କିୱି ଟିମ ଅଲଆଉଟ ହୋଇ ଯାଇଥିଲା । ଡିସେମ୍ବର ୧୪ରୁ ହାମିଲଟନରେ ତୃତୀୟ ତଥା ଅନ୍ତିମ ଟେଷ୍ଟ…

ଦିବାରାତ୍ର ଟେଷ୍ଟ: ଭାରତର ଶୋଚନୀୟ ପରାଜୟ

ଆଡିଲେଡ: ଅଷ୍ଟ୍ରେଲିଆ-ବର୍ଡର ଗାଭାସ୍କର ଟ୍ରଫିର ଦ୍ୱିତୀୟ ଟେଷ୍ଟରେ ଭାରତ ଶୋଚନୀୟ ଭାବେ ୧୦ ୱିକେଟରେ ଅଷ୍ଟ୍ରେଲିଆ ନିକଟରୁ ପରାଜିତ ହୋଇଛି । ଏଥିସହ ୫ ମ୍ୟାଚ ବିଶିଷ୍ଟ ସିରିଜ ୧-୧ ସମାନ ସ୍ଥିତିକୁ ଆସିଛି । ପର୍ଥ ଟେଷ୍ଟରେ ଭାରତ ୨୯୫ ରନରେ ବିଜୟ ହାସଲ କରିଥିଲା । ଭାରତ ଦ୍ୱିତୀୟ ଇନିଂସରେ…

ମହିଳା ପ୍ରିମିୟର ଲିଗ: ୧୨୦ ଖେଳାଳିଙ୍କ ଉପରେ ଲାଗିବ ବାଜି

ନୂଆଦିଲ୍ଲୀ: ଇଣ୍ଡିଆନ ପ୍ରିମିୟର ଲିଗ ମାଧ୍ୟମରେ ଭାରତ ସାରା ବିଶ୍ୱରେ ଟି୨୦ କ୍ରିକେଟକୁ ଲୋକପ୍ରିୟ କରାଇବାରେ ମୂଖ୍ୟ ଭୂମିକା ଗ୍ରହଣ କରିଛି । ପରେ ଏବେ ଓମେନ୍ସ ପ୍ରିମିୟର ଲିଗର ନିଲାମ ପ୍ରକ୍ରିୟା ଆରମ୍ଭ ହେବ । ଶନିବାର ଏଥିପାଇଁ ଖେଳାଳିଙ୍କ ଶର୍ଟଲିଷ୍ଟ କରାଯାଇଛି । ଡିସେମ୍ବର ୧୫ରେ…

ଅଷ୍ଟ୍ରେଲିଆ ବିପକ୍ଷ ସିରିଜର ଶେଷ ୨ଟି ମ୍ୟାଚ ଖେଳି ପାରନ୍ତି ସାମୀ

ଆଡିଲେଡ: ବର୍ଡର-ଗାଭାସ୍କର ଟେଷ୍ଟ ସିରିଜର ଦ୍ୱିତୀୟ ମୁକାବିଲାରେ ଭାରତ ପରାଜୟ ଏଡାଇବା ପାଇଁ ସଂଘର୍ଷ ଜାରୀ ରଖିଛି । ଇତି ମଧ୍ୟରେ ଦଳର ପ୍ରମୁଖ ବୋଲର ମହମ୍ମଦ ସାମୀ ଅଷ୍ଟ୍ରେଲିଆ ଗସ୍ତରେ ଯିବା ପାଇଁ ପ୍ରସ୍ତୁତ ହେଉଛନ୍ତି । ସେ ଅନଫିଟ ଥିବାରୁ ଏହି ଗସ୍ତରେ ଯାଇ ନ ଥିଲେ । ଏବେ ସେ…

ହେଡଙ୍କ ଶତକ, ବିପଦରେ ଟିମ ଇଣ୍ଡିଆ

ଆଡିଲେଡ: ଏଠାରେ ଚାଲିଥିବା ଅଷ୍ଟ୍ରେଲିଆ ବିପକ୍ଷ ଦ୍ୱିତୀୟ କ୍ରିକେଟ ଟେଷ୍ଟରେ ଟିମ ଇଣ୍ଡିଆ ବିପଦରେ ପଡିଛି । ଏହି ଦିବାରାତ୍ର ଟେଷ୍ଟର ଦ୍ୱିତୀୟ ଦିବସ ଖେଳ ଶେଷ ସୁଦ୍ଧା ଭାରତ ଦ୍ୱିତୀୟ ଇନିଂସରେ ୫ ୱିକେଟ ହରାଇ ୧୨୮ ରନ ସଂଗ୍ରହ କରିଛି । ବିରାଟ କୋହଲି ଓ ରୋହିତ ଶର୍ମା ପୂନର୍ବାର ନିରାଶ…

ପ୍ରଥମ ଟିମ ଭାବେ ଟେଷ୍ଟ କ୍ରିକେଟରେ ୫ଲକ୍ଷ ରନ କଲା ଇଂଲଣ୍ଡ

ଲଣ୍ଡନ: ଟେଷ୍ଟ କ୍ରିକେଟ ଇତିହାସରେ ଇଂଲଣ୍ଡ ପ୍ରଥମ ଦଳ ଭାବେ ଏକ ବଡ ଲପଲବ୍ଧି ହାସଲ କରିଛି । ଇଂଲଣ୍ଡ ପ୍ରଥମ ଟିମ ଭାବେ କ୍ରିକେଟର ଏହି ଫର୍ମାଟରେ ୫ଲକ୍ଷ ରନ ପୂର୍ଣ୍ଣ କରିଛି । ହ୍ୟାରୀ ବ୍ରୁକ୍ସ ନ୍ୟୁଜିଲାଣ୍ଡର ୱିିଲିୟମ ଓରୁରକିଙ୍କ ବଲରେ ୨ ରନ ନେବା ପରେ ଇଂଲଣ୍ଡ ଏହି ଲ୍ୟାଣ୍ଡମାର୍କ…